କାଭେଣ୍ଡିସ୍ ଜିତିଲେ ଷ୍ଟେଜ୍-୬
ପ୍ୟାରିସ, ୨ା୭-ବ୍ରିଟେନର ମାର୍କ କାଭେଣ୍ଡିସ୍ ଟୁର୍ ଡି’ ଫ୍ରାନ୍ସର ସାଇକେଲ ରେସ୍ର ୬ଷ୍ଠ ଷ୍ଟେଜ୍ ଜିତିଛନ୍ତି। ଫଳରେ ବେଲଜିୟମର ଏଡି ମର୍କକ୍ସଙ୍କ ସର୍ବକାଳୀନ ରେକର୍ଡ ୩୪ଠାରୁ ସେ ଆଉ ମାତ୍ର ଦୁଇଟି ବିଜୟ ପଛରେ ରହିଛନ୍ତି। ଚେଟେରକ୍ସଠାରେ ସବୁବେଳେ ତାଙ୍କ ପ୍ରଦର୍ଶନ…
ଅର୍ଜୁନ ପାଇଁ ପଦ୍ମିନୀ ରାଉତଙ୍କ ନାମ ସୁପାରିସ
ଚେନ୍ନାଇ, ୨ା୭(ପି.ଟି.)-ସର୍ବଭାରତୀୟ ଚେସ୍ ମହାସଂଘ (ଏଆଇସିଏଫ୍) ସମ୍ମାନଜନକ ରାଜୀବ ଗାନ୍ଧୀ ଖେଳରନତ୍ ପୁରସ୍କାର ପାଇଁ ବର୍ତ୍ତମାନ ବିଶ୍ୱ ରାପିଡ୍ ଚେସ୍ ଚାମ୍ପିୟନ କୋନେରୁ ହମ୍ପିଙ୍କ ନାମ ସୁପାରିସ କରିଥିବାବେଳେ ଓଡ଼ିଶାର ପଦ୍ମିନୀ ରାଉତଙ୍କ ସମେତ ଅନ୍ୟ ୬ଜଣଙ୍କ ନାମ ଅର୍ଜୁନ ପୁରସ୍କାର…
ଓ୍ବିମ୍ବେଲଡନ ଟେନିସ୍: ଦ୍ୱିତୀୟ ରାଉଣ୍ଡରେ ସାନିଆ- ବେଥାନି
ଲଣ୍ଡନ,୨।୭: ଚଳିତ ଓ୍ବିମ୍ବେଲଡନ ଟୁର୍ନାମେଣ୍ଟରେ ଭାରତୀୟ ଅଭିଜ୍ଞ ମହିଳା ଟେନିସ ତାରକା ସାନିଆ ମିର୍ଜା ଓ ତାଙ୍କ ଆମେରିକୀୟ ପାର୍ଟନର ବେଥାନି ମାଟେକ- ସାଣ୍ଡ୍ସ ଦ୍ୱିତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଗୁରୁବାର ଅନୁଷ୍ଠିତ ମହିଳା ଡବଲ୍ସ ଇଭେଣ୍ଟର ପ୍ରଥମ ରାଉଣ୍ଡ ମ୍ୟାଚ୍ରେ…
ଜାବିରଙ୍କୁ ଅଲିମ୍ପିକ୍ସ ଯୋଗ୍ୟତା
କୋଚି, ୨।୭(ପି.ଟି.)-ଭାରତୀୟ ନେଭିର ତାରକା ଆଥ୍ଲେଟ ଏମ୍.ପି. ଜାବିର ଟୋକିଓ ଅଲିମ୍ପିକ୍ସର ୪୦୦ ମିଟର ହର୍ଡଲ୍ସ ପାଇଁ ଯୋଗ୍ୟତା ଅର୍ଜନ କରିଛନ୍ତି। ପଟିଆଲା ନିକଟରେ ଅନୁଷ୍ଠିତ ଆନ୍ତଃରାଜ୍ୟ ଆଥ୍ଲେଟିକ୍ସ ଚାମ୍ପିୟନଶିପ୍ରେ ସେ ୪୯.୭୮ ସେକେଣ୍ଡ ସମୟ ନେବା ସହ ସ୍ବର୍ଣ୍ଣ ପଦକ…
ଅଭିମନ୍ୟୁ ବିଶ୍ୱର ସର୍ବକନିଷ୍ଠ ଗ୍ରାଣ୍ଡମାଷ୍ଟର
