Posted inଖେଳ

ଇତିହାସ ରଚିଲା ଆୟାରଲାଣ୍ଡ

କେପଟାଉନ୍‌,୧୪।୭: ଆୟାରଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଆଣ୍ଡି ବଲବର୍ନିଙ୍କ ଉଜ୍ଜ୍ୱଳ ଶତକ ଏବଂ ପରେ ବୋଲରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ଆୟାରଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୪୩ ରନ୍‌ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଦିନିକିଆ କ୍ରିକେଟ ଇତିହାସରେ ଆୟାରଲାଣ୍ଡ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏବେ ଆୟାରଲାଣ୍ଡର ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିବାର ସୁଯୋଗ ମଧ୍ୟ ଅଛ। ବର୍ଷାର କାରଣରୁ ସିରିଜର ପ୍ରଥମ ମ୍ୟାଚ ଧୋଇ ହୋଇଯାଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଅଧିନାୟକ ଆଣ୍ଡିଙ୍କ ଶତକ ଆଧାରରେ ଧାର୍ଯ୍ୟ ଓଭରରେ ୫ ଉଇକେଟ ହରାଇ ଆୟାରଲାଣ୍ଡ ୨୯୦ ରନ ସଂଗ୍ରହ କରିଥିଲା।
ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୨୪୭ ରନରେ ଆଉଟ ହୋଇଥିଲେ। ଆଣ୍ଡିଙ୍କ ବ୍ୟତୀତ ହ୍ୟାରି ଟେକ୍ଟର ୭୯ ରନର ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକାର ଆଣ୍ଡାଇଲ ଫେକୁଲୱାୟୋ ୨ଟି ଉଇକେଟ ନେଇଥିଲେ। ଏଥି ସହିତ ମିଠା ମିଲାନ ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ୮୪ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ୱାଲିଫାୟରରୁ ଅଙ୍କିତା ଆଉଟ୍‌

ପ୍ୟାରିସ୍‌,୨୫।୯(ପି.ଟି.): ଭାରତୀୟ ମହିଳା ଟେନିସ୍‌ ତାରକା ଅଙ୍କିତା ରାଇନା ଫ୍ରେଞ୍ଚ୍‌ ଓପନ୍‌ କ୍ୱାଲିଫାୟର ଟୁର୍ନାମେଣ୍ଟରୁ ବାଦ୍‌ ପଡିଛନ୍ତି। ସେ ଦ୍ୱିତୀୟ ରାଉଣ୍ଡ ପାର କରିପାରିନାହାନ୍ତି। ଗୁରୁବାର...

ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ କ୍ରିକେଟ: ଦିଲ୍ଲୀକୁ ହରାଇ କ୍ୱାର୍ଟରରେ ଓଡ଼ିଶା

ଭୁବନେଶ୍ୱର, ୧୨।୨(କ୍ରୀଡ଼ା ପ୍ରତିନିଧି): ବେଙ୍ଗାଲୁରୁରେ ଚାଲିଥିବା ନାଗେଶ ଟ୍ରଫି ଜାତୀୟ ଦୃଷ୍ଟିହୀନ ଟି୨୦ କ୍ରିକେଟ ଟୁର୍ନାମେଣ୍ଟର ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଦିଲ୍ଲୀକୁ ୧୦ ଉଇକେଟରେ ହରାଇ...

ଅଷ୍ଟ୍ରେଲିଆକୁ ହରାଇ ଦେଲେ ବଟଲର

ଦୁବାଇ, ୩୦।୧୦: ଟି୨୦ ବିଶ୍ୱକପର ଶନିବାର ଅନୁଷ୍ଠିତ ମ୍ୟାଚରେ ଇଂଲଣ୍ଡ ୮ ଉଇକେଟରେ ଅଷ୍ଟ୍ରେଲିଆକୁ ପରାସ୍ତ କରିଛି। ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ଅଷ୍ଟ୍ରେଲିଆ ୧୨୫...

