ନିଖୋଜ ଉଗାଣ୍ଡା ଆଥ୍ଲେଟ ଭାରତ ଟ୍ରାକ୍ ଜ୍ୟାକେଟ ପିନ୍ଧିଥିଲେ
ଟୋକିଓ, ୨୩ା୭(ପି.ଟି.): ପ୍ରି-ଅଲିମ୍ପିକ୍ସ ଟ୍ରେନିଂ ବେଳେ ନିଖୋଜ ହୋଇଯାଇଥିବା ଉଗାଣ୍ଡାର ଭାରୋତ୍ତୋଳକ ଜୁଲିଅସ୍ ସେକିଟୋଲେକୋଙ୍କୁ ବିମାନବନ୍ଦରରେ ଭାରତ ଟ୍ରାକ୍ ଜ୍ୟାକେଟ ପରିଧାନ କରିଥିବା ଅବସ୍ଥାରେ ଦେଖିବାକୁ ମିଳିଥିଲା ବୋଲି ସ୍ଥାନୀୟ ଏକ ଟିଭି ଚ୍ୟାନେଲ ରିପୋର୍ଟରେ ପ୍ରକାଶ ପାଇଛି। ଏହି ଖବର…
ଫୁଲ ହାର ପକାଇ ରିଷଭ ପନ୍ତଙ୍କୁ ସ୍ବାଗତ କଲେ କୋଚ: ଜାଣନ୍ତୁ କାହିଁକି
ଲଣ୍ଡନ,୨୩।୭: ଭାରତୀୟ ଉଇକେଟ କିପର-ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଏବେ କରୋନାକୁ ହରାଇ ଟିମ ଇଣ୍ଡିଆରେ ଯୋଗ ଦେଇଛନ୍ତି। ରିଷଭ ପନ୍ତ କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଫଟୋରେ ସେ ଟିମ ଇଣ୍ଡିଆର ଖେଳାଳିଙ୍କ ସହ ନଜର ଆସିଥିଲେ। ଲଣ୍ଡନରୁ…
୨୦ତମ ଓଭରରେ ୧୫ ଚକା ମାରିବାର ବିଶ୍ୱ ରେକର୍ଡ କଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୩।୭:ବିସ୍ଫୋରକ ବ୍ୟାଟିଂ ପାଇଁ ଜଣାଶୁଣା ଦକ୍ଷିଣ ଆଫ୍ରିକାର ଡେଭିଡ ମିଲର ଆୟାର୍ଲାଣ୍ଡ ବିପକ୍ଷ ଦ୍ୱିତୀୟ ଟି -୨୦ ମ୍ୟାଚରେ ଜଲଓ୍ବା ଦେଖାଇଛନ୍ତି। ଆୟାର୍ଲାଣ୍ଡ ବିପକ୍ଷରେ ମାତ୍ର ୪୪ ବଲରେ ଡେଭିଡ ମିଲର ଅପରାଜିତ ୭୫ ସ୍କୋର କରିଥିଲେ। ଡେଭିଡ ମିଲର ମଧ୍ୟ…
ଦିନେ ଏହି ଖେଳାଳିଙ୍କୁ ରିଜେକ୍ଟ କରିଥିଲେ ଚାପେଲ
ନୂଆଦିଲ୍ଲୀ,୨୨।୭: ପେସର ଦୀପକ ଚହର ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାଇଁ ହିରୋ ସାଜିଥିଲେ। ତାଙ୍କର ୬୯ ରନ୍ର ଇନିଂସ ଯୋଗୁ ୩ ମ୍ୟାଚ୍ ବିଶିଷ୍ଟ ସିରିଜ୍କୁ ୨-୦ରେ ଆଗୁଆ ଜିତି ନେଇଛି ଭାରତୀୟ ଦଳ। କିନ୍ତୁ ଏହି…
