ଖେଳ

କୋହଲିଙ୍କୁ ଅନୁଷ୍କାଙ୍କ ପ୍ରଶ୍ନ: ମୋ ହେଡଫୋନ୍‌ କେଉଁଠି ରଖିଛ, ଜବାବରେ ମିଳିଲା ଏମିତି ଉତ୍ତର

ଭାରତୀୟ ଅଧିନାୟକ ବିରାଟ କୋହଲି ଏବେ ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିଅନସିପ (ଡବ୍ଲ୍ୟୁଟିସି) ଫାଇନାଲ ମ୍ୟାଚ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ୧୮ରୁ ୨୨ ଜୁନ ମଧ୍ୟରେ ଇଂଲଣ୍ଡରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଏହି ଐତିହାସିକ ଟାଇଟଲ ମ୍ୟାଚ ଖେଳାଯିବ।…

କ୍ରିକେଟ୍‌ କ୍ୟାରିୟର୍‌ରେ ସଚିନଙ୍କ ଏହି ୨ ଇଚ୍ଛା ହୋଇନି ପୂରଣ

ମୁମ୍ବାଇ,୩୧।୫: କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଦୀର୍ଘ ୨୪ ବର୍ଷ ଧରି ଅନ୍ତର୍ଜାତୀୟ କ୍ରିକେଟରେ ରାଜୁତି କରିଥିଲେ। ଏହି ସମୟ ମଧ୍ୟରେ ସେ ଅନେକ ରେକର୍ଡ ଭାଙ୍ଗି ନୂଆ ରେକର୍ଡ ସୃଷ୍ଟି କରିଥିଲେ। ତଥାପି, ତାଙ୍କର ଇଚ୍ଛା ପୂରଣ ହୋଇ…

ଭାରତୀୟ ଦଳକୁ ଚେତାବନୀ ଦେଲେ ସୁନୀଲ ଗାଭାସ୍କର

ନୂଆଦିଲ୍ଲୀ,୩୧।୫: ଜୁନ୍‌ ୨ରୁ ଭାରତୀୟ ଦଳ ଇଂଲଣ୍ଡ ଗସ୍ତରେ ଯିବ। ସେଠାରେ ଦଳ ବିଶ୍ୱ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ବ୍ୟତୀତ ଇଂଲଣ୍ଡ ସହ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବାକୁ ପଡିବ। ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ସୁନୀଲ…

ଏହି ତାରିଖରୁ ଆରମ୍ଭ ହୋଇପାରେ ଆଇପିଏଲ୍‌: ଅକ୍ଟୋବର ୧୦ରେ ଫାଇନାଲ୍‌!

ନୂଆଦିଲ୍ଲୀ,୩୧।୫: କରୋନା କାରଣରୁ ସ୍ଥଗିତ ରଖାଯାଇଥିବା ଆଇପିଏଲ ୨୦୨୧ର ୧୪ ତମ ସିଜନର ବାକି ମ୍ୟାଚ୍‌ ୟୁଏଇରେ ଖେଳାଯିବ। ନିକଟରେ ବିସିସିଆଇର ସ୍ବତନ୍ତ୍ର ସାଧାରଣ ସଭାରେ ଅବଶିଷ୍ଟ ୩୧ଟି ମ୍ୟାଚ ୟୁଏଇରେ ଖେଳାଯିବ ବୋଲି ଘୋଷଣା କରାଯାଇଥିଲା। ଆଇପିଏଲ ୨୦୨୧ର ଦ୍ୱିତୀୟ…

