୪୯ ବର୍ଷ ପରେ ଆଥ୍ଲେଟ୍ଙ୍କୁ ମିଳିଲା ସମ୍ମାନ
ଟୋକିଓ,୨୩।୭: ୧୯୭୨ ମ୍ୟୁନିକ୍ ଅଲିମ୍ପିକ୍ସରେ ଇସ୍ରାଏଲର ୯ ଜଣ ଆଥ୍ଲେଟଙ୍କୁ ହତ୍ୟା କରିଥିଲା ପାଲେଷ୍ଟାଇନର ଆତଙ୍କବାଦୀ ସଂଗଠନ ‘ବ୍ଲାକ ସେପ୍ଟେମ୍ବର’। ଏହି ଆଥ୍ଲେଟଙ୍କ ପାଇଁ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସର ଉଦ୍ଘାଟନୀ ଉତ୍ସବରେ ଏକ ମିନିଟ୍ ଶୋକ ପାଳନ କରାଯାଇଛି। ଅଲିମ୍ପିକ୍ସ ଉପରେ…
ରାଇନାଙ୍କ ବିବାଦୀୟ ବୟାନ ପରେ ଏବେ ରବିନ୍ଦ୍ର ଜାଡେଜା କହିଲେ ‘ରାଜପୁତବୟ ଫର୍ଏଭର୍’; ଲୋକେ ଦେଉଛନ୍ତି…
ନୂଆଦିଲ୍ଲୀ,୨୩।୭: ନିକଟରେ ଭାରତୀୟ ପୂର୍ବ କ୍ରିକେଟର ତଥା ସିଏସ୍କେର ଅଭିଜ୍ଞ ଖେଳାଳି ସୁରେଶ ରାଇନା ବ୍ରାହ୍ମଣ ହୋଇଥିବା ନେଇ ବୟାନ ଦେଇ ବିବାଦରେ ଫସିଥିଲେ। ଏବେ ତାହା ଥମି ନ ଥିବା ବେଳେ ଭାରତର ଷ୍ଟାର ଅଲ୍ରାଉଣ୍ଡର ରବିନ୍ଦ୍ର ଜାଡେଜା ନିଜର…
ପଦାର୍ପଣରେ ବେପରୁଆ ବ୍ୟାଟିଂ
କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ୩ୟ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ପାଇଁ ଦିନିକିଆରେ ପଦାର୍ପଣ କରିଛନ୍ତି ସଞ୍ଜୁ ସାମସନ। ଟି୨୦ ପଦାର୍ପଣର ୬ ବର୍ଷ ପରେ ମିଳିଥିଲା ଦିନିକିଆରେ ପ୍ରଥମ ସୁଯୋଗ। ଇନିଂସ ଆରମ୍ଭରୁ ବେଶ୍ ଧୈର୍ଯ୍ୟର ସହ ଖେଳିଥିଲେ। କେବଳ ଖରାପ…
୬ ବର୍ଷ ପରେ ଆରମ୍ଭ ହେଲା ସଞ୍ଜୁଙ୍କ ଦିନିକିଆ କ୍ୟାରିୟର
କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ୩ୟ ମ୍ୟାଚ୍ରେ ଭାରତୀୟ ଦଳ ପାଇଁ ଦିନିକିଆ ଫର୍ମାଟରେ ପଦାର୍ପଣ କରିଛନ୍ତି ୫ ଖେଳାଳି। ସେମାନଙ୍କ ମଧ୍ୟରେ ରହିଛନ୍ତି ଉଇକେଟକିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ। ସେ ଟି୨୦ ଫର୍ମାଟରେ କ୍ୟାରିୟର ଆରମ୍ଭ କରିବାର ୬ ବର୍ଷ (୨,୧୯୬…
ଘରର ଆର୍ଥିକ ସ୍ଥିତି ନ ଥିଲା ସ୍ବଚ୍ଛଳ; ବାପାଭାଇଙ୍କ ମୃତ୍ୟୁ ପରେ ବି ଭାଙ୍ଗି ପଡ଼ି ନ ଥିଲେ; ଏବେ ଭାରତ ପାଇଁ ଡେବ୍ୟୁ କଲେ ଏହି କ୍ରିକେଟର
କଲମ୍ବୋ,୨୩।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ର ଶେଷ ମ୍ୟାଚ୍ ଶୁକ୍ରବାର ଆର୍ ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଶିଖର ଧାଓ୍ବନ ନେତୃତ୍ୱାଧୀନ ଟିମ୍ ଇଣ୍ଡିଆ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ…
୪୧ ବର୍ଷ ପରେ ଭାରତୀୟ କ୍ରିକେଟ୍ରେ ଘଟିଲା ଏମିତି
କଲମ୍ବୋ,୨୩।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ କଲମ୍ବୋସ୍ଥିତ ଆର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଉଛି। ଏହି ମ୍ୟାଚରେ ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ତୃତୀୟ ତଥା…