ଫିଲ୍ଡରେ କୋଚ୍ଙ୍କ ସହ ଯୁକ୍ତିତର୍କ: ମୁହଁ ଖୋଲିଲେ ଶ୍ରୀଲଙ୍କା ଅଧିନାୟକ
କଲମ୍ବୋ,୨୨।୭: ଟିମ୍ ଇଣ୍ଡିଆ ଠାରୁ ଦ୍ୱିତୀୟ ଦିନିକିଆରେ ପରାସ୍ତ ହେବା ପରେ ଫିଲ୍ଡରେ ମୁହଁାମୁହିଁ ହୋଇଥିଲେ ଶ୍ରୀଲଙ୍କାର ଅଧିନାୟକ ଦାସୁନ ଶାନାକା ଓ କୋଚ୍ ମିକି ଆର୍ଥର। ଏ ଘଟଣା ଉପରେ ପ୍ରଥମ ଥର ପାଇଁ ଗୁରୁବାର ମୁହଁ ଖୋଲିଛନ୍ତି ଅଧିନାୟକ…
ଅଲିମ୍ପିକ୍ସ ପୂର୍ବରୁ ପ୍ରି କ୍ୱାର୍ଟରରେ ୪ ଭାରତୀୟ ବକ୍ସର
ଟୋକିଓ,୨୨।୭: ଜାପାନର ରାଜଧାନୀରେ ଶୁକ୍ରବାର ଆରମ୍ଭ ହେବାକୁ ଯାଉଛି ଟୋକିଓ ଅଲିମ୍ପିକ୍ସ। ଏହି କ୍ରୀଡ଼ା ମହାକୁମ୍ଭ ହେବା ଆଗରୁ ୪ ଭାରତୀୟ ବକ୍ସର ବାୟ ପାଇ ପ୍ରି କ୍ୱାର୍ଟର ଫାଇନାଲକୁ ଉନ୍ନୀତ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ରହିଛନ୍ତି ଟପ୍ ସିଡ୍ ଓ…
ରାହୁଲ ଦ୍ରାବିଡ ଖାଲି ଇନ୍ଦିରାନଗରର ନୁହେଁ ‘ଭାରତର ଗୁଣ୍ଡା’ ବୋଲି କହିଲେ ଚହର; ଦ୍ୱିତୀୟ ଦିନିକିଆରେ…
କଲମ୍ବୋ,୨୨।୭: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍) ୨୦୨୧ର ପ୍ରଥମ ସଂସ୍କରଣରେ ଅନେକ ଉଲ୍ଲେଖନୀୟ ପ୍ରଦର୍ଶନ ଦେଖିବାକୁ ମିଳିଥିଲା। ହେଲେ ଏହି ସମୟରେ କ୍ରିକେଟ ପ୍ରଶଂସକମାନେ ରାହୁଲ ଦ୍ରାବିଡଙ୍କ ଗୁଣ୍ଡା ଅବତାରକୁ ଦେଖି ଚକିତ ହୋଇଥିଲେ। ଏକ ବିଜ୍ଞାପନରେ ରାହୁଲଙ୍କୁ ପ୍ରଥମ ଥର ପାଇଁ…
ଟିମ୍ ଇଣ୍ଡିଆକୁ ଧକ୍କା ପରେ ଧକ୍କା
ମୁମ୍ବାଇ,୨୨।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତକୁ ଲାଗି ଚାଲିଛି ଝଟ୍କା ପରେ ଝଟ୍କା। ଯୁବ ଓପନର ଶୁବମାନ ଗିଲଙ୍କ ପରେ ପେସର ଅଭେଶ ଖାଁ। ଆଉ ଏବେ ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର ଆହତ ସମସ୍ୟା…
