ଖେଳ

ନିରାଶ କଲେ ଭାରତୀୟ ଶୁଟର: ପିସ୍ତଲ ଖରାପ ଥିବାରୁ ମନୁ ବିଫଳ

ଟୋକିଓ,୨୬।୭: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ଶୁଟରମାନେ କ୍ରମାଗତ ଦ୍ୱିତୀୟ ଦିନରେ ମଧ୍ୟ ବିଫଳ ସାବ୍ୟସ୍ତ ହୋଇଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲ ଇଭେଣ୍ଟରେ ମନୁ ଭାକର ପଦକ ଜିତିବା ନେଇ ଆଶା କରାଯାଉଥିଲା। ତେବେ ପିସ୍ତଲ ଖରାପ ଥିବା କାରଣରୁ…

ଶ୍ରୀଲଙ୍କା ପାଇଁ ଅପହଞ୍ଚ ହେଲା ୧୬୫ ରନ୍‌ର ଟାର୍ଗେଟ

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ଦିନିକିଆ ଭଳି ଟି୨୦ ସିରିଜ୍‌ରେ ବିଜୟ ସହ ଅଭିଯାନ ଆରମ୍ଭ କରିଛି ଭାରତୀୟ ଦଳ। ଏଠାରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌କୁ ଭାରତ ୩୮ ରନ୍‌ରେ ଜିତି ନେଇଛି। ଏହି ବିଜୟ ସହିତ ୩ ମ୍ୟାଚ୍‌ ବିଶିଷ୍ଟ…

ସୂର୍ଯ୍ୟଙ୍କ ଅର୍ଦ୍ଧଶତକ ସତ୍ତ୍ୱେ ବଡ଼ ଟାର୍ଗେଟ ଛିଡ଼ା କରିପାରିଲାନି ଟିମ୍‌ ଇଣ୍ଡିଆ

କଲମ୍ବୋ,୨୫।୭: ସୂର୍ଯ୍ୟକୁମାର ଯାଦବଙ୍କ ବିସ୍ଫୋରକ ଅର୍ଦ୍ଧଶତକୀୟ ଇନିଂସ ସତ୍ତ୍ୱେ ଟିମ୍‌ ଇଣ୍ଡିଆ ପ୍ରତିପକ୍ଷ ଶ୍ରୀଲଙ୍କା ଆଗରେ ୧୬୫ ରନ୍‌ର ଟାର୍ଗେଟ ଛିଡ଼ା କରିଛି। ଏହି ମ୍ୟାଚ୍‌ ଜରିଆରେ ଟି୨୦ ପଦାର୍ପଣ କରିଛନ୍ତି ପୃଥ୍ବୀ ଶ’ ଓ ବରୁଣ ଚକ୍ରବର୍ତ୍ତୀ। ପଦାର୍ପଣକାରୀ ବ୍ୟାଟ୍ସମ୍ୟାନ…

ଯାନ୍ତ୍ରିକ ତ୍ରୁଟି ଭାଙ୍ଗିଦେଲା ନଂ ୧ ଶୁଟରଙ୍କ ସ୍ବପ୍ନ

ଟୋକିଓ,୨୫।୭: ଅଲିମ୍ପିକ୍ସର ଶୁଟିଂ ଇଭେଣ୍ଟରେ ଭାରତର ସବୁଠୁ ବଡ଼ ଆଶା କୁହାଯାଉଥିବା ଦେଶର ନଂ ୧ ଶୁଟର ମନୁ ଭାକର ନିରାଶ ହୋଇଛନ୍ତି। ମହିଳା ୧୦ ମିଟର ଏୟାର ପିସ୍ତଲ ଶୁଟିଂ ଇଭେଣ୍ଟ ଫାଇନାଲ ପାଇଁ ରବିବାର ଅନୁଷ୍ଠିତ ଯୋଗ୍ୟତା ପର୍ଯ୍ୟାୟରେ…

