ଖେଳ

ଫ୍ରେଞ୍ଚ୍‌ ଓପନ୍‌: ନାଡାଲ ଫେଭରାଇଟ୍‌, ଯୁବ ଖେଳାଳିଙ୍କ ପାଇଁ ସୁଯୋଗ

ପ୍ୟାରିସ,୩୦।୫(ଏପି): ବର୍ଷର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଫ୍ରେଞ୍ଚ୍‌ ଓପନ୍‌ ଟେନିସ ରବିବାରଠାରୁ ଆରମ୍ଭ ହେବ। ବିଶ୍ୱରେ କୋଭିଡ୍‌-୧୯ ମହାମାରୀର ପ୍ରକୋପ ଜାରି ରହିଥିବା ବେଳେ ଟେନିସର ଏହି ମେଗା ଇଭେଣ୍ଟ ଆରମ୍ଭ ହେବା ବିଶ୍ୱ କ୍ରୀଡ଼ା ପାଇଁ ଏକ ଖୁସି ଖବର…

ବିସିସିଆଇ ବୈଠକରେ ବଡ଼ ନିଷ୍ପତ୍ତି: ଏହି ଦେଶରେ ଖେଳାଯିବ ଆଇପିଏଲ୍‌-୨୦୨୧ର ବାକି ମ୍ୟାଚ୍‌

ନୂଆଦିଲ୍ଲୀ,୨୯।୫: ଆଇପିଏଲ୍‌ର ଚଳିତ ସିଜନ୍‌ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ଖେଳାଯିବ। ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ବାକିଥିବା ମ୍ୟାଚ୍‌ ଖେଳାଯିବାନେଇ ଶନିବାର ବିସିସିଆଇର ସ୍ପେଶାଲ ଜେନେରାଲ ମିଟିଂ(ଏସ୍‌ଜିଏମ୍‌)ରେ ଏହି ନିଷ୍ପତ୍ତି ନିଆଯାଇଛି। ଏଥିନିମନ୍ତେ ୟୁଏଇ ବୋର୍ଡ ରାଜି ହୋଇଛି ବୋଲି ବିସିସିଆଇ ପକ୍ଷରୁ…

ଟେଷ୍ଟ କ୍ରିକେଟ ଆଦୌ ପସନ୍ଦ ନୁହେଁ, ହେଲେ ପନ୍ତଙ୍କ ବ୍ୟାଟିଂକୁ ଚାହିଁ ରହିଥାନ୍ତି ଏହି କ୍ରିକେଟର; କହିଲେ…

ଲଣ୍ଡନ,୨୯।୫: ଭାରତୀୟ ଦଳର ଉଇକେଟକିପର୍‌ ବ୍ୟାଟ୍ସମ୍ୟାନ୍‌ ରିଷଭ ପନ୍ତଙ୍କ ପ୍ରଶଂସକ ଢ଼େର ଅଧିକ। କାରଣ ସେ ଏଭଳି ଜଣେ ବ୍ୟାଟ୍ସମ୍ୟାନ ଯିଏ ବିରୋଧି ବୋଲର୍‌ଙ୍କ ଉପରେ ଚାପ ପକାଇ ଖେଳିବାକୁ ପସନ୍ଦ କରନ୍ତି। ପନ୍ତଙ୍କ ଏଭଳି ଆକ୍ରାମକ ବ୍ୟାଟିଂ ଯୋଗୁ ଟେଷ୍ଟ…

ପାକିସ୍ତାନର କୋଚ୍‌ ହେବାକୁ କାହିଁକି ଚାହୁଁନାହାନ୍ତି? ଏହି କ୍ରିକେଟର କହିଲେ ‘ମୁଁ ମୁର୍ଖ ନୁହେଁ’

