ଖେଳ

ବାୟୋ-ବବଲ୍‌ ଉପରେ ଉଠିଲା ପ୍ରଶ୍ନ: ‘ଯଦି ନିୟମ କଡ଼ାକଡ଼ି, କିଭଳି ସଂକ୍ରମିତ ହେଲେ କ୍ରୁନାଲ’

କଲମ୍ବୋ,୨୭।୭: ଭାରତ-ଶ୍ରୀଲଙ୍କା ମଧ୍ୟରେ ଟି୨୦ ସିରିଜ୍‌ର ଦ୍ୱିତୀୟ ମୁକାବିଲା ମଙ୍ଗଳବାର ଖେଳାଯିବାର ଥିଲା। ହେଲେ ମ୍ୟାଚ୍‌ର କିଛି ଘଣ୍ଟା ପୂର୍ବରୁ ଅଲରାଉଣ୍ଡର କ୍ରୁନାଲ ପାଣ୍ଡ୍ୟା କରୋନା ସଂକ୍ରମିତ ହେବାର ଖବର ଆସିଥିଲା। ଏହାକୁ ନେଇ ମ୍ୟାଚ୍‌କୁ ସ୍ଥଗିତ ରଖାଯାଇଥିବା ସୂଚନା ମିଳିଛି।…

ଟିମ୍‌ ଇଣ୍ଡିଆର ଟେଷ୍ଟ ଦଳ ପାଇଁ ଖୁସି ଖବର

ଡର୍ହାମ,୨୭।୭: ଭାରତୀୟ ଟେଷ୍ଟ ଦଳକୁ ମଙ୍ଗଳବାର ଏକ ଖୁସି ଖବର ମିଳିଛି। ମାଂସପେଶୀ ଜନିତ ସମସ୍ୟା ଯୋଗୁ ଅଭ୍ୟାସ ମ୍ୟାଚ୍‌ରେ ଖେଳି ନ ଥିବା ଉପ ଅଧିନାୟକ ଅଜିଙ୍କ୍ୟ ରାହାନେ ପଡ଼ିଆକୁ ଓହ୍ଲାଇଛନ୍ତି। ଅଗଷ୍ଟ ୪ରୁ ନଟିଂହାମଠାରେ ଖେଳାଯିବାକୁ ଥିବା ଇଂଲଣ୍ଡ…

କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ୍‌: ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଟି-୨୦ ସ୍ଥଗିତ

କଲମ୍ବୋ,୨୭।୭: ମଙ୍ଗଳବାର ଖେଳାଯିବାକୁ ଥିବା ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ଦ୍ୱିତୀୟ ଟି -୨୦ ମ୍ୟାଚ ସ୍ଥଗିତ ରଖାଯାଇଛି। ଭାରତୀୟ କ୍ରିକେଟର କ୍ରୁନାଲ ପାଣ୍ଡ୍ୟା କରୋନା ପଜିଟିଭ ଚିହ୍ନଟ ହେବାରୁ କଲମ୍ବୋ ଖେଳାଯିବାକୁ ଥିବା ଆଜିର ମ୍ୟାଚ ଗୋଟିଏ ଦିନ ପାଇଁ…

ଆଉ ପଦକଠାରୁ ମାତ୍ର ଗୋଟିଏ ପାଦ ଦୂରରେ ଲଭ୍‌ଲିନା

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ଭାରତ ଏପର୍ଯ୍ୟନ୍ତ କେବଳ ଗୋଟିଏ ପଦକ ପାଇଛି। ମୀରବାଇ ଚାନୁ ଭାରୋତ୍ତୋଳନରେ ଭାରତ ପାଇଁ ପ୍ରଥମ ପଦକ ଜିତିଥିଲେ। ସେବେଠାରୁ ପ୍ରତ୍ୟେକ ଦିନ ଟୋକିଓରୁ ଦେଶବାସୀ ନିରାଶାଜନକ ଖବର ପାଉଛନ୍ତି। ମଙ୍ଗଳବାର ବକ୍ସିଂରେ ଭାରତ ପାଇଁ ଏକ…

