ଖେଳ

ନନ୍‌ ଷ୍ଟ୍ରାଇକର ବ୍ୟାଟ୍ସମ୍ୟାନଙ୍କୁ ଠେଲି ପକାଇଦେବା ଲାଗି ବୋଲରଙ୍କୁ କହିଲେ ଉଇକେଟକିପର

ଢାକା, ୨୭।୫: ମୁସ୍ତାଫିକର ରହିମଙ୍କ ଶତକ ବଳରେ ଦ୍ୱିତୀୟ ଦିନିକିଆରେ ଶ୍ରୀଲଙ୍କାକୁ ଅତି ସହଜରେ ପରାସ୍ତ କରିଛି ବାଂଲାଦେଶ। ଏହି ବିଜୟ ସହ ୩ ମ୍ୟାଚ୍‌ ବିଶିଷ୍ଟ ସିରିଜ୍‌କୁ ୨-୦ରେ ଆଗୁଆ ଜିତି ନେଇଛି ଘରୋଇ ଦଳ। ତେବେ ଉଇକେଟ ମାଇକ୍‌ରେ…

‘ଯଦି ଓ୍ବିଲିୟମସନ ଭାରତୀୟ ହୋଇଥାନ୍ତେ, ତେବେ ଏହି କ୍ରିକେଟରଙ୍କ ଉପଯୁକ୍ତ ବିକଳ୍ପ ହୋଇଥାନ୍ତେ’

ନୂଆଦିଲ୍ଲୀ,୨୭।୫: ଇଂଲଣ୍ଡର ପୂର୍ବ ବାମହାତୀ ସ୍ପିନର ମୋନ୍ଟି ପନେସର କେନ୍‌ ଓ୍ବିଲିୟମସନଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଯଦି କେନ୍‌ ଭାରତୀୟ ହୋଇଥାନ୍ତେ ତେବେ ସେ ଅଜିଙ୍କ୍ୟ ରାହାନେଙ୍କ ଉପଯୁକ୍ତ ବିକଳ୍ପ ହୋଇଥାନ୍ତେ ବୋଲି ସେ କହିଛନ୍ତି। ପନେସର କହିଛନ୍ତି, କେନ୍‌…

ୟୁଟ୍ୟୁବ୍‌ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଏହି କ୍ରିକେଟର: ଲକ୍‌ଡାଉନ୍‌ରେ ଆଗକୁ ବଢ଼ିଥିଲା କଥା

ନୂଆଦିଲ୍ଲୀ,୨୭।୫: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ ପୃଷ୍ଠାରେ ଉଭୟଙ୍କ ଏକାଧିକ ଫଟୋ ଶେୟାର କରି ଚହଲ ନିଜ ଖୁସି ପ୍ରଶଂସକଙ୍କ ସହ…

ବର୍ଷିଲେ ରମିଜ: କହିଲେ ‘ଆମ ପାଖରେ ଧୋନୀ କି ସଚିନ ନାହାନ୍ତି, ଚାପ ଅଧିକ ହେଲେ ଫିକ୍ସର ଆଣି ଆସ’

ନୂଆଦିଲ୍ଲୀ,୨୭।୫: ପାକିସ୍ତାନର ପୂର୍ବତନ ଖେଳାଳି ତଥା ଲୋକପ୍ରିୟ କମେଣ୍ଟେଟର୍‌ ରମିଜ ରାଜା ନିଜ ଦେଶର କ୍ରିକେଟ ବ୍ୟବସ୍ଥାକୁ ନେଇ କଡ଼ା ଟିପ୍ପଣୀ ଦେଇଛନ୍ତି। ଜିମ୍ବାଓ୍ବେ ଗସ୍ତରେ ପୁରୁଣା ଖେଳାଳିମାନଙ୍କୁ ପଠାଇବା ଗୋଟିଏ ପାଦ ଆଗକୁ ବଢ଼ିବା ସହ ଦୁଇ ପାଦ ପଛକୁ…