କ’ଣ ଖାଇ ନିଜକୁ ଫିଟ୍‌ ରଖିଛନ୍ତି ବିରାଟ କୋହଲି: ଜାଣନ୍ତୁ

ଭାରତୀୟ ଅଧିନାୟକ ବିରାଟ କୋହଲି ଫିଟନେସକୁ ନେଇ ବହୁତ ଗମ୍ଭୀର। ସେ ଫିଟ ରହିବାକୁ ସାଥୀ ଖେଳାଳିଙ୍କୁ ମଧ୍ୟ କୁହନ୍ତି। ଭାରତୀୟ ଦଳ ଆଗାମୀ ଇଂଲଣ୍ଡ ଗସ୍ତ ଯିବା ପୂର୍ବରୁ ମୁମ୍ବାଇରେ କ୍ୱାରାଣ୍ଟାଇନ୍‌ରେ ଅଛି। ଦଳ ଆସନ୍ତା ମାସରେ ଇଂଲଣ୍ଡ ଗସ୍ତରେ…

ଚାମ୍ପିୟନ୍ସ ଲିଗ୍‌ ଫୁଟ୍‌ବଲ: ମାଞ୍ଚେଷ୍ଟର ସିଟିକୁ ହରାଇ ଚେଲ୍‌ସି ଚାମ୍ପିୟନ

ପୋର୍ଟେ (ପର୍ତ୍ତୁଗାଲ), ୩୧।୫(ଏପି)-ହାଇପ୍ରୋଫାଇଲ ଫୁଟ୍‌ବଲ ପ୍ରତିଯୋଗିତା ଚାମ୍ପିୟନ୍ସ ଲିଗ୍‌ରେ ଦ୍ୱିତୀୟଥର ପାଇଁ ଚେଲ୍‌ସି ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛି। ସ୍ଥାନୀୟ ଇଷ୍ଟାଡିଓ ଡୋ ଡ୍ରାଗାଓ ଷ୍ଟାଡିୟମରେ ଶନିବାର ଖେଳାଯାଇଥିବା ଲିଗ୍‌ର ଫାଇନାଲ ମ୍ୟାଚ୍‌ରେ ଚେଲ୍‌ସି ୧-୦ ଗୋଲରେ ମାଞ୍ଚେଷ୍ଟର ସିଟିକୁ…

କର୍ବରଙ୍କୁ ହରାଇ ବିପର୍ଯ୍ୟୟ ଘଟାଇଲେ ଆନେଲିନା

ପ୍ୟାରିସ, ୩୧।୫-ଫ୍ରେଞ୍ଚ୍‌ ଓପନ ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ନାମେଣ୍ଟ ରବିବାରଠାରୁ ଆରମ୍ଭ ହୋଇଛି। ୩ ଥର ଗ୍ରାଣ୍ଡସ୍ଲାମ ଚାମ୍ପିୟନ ଏବଂ ପୂର୍ବତନ ନମ୍ବର ଓ୍ବାନ ଆଞ୍ଜେଲିକ୍‌ କର୍ବରଙ୍କୁ ହରାଇ ମହିଳା ସିଙ୍ଗଲ୍ସରେ ବିପର୍ଯ୍ୟୟ ଘଟାଇଛନ୍ତି ଆନେଲିନା କାଲିନିନା। ଆନେଲିନା ଜଣେ କ୍ୱାଲିଫାୟର ଖେଳାଳି…

କାହିଁକି ସର୍ବସାଧାରଣରେ ମୁହଁ ଲୁଚାନ୍ତି ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ: ଖୋଲିଲେ ରହସ୍ୟ

ଟିମ ଇଣ୍ଡିଆର ପୂର୍ବତନ ଅଲରାଉଣ୍ଡର ଇର୍‌ଫାନ୍‌ ପଠାନଙ୍କ ସ୍ତ୍ରୀ ସଫା ବାଗ ଏବେ ପୁଣିଥରେ ଚର୍ଚ୍ଚାରେ ଅଛନ୍ତି। ସୋସିଆଲ ମିଡିଆରେ ଇରଫାନ ପଠାନଙ୍କ ସ୍ତ୍ରୀଙ୍କ ଏକ ଫଟୋ ଭାଇରାଲ ହେବାରେ ଲାଗିଛି, ଯାହା ପରେ ଅନେକ ଯୁଜର୍ସ ତାଙ୍କୁ ସମାଲୋଚନା କରୁଛନ୍ତି।…

