ବିରାଟ କୋହଲିଙ୍କୁ ଲାଗିପାରେ ଆଉ ଏକ ଝଟ୍କା
ଲଣ୍ଡନ,୨୫।୭: ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଉ ଏକ ଝଟ୍କା ଲାଗିଛି। ଅଫ୍ ସ୍ପିନର୍ ତଥା ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର କେବଳ ଇଂଲଣ୍ଡ ଗସ୍ତରୁ ନୁହେଁ, ସେ ଆଇପିଏଲ୍ ୨୦୨୧ରୁ ମଧ୍ୟ ବାଦ୍ ପଡିବାର ସମ୍ଭାବନା ରହିଛି। ସୁନ୍ଦର…
ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ଦୂତୀ
ଭୁବନେଶ୍ୱର, ୨୫।୭(କ୍ରୀଡ଼ା ପ୍ରତିନିଧି)- ଭାରତୀୟ ସ୍ପ୍ରିଣ୍ଟ କୁଇନ୍ ଦୂତୀ ଚାନ୍ଦ ଶନିବାର ଟୋକିଓ ଅଲିମ୍ପିକ୍ସ କ୍ରୀଡ଼ା ଗ୍ରାମରେ ପ୍ରବେଶ କରିଛନ୍ତି। ଆସନ୍ତା ୩୦ ତାରିଖରେ ସେ ପଡ଼ିଆକୁ ଓହ୍ଲାଇବେ। ଭାରତୀୟ ସମୟ ସକାଳ ୮ଟାରେ ତାଙ୍କର ୧୦୦ ମିଟର ହିଟ୍ ଅଛି।…
ୟାଙ୍ଗ ଜିତିଲେ ପ୍ରଥମ ସ୍ବର୍ଣ୍ଣ
ଟୋକିଓ, ୨୫।୭- ଚଳିତ ଟୋକିଓ ଅଲିମ୍ପିକ୍ସର ପ୍ରଥମ ସ୍ବର୍ଣ୍ଣ ପଦକ ଜିତିଛନ୍ତି ଚାଇନାର କ୍ୱିଆନ ୟାଙ୍ଗ୍(୨୫୧.୮ ପଏଣ୍ଟ)। ଶନିବାର ଆସାକା ଶୁଟିଂ ରେଞ୍ଜ୍ରେ ଅନୁଷ୍ଠିତ ୧୦ ମିଟର ଏୟାର ରାଇଫଲ ଇଭେଣ୍ଟରେ ସେ ଏହି ସ୍ବର୍ଣ୍ଣିମ ସଫଳତା ପାଇଛନ୍ତି। ୨୧ ବର୍ଷୀୟା…
ସୂର୍ଯ୍ୟକୁମାର, ପୃଥ୍ବୀ, ଜୟନ୍ତ ଇଂଲଣ୍ଡ ଯିବେ
ନୂଆଦିଲ୍ଲୀ, ୨୫।୭(ପି.ଟି.)- ସୂର୍ଯ୍ୟକୁମାର ଯାଦବ, ପୃଥ୍ବୀ ଶ’ ଏବଂ ଜୟନ୍ତ ଯାଦବ ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଟେଷ୍ଟ ଦଳରେ ସାମିଲ ହେବା ପାଇଁ ଇଂଲଣ୍ଡ ଯିବେ। ସମ୍ପ୍ରତି ଇଂଲଣ୍ଡରେ ଥିବା ଖେଳାଳିଙ୍କ ମଧ୍ୟରୁ ୩ ଜଣ ଆହତ ଅଛନ୍ତି। ତେଣୁ ବଦଳ…
ପ୍ରମୋଦ ବର୍ଷର ଶ୍ରେଷ୍ଠ କ୍ରୀଡ଼ାବିତ୍
ନୂଆଦିଲ୍ଲୀ, ୨୫ା୭ (ପି.ଟି.)- ବିଶ୍ୱର ନମ୍ବର ଓ୍ବାନ ପାରା ବ୍ୟାଡ୍ମିଣ୍ଟନ ଖେଳାଳି ଓଡ଼ିଶାର ପ୍ରମୋଦ ଭଗତ ଭାରତୀୟ କ୍ରୀଡ଼ା ସମ୍ମାନ ୨୦୧୯ ପାଇଁ ବର୍ଷର ଶ୍ରେଷ୍ଠ ଭିନ୍ନକ୍ଷମ କ୍ରୀଡ଼ାବିତ୍ ବିବେଚିତ ହୋଇଛନ୍ତି। କରୋନା ମହାମାରୀ ଯୋଗୁ ଏହି ପୁରସ୍କାର ଘୋଷଣା ବିଳମ୍ବ…
ନାଗାଲ ୨୫ ବର୍ଷରେ ପ୍ରଥମ ଭାରତୀୟ
ଟୋକିଓ, ୨୫ା୭ (ପି.ଟି.)-ଅଲିମ୍ପିକ ଗେମ୍ସରେ ଏକ ପୁରୁଷ ସିଙ୍ଗଲ୍ସ ଟେନିସ ମ୍ୟାଚ ଜିତିବାରେ ସୁମିତ ନାଗାଲ ୨୫ବର୍ଷରେ ପ୍ରଥମ ଏବଂ ମୋଟ ଉପରେ ତୃତୀୟ ଭାରତୀୟ ବିବେଚିତ ହୋଇଛନ୍ତି। ସେ ଶନିବାର ଏକ ୩ ସେଟ୍ ବିଶିଷ୍ଟ ମ୍ୟାଚରେ ଉଜବେକିସ୍ତାନର ଡେନିସ…
ହକି ଷ୍ଟିକ୍ରେ ଖେଳାଳିଙ୍କ ମୁଣ୍ଡକୁ ମାଡ଼
