ଖେଳ

ଇତିହାସ ରଚିଲେ ମିରାବାଇ: ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସର ଦ୍ୱିତୀୟ ଦିନରେ ଷ୍ଟାର ଭାରୋତ୍ତୋଳକ ମିରାବାଇ ଚାନୁ ପଦକ ଜିତିବାରେ ସଫଳ ହୋଇଛନ୍ତି। ସେ ଶନିବାର ଚମତ୍କାର ପ୍ରଦର୍ଶନ କରି ରୌପ୍ୟ ପଦକ ଜିତି ଭାରତକୁ ପ୍ରଥମ ପଦକ ଦେଇଛନ୍ତି। ୪୯ କିଗ୍ରା ବର୍ଗରେ ସେ ଦ୍ୱିତୀୟ…

ବିନା ଭ୍ୟାକ୍ସିନରେ ଆମେରିକାର ୧୦୦ ଆଥ୍‌ଲେଟ

ଟୋକିଓ, ୨୪।୭(ଏପି): ଅଲିମ୍ପିକ୍ସରେ ଭାଗ ନେବାଲାଗି ଟୋକିଓ ଆସିଥିବା ଯୁକ୍ତରାଷ୍ଟ୍ର ଆମେରିକାର ୬୧୩ ଆଥ୍‌ଲେଟଙ୍କ ମଧ୍ୟରୁ ପ୍ରାୟ ୧୦୦ଜଣ କରୋନା ଭ୍ୟାକ୍ସିନ ନେଇ ନାହାନ୍ତି। ଶୁକ୍ରବାର ରାତିରେ ଉଦ୍‌ଘାଟନୀ ଉତ୍ସବର କେଇ ଘଣ୍ଟା ପୂର୍ବରୁ ଆମେରିକା ଅଲିମ୍ପିକ ଓ ପାରାଅଲିମ୍ପିକ କମିଟିର…

ବେହୋସ ହୋଇପଡ଼ିଲେ ରୁଷୀୟ ତୀରନ୍ଦାଜ

ଟୋକିଓ, ୨୪ା୭(ଏପି)-ଟୋକିଓ ଅଲିମ୍ପିକ୍ସର ଏକ ପ୍ରତିଯୋଗିତା ବେଳେ ବାୟୁମଣ୍ଡଳର ଉତ୍ତାପ ସହ୍ୟ କରି ନ ପାରି ରୁଷିଆର ଜଣେ ତୀରନ୍ଦାଜ ସ୍ବେତଲାନା ଗୋମ୍ବୋଏଭା ବେହୋସ ହୋଇଯାଇଥିଲେ। କ୍ୱାଲିଫାଇଂ ରାଉଣ୍ଡରେ ଭାଗ ନେଇ ସାରିବା ପରେ ଗୋମ୍ବୋଏଭା ଚେତାଶୂନ୍ୟ ହୋଇପଡ଼ିଥିଲେ। ଘଟଣାସ୍ଥଳରେ ସଙ୍ଗେ…

ସର୍ବକନିଷ୍ଠ ଟୋକିଓ ଅଲିମ୍ପିଆନ ଜାଜା

ଟୋକିଓ, ୨୪ା୭ (ପି.ଟି.)-ଟୋକିଓ ଅଲିମ୍ପିକ୍ସର ସର୍ବକନିଷ୍ଠ ପ୍ରତିଯୋଗୀ ହେଉଛନ୍ତି ଯୁଦ୍ଧପ୍ରବଣ ସିରିଆ ଦେଶର ୧୨ ବର୍ଷୀୟା ହେନ୍ଦ୍‌ ଜାଜା। ସେ ଟେବୁଲ ଟେନିସ ଇଭେଣ୍ଟରେ ଅଂଶଗ୍ରହଣ କରିବେ। ୨୦୧୪ରୁ ସେ ଏହି ଖେଳ ସହ ସମ୍ପୃକ୍ତ। ଦାମାସ୍କସରେ ସେ ଟ୍ରେନିଂ ନେଉଛନ୍ତି।…

କଲ୍‌ଡ୍ରନରେ ପ୍ରଥମ ଥର ବ୍ୟବହାର ହେଉଛି ହାଇଡ୍ରୋଜେନ୍‌

ଟୋକିଓ, ୨୪ା୭ (ଏପି)-ସୂର୍ଯ୍ୟଙ୍କ ଦ୍ୱାରା ଅନୁପ୍ରାଣିତ ହୋଇ ଏଥର ଅଲିମ୍ପିକ କଲ୍‌ଡ୍ରନକୁ ସ୍ବତନ୍ତ୍ର ଭାବେ ଡିଜାଇନ୍‌ କରାଯାଇଛି। ଅଲିମ୍ପିକ ଅଗ୍ନିଶିଖାର ପ୍ରଜ୍ୱଳନ ପାଇଁ ଜାଳେଣି ରୂପେ ପ୍ରଥମ ଥର ହାଇଡ୍ରୋଜେନକୁ ବ୍ୟବହାର କରାଯାଇଛି। ଟୋକିଓ ଗେମ୍ସ ପାଇଁ ଏଥର ଦୁଇଟି କଲ୍‌ଡ୍ରନ…

ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ: ଜାପାନ କଳା, ସଂସ୍କୃତିର ଝଲକ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହୋଇଛି। ଫାଙ୍କା…

ବିନା ଦର୍ଶକରେ ମାର୍ଚ୍ଚପାଷ୍ଟ

ଟୋକିଓ,୨୪।୭ (ପି.ଟି.): କୋଭିଡ୍‌-୧୯ ପ୍ରକୋପ ଜାରି ରହିଥିବା ସତ୍ତ୍ୱେ ଶୁକ୍ରବାର ରାତିରେ ଏକ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହ ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟିତ ହୋଇଛି। ମହାମାରୀ କାରଣରୁ ନିର୍ଦ୍ଧାରିତ ସମୟର ଗୋଟିଏ ବର୍ଷ ପରେ ଏହି ମେଗା ଇଭେଣ୍ଟ ଆରମ୍ଭ ହୋଇଛି। ଫାଙ୍କା…

ଅଜବ ସଂଯୋଗ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ୩ୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଥିବା ଦୁଇ ବୋଲର କ୍ରିଷ୍ଣାପା ଗୌଥମ ଓ ଚେତନ ସାକାରିୟାଙ୍କ ମଧ୍ୟରେ ଦେଖିବାକୁ ମିଳିଛି ଅଜବ ସଂଯୋଗ। ଦୁହେଁ ପଦାର୍ପଣ ମ୍ୟାଚ୍‌ରେ ହାତେଇଛନ୍ତି ଉଇକେଟ।…

ଖରାପ ଫିଲ୍ଡିଂ ଛଡ଼ାଇ ନେଲା ସିରିଜ୍‌ ମୂଳପୋଛ ସୁଯୋଗ

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ମ୍ୟାଚ୍‌ରେ ଭାରତୀୟ ବ୍ୟାଟ୍ସମ୍ୟାନମାନେ ବିଫଳ ହୋଇଥିଲେ। କିନ୍ତୁ ଖରାପ ଫିଲ୍ଡିଂ ଭାରତ ହାତରୁ ସିରିଜ୍‌ ମୂଳପୋଛ କରିବାର ସୁଯୋଗ ଛଡ଼ାଇ ନେଲା। ଗୋଟିଏ କି ଦୁଇଟି ନୁହେଁ ଭାରତୀୟ ଫିଲ୍ଡରମାନେ ବାରମ୍ବାର କ୍ୟାଚ୍‌…

ପ୍ରଥମ ଦିନରେ ନିରାଶ କଲେ ତୀରନ୍ଦାଜ

ଟୋକିଓ,୨୩।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିବସରେ ଭାରତୀୟ ତୀରନ୍ଦାଜ ନୀରାଶ କରିଛନ୍ତି। ମହିଳା ତୀରନ୍ଦାଜ ଦୀପିକା କୁମାରୀ ଓ ପୁରୁଷ ପ୍ରତିଯୋଗୀ ଅତନୁ ଦାସ, ପ୍ରବୀଣ ଯାଦବ ଓ ତରୁଣଦୀପ ରାୟ ର଼୍ୟାଙ୍କିଙ୍ଗ୍‌ ରାଉଣ୍ଡ ପ୍ରତିଯୋଗିତାରେ ଶୁକ୍ରବାର ଅବତୀର୍ଣ୍ଣ ହୋଇଥିଲେ। ଆଶାନୁଯାୟୀ…

ମହଙ୍ଗା ପଡ଼ିପାରେ ବିନା ମାସ୍କରେ ପରେଡ୍‌

ଟୋକିଓ,୨୩।୭: ଜାପାନର ରାଜଧାନୀସ୍ଥିତ ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଟୋକିଓ ଅଲିମ୍ପିକ୍ସ ଉଦ୍‌ଘାଟନୀ ଉତ୍ସବରେ ପ୍ରାୟ ବିନା ମାସ୍କରେ ପରେଡ୍‌ କରିଛନ୍ତି କିର୍ଗିଜସ୍ତାନ ଓ ତାଜିକସ୍ତାନ ଦଳ। କେବଳ ଜଣେ କିର୍ଗିଜସ୍ତାନ ଆଥ୍‌ଲେଟ୍‌ ମାସ୍କ ପିନ୍ଧିଥିବାବେଳେ ଦଳର ପତାକାଧାରୀଙ୍କ ସମେତ ୧୪ ସଦସ୍ୟଙ୍କୁ…

ପଦାର୍ପଣକାରୀ ବୋଲରଙ୍କ ଉପରେ ନିର୍ଭର କରେ ସବୁ କିଛି

କଲମ୍ବୋ,୨୩।୭: ଶ୍ରୀଲଙ୍କା ବିପକ୍ଷ ତୃତୀୟ ତଥା ଅନ୍ତିମ ଦିନିକିଆ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ୨୨୫ ରନ୍‌ରେ ଅଲଆଉଟ୍‌ ହୋଇଯାଇଛି। ଏହି ମ୍ୟାଚ୍‌ ଜରିଆରେ ଦିନିକିଆ କ୍ୟାରିୟର ଆରମ୍ଭ କରୁଥିବା ଚେତନ ଶାକରିୟା, ନବଦୀପ ସାଇନି ଓ ରାହୁଲ ଚହରଙ୍କ ଉପରେ ନିର୍ଭର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?