ଫ୍ୟାନ୍ସଙ୍କୁ ଆଶ୍ୱସ୍ତି ଦେଲେ କୋହଲି
ଡର୍ହାମ,୨୧।୭: ଭାରତୀୟ ଅଧିନାୟକ ବିରାଟ କୋହଲି ପିଠି ଜନିତ ସମସ୍ୟା ଲାଗି ଏଠାରେ ଚାଲିଥିବା କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍ରେ ଖେଳୁ ନାହାନ୍ତି। କୋହଲି ଓ ଉପ ଅଧିନାୟକ ଅଜିଙ୍କ୍ୟ ରାହାନେଙ୍କ ଅନୁପସ୍ଥିତିରେ ଅଭ୍ୟାସ ମ୍ୟାଚ୍ରେ ରୋହିତ ଶର୍ମା…
ଭାରତ-ଇଂଲଣ୍ଡ ଟେଷ୍ଟ ସିରିଜ୍ରେ ଖେଳିବେ ରବିନସନ
ଲଣ୍ଡନ,୨୧।୭: ଆସନ୍ତା ୪ ତାରିଖରୁ ଟ୍ରେଣ୍ଟ ବ୍ରିଜଠାରୁ ଆରମ୍ଭ ହେବାକୁ ଥିବା ଭାରତ ବିପକ୍ଷ ଟେଷ୍ଟ ସିରିଜ୍ର ପ୍ରଥମ ଦୁଇ ମ୍ୟାଚ୍ ଲାଗି ବୁଧବାର ଘୋଷିତ ହୋଇଯାଇଛି ଇଂଲଣ୍ଡ ଦଳ। ଇଂଲଣ୍ଡ ଦଳକୁ ଫେରିଛନ୍ତି ଓଲି ରବିନସନ। ପ୍ରାୟ ୯ ବର୍ଷ…
ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ବଡ଼ ପରିବର୍ତ୍ତନ
ଦୁବାଇ,୨୧।୭: ଭାରତ-ଶ୍ରୀଲଙ୍କା ସିରିଜ୍ର ଦ୍ୱିତୀୟ ମ୍ୟାଚ୍ ସହିତ ବାଂଲାଦେଶ-ଜିମ୍ବାଓ୍ବେ ଓ ଦକ୍ଷିଣ ଆଫ୍ରିକା-ଆୟର୍ଲାଣ୍ଡ ଦିନିକିଆ ସିରିଜ୍ ଶେଷ ହେବା ପରେ ଖେଳାଳିଙ୍କ ର଼୍ୟାଙ୍କିଙ୍ଗ୍ରେ ଅଦଳବଦଳ ଦେଖିବାକୁ ମିଳିଛି। ଭାରତୀୟ ଓପନର ଶିଖର ଧାଓ୍ବନ ପୂର୍ବ ଅପେକ୍ଷା ୨ଟି ସ୍ଥାନ ଉପରକୁ ଉଠିଛନ୍ତି।…
ଡ୍ରେସିଂ ରୁମ୍ରୁ ଓହ୍ଲାଇ ଆସି ଦୀପକଙ୍କୁ ମେସେଜ ଦେଇଥିଲେ ଡ୍ରାଭିଡ୍
ନୂଆଦିଲ୍ଲୀ,୧୭।୭: ପୂର୍ବତନ ଅଧିନାୟକ ରାହୁଲ ଡ୍ରାଭିଡ୍ ସିରିଜ୍ ବିଜୟ ସହ ଭାରତୀୟ ଦଳର କୋଚ୍ ଭାବେ କ୍ୟାରିୟର ଆରମ୍ଭ କରିଛନ୍ତି। ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ମ୍ୟାଚ୍ରେ ପରାଜୟ ମୁହଁରୁ ମ୍ୟାଚ୍ ଛଡ଼ାଇ ଆଣିଥିଲା ଭାରତୀୟ ଦଳ। ମଙ୍ଗଳବାର ଖେଳାଯାଇଥିବା ମ୍ୟାଚ୍ଟି ଏତେ…
ହାରିବା ପରେ ପଡିଆରେ ଅଧିନାୟକ-କୋଚ୍ଙ୍କ ମଧ୍ୟରେ ପ୍ରବଳ ଝଗଡା