ପଦାର୍ପଣରେ ଗୋଲ୍ଡେନ ଡକ୍‌

କଲମ୍ବୋ,୨୫।୭: ଶ୍ରୀଲଙ୍କା ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍‌ରେ ଭାରତ ପାଇଁ ପଦାର୍ପଣ କରିଛନ୍ତି ଯୁବ ବ୍ୟାଟ୍ସମ୍ୟାନ ପୃଥ୍ବୀ ଶ’। କ୍ୟାରିୟରର ପ୍ରଥମ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ୍‌ରେ ଖାତା ଖୋଲିବା ଦୂରର କଥା ପ୍ରଥମ ବଲରେ ଆଉଟ୍‌ ହୋଇ ପ୍ୟାଭିଲିୟନ ଫେରିଛନ୍ତି। ମ୍ୟାଚ୍‌ରେ…

ମହାମୁକାବିଲାରୁ ଆରମ୍ଭ ହେବ ଆଇପିଏଲ୍‌

ନୂଆଦିଲ୍ଲୀ,୨୫।୭: ସେପ୍ଟେମ୍ବର ୧୯ରୁ ଖେଳାଯିବାକୁ ଥିବା ଆଇପିଏଲ୍‌-୧୪’ର ବଳକା ମ୍ୟାଚ୍‌ର କାର୍ଯ୍ୟସୂଚୀ ରବିବାର ପ୍ରକାଶ ପାଇଛି। ବଳକା ଥିବା ୩୧ ମ୍ୟାଚ୍‌ର ପ୍ରଥମ ମୁକାବିଲାରେ ପରସ୍ପରକୁ ଭେଟିବେ ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସ ଓ ୩ ଥର ଚାମ୍ପିୟନ ଚେନ୍ନାଇ ସୁପର…

ଚାନ୍ନୁଙ୍କୁ ଆଜୀବନ ପିଜା ଯୋଗାଇବ ଡୋମିନସ

ନୂଆଦିଲ୍ଲୀ,୨୫।୭: ଟୋକିଓ ଅଲିମ୍ପିକ୍ସର ପ୍ରଥମ ଦିନରେ ଭାରତକୁ ରୌପ୍ୟ ପଦକ ଦେଇଛନ୍ତି ଭାରୋତ୍ତୋଳିକା ମୀରାବାଇ ଚାନ୍ନୁ। ଏଥିସହ ଭାରୋତ୍ତୋଳନ ଇଭେଣ୍ଟରେ ଭାରତର ୨୧ ବର୍ଷର ଅଲିମ୍ପିକ୍‌ ପଦକ ଆଶା ଶେଷ ହୋଇଛି। ଅନେକ ବଳିଦାନ ପରେ ଅଲିମ୍ପିକ୍ସରେ ପଦକ ଜିତିବାକୁ ସକ୍ଷମ…

ଅଷ୍ଟ୍ରେଲିଆ ଆଗରେ ମାଟି କାମୁଡ଼ିଲା ଭାରତ

ଟୋକିଓ,୨୫।୭: ପ୍ରଥମ ମ୍ୟାଚ୍‌ରେ ବିଜୟ ହାସଲ କରିଥିବା ଭାରତୀୟ ଦଳକୁ ଦ୍ୱିତୀୟ ମୁକାବିଲାରେ ମାଟି କାମୁଡ଼ି ପକାଇଛି। ରବିବାର ଖେଳାଯାଇଥିବା ଗ୍ରୁପ ଏ’ ମ୍ୟାଚ୍‌ରେ ଶକ୍ତିଶାଳୀ ଅଷ୍ଟ୍ରେଲିଆ ୭-୧ ଗୋଲରେ ଭାରତକୁ ହରାଇ ଦେଇଛି। ପୁରୁଷ ହକିର ନମ୍ବର ଓ୍ବାନ ଦଳ…