ପଡିଆରେ ବାନ୍ତି କଲେ, ହ୍ବିଲ୍‌ଚେୟାର୍‌ ମଗାଇଲେ ଏହି ଖେଳାଳି; ତଥାପି ଜିତିଲେ ସ୍ବର୍ଣ୍ଣ

ଟୋକିଓ,୨୭।୭: ଅଲିମ୍ପିକ ଗେମ୍ସରେ ପ୍ରତ୍ୟେକ ଆଥଲେଟ ନିଜର ଶତପ୍ରତିଶତ ଦେବାକୁ ଚାହଁାନ୍ତି। ନିଜ ଦେଶ ପାଇଁ ସ୍ବର୍ଣ୍ଣ ଜିତିବାକୁ ପ୍ରତ୍ୟେକ ଖେଳାଳି ସ୍ବପ୍ନ ଦେଖନ୍ତି। କିନ୍ତୁ ଏହି ପ୍ରତ୍ୟେକ ଖେଳରେ ଖେଳାଳିଙ୍କୁ କେବଳ ନିଜ ଖେଳକୁ ଶକ୍ତିଶାଳୀ କରିବାକୁ ପଡିବ ନାହିଁ,…

ଟୋକିଓ ଅଲିମ୍ପିକ୍ସରେ ଶରଥଙ୍କ ଅଭିଯାନ ଶେଷ

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ପଞ୍ଚମ ଦିନରେ ଭାରତୀୟ ଆଥଲେଟ୍‌ସମାନେ ନିରାଶାଜନକ ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ସମୟରେ ଟେବୁଲ ଟେନିସ ଇଭେଣ୍ଟରେ ଭାରତ ଆଉ ଏକ ବଡ଼ ଝଟ୍‌କା ଲାଗିଛି। ଭାରତର କିମ୍ବଦନ୍ତୀ ଟେବୁଲ ଟେନିସ ଖେଳାଳି ଶରଥ କମଲଙ୍କୁ ପରାଜୟର…

କ୍ରିକେଟ୍‌ରେ ‘ଅଜବ ଆଉଟ୍‌’, ଆପଣା ଛାଏଁ ଖସିପଡିଲା ଷ୍ଟମ୍ପ ବେଲ୍‌: ଦେଖନ୍ତୁ ଭିଡିଓ

ହରାରେ,୨୭।୭: ଜିମ୍ବାୱେ ଏବଂ ବାଂଲାଦେଶ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି -୨୦ ଅନ୍ତର୍ଜାତୀୟ ମ୍ୟାଚ ସମୟରେ କ୍ୟାମେରାରେ ଏକ ଭୟାନକ ଘଟଣା ଦେଖିବାକୁ ମିଳିଥିଲା। ରହସ୍ୟମୟ ଭାବରେ ଷ୍ଟମ୍ପରୁ ବେଲ୍‌ ଆପଣା ଛାଏଁ ଖସିପଡିଥିଲା। ବାଂଲାଦେଶର ଇନିଂସର ୧୮ ତମ ଓଭରରେ…

ଭାରତୀୟ ହକି ଦଳର ଜବରଦସ୍ତ ବିଜୟ: କ୍ୱାର୍ଟରଫାଇନାଲ ଆଶା ଉଜ୍ଜିବୀତ

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ଭାରତୀୟ ହକି ଦଳ ପଦକ ଜିତିବାର ଆଶା ଉଜ୍ଜିବୀତ ରଖିଛି। ଆଜି ତୃତୀୟ ହକି ମ୍ୟାଚରେ ଏକପାଖିଆ ଭାବେ ସ୍ପେନକୁ ୩-୦ରେ ପରାସ୍ତ କରି ଜବରଦସ୍ତ ପ୍ରଦର୍ଶନ କରିଛି ଭାରତ। ମ୍ୟାଚ ସମୟରେ ଭାରତ ଉନ୍ନତମାନର ହକି…

