ଖେଳ

ଆଜି ହୋଇପାରେ ବିଶ୍ୱକପ୍‌ ଟିମ୍‌ ଘୋଷଣା; ଜାଣନ୍ତୁ କାହାକୁ ମିଳିପାରେ ସୁଯୋଗ…

ନୂଆଦିଲ୍ଲୀ,୮।୯: ବିଶ୍ୱକପ୍‌ ଟି-୨୦ ଆରମ୍ଭ ହେବାକୁ ଆଉ କିଛି ସପ୍ତାହ ବାକି। ଅକ୍ଟୋବର-ନଭେମ୍ବରରେ ଏହି ଟୁର୍ନାମେଣ୍ଟ ୟୁଏଇରେ ଖେଳାଯିଏ। ଏଥିରେ ଭାଗ ନେବାକୁ ଥିବା ଦଳମାନେ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଦେଲେଣି। କିଛି ଦେଶ ବିଶ୍ୱକପ୍‌ ଲାଗି ନିଜର ଟିମ୍‌ ମଧ୍ୟ…

ଇଂଲଣ୍ଡ ସହ ଦିନିକିଆ, ଟି୨୦ ସିରିଜ୍‌ ଖେଳିବ ଭାରତ

ନୂଆଦିଲ୍ଲୀ,୮।୯: ଭାରତୀୟ କ୍ରିକେଟ ଦଳ ଆସନ୍ତା ବର୍ଷ ଜୁଲାଇରେ ଇଂଲଣ୍ଡ ସହ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଓ ଟି୨୦ ସିରିଜ୍‌ ଖେଳିବ। ଏ ନେଇ ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ପକ୍ଷରୁ ବୁଧବାର କୁହାଯାଇଛି। ଏବେ ଇଂଲଣ୍ଡ…

ବୁମରା, ଶାର୍ଦ୍ଦୁଳଙ୍କ ର଼୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ

ଦୁବାଇ,୮।୯: ଚଳିତ ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଭଲ ପ୍ରଦର୍ଶନ କରିଥିବା ଭାରତୀୟ ପେସର ଯଶପ୍ରୀତ ବୁମରା ଓ ଅଲରାଉଣ୍ଡର ଶାର୍ଦ୍ଦୁଳ ଠାକୁରଙ୍କ ର଼୍ୟାଙ୍କିଙ୍ଗ୍‌ରେ ପରିବର୍ତ୍ତନ ଆସିଛି। ପୂର୍ବରୁ ୧୦ମ ସ୍ଥାନରେ ଥିବା ବୁମରା ଏବେ ଗୋଟିଏ ସ୍ଥାନ ଉପରକୁ ଉଠି…

ଓଡ଼ିଶାର ସୁନା ପୁଅ ପ୍ରମୋଦଙ୍କୁ ୬ କୋଟି ସହ ଗ୍ରୁପ୍‌ ‘ଏ’ ଚାକିରି

ଭୁବନେଶ୍ୱର,୮।୯(ବ୍ୟୁରୋ): ଟୋକିଓ ପାରାଲିମ୍ପିକ୍ସର ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ସ୍ବର୍ଣ୍ଣ ପଦକ ଜିତିଥିବା ଓଡ଼ିଆ ପୁଅ ପ୍ରମୋଦ ଭଗତଙ୍କ ପାଇଁ ରାଜ୍ୟ ସରକାର ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କୁ ୬ କୋଟି ଟଙ୍କା ପ୍ରଦାନ କରାଯିବା ସହ ଗ୍ରୁପ୍‌ ‘ଏ’ ଚାକିରି ପ୍ରଦାନ କରାଯିବ।…

ହାରୁଥିବା ବାଜି କିଭଳି ଜିତାଯାଏ, ଭାରତୀୟ ଖେଳାଳି ଜାଣନ୍ତି: ଇଂଲଣ୍ଡ କୋଚ୍‌

ନୂଆଦିଲ୍ଲୀ,୮।୯: ଇଂଲଣ୍ଡ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ୍‌ କ୍ରିସ ସିଲଭରଉଡ୍‌ ଭାରତୀୟ କ୍ରିକେଟ ଟିମ୍‌ର ପ୍ରଶଂସା କରିଛନ୍ତି। ପ୍ରଥମ ଇନିଂସରେ ୯୯ରନ୍‌ରେ ପଛୁଆ ରହିବା ସତ୍ତ୍ୱେ ବିଜୟ ହାସଲ କରିଥିଲା ଟିମ୍‌ ଇଣ୍ଡିଆ। ଏହାକୁ ନେଇ ସିଲଭରଉଡ୍‌ କହିଛନ୍ତି, ୨୦୦ରନ୍‌ ଆଗୁଆ…

ଶିଖର ଧାଓ୍ବନଙ୍କ ପୂର୍ବପତ୍ନୀ ଆୟେଶା ମୁଖାର୍ଜୀ କିଏ? ଯାହାଙ୍କୁ ଛାଡ଼ପତ୍ର ଦେଇ ଚର୍ଚ୍ଚାରେ…

ନୂଆଦିଲ୍ଲୀ,୮।୯: ଚର୍ଚ୍ଚାରେ ଭାରତୀୟ ଓପନର ଶିଖର ଧାଓ୍ବନ। ଦୀର୍ଘ ୯ ବର୍ଷ ପରେ ସ୍ତ୍ରୀ ଆୟେଶା ମୁଖାର୍ଜୀଙ୍କୁ ସେ ଛାଡ଼ପତ୍ର ଦେଇଛନ୍ତି। ଏହାକୁ ନେଇ ଧାଓ୍ବନ କୌଣସି ବିବୃତି ଦେଇ ନ ଥିବା ବେଳେ ଲୋକମାନେ ଆୟେଶାଙ୍କ ବିଷୟରେ ଅଧିକ କିଛି…