କାହିଁକି ଟୁଇଟ୍‌ର୍‌ରେ ଟ୍ରେଣ୍ଡ୍‌ କରୁଛନ୍ତି ପ୍ରିୟା ମଲିକ

ବୁଦାପେଷ୍ଟ,୨୫।୭: ଟୋକିଓ ଅଲମ୍ପିକ୍ସରେ ଭାରତୀୟ ଦଳ ଏକ ଭଲ ଆରମ୍ଭ କରିଛି। ପ୍ରଥମ ଦିନରେ ଓ୍ବେଟ୍‌ଲିପ୍ଟର ମୀରବାଇ ଚାନୁ ରୌପ୍ୟ ପଦକ ଜିତିଛନ୍ତି। ଏହାପରେ ସେ ସୋସିଆଲ ମିଡିଆରେ ଟ୍ରେଣ୍ଡ୍‌ ହେବା ଆରମ୍ଭ କରିଛନ୍ତି। ଏହାର ଗୋଟିଏ ଦିନ ପରେ ଭାରତୀୟ…

ଟୋକିଓରେ ଚମକିଲେ ଭାରତୀୟ ମହିଳା ଖେଳାଳି

ଟୋକିଓ,୨୫।୭: ଟୋକିଓ ଅଲିମ୍ପିକ୍ସରେ ରବିବାର ଭାରତୀୟ ମହିଳା ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଭାରତର ତାରକା ମହିଳା ବକ୍ସର ମେରି କମ ରବିବାର ଟୋକିଓ ଅଲମ୍ପିକ୍ସରେ ଆରମ୍ଭରୁ ଭଲ ପ୍ରଦର୍ଶନ କରିଛନ୍ତି। ନିଜ ପ୍ରତିଦ୍ୱନ୍ଦ୍ୱୀ ହର୍ଣ୍ଣାଡିଜ ଗାର୍ସିଆଙ୍କୁ ୪-୧ରେ ପରାସ୍ତ କରି…

ମୁଁ ଅନୁଷ୍କାଙ୍କୁ କହିଥିଲି, କୋହଲି ଅଧିନାୟକ ହୋଇ ଭୁଲ କରୁଛନ୍ତି: ଶୋଏବ ଅଖତର

ନୂଆଦିଲ୍ଲୀ,୨୫।୭: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପ୍ରଶଂସାରେ ଶତମୁଖ ପାକିସ୍ତାନ ପୂର୍ବତନ ଦ୍ରୁତ ବୋଲର ଶୋଏବ ଅଖତର। କୋହଲି ଦଳର ଦ୍ରୁତ ବୋଲରଙ୍କ ମଧ୍ୟରେ ଆକ୍ରୋଶ ଭାବନା ସୃଷ୍ଟି କରିଛନ୍ତି। କୋହଲି ଭାରତୀୟ କ୍ରିକେଟର ମାନସିକତାକୁ ପରିବର୍ତ୍ତନ କରିଛନ୍ତି। ଗତ କିଛି…

ବିରାଟ କୋହଲିଙ୍କୁ ଲାଗିପାରେ ଆଉ ଏକ ଝଟ୍‌କା

ଲଣ୍ଡନ,୨୫।୭: ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲିଙ୍କୁ ଆଉ ଏକ ଝଟ୍‌କା ଲାଗିଛି। ଅଫ୍‌ ସ୍ପିନର୍‌ ତଥା ଅଲରାଉଣ୍ଡର ଓ୍ବାଶିଂଟନ ସୁନ୍ଦର କେବଳ ଇଂଲଣ୍ଡ ଗସ୍ତରୁ ନୁହେଁ, ସେ ଆଇପିଏଲ୍‌ ୨୦୨୧ରୁ ମଧ୍ୟ ବାଦ୍‌ ପଡିବାର ସମ୍ଭାବନା ରହିଛି। ସୁନ୍ଦର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?