ମୁଁ ବଡ଼ ହେଲେ ବିରାଟ କୋହଲି ହେବି, ମାରୁଛନ୍ତି ଆଖି ଲାଖିଯିବା ପରି ଶଟ୍‌

ରାଞ୍ଚି,୨୭ା୫: ଦେଶରେ କ୍ରିକେଟକୁ ନେଇ ଲୋକେ ପାଗଳପ୍ରାୟ। ପିଲାଠୁ ଆରମ୍ଭ କରି ବୁଢ଼ା ପର୍ଯ୍ୟନ୍ତ ସମସ୍ତେ କ୍ରିକେଟ ପ୍ରେମରେ ବାଇଆ। ଝାଡ଼ଖଣ୍ଡରୁ ଏମିତି ଜଣେ ଛୋଟପିଲାର କ୍ରିକେଟ ଖେଳ ପ୍ରତି ଅହେତୁକ ଆଗ୍ରହ ଦେଖିବାକୁ ମିଳିଛି। ବୟସ ମାତ୍ର ୨ ବର୍ଷ…

ମ୍ୟାଚ୍‌ ଶେଷ ହେବା ପରେ ଏହି କାମ କରିଥାନ୍ତି ସୂର୍ଯ୍ୟକୁମାର: ୧୦୬ ସେକେଣ୍ଡ ଭିଡିଓରେ ବଖାଣିଲେ…

ବମ୍ବେ,୨୭।୫: ନିକଟରେ ଭାରତୀୟ ବ୍ୟାଟ୍ସମ୍ୟାନ୍‌ ସୂର୍ଯ୍ୟକୁମାର ଯାଦବ ମୁମ୍ବାଇ ଇଣ୍ଡିଆନ୍ସ ସହ ଇନ୍‌ଷ୍ଟାଗ୍ରାମ ଲାଇଭ୍‌ରେ ନଜର ଆସିଥିଲେ। ଏହି ସମୟରେ ସେ ନିଜର ବ୍ୟକ୍ତିଗତ ରୁଚି ନେଇ ଅନେକ ମଜାଦାର କଥା ଶେୟାର କରିଛନ୍ତି। ସୂର୍ଯ୍ୟକୁମାର ବଲିଉଡ୍‌ର କମେଡି ଫିଲ୍ମ ଦେଖିବାକୁ…

ଏହି କ୍ରିକେଟର୍‌ଙ୍କ ବଡ଼ ଭବିଷ୍ୟବାଣୀ: ଚେନ୍ନାଇ ସୁପର କିଙ୍ଗ୍ସରୁ ଅଲଗା ହୋଇଯିବେ ଧୋନୀ!

ପୂର୍ବତନ କ୍ରିକେଟର ତଥା ପ୍ରସିଦ୍ଧ ସମୀକ୍ଷକ ଆକାଶ ଚୋପ୍ରା ନିଜ ବେପରୁଆ ମନ୍ତବ୍ୟ ପାଇଁ ଜଣାଶୁଣା। ଆଇପିଏଲ ୨୦୨୨ ନିଲାମ ପୂର୍ବରୁ ଆକାଶ ଚୋପ୍ରା ଏକ ବଡ଼ କଥା କହିଛନ୍ତି। ଆକାଶ ଚୋପ୍ରା କହିଛନ୍ତି ଯେ, ଆସନ୍ତା ବର୍ଷର ମେଗା ନିଲାମରେ…

ମହିଳା ଟେନିସ୍‌ ଖେଳାଳିଙ୍କୁ ପ୍ରପୋଜ୍‌ କରିବା ପାଇଁ ଆର୍ଜେଣ୍ଟିନା ପଳାଇଥିଲେ ଏହି ଭାରତୀୟ କ୍ରିକେଟର୍‌

୮୦ ଦଶକରେ ଭାରତୀୟ କ୍ରିକେଟ୍‌ ଦଳର କୋଚ୍‌ ରବି ଶାସ୍ତ୍ରୀଙ୍କ ବହୁତ ଯୁବ ପ୍ରଶଂସକମାନେ ଥିଲେ। ସେତେବେଳେ ରବି ଶାସ୍ତ୍ରୀ ଜଣେ ହିରୋଠାରୁ କମ ନଥିଲେ। ଶାସ୍ତ୍ରୀଙ୍କ ନାମ ସେହି ସମୟରେ କିଛି ବଲିଉଡ ଅଭିନେତ୍ରୀଙ୍କ ସହ ଜଡିତ ଥିଲା। ଥରେ…

