ଖେଳ

୧୩ରୁ ଆରମ୍ଭ ହେବ ନାହିଁ ଭାରତ-ଶ୍ରୀଲଙ୍କା ସିରିଜ୍‌

କଲମ୍ବୋ,୯।୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ୍‌ର କାର୍ଯ୍ୟସୂଚୀରେ ପରିବର୍ତ୍ତନ ହେବ। ଆୟୋଜକ ଦଳର ଡାଟା ଆନାଲିଷ୍ଟ ଜି ଟି ନିରୋଶାନ ଓ ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବାର କରୋନା ସଂକ୍ରମିତ ହେବା ପରେ ଶ୍ରୀଲଙ୍କା ବୋର୍ଡ…

‘ଟି୨୦ ବିଶ୍ୱକପ୍‌ରେ କୋହଲି ଓପନିଂ କଲେ, ୩ୟ କ୍ରମରେ ଖେଳିପାରିବେ ଏହି ବ୍ୟାଟ୍ସମ୍ୟାନ’

ମୁମ୍ବାଇ,୯।୭: ଆଗାମୀ ଟି୨୦ ବିଶ୍ୱକପ୍‌ରେ ରୋହିତ ଶର୍ମାଙ୍କ ସହ ଭାରତୀୟ ଅଧିନାୟକ ବିରାଟ କୋହଲି ଓପନିଂ କରିବାର ବିଶେଷ ସମ୍ଭାବନା ଅଛି। ଏଭଳି ହେଲେ ୩ୟ କ୍ରମରେ କିଏ ବ୍ୟାଟିଂ କରିବ? ପୂର୍ବତନ ଭାରତୀୟ କ୍ରିକେଟର ତଥା ଭାଷ୍ୟକାର ସଞ୍ଜୟ ମାଞ୍ଜରେକରଙ୍କ…

ଭାରତ-ଶ୍ରୀଲଙ୍କା ସିରିଜ୍‌ ଉପରେ କଳା ବାଦଲ

କଲମ୍ବୋ,୯।୭: ଆସନ୍ତା ୧୩ ତାରିଖରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଆରମ୍ଭ ହେବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍‌କୁ ଘେରି ଦେଇଛି କଳା ବାଦଲ। ଘରୋଇ ଦଳର ବ୍ୟାଟିଂ କୋଚ୍‌ ଗ୍ରାଣ୍ଟ ଫ୍ଲାଓ୍ବରଙ୍କ ପରେ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି…

ଖେଳ ମଝିରେ ଇରଫାନ୍‌ଙ୍କୁ ଅପହରଣ କରିନେବାର ଧମକ ଦେଇଥିଲେ ଏହି ପାକିସ୍ତାନୀ ବୋଲର୍‌; ଧୋନୀ ସହ ମିଶି ଏପରି ଜବାବ…

ନୂଆଦିଲ୍ଲୀ,୯।୭: ଭାରତ-ପାକିସ୍ତାନ କ୍ରିକେଟ ଟିମ୍‌ ମଧ୍ୟରେ ଯେତେବେଳେ ବି କୌଣସି ମୁକାବିଲା ହୋଇଥାଏ ତାହା ରୋମାଞ୍ଚକର ହୋଇଥାଏ। ଉଭୟ ଦେଶର ପ୍ରଶଂସକଙ୍କ ମଧ୍ୟରେ ଏକପ୍ରକାର ପ୍ରତିନ୍ଦ୍ୱନ୍ଦିତା ଦେଖିବାକୁ ମିଳିଥାଏ। ମଇଦାନରେ ଖେଳୁଥିବା ଖେଳାଳିଙ୍କ ଉପରେ ବି ଏହାର ପ୍ରଭାବ ପଡେ। ସେମାନଙ୍କ…

ଏମିତି ଏକ କ୍ରିକେଟ୍‌ ମ୍ୟାଚ୍‌: ଧୋନୀ ଆଉଟ୍‌ ହେବା ପରେ କୋହଲି, ରୋହିତ ଶର୍ମାଙ୍କ ଆଖିରେ ଥିଲା ଲୁହ