ବର୍ନାଲ ଜିତିଲେ ଗିରୋ ଡି’ ଇଟାଲିଆ ଟାଇଟଲ

ରୋମ୍‌: ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ ଉଦ୍‌ଯାପିତ ହୋଇଯାଇଛି। ରବିବାର ସେନାଗୋଠାରୁ ମିଲାନ ପର୍ଯ୍ୟନ୍ତ ୩୦. ୩ କିଲୋମିଟର ବିଶିଷ୍ଟ ଅନ୍ତିମ ରେସ୍‌ରେ ଇଟାଲୀର ତଥା ଇନୋସ୍‌ ଗ୍ରେନାଡିଅର୍ସ ଟିମ୍‌ର ଫିଲିପୋ ଗାନା ବିଜୟ ଲାଭ କରିଛନ୍ତି। ତାଙ୍କ ଟିମ୍‌ମେଟ…

ସେବାଷ୍ଟିଆନ କୋଡ୍ରାଙ୍କୁ ପ୍ରଥମ ଏଟିପି ଟାଇଟଲ

ପର୍ମା (ଇଟାଲୀ),୩୧।୫(ଏପି): ଆମେରିକୀୟ ଯୁବ ଟେନିସ ଖେଳାଳି ସେବାଷ୍ଟିଆନ କୋଡ୍ରା କ୍ୟାରିୟରର ପ୍ରଥମ ଏଟିପି ଟାଇଟଲ ହାସଲ କରିଛନ୍ତି। ଏଠାରେ ଖେଳାଯାଇଥିବା ଏମିଲିଆ- ରୋମାଙ୍ଗା ଓପନ୍‌ ଟେନିସ ଟୁର୍ନାମେଣ୍ଟରେ ୨୦ ବର୍ଷୀୟ କୋଡ୍ରା ଇଟାଲୀୟ ଓ୍ବାଇଲ୍ଡ କାର୍ଡ ଖେଳାଳି ମାର୍କୋ ସେକହିନାଟୋଙ୍କୁ…

ରାତି ୩.୩୦ରେ କୋଚ୍‌ଙ୍କ ଘରେ ହଠାତ୍‌ ପହଞ୍ଚି ଯାଇଥିଲେ ରିଷଭ ପନ୍ତ: କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ଭାରତୀୟ ଉଇକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ସମସ୍ତ ତିନୋଟି ଫର୍ମାଟରେ ଟିମ ଇଣ୍ଡିଆରେ ନିଜର ସ୍ଥାନ ନିଶ୍ଚିତ କରିଛନ୍ତି। ୨୩ ବର୍ଷୀୟ ପନ୍ତ ଆଜିକାଲି ଇଂଲଣ୍ଡ ଗସ୍ତ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି।…

ଲାଇଭ୍‌ ରେସ୍‌ରେ ଚାଲିଗଲା ରେସର୍‌ଙ୍କ ଜୀବନ

ଫ୍ଲୋରେନ୍ସ, ୩୦ା୫- ଇଟାଲିଆନ ଗ୍ରାଁ ପ୍ରି ଇଭେଣ୍ଟର ମୋଟୋ-୩ କ୍ୱାଲିଫାଇଂ ରେସ୍‌ବେଳେ ଦୁର୍ଘଟଣା ଯୋଗୁ ଚାଲିଯାଇଛି ସୁଇଜରଲାଣ୍ଡର ୧୯ ବର୍ଷୀୟ ବାଇକ୍‌ ରାଇଡର ଜାସନ ଡୁପାସ୍କ୍ବିଅର୍‌ଙ୍କ ଜୀବନ। ଏଥିଲାଗି ମୋଟୋଜିପି ପକ୍ଷରୁ ଦୁଃଖ ପ୍ରକାଶ କରାଯାଇଛି। ଶନିବାର ଯୋଗ୍ୟତାପର୍ଯ୍ୟାୟ ରେସ୍‌ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?