Posted inଖେଳ

ଇତିହାସ ରଚିଲା ଆୟାରଲାଣ୍ଡ

କେପଟାଉନ୍‌,୧୪।୭: ଆୟାରଲାଣ୍ଡ ଏବଂ ଦକ୍ଷିଣଆଫ୍ରିକା ମଧ୍ୟରେ ଚାଲିଥିବା ଦିନିକିଆ ସିରିଜ୍‌ର ଦ୍ୱିତୀୟ ଦିନିକିଆ ମ୍ୟାଚ୍‌ରେ ଆଣ୍ଡି ବଲବର୍ନିଙ୍କ ଉଜ୍ଜ୍ୱଳ ଶତକ ଏବଂ ପରେ ବୋଲରଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ଯୋଗୁ ଆୟାରଲାଣ୍ଡ ଦକ୍ଷିଣ ଆଫ୍ରିକାକୁ ୪୩ ରନ୍‌ରେ ପରାସ୍ତ କରି ଇତିହାସ ସୃଷ୍ଟି କରିଛି। ଦିନିକିଆ କ୍ରିକେଟ ଇତିହାସରେ ଆୟାରଲାଣ୍ଡ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାକୁ ପରାସ୍ତ କରିଛି। ଏବେ ଆୟାରଲାଣ୍ଡର ଏହି ତିନି ମ୍ୟାଚ ବିଶିଷ୍ଟ ସିରିଜ ଜିତିବାର ସୁଯୋଗ ମଧ୍ୟ ଅଛ। ବର୍ଷାର କାରଣରୁ ସିରିଜର ପ୍ରଥମ ମ୍ୟାଚ ଧୋଇ ହୋଇଯାଇଥିଲା। ଟସ ଜିତି ପ୍ରଥମେ ବ୍ୟାଟିଂ କରିବା ପରେ ଅଧିନାୟକ ଆଣ୍ଡିଙ୍କ ଶତକ ଆଧାରରେ ଧାର୍ଯ୍ୟ ଓଭରରେ ୫ ଉଇକେଟ ହରାଇ ଆୟାରଲାଣ୍ଡ ୨୯୦ ରନ ସଂଗ୍ରହ କରିଥିଲା।
ଏହାର ଜବାବରେ ଦକ୍ଷିଣ ଆଫ୍ରିକା ଦଳ ୨୪୭ ରନରେ ଆଉଟ ହୋଇଥିଲେ। ଆଣ୍ଡିଙ୍କ ବ୍ୟତୀତ ହ୍ୟାରି ଟେକ୍ଟର ୭୯ ରନର ଇନିଂସ ଖେଳିଥିଲେ। ଦକ୍ଷିଣ ଆଫ୍ରିକାର ଆଣ୍ଡାଇଲ ଫେକୁଲୱାୟୋ ୨ଟି ଉଇକେଟ ନେଇଥିଲେ। ଏଥି ସହିତ ମିଠା ମିଲାନ ଦକ୍ଷିଣ ଆଫ୍ରିକା ପାଇଁ ସର୍ବାଧିକ ୮୪ ରନ ସଂଗ୍ରହ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସୋସିଆଲ ମିଡିଆରେ ଭାଇରାଲ ହେଉଛି ଧୋନିଙ୍କ ବାର୍ଥ ଡେ ମସ୍ତି

ନୂଆଦିଲ୍ଲୀ,୫।୧୨: ସୋସିଆଲ ମିଡିଆରେ ଏକ ଭିଡିଓ ବେଳକୁ ବେଳ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଭିଡିଓରେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ...

ବିଦେଶରେ ଛୁଟି କାଟି ଝିଅ, ପତ୍ନୀଙ୍କ ସହ ଭାରତ ଫେରିଲେ ରୋହିତ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦଳର ନିୟମିତ ଅଧିନାୟକ ରୋହିତ ଶର୍ମା ବିଦେଶରେ ଛୁଟି ପରେ ଭାରତ ଫେରିଛନ୍ତି। ସୋମବାର ରୋହିତ ଶର୍ମା ତାଙ୍କ ଝିଅ ଏବଂ ପତ୍ନୀଙ୍କ...

ଅଧିନାୟିକତ୍ୱ ପରୀକ୍ଷା ପାସ୍‌ ହେବାପରେ ଅନୁଭୂତି ବାଣ୍ଟିଲେ ସୂର୍ଯ୍ୟକୁମାର: ବ୍ୟାଟ୍ସମ୍ୟାନ୍‌ ମ୍ୟାଚ୍‌ ଜିତାନ୍ତି କିନ୍ତୁ ବୋଲର୍‌…

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦଳ ଅଷ୍ଟ୍ରେ ବିପକ୍ଷ ଟି-୨୦ ସିରିଜ୍‌କୁ ୪-୧ରେ କବ୍ଜା କରିଛି। ସୂର୍ଯ୍ୟକୁମାର ଯାଦବଙ୍କ ପାଇଁ ଅଧିନାୟକ ଭାବରେ ଏହା ପ୍ରଥମ ସିରିଜ ଥିଲା।...

