ଖେଳ

କ୍ରିକେଟ୍‌ ଛାଡି ଏବେ ଫୁଟ୍‌ବଲ୍‌ ଖେଳିଲେ କୋହଲି: ପ୍ରଶଂସକ କହିଲେ..

ମୁମ୍ବାଇ,୨୬।୫: ଭାରତୀୟ ଅଧିନାୟକ ବିରାଟ କୋହଲି ଆଜିକାଲି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଇଂଲଣ୍ଡ ଗସ୍ତରେ ଯାଉଥିବା ଖେଳାଳିଙ୍କ ସହ କୋହଲି ମୁମ୍ବାଇରେ ବିସିସିଆଇ ଦ୍ୱାରା ପ୍ରସ୍ତୁତ ବାୟୋ-ବବୁଲରେ ଅଛନ୍ତି। ଭାରତୀୟ ଖେଳାଳିମାନେ ଜୁନ ୨ରେ ଇଂଲଣ୍ଡ ଯିବେ।…

କ୍ରିକେଟର୍‌ ସ୍ତ୍ରୀଙ୍କ ଫଟୋକୁ ନେଇ ଉଠିଲା ଚର୍ଚ୍ଚା: ଶେଷରେ…

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ ସଫା ବାଗ ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଅନେକ ଯୁଜର୍ସ ତାଙ୍କୁ ସମାଲୋଚନା କରୁଛନ୍ତି।…

୩ ବର୍ଷ ପରେ ମନର ଯନ୍ତ୍ରଣା ପ୍ରକାଶ କଲେ ଏହି ପ୍ରସିଦ୍ଧ କ୍ରିକେଟର୍‌: ଜୋତା ପିନ୍ଧି ଗାଧୋଇବାକୁ ଯାଇଥିଲେ, ଆଉ ତା’ପରେ

କୋଲକାତା ନାଇଟ ରାଇଡର୍ସ (କେକେଆର୍‌) ତାରକା ଅଲରାଉଣ୍ଡର ଆନ୍ଦ୍ରେ ରସେଲ ୩ ବର୍ଷ ପରେ ନିଜର ମନର ଯନ୍ତଣା ପ୍ରକାଶ କରିଛନ୍ତି। ଆଇପିଏଲ ୨୦୧୮ରେ କେକେଆର ଦଳ ଇଡେନ ଗାର୍ଡେନ୍ସରେ ସନରାଇଜର୍ସ ହାଇଦ୍ରାବାଦଠାରୁ ୧୪ ରନ୍‌ରେ ହାରି ଆଇପିଏଲ ଫାଇନାଲରେ ପ୍ରବେଶ…

୧୦ ବର୍ଷ ହେଲା କ୍ରିକେଟରଙ୍କ ଟଙ୍କା ବାକି ରଖିଛି ବିସିସିଆଇ: ଅଭିଯୋଗ ଆଣିଲେ ଏହି ଖେଳାଳି…

ନୂଆଦିଲ୍ଲୀ,୨୬।୫: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)କୁ ପୃଥିବୀର ଧନୀ ବୋର୍ଡ ଭାବେ ପରିଗଣିତ କରାଯାଇଥାଏ। ତେବେ କରୋନା ମହାମାରୀ ସଙ୍କଟ ଯୋଗୁ ବିସିସିଆଇର ଆର୍ଥିକ ସ୍ଥିତି ଖରାପ ହେବାରେ ଲାଗିଛି। ଏପରିସ୍ଥଳେ ଅଷ୍ଟ୍ରେଲିଆର ପୂର୍ବତନ କ୍ରିକେଟର ବିସିସିଆଇ ଉପରେ ଗୁରୁତର ଅଭିଯୋଗ…

ଆଜିର ଦିନରେ ଇତିହାସ ରଚିଥିଲେ ଗାଙ୍ଗୁଲି-ଦ୍ରାଭିଡ ଯୋଡି

ନୂଆଦିଲ୍ଲୀ,୨୬।୫: ଏକଦିବସୀୟ କ୍ରିକେଟରେ ୧୦ ହଜାରରୁ ଅଧିକ ରନ ସଂଗ୍ରହ କରିଥିବା ସୌରଭ ଗାଙ୍ଗୁଲି ଏବଂ ରାହୁଲ ଦ୍ରାଭିଡ ବିପକ୍ଷ ଦଳକୁ ଅନେକ ଥର ଟାର୍ଗେଟ କରିଛନ୍ତି। ୧୯୯୯ ବିଶ୍ୱକପରେ ଅର୍ଥାତ୍‌ ଦୀର୍ଘ ୨୨ ବର୍ଷ ପୂର୍ବେ, ଗାଙ୍ଗୁଲି ଏବଂ ଦ୍ରାଭିଡ…

ବାଂଲାଦେଶ ସିରିଜ ବିଜୟୀ

ଢାକା, ୨୬।୫-ମୁଶ୍‌ଫିକର ରହିମଙ୍କ ଶତକ ପରେ ବୋଲରଙ୍କ ପ୍ରଭାବୀ ପ୍ରଦର୍ଶନ ବଳରେ ବାଂଲାଦେଶ ମଙ୍ଗଳବାର ଅନୁଷ୍ଠିତ ବର୍ଷା ବାଧାପ୍ରାପ୍ତ ଦ୍ୱିତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ଶ୍ରୀଲଙ୍କାକୁ ୧୦୩ ରନରେ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ୪୮.୧ ଓଭରରେ ୨୪୬…