କଲମ୍ବୋ,୨୧।୭: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଦିନିକିଆରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଛି। ଟିମ ଇଣ୍ଡିଆ ସମ୍ମୁଖରେ ଶ୍ରୀଲଙ୍କା ୨୭୬ ରନ ଲକ୍ଷ୍ୟ ରଖିଥିଲା। ଏକ ସମୟରେ ଦଳ ଏକଦା ୧୯୩ ରନରେ ୭ ଉଇକେଟ ହରାଇଥିଲା। କିନ୍ତୁ ଟିମ ଇଣ୍ଡିଆକୁ…
ବାଲାଦେବୀ, ମନୀଷାଙ୍କୁ ଏଆଇଏଫ୍ଏଫ୍ ପୁରସ୍କାର
ନୂଆଦିଲ୍ଲୀ, ୨୧।୭(ପି.ଟି.)- ଭାରତୀୟ ଟିମ୍ ଫରଓ୍ବାର୍ଡ ବାଲାଦେବୀ ଏଆଇଏଫ୍ଏଫ୍ (ସର୍ବଭାରତୀୟ ଫୁଟ୍ବଲ ଫେଡେରେଶନ) ଓମେନ୍ସ ଫୁଟବଲର ଅଫ୍ ଦି ଇୟର ପୁରସ୍କାର ପାଇଛନ୍ତି। ଯୁବ ଖେଳାଳି ମନୀଷା କଲ୍ୟାଣ ୨୦୨୦-୨୧ ସିଜନ ପାଇଁ ଇମର୍ଜିଂ ପୁରସ୍କାର ହାସଲ କରିଛନ୍ତି। ବାଲାଦେବୀ ତୃତୀୟ…
ଭାରତୀୟ ମହିଳା ଫୁଟ୍ବଲ କୋଚ୍ ପଦ ଛାଡ଼ିଲେ ମେମୋଲ
ନୂଆଦିଲ୍ଲୀ, ୨୧।୭(ପି.ଟି.)- ମେମୋଲ ରକି ଭାରତୀୟ ମହିଳା ଫୁଟ୍ବଲ ଦଳର କୋଚ୍ ପଦ ଛାଡ଼ିଛନ୍ତି। ଗତ ୪ ବର୍ଷ ଧରି ଜାତୀୟ ଦଳ ଦାୟିତ୍ୱରେ ଥିବା ମେମୋଲ ବ୍ୟକ୍ତିଗତ କାରଣ ଦର୍ଶାଇ ଓହରି ଯାଇଛନ୍ତି। ପୂର୍ବରୁ ସହକାରୀ କୋଚ୍ ଥିବା ରକି…
କିକୋ ଓଡ଼ିଶା ଏଫ୍ସିର ନୂଆ କୋଚ୍: କିନୋ ସହକାରୀ କୋଚ୍ ନିଯୁକ୍ତ
ଭୁବନେଶ୍ୱର, ୨୧।୭(କ୍ରୀଡ଼ା ପ୍ରତିନିଧି)- ଇଣ୍ଡିଆନ ସୁପରଲିଗ୍ (ଆଇଏସଏଲ୍)ର ୮ମ ସଂସ୍କରଣ ପୂର୍ବରୁ ଓଡ଼ିଶା ଏଫ୍ସି ମଙ୍ଗଳବାର ନୂଆ ମୁଖ୍ୟ କୋଚ୍ ଏବଂ ସହକାରୀ କୋଚ୍ ନିଯୁକ୍ତ କରିଛି। ସ୍ପେନର ଫ୍ରାନ୍ସିସ୍କୋ ରାମିରେଜ ଗୋଞ୍ଜାଲେଜ (କିକୋ) ମୁଖ୍ୟ କୋଚ୍ ଏବଂ ଜୋଆକ୍ୱିନ ଗାର୍ସିଆ…
୩ ଦିନିଆ ଅଭ୍ୟାସ ମ୍ୟାଚ୍: ଭାରତ ବିପକ୍ଷରେ ଖେଳିଲେ ଆଭେସ, ଓ୍ବାଶିଂଟନ