ଯେବେ ଯାଏ ବିରାଟ କୋହଲି ଅଛନ୍ତି, ସେବେ ଯାଏ ଟେଷ୍ଟ କ୍ରିକେଟର ଭାଗ୍ୟ ଉଜ୍ଜ୍ୱଳ

ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷରେ ଖେଳାଯାଉଥିବା ଟେଷ୍ଟ ସିରିଜର ଚତୁର୍ଥ ମ୍ୟାଚ୍‌ ଜିତି ୨-୧ରେ ଆଗୁଆ ରହିଛି ଟିମ୍‌ ଇଣ୍ଡିଆ। ଖରାପ ଆରମ୍ଭ ସତ୍ତ୍ୱେ ଦଳ ଭଲ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାକୁ ନେଇ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ଭୂରି ପ୍ରଶଂସା କରାଯାଉଛି।…

ପ୍ରତିଶ୍ରୁତି ଦେଇ ରଖିଲେ ଏହି କ୍ରିକେଟର୍‌, କଲେ ଏମିତି କାମ

ଭାରତୀୟ କ୍ରିକେଟ ଦଳର ପୂର୍ବତନ ବ୍ୟାଟ୍ସମ୍ୟାନ ମହମ୍ମଦ କୈଫଙ୍କ ‘ନାଗିନ ଡ୍ୟାନ୍ସ’ର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ତେବେ ଏହି ନାଗିନ ଡ୍ୟାନ୍ସର ଭିଡିଓ ମହମ୍ମଦ କୈଫ ନିଜେ ସୋସିଆଲ ମିଡିଆ ଆକାଉଣ୍ଟରେ ଶେୟାର କରିଛନ୍ତି। ପ୍ରଶଂସକମାନେ ଏହି…

ଟି-୨୦ ବିଶ୍ୱକପ୍‌ ପାଇଁ ନିଜ ଦଳ ବାଛିଲେ ଗାଭାସ୍କର: ବଡ଼ ବଡ଼ ଖେଳାଳିଙ୍କୁ ଦେଲେ ବାଦ୍‌

ନୂଆଦିଲ୍ଲୀ,୮।୯: ଆଇସିସି ଟି -୨୦ ବିଶ୍ୱକପ ୨୦୨୧ ପାଇଁ ବୁଧବାର ଭାରତୀୟ କ୍ରିକେଟ ଦଳ ଘୋଷଣା କରାଯିବ। ଦଳ ଘୋଷଣା ପୂର୍ବରୁ ଏହା କୁହାଯାଉଛି ଯେ, ଏଥିରେ ୧୩-୧୫ ଭାରତୀୟ ଖେଳାଳିଙ୍କ ସ୍ଥାନ ନିଶ୍ଚିତ ହୋଇଥିବାବେଳେ କେବଳ କିଛି ନାମ ଉପରେ…

ପ୍ରିୟ ଖେଳାଳିଙ୍କ ହୃଦୟ ଭାଙ୍ଗିବେ କୋହଲି!

ଲଣ୍ଡନ,୮।୯: ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଚାଲିଛି। ଏହି ସିରିଜରେ ଟିମ ଇଣ୍ଡିଆ ୨-୧ରେ ଆଗୁଆ ରହିଛି। ଦୁଇ ଦଳ ମଧ୍ୟରେ ସିରିଜର ଶେଷ ତଥା ନିର୍ଣ୍ଣାୟକ ମ୍ୟାଚ ୧୦ ସେପ୍ଟେମ୍ବରରୁ ମଞ୍ଚେଷ୍ଟରରେ ଖେଳାଯିବ।…

କୋହଲି- ନୀରଜଙ୍କ ମଧ୍ୟରେ ମୁକାବିଲା!

ନୂଆଦିଲ୍ଲୀ,୮।୯:ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ଜିତି ଇତିହାସ ସୃଷ୍ଟି କରିଥିବା ନୀରଜ ଚୋପ୍ରା ଏବଂ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଏକ ତୀବ୍ର ପ୍ରତିଯୋଗିତା ଚାଲିଛି ଏବଂ ଏହି ପ୍ରତିଯୋଗିତା ଖେଳ ପଡ଼ିଆରେ ନୁହେଁ, ବରଂ ବିଜ୍ଞାପନ ଆଧାରରେ ଚାଲିଛି। ଟୋକିଓ…

୬ ରନ୍‌ରେ ୪ ଉଇକେଟ ନେଇ ପ୍ରଥମ ମ୍ୟାଚ୍‌ରେ କମାଲ୍‌ କଲେ ଏହି ବୋଲର୍‌

ବାରବାଡୋସ୍‌,୮।୯: କାରିବିଆନ ପ୍ରିମିୟର ଲିଗ (ସିପିଏଲ୨୦୨୧)ର ୧୯ତମ ମ୍ୟାଚରେ ତ୍ରିନବାଗୋ ନାଇଟ ରାଇଡର୍ସ ଜାମାଇକା ଟାଲାୱାକୁ ୭୫ ରନ୍‌ରେ ପରାସ୍ତ କରିଛି। ପାକିସ୍ତାନରେ ଜନ୍ମିତ ଆମେରିକୀୟ ପେସର ଅଲି ଖାନ ନାଇଟ ରାଇଡର୍ସ ପକ୍ଷରୁ ଲିଗରେ ତାଙ୍କର ପ୍ରଥମ ମ୍ୟାଚ ଖେଳି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?