ଜୁଲାଇ ୯, ଏହି ତାରିଖକୁ କୌଣସି ଭାରତୀୟ କ୍ରିକେଟ ପ୍ରଶଂସକ ଭୁଲିପାରିବେ ନାହିଁ। ଆଜିକୁ ଠିକ ଗୋଟିଏ ବର୍ଷ ପୂର୍ବେ ବିଶ୍ୱକପ ୨୦୧୯ରେ ଭାରତୀୟ କ୍ରିକେଟ ଦଳ ୟବିଶ୍ୱକପ ସେମିଫାଇନାଲ ଖେଳିଥିଲା। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ଭେଟିଥିଲା ଭାରତ। ମ୍ୟାଚର ଫଳାଫଳ ୧୦…

ଭାରତ ବିପକ୍ଷ ଗୋଟିଏ ମ୍ୟାଚ୍‌ରୁ ୧୫ କୋଟି ଟଙ୍କା ଆୟ କରିବ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ

କଲମ୍ବୋ,୯।୭: ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦିନିକିଆ ସିରିଜ ଜୁଲାଇ ୧୩ରୁ ଆରମ୍ଭ ହେଉଛି। ପ୍ରଥମ ତିନୋଟି ଦିନିକିଆ ଦୁଇ ଦେଶ ମଧ୍ୟରେ ଖେଳାଯିବ ଏବଂ ଏହା ପରେ ସମାନ ସଂଖ୍ୟକ ଟି -୨୦ ସିରିଜ ହେବ। ସମସ୍ତ ମ୍ୟାଚ କଲମ୍ବୋରେ…

୧୫୦ ରନ୍‌ର ଅପରାଜିତ ଇନିଂସ ଖେଳିଲେ ଏହି କ୍ରିକେଟର୍‌: ମାତ୍ର ୫ ରନ୍‌ ପାଇଁ ବିଶ୍ୱରେକର୍ଡରୁ ବଞ୍ଚିତ

ହରାରେ,୯।୭: ଜିମ୍ବାୱେ ବନାମ ବାଂଲାଦେଶ ମଧ୍ୟରେ ଖେଳାଯାଉଥିବା ଏକମାତ୍ର ଟେଷ୍ଟ କ୍ରିକେଟ ମ୍ୟାଚରେ ବାଂଲାଦେଶ ସ୍ଥିତି ଦୃଢ ରହିଛି। ମ୍ୟାଚ୍‌ର ଦ୍ୱିତୀୟ ଦିନରେ ବାଂଲାଦେଶର ତାରକା ଅଲରାଉଣ୍ଡର ମହମୁଦୁଲ୍ଲା ତାଙ୍କ ଟେଷ୍ଟ କ୍ୟାରିୟରର ସର୍ବୋତ୍ତମ ଇନିଂସ ଖେଳି ଅପରାଜିତ ୧୫୦ ସ୍କୋର…

ଆଜିର ଦିନରେ କ୍ରିକେଟ୍‌ ପଡିଆରେ ସୃଷ୍ଟି ହୋଇଥିଲା ଏମିତି ରେକର୍ଡ,ଯାହାକୁ ଆଜି ପର୍ଯ୍ୟନ୍ତ କେହି ଭାଙ୍ଗି ପାରିନାହାନ୍ତି

କ୍ରୀଡା କ୍ଷେତ୍ରରେ ଅନେକ ରେକର୍ଡ ତିଆରି ଏବଂ ଭାଙ୍ଗିଥାଏ। କିନ୍ତୁ ଏପରି କିଛି ରେକର୍ଡ ଅଛି, ଯାହା ଭାଙ୍ଗିବା କଷ୍ଟକର। ଏହିପରି ଗୋଟିଏ ରେକର୍ଡ ୯ ଜୁଲାଇ ସୃଷ୍ଟି ହୋଇଥିଲା। ୧୯୬୫ ମସିହାରେ ଆଜିର ଦିନରେ ଇଂଲଣ୍ଡର ଜନ ଏଡରିଚ ନ୍ୟୁଜିଲାଣ୍ଡ…