ନୂଆଦିଲ୍ଲୀ, ୨।୭-ଭାରତୀୟ ବଂଶୋଦ୍ଭବ ଆମେରିକାର ଅଭିମନ୍ୟୁ ମିଶ୍ର ବିଶ୍ୱର ସର୍ବକନିଷ୍ଠ ଚେସ୍ ଗ୍ରାଣ୍ଡମାଷ୍ଟର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ହଙ୍ଗେରୀର ବୁଦାପେଷ୍ଟଠାରେ ଅନୁଷ୍ଠିତ ଟୁର୍ନାମେଣ୍ଟରେ ତୃତୀୟ ଗ୍ରାଣ୍ଡମାଷ୍ଟର ନର୍ମ ପୂରଣ ସହ ସେ ଏହି କୃତିତ୍ୱ ଅର୍ଜନ କରିଛନ୍ତି। ନ୍ୟୁ ଜର୍ସିରେ…
ସଚିନଙ୍କ ଟ୍ରାଉଜର୍ ପିନ୍ଧି ପଡିଆକୁ ଖେଳିବାକୁ ଓହ୍ଲାଇଥିଲେ ଏହି ମହାନ କ୍ରିକେଟର୍: ଆଉ ତା’ପରେ..
ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ହେମାଙ୍ଗ ବାଦନି ଭାରତୀୟ ଦଳର ସଦସ୍ୟ ଥିବା ସମୟର ଏକ କୌତୁହଳ ବିଷୟ ଉପରୁ ପର୍ଦ୍ଦାଫାଶ କରିଥିଲେ। ଯେ କହିଥିଲେ ଯେ ଥରେ ସଚିନ ତେନ୍ଦୁଲକର ତାଙ୍କୁ ପୂର୍ବତନ ଦ୍ରୁତ ବୋଲର ଜଭଗଲ ଶ୍ରୀନାଥଙ୍କ ଟ୍ରାଉଜର ବଦଳାଇବାକୁ…
‘୪ ଓଭର ବୋଲିଂ କରି ଥକି ପଡ଼ୁଛନ୍ତି ପେସର’
ନୂଆଦିଲ୍ଲୀ,୧।୭: ମାତ୍ର ୪ ଓଭର ବୋଲିଂ କରିବା ପରେ ବର୍ତ୍ତମାନ ପୀଢ଼ିର ବୋଲରମାନେ ଥକି ପଡ଼ୁଛନ୍ତି। କାର୍ଯ୍ୟଭାର ଯୋଗୁ ସେମାନଙ୍କୁ ୪ ଓଭରରୁ ଅଧିକ ବୋଲିଂ କରିବାକୁ ଅନୁମତି ଦିଆଯାଉ ନାହିଁ। ଏହା ମୋତେ ଦୁଃଖ ଦେଉଛି ବୋଲି କହିଛନ୍ତି ୧୯୮୩…
ଲାଞ୍ଚ ନେଇ ୮ ବର୍ଷ ବ୍ୟାନ ହେଲେ କ୍ରିକେଟର
ଦୁବାଇ,୧।୭: ଅନ୍ତର୍ଜାତୀୟ କ୍ରିକେଟ କାଉନ୍ସିଲ (ଆଇସିସି) ପକ୍ଷରୁ ଗୁରୁବାର ୟୁଏଇ ଖେଳାଳି ଆମିର ହୟାତ ଓ ଅଶଫାକ ଅହମ୍ମଦଙ୍କୁ ୮ ବର୍ଷ ପାଇଁ ବ୍ୟାନ କରିଛି। ଦୁଇ ଖେଳାଳି ୟୁଏଇରେ ଆୟୋଜିତ ଟି୨୦ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟର ଏକ ମ୍ୟାଚ୍କୁ ଫିକ୍ସ…