କୋଚ୍‌ଙ୍କ ଅଧୁରା ପ୍ରେମ କାହାଣୀ

କ୍ରିକେଟ ଏବଂ ବଲିଉଡ ମଧ୍ୟରେ ସଂଯୋଗ ବହୁତ ପୁରୁଣା। ଶର୍ମିଳା ଟାଗୋର-ମନସୁର ଖାନ ପଟୌଦିଙ୍କ ଠାରୁ ଆରମ୍ଭ କରି ବିରାଟ କୋହଲି ଏବଂ ଅନୁଷ୍କା ଶର୍ମାଙ୍କ ଯୋଡି ପର୍ଯ୍ୟନ୍ତ କ୍ରିକେଟର ଏବଂ ଅଭିନେତ୍ରୀମାନଙ୍କ ପ୍ରେମ କାହାଣୀ ପ୍ରାୟତଃ ଚର୍ଚ୍ଚାରେ ଥାଏ। ଭାରତୀୟ…

ଆର୍ଚରଙ୍କ କହୁଣିରେ ଅସ୍ତ୍ରୋପଚାର

ଲଣ୍ଡନ,୨୭।୫(ପି.ଟି.): ଇଂଲଣ୍ଡ ଦ୍ରୁତ ବୋଲର ଜୋଫ୍ରା ଆର୍ଚର ତାଙ୍କ ଡାହାଣ କହୁଣିରେ ଅସ୍ତ୍ରୋପଚାର କରାଇଛନ୍ତି। ଦୀର୍ଘଦିନ ଧରି ସେ ଏଲ୍‌ବୋ ଇଞ୍ଜୁରି ଦେଇ ଗତି କରୁଥିଲେ ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ତେବେ ସେ…

ଆଥ୍‌ଲେଟଙ୍କ ଟିକାକରଣ ନେଇ ଆଇଓଏ ତଥ୍ୟ ମାଗିଲା

ନୂଆଦିଲ୍ଲୀ,୨୭।୫(ପି.ଟି.): ଟୋକିଓ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା ଆଥ୍‌ଲେଟମାନଙ୍କ ଟିକାକରଣ ନେଇ ବିଭିନ୍ନ ଜାତୀୟ ଫେଡେରେଶନଗୁଡିକୁ ଭାରତୀୟ ଅଲିମ୍ପିକ ଆସୋସିଏଶନ ତଥ୍ୟ ମାଗିଛି। ଟିକା ନେଇଥିବା ଆଥ୍‌ଲେଟମାନଙ୍କ ସଂକ୍ରାନ୍ତରେ ଫେଡେରେଶନଗୁଡିକଠାରୁ ଆଇଓଏ ବିଭିନ୍ନ ସୂଚନା ମାଗିଛି। ଜୁଲାଇ ୨୩ରୁ ଅଲିମ୍ପିକ୍ସ ଆରମ୍ଭ…

ଅଲିମ୍ପିକ୍ସ ବାତିଲ କରିବାକୁ ଜାପାନର ପ୍ରମୁଖ ଖବରକାଗଜର ଦାବି, ଜୁନ୍‌ ଶେଷ ପୂର୍ବରୁ ସ୍ଥିତି ସ୍ପଷ୍ଟ ହେବ

ଟୋକିଓ,୨୭।୫(ଏପି): ଟୋକିଓରେ ଆଉ ଦୁଇମାସରୁ କମ୍‌ ସମୟ ମଧ୍ୟର ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ଏହି ମେଗା ଇଭେଣ୍ଟକୁ ବାତିଲ କରିବା ନେଇ ଦାବି ଜୋର ଧରିଛି। ପୂର୍ବରୁ ଜାପାନ ଜନସାଧାରଣ ଏ ନେଇ ବ୍ୟାପକ ବିକ୍ଷୋଭ ଓ ବିରୋଧ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?