ଲାହୋର,୨୯।୫: ସର୍ବଦା ପାକିସ୍ତାନ କ୍ରିକେଟ ଟିମ୍‌ର କୋଚ୍‌ ପଦକୁ ନେଇ ବିବାଦ ଲାଗି ରହିଥାଏ। ସ୍ବଦେଶୀ କୋଚ୍‌ ହୁଅନ୍ତୁ ଅବା ବିଦେଶୀ, ସମସ୍ତଙ୍କୁ ନେଇ ବିବାଦ ଦେଖାଦେଇଥାଏ। ବର୍ତ୍ତମାନ ସମୟରେ ଅନେକ ପୂର୍ବ ଅଭିଜ୍ଞ ଖେଳାଳି ରହିଛନ୍ତି, ଯେଉଁମାନେ କୋଚ୍‌ ଭୂମିକା…

ଆଇପିଏଲ୍‌ ସିଜିନ୍‌-୧୪ର ଅବଶିଷ୍ଟ ମ୍ୟାଚ୍‌ ୟୁଏଇରେ ହେବ: ବିସିସିଆଇର ବଡ଼ ନିଷ୍ପତ୍ତି…

ନୂଆଦିଲ୍ଲୀ,୨୯।୫: କରୋନା ମହାମାରୀ ସଂକ୍ରମଣକୁ ଦୃଷ୍ଟିରେ ରଖି ଦେଶରେ ଜାରି ରହିଥିବା ଆଇପିଏଲ୍‌ ସିଜିନ୍‌-୧୪ର ମ୍ୟାଚ୍‌କୁ ବନ୍ଦ କରାଯାଇଥିଲା। ତେବେ ଏବେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ( ବିସିସିଆଇ) ପକ୍ଷରୁ ବଡ଼ ଘୋଷଣା କରାଯାଇଛି। ସିଜିନ୍‌ର ଅବିଶିଷ୍ଟ ୩୧ ମ୍ୟାଚ୍‌ ୟୁଏଇରେ…

କ୍ରିକେଟ କିଟ୍‌ କିଣିବାକୁ ନ ଥିଲା ପଇସା; ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ ଏହି କ୍ରିକେଟରଙ୍କ ମା’, ଏଭଳି ବଦଳିଲା ଭାଗ୍ୟ

ନୂଆଦିଲ୍ଲୀ,୨୮।୫: ତାମିଲନାଡ଼ୁର ସଲେମ ଜିଲାରୁ ୩୫ କିମି ଦୂର ଚିନ୍ନାପମପଟ୍ଟି ଗାଁରେ ବାମହାତୀ ପେସର ଟି ନଟରାଜନଙ୍କ ଜନ୍ମ। ଗରିବ ପରିବାରର ଥିବାରୁ ନଟରାଜନଙ୍କ ଜୀବନ ନାନାଦି ସଂଘର୍ଷ ଦେଇ ଗତି କରିଛି। ତାଙ୍କ ମା’ ରାସ୍ତାକଡ଼ରେ ଷ୍ଟଲ ଲଗାଉଥିଲେ। ଏପରିକି…

ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ : ରିଭ୍ୟୁରେ ହାରିଲେ ସାକ୍ଷୀ

ଦୁବାଇ, ୨୯।୫(ପି.ଟି.)- ଏଠାରେ ଚାଲିଥିବା ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ଭାରତର ସାକ୍ଷୀ ଚୌଧାରୀ (୫୪ କେଜି) ରିଭ୍ୟୁରେ ଲଢ଼େଇ ହାରି ଯାଇଛନ୍ତି। ମହିଳା ବାଣ୍ଟମଓ୍ବେଟ ୫୪ କେଜି ଲଢ଼େଇ ପରେ ସାକ୍ଷୀ ୩-୨ରେ ବିଜୟ ହାସଲ କରିଥିବା ରେଫରି ଘୋଷଣା…

ଶ୍ରୀଲଙ୍କାର ସାନ୍ତ୍ୱନାମୂଳକ ବିଜୟ

ଢାକା, ୨୯।୫- ଅଧିନାୟକ କୁସାଲ ପେରେରାଙ୍କ ଶତକ ପରେ ଦୁଷ୍ମନ୍ତ ଚାମିରାଙ୍କ ୫ ଉଇକେଟ ସଫଳତା ବଳରେ ଶ୍ରୀଲଙ୍କା ଶୁକ୍ରବାର ଅନୁଷ୍ଠିତ ତୃତୀୟ ଦିନିକିଆ କ୍ରିକେଟ ମ୍ୟାଚରେ ବାଂଲାଦେଶକୁ ୯୭ ରନରେ ପରାସ୍ତ କରିଛି। ପ୍ରଥମ ୨ଟି ଦିନିକିଆ ସହ ବାଂଲାଦେଶ…