ଡରହାମ,୨୧।୭: ଚେଷ୍ଟର-ଲି- ଷ୍ଟ୍ରିଟ୍ସ୍ଥିତ ରିଭରସାଇଡ ଗ୍ରାଉଣ୍ଡରେ ଭାରତ ଓ ଫାଷ୍ଟକ୍ଲାସ କାଉଣ୍ଟି ଏକାଦଶ ଟିମ୍ ମଧ୍ୟରେ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ମଙ୍ଗଳବାରଠାରୁ ଆରମ୍ଭ ହୋଇଛି। ଆଶ୍ଚର୍ଯ୍ୟଜନକ ଭାବେ ଦୁଇ ଭାରତୀୟ ଖେଳାଳି ଆଭେସ ଖାଁ ଓ ଓ୍ବାଶିଂଟନ ସୁନ୍ଦର ଭାରତ…
ଅଭ୍ୟାସ ମ୍ୟାଚ୍: ରାହୁଲଙ୍କ ଶତକ
ଚେଷ୍ଟର-ଲି- ଷ୍ଟ୍ରିଟ୍, ୨୧।୭: ସ୍ଥାନୀୟ ରିଭରସାଇଡ୍ ଗ୍ରାଉଣ୍ଡରେ ଭାରତ ଓ କାଉଣ୍ଟି ସିଲେକ୍ଟ ଏକାଦଶ ମଧ୍ୟରେ ମଙ୍ଗଳବାରଠାରୁ ୩ ଦିନିଆ ଅଭ୍ୟାସ ମ୍ୟାଚ୍ ଆରମ୍ଭ ହୋଇଛି। ବିରାଟ କୋହଲିଙ୍କ ଅନୁପସ୍ଥିତିରେ ରୋହିତ ଶର୍ମା ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି। ଟସ୍ ଜିତି…
ପ୍ରଥମ ଟି୨୦: ଦକ୍ଷିଣ ଆଫ୍ରିକାର ସହଜ ବିଜୟ
ଡବ୍ଲିନ,୨୧।୭: ଆୟର୍ଲାଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ୩୩ ରନରେ ବିଜୟ ହାସଲ କରିଛି। ସ୍ଥାନୀୟ ମାଲାହାଇଡ୍ସ୍ଥିତ ଦି ଭିଲେଜ ଗ୍ରାଉଣ୍ଡରେ ସୋମବାର ଖେଳାଯାଇଥିବା ଏହି ମ୍ୟାଚ୍ରେ ଆୟର୍ଲାଣ୍ଡ ଟସ୍ ଜିତି ଫିଲ୍ଡିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ…
ଆଇସିସି ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍: ଶୀର୍ଷ ସ୍ଥାନକୁ ଫେରିଲେ ମିଥାଲି, ମାନ୍ଧନା ନଂ. ୩
ଦୁବାଇ,୨୧ା୭ (ପି.ଟି.): ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ମହିଳା ଦିନିକିଆ ର଼୍ୟାଙ୍କିଙ୍ଗ୍ରେ ଭାରତୀୟ ଅଧିନାୟିକା ଶୀର୍ଷ ସ୍ଥାନକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି। ୭୬୨ ପଏଣ୍ଟ ପାଇ ସେ ବ୍ୟାଟିଂ ତାଲିକାରେ ପୁଣି ଥରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି। ସେହିପରି ବାମହାତୀ…