ମୋ ଦ୍ୱିତୀୟ ଘର ଏବେ ଜଳମଗ୍ନ, ଚେନ୍ନାଇ ପରିସ୍ଥିତିକୁ ନେଇ ଉଦ୍‌ବେଗ ପ୍ରକାଶ କଲେ ଶ୍ରୀଲଙ୍କା କ୍ରିକେଟର୍‌

ଚେନ୍ନାଇ,୫।୧୨: ଚେନ୍ନାଇରେ ବାତ୍ୟ ‘ମିଗ୍‌ଜୋମ’ ବିପର୍ଯ୍ୟୟ ଘଟାଇଛି। ଏହି ବାତ୍ୟା ଯୋଗୁ ସହରରେ ପ୍ରବଳ ବର୍ଷା ସହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଅନେକ ସ୍ଥାନରେ...

‘ପ୍ରତି ୩ ମିନିଟରେ କରନାହିଁ ପ୍ରେସ କନଫରେନ୍ସ’, ପିସିବିକୁ ଉପଦେଶ ଦେଲେ ଓ୍ବାସିମ ଅକରମ

ଇସଲାମାବାଦ,୫।୧୨: ବିଶ୍ୱକପ ୨୦୨୩ପରଠାରୁ ପାକିସ୍ତାନ କ୍ରିକେଟ ବୋର୍ଡରେ ଅଶାନ୍ତି ଜାରି ରହିଛି। ଦଳର ଅଧିନାୟକ ଠାରୁ ଆରମ୍ଭ କରି ଚୟନ କମିଟି ଏବଂ କୋଚିଂ ଷ୍ଟାଫ...

ମହମ୍ମଦ ଶାମିଙ୍କ ଉପରେ ଝୁଲୁଛି ଖଣ୍ଡା: ଦକ୍ଷିଣ ଆଫ୍ରିକା ଗସ୍ତରେ ଖେଳିବା ନେଇ ସସ୍‌ପେନ୍ସ

ନୂଆଦିଲ୍ଲୀ,୫।୧୨: ଭାରତୀୟ ଦ୍ରୁତ ବୋଲର ମହମ୍ମଦ ଶାମି ନିକଟରେ ଖେଳାଯାଇଥିବା ଦିନିକିଆ ବିଶ୍ୱକପ ୨୦୨୩ରେ ଶାମି ସର୍ବାଧିକ ଉଇିକେଟ ନେଇଥିଲେ। କିନ୍ତୁ ବର୍ତ୍ତମାନ ଦକ୍ଷିଣ ଆଫ୍ରିକା...

କାଲିଠୁ ଜୁନିୟର ହକି ବିଶ୍ୱକପ୍‌ ଆରମ୍ଭ: ଭାରତ-କୋରିଆ ମୁହାଁମୁହିଁ

କୁଆଲାଲମ୍ପୁର,୪ା୧୨: ଜୁନିୟର ପୁରୁଷ ହକି ବିଶ୍ୱକପ୍‌ ମଙ୍ଗଳବାରଠାରୁ ଆରମ୍ଭ ହେବା। ଭାରତ-କୋରିଆ ମଧ୍ୟରେ ପ୍ରଥମ ମ୍ୟାଚ୍‌ ଖେଳାଯିବ। କୋରିଆ ବିପକ୍ଷ ମ୍ୟାଚ୍‌ରେ ଭାରତ ଫେଭରିଟ ରହିଛି।...

ଏହି ଖେଳାଳି ମାନଙ୍କ କ୍ୟାରିୟରରେ ଲାଗିଲା ବିରାମ! ଆଉ ଟିମ୍ ଇଣ୍ଡିଆକୁ ଫେରିବା ଅସମ୍ଭବ

ନୂଆଦିଲ୍ଲୀ,୪ା୧୨: ଭାରତୀୟ ଟିମ୍ ଡିସେମ୍ବରରେ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛି। ଏହି ଗସ୍ତରେ ଭାରତ ତିନୋଟି ଫର୍ମାଟ୍, ଟି୨୦, ଦିନିକିଆ ଏବଂ ଟେଷ୍ଟର ସିରିଜ୍ ଖେଳିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri