ଖେଳ

ଫାଇନାଲ୍‌ ଡ୍ର’ ରହିଲେ କେଉଁ ଦଳ ହେବ ଚାମ୍ପିୟନ୍‌: ଆଇସିସି କଲା ଘୋଷଣା

ନୂଆଦିଲ୍ଲୀ,୨୮।୫: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ୧୮ରୁ ୨୨ ଜୁନ ମଧ୍ୟରେ ଖେଳାଯିବାକୁ ଥିବା ବିଶ୍ୱ ଟେଷ୍ଟ ଚାମ୍ପିୟନସିପ (ଡବ୍ଲୁଟିଏସି ଫାଇନାଲ)ର ଫାଇନାଲ ଅନୁଷ୍ଠିତ ହେବ। ତେବେ ଏହି ଫାଇନାଲକୁ ନେଇ ଦର୍ଶକ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଏହି ମ୍ୟାଚ୍‌ର…

ମାତ୍ର ୨ ଲକ୍ଷ ଟଙ୍କା ଖର୍ଚ୍ଚ କରି ଦେଖିପାରିବେ ଫାଇନାଲ୍‌ ମ୍ୟାଚ୍‌

ମୁମ୍ବାଇ,୨୮।୫: ଭାରତୀୟ ଦଳ ୧୮ରୁ ୨୨ଜୁନ ମଧ୍ୟରେ ନ୍ୟୁଜିଲାଣ୍ଡ ବିପକ୍ଷ ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲୁଟିସି ଫାଇନାଲ)ର ଫାଇନାଲ ଖେଳିବ। ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ ମ୍ୟାଚ ଇଂଲଣ୍ଡର ସାଉଥମ୍ପଟନ ଗ୍ରାଉଣ୍ଡରେ ଖେଳାଯିବ। ଭାରତୀୟ ଦଳ ଜୁନ ୨ରେ ଇଂଲଣ୍ଡ…

୧୯୯ ଶତକ, ୬୧୦୦୦ ଅଧିକ ରନ୍‌ ସଂଗ୍ରହ କରି କ୍ରିକେଟରେ ପ୍ରଥମ ‘ସର୍‌’ ଆଖ୍ୟା ପାଇଥିଲେ ଏହି କ୍ରିକେଟର୍‌

ଯେତେବେଳେ କ୍ରିକେଟ ରେକର୍ଡକୁ ଆସେ, ପ୍ରଶଂସକଙ୍କ ମନରେ ସାର୍‌ ଡନ ବ୍ରାଡମ୍ୟାନ, ସୁନୀଲ ଗାଭାସ୍କର, ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ପରି ଭେଟେରାନଙ୍କ ନାମ ମନକୁ ଆସେ। ତେବେ ଇଂଲଣ୍ଡର ମହାନ ବ୍ୟାଟ୍ସମ୍ୟାନ ସାର୍‌ ଜ୍ୟାକ ହବ୍ସ ତାଙ୍କ ୩୦…

ଯନ୍ତ୍ରଣା ବଖାଣିଲେ ଅଶ୍ୱିନ୍‌: ୮-୯ ରାତି ନ ଶୋଇ ମ୍ୟାଚ୍‌ ଖେଳିଥିଲେ ଅଶ୍ୱିନ୍‌

ମୁମ୍ବାଇ,୨୮।୫: କରୋନା ମହାମାରୀ ହେତୁ ଆଇପିଏଲ ୨୦୨୧ ଅନିର୍ଦ୍ଦିଷ୍ଟ କାଳ ପାଇଁ ସ୍ଥଗିତ ରଖାଯାଇଛି। ବିସିସିଆଇ ଏବେ ଏହି ଟୁର୍ନାମେଣ୍ଟର ଅବଶିଷ୍ଟ ମ୍ୟାଚ ସେପ୍ଟେମ୍ବର-ଅକ୍ଟୋବରରେ କରିବାକୁ ପ୍ରସ୍ତୁତ ହେଉଛି। ଆଇପିଏଲ ସ୍ଥଗିତ ରଖିବା ପୂର୍ବରୁ ମଧ୍ୟ ଦିଲ୍ଲୀ କ୍ୟାପିଟାଲ ତାରକା ବୋଲର…

ଏସିଆନ ବକ୍ସିଂ: ମେରୀ କମ୍‌, ସାକ୍ଷୀ ଫାଇନାଲରେ

ଦୁବାଇ, ୨୮।୫(ପି.ଟି.)-ଛଅ ଥର ବିଶ୍ୱ ଚାମ୍ପିୟନ ଏମ୍‌. ସି. ମେରୀ କମ୍‌ (୫୧ କେଜି) ଓ ସାକ୍ଷୀ (୫୪ କେଜି) ଏସିଆନ ବକ୍ସିଂ ଚାମ୍ପିୟନଶିପ୍‌ର ଫାଇନାଲରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ସେମିଫାଇନାଲରେ ମେରୀ କମ୍‌ ୪-୧ରେ ମଙ୍ଗୋଲିଆର ଲୁସାଇଖାନ ଆଲଟାନସେସେଗଙ୍କୁ…

ଆଶା ଆଶଙ୍କାରେ ପାର୍ବତୀ

ଭୁବନେଶ୍ୱର, ୨୮।୫(କ୍ରୀଡ଼ା ପ୍ରତିନିଧି): କରୋନାର କଷଣ ମଧ୍ୟରେ ପ୍ରଭାବିତ ହୋଇଛି କ୍ରୀଡ଼ା ଦୁନିଆ। ବିଶେଷକରି ଭାରତରେ ସଂକ୍ରମଣ ସଂଖ୍ୟା ବଢ଼ୁଥିବାରୁ କୌଣସି ପ୍ରତିଯୋଗିତା ଆୟୋଜନ ସମ୍ଭବ ହେଉନାହିଁ। ହାତବାନ୍ଧି ବସିଛନ୍ତି କ୍ରୀଡ଼ାବିତ୍‌। ନିଜକୁ ସହଜ ହେଉଥିବା ସ୍ଥାନରେ ଅଭ୍ୟାସ ଜାରିରଖି ଭବିଷ୍ୟତରେ…

ଟୋକିଓ ଅଲିମ୍ପିକ୍ସ ଦ୍ୱାରା ବ୍ୟାପିପାରେ କରୋନା ଭାରିଆଣ୍ଟ୍ସ

ଟୋକିଓ, ୨୮ା୫(ଏପି)-ଟୋକିଓ ଅଲିମ୍ପିକ୍ସର ଆୟୋଜନ ଦ୍ୱାରା କରୋନା ଭାଇରସ୍‌ର ନୂଆ ଭାରିଆଣ୍ଟ୍ସ ବ୍ୟାପିବା ଆଶଙ୍କା ରହିଛି। ଜାପାନ ଡାକ୍ତର ସଂଘର ପ୍ରତିନିଧିତ୍ୱ କରୁଥିବା ଜଣେ ସ୍ବାସ୍ଥ୍ୟ ବିଶେଷଜ୍ଞ ନାଓତୋ ଉୟାମା ଏକଥା ପ୍ରକାଶ କରିଛନ୍ତି। ଦେଶରେ ଅଲିମ୍ପିକ୍ସ ଆୟୋଜନ ହେଲେ ଏଥିରେ…

ବେଟିଅଲ ଜିତିଲେ ୧୮ତମ ଷ୍ଟେଜ୍‌

ରୋମ୍‌, ୨୮ା୫: ଗିରୋ ଡି’ ଇଟାଲିଆ ସାଇକ୍ଲିଂ ରେସ୍‌ର ୧୮ତମ ରେସ୍‌ ଇଟାଲିର ଅଲବର୍ଟୋ ବେଟିଅଲ (ଟିମ୍‌ ଇଏଫ୍‌ ଏଜୁକେଶନ ନିପ୍ପୋ) ଜିତିଛନ୍ତି। ରେସ୍‌ର ଶେଷ ପର୍ଯ୍ୟାୟରେ ପ୍ରଥମେ ଆୟର୍ଲାଣ୍ଡର ନିକୋଲାସ ରୋଚ୍‌ (ଟିମ୍‌ ଡିଏସ୍‌ଏମ୍‌) ଏବଂ ପରେ ଫ୍ରାନ୍ସର ରେମି…