୫୫ ବର୍ଷ ପରେ ଫାଇନାଲରେ ଇଂଲଣ୍ଡ

ଲଣ୍ଡନ,୯।୭: ଦୀର୍ଘ ୫୫ ବର୍ଷ ପରେ ଇଂଲଣ୍ଡ କୌଣସି ମେଜର ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ବୁଧବାର ବିଳମ୍ବିତ ରାତିରେ ସ୍ଥାନୀୟ ଓ୍ବିମ୍ବଲି ଷ୍ଟାଡିୟମରେ ଖେଳାଯାଇଥିବା ସଂଘର୍ଷପୂର୍ଣ୍ଣ ଦ୍ୱିତୀୟ ସେମିଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡ ୨-୧ ଗୋଲରେ ଡେନ୍‌ମାର୍କକୁ ହରାଇ ଫାଇନାଲରେ ପ୍ରବେଶ…

ପୋଲିଟ୍‌ ଜିତିଲେ ଦ୍ୱାଦଶ ଷ୍ଟେଜ୍‌

ପ୍ୟାରିସ,୯ା୭ : ଜର୍ମାନୀର ବୋରା ହାନ୍ସଗ୍ରୋ ଟିମ୍‌ର ନିଲ୍ସ ପୋଲିଟ୍‌ ଟୁର ଡି’ ଫ୍ରାନ୍ସ ସାଇକେଲ ରେସ୍‌ର ଦ୍ୱାଦଶ ଷ୍ଟେଜ୍‌ ଜିତିଛନ୍ତି। ୧୫୯.୪ କିଲୋମିଟର ବିଶିଷ୍ଟ ରେସ୍‌କୁ ସେ ୩ ଘଣ୍ଟା ୨୨ ମିନିଟ୍‌ ୧୨ ସେକେଣ୍ଡରେ ଶେଷ କରିଥିଲେ। ତାଙ୍କ…

ଆଇସିସି ସିଇଓ ମନୁ ସାହାନେଙ୍କ ଇସ୍ତଫା

ଦୁବାଇ, ୯ା୭ (ପି.ଟି.)-ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ କାର୍ଯ୍ୟନିର୍ବାହୀ (ସିଇଓ) ମନୁ ସାହାନେ ଗୁରୁବାର ତାଙ୍କ ପଦବୀରୁ ଇସ୍ତଫା ଦେଇଛନ୍ତି। ସେ ତାଙ୍କ ସହକର୍ମୀମାନଙ୍କୁ ଖରାପ ବ୍ୟବହାର କରୁଥିବା ଅଭିଯୋଗ ହୋଇଥିଲା। ଅଭିଯୋଗର ତଦନ୍ତ ଚାଲିଥିବାରୁ ତାଙ୍କୁ ମାର୍ଚ୍ଚ ମାସରେ…

ଗଲ୍ଫ ଖେଳାଳି କାବ୍ରେରାଙ୍କୁ ୨ବର୍ଷ ଜେଲ

ବୁଏନ୍ସଏୟାର୍ସ, ୯ା୭(ଏପି)-ପୂର୍ବତନ ମାଷ୍ଟର୍ସ ଓ ୟୁଏସ୍‌ ଓପନ୍‌ ଚାମ୍ପିୟନ ଆର୍ଜେଣ୍ଟିନା ଗଲ୍ଫ ଖେଳାଳି ଆଞ୍ଜେଲ କାବ୍ରେରାଙ୍କୁ ୨ ବର୍ଷ ଜେଲଦଣ୍ଡ ହୋଇଛି। ୫୧ ବର୍ଷୀୟ କାବ୍ରେରା ୨୦୧୬ରୁ ୨୦୧୮ ମଧ୍ୟରେ ତାଙ୍କ ପୂର୍ବତନ ଗର୍ଲଫ୍ରେଣ୍ଡ ଟୋରେସ୍‌ ମାନାଙ୍କୁ ଆକ୍ରମଣ କରିବା ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?