ଥଣ୍ଡା ପରିବେଶ ନ୍ୟୁଜିଲାଣ୍ଡକୁ ସୁହାଇପାରେ

ନୂଆଦିଲ୍ଲୀ, ୨୬।୫-ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ ଫାଇନାଲ ଆଗାମୀ ଜୁନ୍‌ ୧୮ରୁ ଇଂଲଣ୍ଡର ସାଉଥାମ୍ପଟନଠାରେ ଆରମ୍ଭ ହେବ। କେଉଁ ଦଳ ଫାଇଦାରେ ରହିବ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଏଥିରେ ସାମିଲ ହୋଇଛନ୍ତି ନ୍ୟୁଜିଲାଣ୍ଡ କ୍ରିକେଟ…

ସୁଶୀଲ କୁମାର ଚାକିରିରୁ ନିଲମ୍ବିତ

ନୂଆଦିଲ୍ଲୀ, ୨୬।୫-ରେସ୍‌ଲର ସାଗର ଧନକରଙ୍କ ମୃତ୍ୟୁ ମାମଲାରେ ଗିରଫ ହୋଇଥିବା ଅଲିମ୍ପିକ୍ସ ପଦକ ବିଜେତା ସୁଶୀଲ କୁମାରଙ୍କୁ ନର୍ଦ୍ଦର୍ନ ରେଲଓ୍ବେ ମଙ୍ଗଳବାର ଚାକିରିରୁ ନିଲମ୍ବିତ କରିଛି। ମେ’ ୨୩ଠାରୁ ଏହା ଲାଗୁ ହେବ ଏବଂ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିଲମ୍ବନ…

ଫ୍ରେଞ୍ଚ ଓପନ କ୍ୱାଲିଫାୟର୍ସ: ରାମକୁମାର ଜିତିଲେ, ହାରିଲେ ପ୍ରଜନେଶ

ପ୍ୟାରିସ, ୨୬ା୫ (ପି.ଟି.)-ଭାରତର ରାମକୁମାର ରମାନାଥନ ଫ୍ରେଞ୍ଚ ଓପନ କ୍ୱାଲିଫାୟର୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କିନ୍ତୁ ପ୍ରଜନେଶ ଗୁଣେଶ୍ୱରନ ପ୍ରଥମ ରାଉଣ୍ଡରେ ପରାଜୟ ସହ ବିଦାୟ ନେଇଛନ୍ତି। ରାମକୁମାର ଓପନିଂ ରାଉଣ୍ଡରେ ଆମେରିକାର ମାଇକେଲ ମୋହ୍‌ଙ୍କୁ ୨-୬, ୭-୬(୪), ୬-୩…

୭ ରାଜ୍ୟରେ ଖୋଲିବ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର

ନୂଆଦିଲ୍ଲୀ, ୨୬ା୫ (ପି.ଟି.)- ତୃଣମୂଳସ୍ତରରୁ ପ୍ରତିଭା ଚିହ୍ନଟ ଲକ୍ଷ୍ୟ ନେଇ ୭ଟି ରାଜ୍ୟରେ ୧୪୩ ଖେଲୋ ଇଣ୍ଡିଆ ସେଣ୍ଟର ଖୋଲିବା ଲାଗି କେନ୍ଦ୍ର କ୍ରୀଡ଼ା ମନ୍ତ୍ରଣାଳୟ ସ୍ଥିର କରିଛି। ଏ ବାବଦରେ ୧୪.୩୦ କୋଟି ଟଙ୍କାର ବ୍ୟୟ ଅଟକଳ କରାଯାଇଛି। ମହାରାଷ୍ଟ୍ର,…

ବଲ୍‌ବୀରଙ୍କ ନାମରେ ହକି ଷ୍ଟାଡିୟମ

ଚଣ୍ଡିଗଡ଼, ୨୬ା୫ (ପି.ଟି.)-ମୋହାଲିସ୍ଥିତ ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ବିଧିବଦ୍ଧ ଭାବେ କିମ୍ବଦନ୍ତୀ ବଲ୍‌ବୀର ସିଂ ସିନିୟରଙ୍କ ନାମରେ ନାମିତ କରାଯାଇଛି। ମଙ୍ଗଳବାର ବଲ୍‌ବୀରଙ୍କ ପ୍ରଥମ ମୃତ୍ୟୁ ବାର୍ଷିକୀ ଅବସରରେ ଏହି ନାମକରଣ କରାଯାଇଛି। ୩ଥର ଅଲିମ୍ପିକ ସ୍ବର୍ଣ୍ଣ ବିଜେତାଙ୍କର ୯୬ ବର୍ଷ…

ସେପ୍ଟେମ୍ବର ୩ୟ ସପ୍ତାହରୁ ହୋଇପାରେ ଆଇପିଏଲର ବାକି ମ୍ୟାଚ୍‌

ମୁମ୍ବାଇ, ୨୫।୫ : ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୪ତମ ସଂସ୍କରଣର ବଳକା ମ୍ୟାଚ୍‌ କେବେ ଓ କେଉଁଠାରେ ଆରମ୍ଭ ହେବ? ଏହା ଜାଣିବା ପାଇଁ ଆଇପିଏଲ ପ୍ରଶଂସକମାନେ ଅପେକ୍ଷା କରିଛନ୍ତି। ତେବେ ସେମାନଙ୍କ ଅପେକ୍ଷାରେ ଖୁବ୍‌ ଶୀଘ୍ର ପୂର୍ଣ୍ଣଛେଦ ପଡ଼ିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?