ଟୋକିଓ,୨୪।୭: ଟୋକିଓ ଅଲିମ୍ପିକ୍ସ ମହାକୁମ୍ଭର ପ୍ରଥମ ଦିନରେ ସାମ୍ନାକୁ ଆସିଛି ପୂରା ଖେଳ ଜଗତକୁ ନିନ୍ଦିତ କଲା ଭଳି ଦୃଶ୍ୟ। ଶନିବାର ଆର୍ଜେଣ୍ଟିନା ଓ ସ୍ପେନ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ୧-୧ ଗୋଲରେ ବରାବର ରହିଥିଲା। ମ୍ୟାଚ୍ ଶେଷ ହେବାର କିଛି…
ପଦାର୍ପଣ ଧାଡ଼ିରେ ଆଉ ୩ ଖେଳାଳି
କଲମ୍ବୋ,୨୪।୭: ଚଳିତ ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜ୍ରେ ଭାରତୀୟ ଦଳ ପାଇଁ ୬ ଜଣ ଖେଳାଳି ପଦାର୍ପଣ କରିଥିଲେ। ହେଲେ ମିଷ୍ଟ୍ରି ସ୍ପିନର ବରୁଣ ଚକ୍ରବର୍ତ୍ତୀ, ଓପନର ରୁତୁରାଜ ଗାଏକ୍ୱାଡ ଓ ଦେବଦତ୍ତ ପାଡିକଲଙ୍କୁ ମିଳି ନ ଥିଲା ସୁଯୋଗ। ଏମାନଙ୍କୁ…
‘ଅନେକ ବଳିଦାନ ଦେଇଛି’
ନୂଆଦିଲ୍ଲୀ,୨୪।୭: ଅଲିମ୍ପିକ୍ସ ସଫଳତା ପାଇବା ପାଇଁ ଅନେକ ବଳିଦାନ ଦେଇଛି। ଟୋକିଓ ଅଲିମ୍ପିକ୍ସରେ ଭାରତକୁ ପ୍ରଥମ ପଦକ ଆଣି ଦେବା ପରେ ଏଭଳି କହିଛନ୍ତି ମୀରାବାଇ ଚାନ୍ନୁ। ୨୧ ବର୍ଷ ପରେ ଦେଶର ପ୍ରଥମ ଓ୍ବେଟ୍ଲିପ୍ଟର ଭାବେ ଚାନ୍ନୁ (୪୯ କେଜି)…
ଖାଲି ହାତରେ ଫେରିଲେ କ୍ରିଷ୍ଣନ
ନୂଆଦିଲ୍ଲୀ,୨୪।୭:ଟୋକିଓ ଅଲିମ୍ପିକ୍ସରେ ପଦକ ଖାତା ଖୋଲିଛନ୍ତି ମୀରାବାଇ ଚାନ୍ନୁ। କିନ୍ତୁ ଭାରତର ସବୁଠୁ ବଡ଼ ପଦକ ଆଶା କୁହାଯାଉଥିବା ବିକାଶ କ୍ରିଷ୍ଣନ ପ୍ରଥମ ରାଉଣ୍ଡ ମଧ୍ୟ ଅତିକ୍ରମ କରିବାରେ ବିଫଳ ହୋଇଛନ୍ତି। ପୁରୁଷ ବକ୍ସରଙ୍କ ମଧ୍ୟରେ ସବୁଠୁ ଅଭଜ୍ଞ ବକ୍ସର ବିକାଶଙ୍କୁ…
ପୃଥ୍ବୀ ଶ’ଙ୍କୁ ‘ଶୋ-ଷ୍ଟପର୍’ ଭାବନ୍ତି ଏହି କ୍ରିକେଟର, କହିଲେ-ବ୍ୟାଟିଂ ବେଳେ ତାଙ୍କ…
ନୂଆଦିଲ୍ଲୀ,୨୪।୭: ଶ୍ରୀଲଙ୍କା ବିପକ୍ଷରେ ଭାରତ ତିନି ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜକୁ ୨-୧ରେ ଜିତିଛି। ଏହି ସିରିଜରେ ସୂର୍ଯ୍ୟକୁମାର ଯାଦବ ଏବଂ ପୃଥ୍ବୀ ଶ’ ଉଲ୍ଲେଖନୀୟ ବ୍ୟାଟିଂ କରିଥିଲେ। ୧୨୭ ରନ୍ କରିଥିବା ସୂର୍ଯ୍ୟକୁମାରଙ୍କୁ ‘ମ୍ୟାନ୍ ଅଫ୍ ଦ ସିରିଜ୍’ ଚୟନ…
ଆହତ ଖେଳାଳିଙ୍କ ସ୍ଥାନରେ ଇଂଲଣ୍ଡ ଯାଇପାରନ୍ତି ଏହି ୩ କ୍ରିକେଟର; ଦୁଇଜଣ ଶ୍ରୀଲଙ୍କାରେ…
ନୂଆଦିଲ୍ଲୀ,୨୪।୭: ଅଗଷ୍ଟ ୪ରୁ ଭାରତ-ଇଂଲଣ୍ଡ ମଧ୍ୟରେ ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ହେଲେ ସିରିଜ୍ ଆରମ୍ଭ ହେବା ପୂର୍ବରୁ ଭାରତୀୟ ଦଳର କିଛି ଖେଳାଳି ଆହତ ସମସ୍ୟା ଦେଇ ଗତି କରୁଛନ୍ତି। ତିନି ଭାରତୀୟ ଖେଳାଳି ଶୁଭମନ ଗିଲ,…