ୟୁରୋପା ଲିଗ୍‌ ଫୁଟ୍‌ବଲ: ଭିଲ୍ଲାରିୟଲଙ୍କୁ ଐତିହାସିକ ପ୍ରଥମ ଟାଇଟଲ

ଗଡାନସ୍କ,୨୮।୫(ଏପି): ୟୁରୋପା ଲିଗ୍‌ ଫୁଟ୍‌ବଲରେ ଭିଲ୍ଲାରିୟଲ ପ୍ରଥମଥର ପାଇଁ ଟାଇଟଲ ହାସଲ କରିବାର ଗୌରବ ଅର୍ଜନ କରିଛି। ଗୁରୁବାର ଖେଳାଯାଇଥିବା ଲିଗ୍‌ର ସଂଘର୍ଷପୂର୍ଣ୍ଣ ତଥା ରୋମାଞ୍ଚକ ଫାଇନାଲ ମ୍ୟାଚ୍‌ରେ ଭିଲ୍ଲାରିୟଲ ୧୧-୧୦ରେ ଶକ୍ତିଶାଳୀ ମାଞ୍ଚେଷ୍ଟର ୟୁନାଇଟେଡକୁ ପରାସ୍ତ କରି ପ୍ରଥମଥର ପାଇଁ…

ଫିଫା ସର୍ଭେ: ୭୦ ପ୍ରତିଶତ ମହିଳା କ୍ଲବ କ୍ଷତିରେ ଚାଲୁଛି

ଜେନେଭା,୨୮।୫(ଏପି): ବିଶ୍ୱ ଫୁଟ୍‌ବଲର ସର୍ବୋଚ୍ଚ ପ୍ରଶାସନିକ ସଂସ୍ଥା ଫିଫାର ଏକ ସର୍ଭେ ବିଶ୍ୱ ମହିଳା ଫୁଟ୍‌ବଲର ସମସ୍ୟାକୁ ପଦାରେ ପକାଇଛି। ଅନ୍ତର୍ଜାତୀୟସ୍ତରର ୭୦ ପ୍ରତିଶତ ମହିଳା ଫୁଟ୍‌ବଲ କ୍ଲବ କ୍ଷତିରେ ଚାଲୁଛି ବୋଲି ଏହି ସର୍ଭେରେ ଦର୍ଶାଯାଇଛି। ମାତ୍ର ୧୩ ପ୍ରତିଶତ…

ଅଲିମ୍ପିକ୍ସ ଖେଳିବା ପାଇଁ ସର୍ତ୍ତ ରଖିଲେ ନମ୍ବର ଓ୍ବାନ୍‌ ଟେନିସ ଖେଳାଳି

ବେଲଗ୍ରେଡ, ୨୭।୫: ଟୋକିଓ ଅଲିମ୍ପିକ୍ସରେ ଖେଳିବା ଲାଗି ସର୍ତ୍ତ ରଖିଛନ୍ତି ବିଶ୍ୱର ନମ୍ବର ଓ୍ବାନ୍‌ ପୁରୁଷ ସିଙ୍ଗଲ୍ସ ଟେନିସ ଖେଳାଳି ନୋଭାକ ଜୋକୋଭିଚ୍‌। ଫ୍ୟାନ୍ସଙ୍କୁ ଷ୍ଟାଡିୟମରେ ଏଣ୍ଟ୍ରି ମିଳିଲେ ହିଁ ଅଲିମ୍ପିକ୍ସରେ ଭାଗନେବେ ବୋଲି ଜଣାଇ ଦେଇଛନ୍ତି। ଟୋକିଓ ଅଲିମ୍ପିକ୍ସ ଖାଲି…

ଅଶ୍ୱିନଙ୍କ ଅପେକ୍ଷାରେ ବିରଳ ରେକର୍ଡ

ନୂଆଦିଲ୍ଲୀ, ୨୭।୫: ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ବିଶ୍ୱ ଟେଷ୍ଟ ଚାମ୍ପିୟନ୍‌ଶିପ୍‌ (ଡବ୍ଲ୍ୟୁଟିସି)ର ପ୍ରଥମ ସଂସ୍କରଣରେ ସର୍ବାଧିକ ଉଇକେଟ ନେଇଥିବା ବୋଲର ହୋଇପାରନ୍ତି। ଏହି ବିରଳ ରେକର୍ଡର ଅଧିକାରୀ ହେବା ପାଇଁ ଅଶ୍ୱିନଙ୍କୁ ଆସନ୍ତା ୧୮ ତାରିଖଠାରୁ ନ୍ୟୁଜିଲାଣ୍ଡ ବିପକ୍ଷରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?