୫୮ବର୍ଷୀୟ ଜିତିଲେ ପଦକ

ଟୋକିଓ, ୨୭ା୭ (ପି.ଟି.)-କୁଏଟ୍‌ର ଅବଦୁଲ୍ଲା ଅଲ୍‌-ରଶିଦିଙ୍କ କ୍ଷେତ୍ରରେ ବୟସ ବାଧକ ହୋଇପାରି ନାହିଁ। ୫୮ ବର୍ଷ ବୟସରେ ଟୋକିଓ ଅଲିମ୍ପିକ୍ସ ଶୁଟିଂ ପୁରୁଷ ସ୍କିଟ୍‌ ଇଭେଣ୍ଟରେ ସେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। କୌତୂହଳର ବିଷୟ ଯେ, ୭ ଥର ଅଲିମ୍ପିଆନ…

୧୩ ବର୍ଷୀୟା ମୋମିଜୀ ଜିତିଲେ ସ୍ବର୍ଣ୍ଣ

ଟୋକିଓ,୨୭।୭: ଟୋକିଓ ଅଲିମ୍ପିକ୍ସରେ ସ୍ବଳ୍ପ ବୟସ୍କା ବାଳିକାଙ୍କ ଚମକ ଦେଖିବାକୁ ମିଳିଛି। ସ୍କେଟବୋର୍ଡିଂରେ ୧୩ ବର୍ଷୀୟ ଦୁଇଜଣ ଖେଳାଳି ସ୍ବର୍ଣ୍ଣ ଓ ରୌପ୍ୟ ପଦକ ଜିତିଥିବା ବେଳେ ଜଣେ ୧୬ ବର୍ଷୀୟା ଖେଳାଳି ବ୍ରୋଞ୍ଜ ପଦକ ହାସଲ କରିଛନ୍ତି। ମହିଳା ସ୍କେଟ…

ସୌମ୍ୟରଞ୍ଜନଙ୍କୁ ୬୫ତମ ଟାଇଟଲ

ଭୁବନେଶ୍ୱର, ୨୭।୭(କ୍ରୀଡ଼ା ପ୍ରତିନିଧି)-ଓଡ଼ିଶା ରାଜ୍ୟ ଚେସ୍‌ ଆସୋସିଏଶନ ଆନୁକୂଲ୍ୟରେ ଅନୁଷ୍ଠିତ ପବିତ୍ର ମୋହନ ମହାନ୍ତି ସ୍ମାରକୀ ଅନ୍‌ଲାଇନ୍‌ ଓପନ ଚେସ୍‌ରେ ଟପ୍‌ ସିଡ୍‌ ସୌମ୍ୟରଞ୍ଜନ ମିଶ୍ର ଚାମ୍ପିୟନ ହୋଇଛନ୍ତି। ରାଜ୍ୟ ଓପନ ଚେସ୍‌ରେ ଫିଡେ ମାଷ୍ଟର ସୌମ୍ୟଙ୍କର ଏହା ହେଉଛି ୬୫…

ପାଞ୍ଚ ଥର ଅଲିମ୍ପିକ ସ୍ବର୍ଣ୍ଣ ବିଜେତାଙ୍କୁ ହରାଇଲେ ଟିଟ୍‌ମୁସ

ଟୋକିଓ, ୨୭।୭-ପାଞ୍ଚ ଥର ଅଲିମ୍ପିକ ସ୍ବର୍ଣ୍ଣ ପଦକ ବିଜେତା ଆମେରିକାର କେଟ୍‌ ଲେଡେକିଙ୍କୁ ହରାଇ ଚଳିତ ଟୋକିଓ ଅଲିମ୍ପିକ୍ସର ମହିଳା ୪୦୦ ମିଟର ଫ୍ରିଷ୍ଟାଇଲ ସନ୍ତରଣ ପ୍ରତିଯୋଗିତା ଜିତିଛନ୍ତି ଅଷ୍ଟ୍ରେଲିଆର ଆରିଆର୍ନେ ଟିଟ୍‌ମୁସ। ତୀବ୍ର ସଂଘର୍ଷପୂର୍ଣ୍ଣ ଫାଇନାଲରେ ଆମେରିକାର ବିଶ୍ୱରେକର୍ଡଧାରୀ କେଟ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?