କୋହଲିଙ୍କ ପରି ହେବାକୁ ହେଲେ ବାବର ଆଜମଙ୍କୁ ଆଉ ୨୦ରୁ ୩୦ ହଜାର ରନ ସ୍କୋର କରିବାକୁ ପଡିବ: ସୋଏବ ଅଖତର
ଇସଲମାବାଦ,୨୩।୭: ପାକିସ୍ତାନ ଅଧିନାୟକ ବାବର ଆଜମ ଜଣେ ଦକ୍ଷ ଦିନିକିଆ, ଟି-୨୦ ଏବଂ ଟେଷ୍ଟ କ୍ରିକେଟର ଭାବେ ଜଣାଶୁଣା। ତାଙ୍କ ବ୍ୟାଟିଂ ଦେଖି ସମସ୍ତେ ତାଙ୍କୁ ବିରାଟ କୋହଲିଙ୍କ ସହ ତୁଳନା କରୁଛନ୍ତି। ତେବେ ପାକିସ୍ତାନର ପୂର୍ବତନ ଦ୍ରୁତ ବୋଲର ସୋଏବ…
ଟସ୍ ଜିତିଲା ଭାରତ: ଡେବ୍ୟୁ କରୁଛନ୍ତି ୫ ଖେଳାଳି
କଲମ୍ବୋ,୨୩।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ଶେଷ ମ୍ୟାଚ। ଶିଖର ଧାୱନଙ୍କ ଅଧିନାୟକତ୍ୱ କରିଥିବା ଟିମ ଇଣ୍ଡିଆ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ୬ ଟି…
ଦିନେ ଥିଲେ ଚେସ୍ ଚାମ୍ପିଅନ୍, ଏବେ କ୍ରିକେଟ୍ରେ କରୁଛନ୍ତି ରାଜ୍
ଭାରତୀୟ କ୍ରିକେଟର୍ ୟୁଜବେନ୍ଦ୍ର ଚହଲ ଆଜି ୩୧ ବର୍ଷରେ ପଦାର୍ପଣ କରିଛନ୍ତି। ସେ ଜୁଲାଇ ୨୩, ୧୯୯୦ରେ ଜନ୍ମଗ୍ରହଣ କରିଥିଲେ। ସୋସିଆଲ ମିଡିଆରେ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ଖୁବ୍ କମ୍ ଲୋକ ଜାଣିଥିଲେ ଚହଲ କ୍ରିକେଟ୍ର ହେବା ପୂର୍ବରୁ ଜଣେ…
ପରିବାର ସହ ଲଢ଼ି ଜଣେ ଯୁବତୀଙ୍କୁ ଦୁଇଥର ବିବାହ କରିଥିଲେ ରବିନ୍ ଉଥପ୍ପା; କାରଣ ଜାଣିଲେ…
ନୂଆଦିଲ୍ଲୀ,୨୩।୭: ଗତ ୫ ବର୍ଷ ଧରି ଅନ୍ତରାଷ୍ଟ୍ରୀୟ କ୍ରିକେଟ ଖେଳି ନାହାନ୍ତି ରବିନ ଉଥପ୍ପା। ହେଲେ ସେ ଘରୋଇ କ୍ରିକେଟରେ ସକ୍ରିୟ ଅଛନ୍ତି। ଇଣ୍ଡିଆନ୍ ପ୍ରିମିୟର ଲିଗ୍(ଆଇପିଏଲ୍)ରେ ତାଙ୍କ ନାମରେ ଏକାଧିକ ରେକର୍ଡ ଅଛି। ସେ ୪୦୦୦ରୁ ଅଧିକ ରନ୍ କରିଥିବା…
ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ ତିଆରି କଲେ ଶାଶ୍ୱତ
ଭୁବନେଶ୍ୱର,୨୨।୭(ସ୍ପୋଟର୍ସ ବ୍ୟୁରୋ): ପୁରୀର କୁମ୍ଭପଡ଼ାରେ ରହୁଥିବା ଶାଶ୍ୱତ ରଞ୍ଜନ ସାହୁ ଏକ ସ୍ବତନ୍ତ୍ର ଉପାୟରେ ଅଲିମ୍ପିକ୍ସ ଲୋଗୋ ତିଆରି କରିଛନ୍ତି। ଶୁକ୍ରବାରଠାରୁ ଟୋକିଓରେ ଅଲିମ୍ପିକ୍ସ ଆରମ୍ଭ ହେବାକୁ ଯାଉଥିବା ବେଳେ ସେ ଦିଆସିଲି କାଠିରେ ଅଲିମ୍ପିକ୍ସ ଲୋଗୋ ତିଆରି କରି ସମସ୍ତଙ୍କ…
କରୋନା ଆଶଙ୍କାରେ ଗିନି ଓହରିଲା
କୋନାକ୍ରି (ଗିନି), ୨୩ା୭ (ଏପି)- କରୋନା ଭାଇରସ ପାଇଁ ଆଫ୍ରିକୀୟ ଦେଶ ଗିନି ଟୋକିଓ ଅଲିମ୍ପିକ୍ସରୁ ଓହରିଯାଇଛି। ଗେମ୍ସରେ ଏହାର ୫ଜଣ ଆଥ୍ଲେଟ ଅଂଶଗ୍ରହଣ କରିଥାନ୍ତେ। ଦେଶର କ୍ରୀଡ଼ାମନ୍ତ୍ରୀ ସାନୋସି ବାନ୍ତାମା ସୋ ବୁଧବାର ଗିନି ଅଲିମ୍ପିକ କମିଟି ନିକଟକୁ ଏକ…