ଟିମ୍ ଇଣ୍ଡିଆରେ ହୋଇପାରେ ୨ ପରିବର୍ତ୍ତନ
କଲମ୍ବୋ,୨୨।୭: ଶ୍ରୀଲଙ୍କାରେ ଥିବା ଯୁବ ଭାରତୀୟ ଦଳ ଦିନିକିଆ ସିରିଜ୍କୁ ଆଗୁଆ ଜିତିନେଇଛି। ପ୍ରଥମ ମ୍ୟାଚ୍ରେ ଯୁବ ବ୍ୟାଟ୍ସମ୍ୟାନମାନେ ସେମାନଙ୍କ କ୍ଲାସ ଓ ଟେମ୍ପରାମେଣ୍ଟର ପରିଚୟ ଦେଇଥିଲେ। ଦ୍ୱିତୀୟ ଦିନିକିଆରେ ଅତ୍ୟଧିକ ଚାପରେ ଭାରତକୁ ଜିତାଇଥିଲେ ଦୀପକ ଚହର ଓ ଭୁବନେଶ୍ୱର…
ଗାଙ୍ଗୁଲି, କୋହଲି, ଧୋନୀଙ୍କୁ ପଛରେ ପକାଇ ଇତିହାସ ରଚିପାରନ୍ତି ଧାଓ୍ବନ
କଲମ୍ବୋ,୨୨।୭: ଶ୍ରୀଲଙ୍କା ବିପକ୍ଷ ସିରିଜରେ ଟିମ ଇଣ୍ଡିଆ ଏକ ଭଲ ଆରମ୍ଭ କରିଛି। ସିରିଜର ପ୍ରଥମ ୨ ମ୍ୟାଚ ଜିତିବା ସହିତ ଦଳ ତିନି ମ୍ୟାଚ ବିଶିଷ୍ଟ ସିରିଜରେ ୨-୦ ଅଗ୍ରଣୀ ହାସଲ କରିଛି। ବରିଷ୍ଠ ଖେଳାଳିମାନେ ଇଂଲଣ୍ଡରେ ଥିବାରୁ ଶିଖର…
ମ୍ୟାଚ୍ ହାରିବା ପରେ ରାଗିଯାଇ ଗାଙ୍ଗୁଲିଙ୍କୁ ଏପରି କହିଥିଲେ ସଚିନ: ଶୋଇଥିବା ରୁମ୍ରେ ଭର୍ତ୍ତି କରିଦେଇଥିଲେ ପାଣି
ନୂଆଦିଲ୍ଲୀ,୨୨।୭: ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ଅଧ୍ୟକ୍ଷ ସୌରଭ ଗାଙ୍ଗୁଲୀ ଓ ସଚିନ ତେନ୍ଦୁଲକର ଶହେରୁ ଅଧିକ ମ୍ୟାଚ୍ ଏକାସଙ୍ଗେ ଖେଳିଛନ୍ତି। ଏଥିପାଇଁ ସଚିନଙ୍କ ସହ ଜଡ଼ିତ କିଛି ମଜାଦାର କଥା ସୌରଭ ଏକାଧିକ ଥର ଅନ୍ୟକୁ ଜଣାଇଛନ୍ତି। ଉପରକୁ ସରଳ…
ଏମିତି ବ୍ୟାଟିଂ କଲେ ଯେ, ଗୋଟିଏ ଦିନରେ ୨ଟି ବ୍ୟାଟ୍ ଭାଙ୍ଗିଦେଲେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟର ଶ୍ରେୟାସ ଆୟାର ତାଙ୍କ ଆଘାତରୁ ସୁସ୍ଥ ହେବା ପରେ ଜୋରଦାର ଅଭ୍ୟାସ ଆରମ୍ଭ କରିଛନ୍ତି। ଫିଟନେସ ଫେରି ପାଇବା ପରେ ଶ୍ରେୟସ ବର୍ତ୍ତମାନ ବ୍ୟାଟିଂ ଅଭ୍ୟାସରେ ନିୟୋଜିତ କରୁଛନ୍ତି ଏବଂ ନେଟ୍ସରେ ମଧ୍ୟ ବହୁତ ପରିଶ୍ରମ କରୁଛନ୍ତି। ଦିଲ୍ଲୀ…