ଚୌକାଠାରୁ ବି ଛକା ଅଧିକ ମାରିଛନ୍ତି ଏହି ବିସ୍ଫୋରକ କ୍ରିକେଟର୍‌: ହାସଲ କଲେ ‘ମହାଶତକ’

ଆବୁଧାବି,୨୯।୯: ଟି -୨୦ କ୍ରିକେଟ୍‌ର କିମ୍ବଦନ୍ତୀଙ୍କ ମଧ୍ୟରୁ କିରନ ପୋଲାର୍ଡ ଅନ୍ୟତମ। ଟି -୨୦ରେ ୧୧ ହଜାରରୁ ଅଧିକ ରନ ସ୍କୋର କରିବା ବ୍ୟତୀତ ସେ...

ଆଇସିସି ବିଶ୍ୱକପ୍‌ : ଦକ୍ଷିଣ ଆଫ୍ରିକାର ସହଜ ବିଜୟ

ଚେଷ୍ଟର-ଲି-ଷ୍ଟ୍ରିଟ୍‌, ୨୮।୬- ଚଳିତ ଆଇସିସି ବିଶ୍ୱକପ୍‌ରେ ସେମିଫାଇନାଲ ଦୌଡ଼ରୁ ବାଦ୍‌ ପଡିସାରିଥିବା ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ବିଜୟ ହାସଲ କରିଛି। ସ୍ଥାନୀୟ ରିଭରସାଇଡ ଗ୍ରାଉଣ୍ଡରେ ଅନୁଷ୍ଠିତ...

କୋଭିଡ୍‌- ୧୯ : ୨୦୨୨କୁ ଘୁଞ୍ଚିଲା ଆଫ୍ରିକାନ କପ୍‌ ଅଫ୍‌ ନେଶନ୍ସ

ନୂଆଦିଲ୍ଲୀ,୧।୭: କୋଭିଡ୍‌- ୧୯ ମହାମାରୀ କାରଣରୁ ଆଉଏକ ମେଗା ଇଭେଣ୍ଟକୁ ଘୁଞ୍ଚାଇ ଦିଆଯାଇଛି। ଆସନ୍ତାବର୍ଷ ଆୟୋଜନ ହେବାକୁ ଥିବା ଆଫ୍ରିକାନ୍‌ କପ୍‌ ଅଫ୍‌ ନେଶନ୍ସକୁ ୨୦୨୨କୁ...

ଭିନେଶଙ୍କୁ ଉତ୍ତର ମାଗିଲା କୁସ୍ତି ମହାସଂଘ

ନୂଆଦିଲ୍ଲୀ, ୧୦।୮: ଭାରତୀୟ କୁସ୍ତି ମହାସଂଘ (ଡବ୍ଲ୍ୟୁଏଫ୍‌ଆଇ) ମଙ୍ଗଳବାର ଷ୍ଟାର ମହିଳା ରେସଲର ଭିନେଶ ଫୋଗଟଙ୍କୁ ସାମୟିକ ଭାବେ ବସନ୍ଦ କରିଛି। ବିଶୃଙ୍ଖଳା ଗତ ଆଚରଣ...

ଏହି ବୋଲର୍‌ ପକାଇଥିଲେ ବିଶ୍ୱର ସବୁଠୁ ଦ୍ରୁତତମ ବଲ୍‌

ପାକିସ୍ତାନର ପୂର୍ବତନ ବୋଲର ସୋଏବ ଅଖତର ଆଜି ୪୬ ବର୍ଷରେ ପଦାର୍ପଣ କରିଛନ୍ତି। ୧୯୯୭ ମସିହା ଅଗଷ୍ଟ ୧୩ରେ ରାଉଲପିଣ୍ଡି ଜନ୍ମଗ୍ରହଣ କରିଥିବା ସୋଏବ କ୍ରିକେଟରେ...

Advertisement
Archives

Model This Week