ଭାରତର ଏହି ଖେଳାଳିଙ୍କ ଉଇକେଟ ଯିବା ପରେ ବହୁତ ଖୁସି ହୋଇଯାଇଥିଲେ ନ୍ୟୁଜିଲାଣ୍ଡ ଦଳ; ନଚେତ ସେ ଛଡ଼ାଇ ନେଇଥାନ୍ତେ…
ନୂଆଦିଲ୍ଲୀ,୧।୭: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲର ଶେଷ ଦିନରେ ଭାରତୀୟ କ୍ରିକେଟର ରିଷଭ ପନ୍ତଙ୍କ ଉଇକେଟ ନେବା ପରେ ଖୁସି ହୋଇଯାଇଥିଲେ ନ୍ୟୁଜିଲାଣ୍ଡ ଦଳ। ଏନେଇ ଖୁଲାସା କରିଛନ୍ତି ନ୍ୟୁଜିଲାଣ୍ଡର ଦ୍ରୁତ ବୋଲର ଟିମ ସାଉଥୀ। କାରଣ ସେ ଦଳ ହାତରୁ…
୫ ମାସ ଘରକୁ ଫେରିବେନି ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର…
ନୂଆଦିଲ୍ଲୀ,୧।୭: ଟିମ୍ ଇଣ୍ଡିଆର ଷ୍ଟାର୍ କ୍ରିକେଟର ଏବେ ବିଦେଶରେ ରହିଛନ୍ତି। ଆସନ୍ତା ୫ ମାସ ପର୍ଯ୍ୟନ୍ତ ଟିମ୍ ଇଣ୍ଡିଆ ସଦସ୍ୟ ଘରକୁ ଫେରିପାରିବେ ନାହିଁ। ନଭେମ୍ବର ପରେ ହିଁ ସେମାନେ ସ୍ବଦେଶ ବାହୁଡ଼ିବେ। ଇଂଲଣ୍ଡ ସହିତ ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ…
ଘର ବିକିଲେ ରୋହିତ ଶର୍ମା: ଦାମ୍ ଜାଣିଲେ..
ଭାରତୀୟ ଦଳର ତାରକା ଓପନର୍ ରୋହିତ ଶର୍ମା କ୍ରିକେଟ ପଡ଼ିଆରେ ଅନେକ ରେକର୍ଡ ହାସଲ କରିଛନ୍ତି। ବିଶ୍ୱ କ୍ରିକେଟରେ ‘ହିଟମ୍ୟାନ’ ଭାବରେ ଜଣାଶୁଣା ରୋହିତ ନିଜ କ୍ୟାରିୟରରେ ଅନେକ ଖ୍ୟାତି ଅର୍ଜନ କରିଛନ୍ତି। ରୋହିତଙ୍କର ମୁମ୍ବାଇର ୱର୍ଲିରେ ବହୁତ ବିଳାସପୂର୍ଣ୍ଣ ଆପାର୍ଟମେଣ୍ଟ…
ଶୁବମନ ଆହତ
ନୂଆଦିଲ୍ଲୀ, ୧।୭(ପି.ଟି.)- ଟିମ୍ ଇଣ୍ଡିଆ ଓପନର ଶୁବମନ ଗିଲ୍ ଆହତ ହୋଇଛନ୍ତି। ତେଣୁ ସେ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ ବିଶିଷ୍ଟ ସିରିଜରେ ଖେଳିବା ସମ୍ଭାବନା କମ୍। ତାଙ୍କ ଆହତ ସମସ୍ୟା ସମ୍ପର୍କରେ କିଛି ସ୍ପଷ୍ଟ କରାଯାଇନାହିଁ। ତେବେ ଷ୍ଟାଣ୍ଡବାଇ ଖେଳାଳି…