ଷ୍ଟେଜ୍‌ ୧୯ ଜିତିଲେ ସିମନ ୟେଟ୍ସ

ରୋମ୍‌, ୨୯ା୫:ଗ୍ରେଟ୍‌ ବ୍ରିଟେନର ସିମନ ୟେଟ୍ସ (ଟିମ୍‌ ବାଇକ୍‌ ଏକ୍ସଚେଞ୍ଜ୍‌) ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୯ତମ ଷ୍ଟେଜ୍‌ ଜିତିଛନ୍ତି। ଆବିଏଟ୍‌ଗ୍ରାସୋଠାରୁ ଆଲ୍ପ ଡି’ ମିରା ପର୍ଯ୍ୟନ୍ତ ୧୬୬ କିଲୋମିଟର ବିଶିଷ୍ଟ ଏହି ମାଉଣ୍ଟେନ ଷ୍ଟେଜ୍‌କୁ ସେ ୪ ଘଣ୍ଟା…

ଫ୍ୟାନ୍‌ ଫ୍ରି ଇଭେଣ୍ଟ ହେବ ଟୋକିଓ ଅଲିମ୍ପିକ୍ସ

ଟୋକିଓ,୨୯।୫(ଏ.ପି.): ବିନା ପ୍ରଶଂସକରେ ଆୟୋଜନ ହେବ ଟୋକିଓ ଅଲିମ୍ପିକ୍ସ। ଭେନ୍ୟୁଗୁଡିକୁ ସ୍ଥାନୀୟ ଦର୍ଶକଙ୍କୁ ପ୍ରବେଶ କରିବାକୁ ଅନୁମତି ଦିଆଯାଇ ନ ପାରେ ବୋଲି ଅଲିମ୍ପିକ୍ସ ଆୟୋଜକ କମିଟି ଅଧ୍ୟକ୍ଷ କହିଛନ୍ତି। ତେଣୁ ଅଲିମ୍ପିକ୍ସ ଏଥର ବିନା ପ୍ରଶଂସକରେ ଆୟୋଜନ ହେବ ବୋଲି…

ଅଷ୍ଟ୍ରେଲିୟ କ୍ରିକେଟରଙ୍କ ଦୃଢ଼ୋକ୍ତି, ଭାରତର ଏହି ସ୍ପିନର ଭାଙ୍ଗିବେ ମୁରଲୀଧରନ୍‌ଙ୍କ ରେକର୍ଡ !

ନୂଆଦିଲ୍ଲୀ,୨୮।୫: ଅଷ୍ଟ୍ରେଲିଆର ପୂର୍ବ ଚାଇନାମ୍ୟାନ୍‌ ବ୍ରାଡ୍‌ ହଗ୍‌ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଡ଼ ପ୍ରଶଂସକ। ଏବେ ହଗ୍‌ ଅଶ୍ୱିନଙ୍କୁ ନେଇ ଏକ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏହି ସ୍ପିନର ଯଦି ଆଉ ୫ରୁ ୬ ବର୍ଷ ପର୍ଯ୍ୟନ୍ତ କ୍ରିକେଟ ଖେଳିବା…

ଫାଇନାଲ୍‌ ଡ୍ର’ ରହିଲେ କେଉଁ ଦଳ ହେବ ଚାମ୍ପିୟନ୍‌: ଆଇସିସି କଲା ଘୋଷଣା

ନୂଆଦିଲ୍ଲୀ,୨୮।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୮ରୁ ୨୨ ଜୁନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ଅନୁଷ୍ଠିତ ହେବ। ତେବେ ଏହି ଫାଇନାଲକୁ ନେଇ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ୍‌ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?