ଖେଳ

ଗୋଟିଏ ଓଭରରେ ୫ ଛକା ମାରିଲେ କୋହଲିଙ୍କ ସାଥୀ ଖେଳାଳି

ଢାକା,୮।୮: ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟରେ ଚମତ୍କାର ପ୍ରଦର୍ଶନ କରୁଥିବାବେଳେ ବାଂଲାଦେଶ ବିପକ୍ଷରେ ଖେଳୁଥିବା ଆରସିବି ସାଥୀ ଖେଳାଳି ଡାନିଏଲ ଖ୍ରୀଷ୍ଟିଆନ ମଧ୍ୟ ଚମତ୍କାର ବ୍ୟାଟିଂ କରୁଛନ୍ତି। ଚତୁର୍ଥ ଟି -୨୦ମ୍ୟାଚରେ ଅଷ୍ଟ୍ରେଲିଆ ଶେଷରେ…

ଅଲିମ୍ପିକ୍ସ ପାଇଁ ନୀରଜ କଳିଙ୍ଗରେ ନେଇଥିଲେ ଟ୍ରେନିଂ

ଭୁବନେଶ୍ୱର, ୮।୮(କ୍ରୀଡ଼ା ପ୍ରତିନିଧି): ଟୋକିଓ ଅଲିମ୍ପିକ୍ସର ପୁରୁଷ ଜାଭେଲିନ ଥ୍ରୋ ଇଭେଣ୍ଟରେ ସ୍ବର୍ଣ୍ଣ ପଦକ ଜିତି ଭାରତକୁ ଗର୍ବିତ କରିଛନ୍ତି ତାରକା ଆଥଲେଟ୍‌ ନୀରଜ ଚୋପ୍ରା। ଅଲିମ୍ପିକ୍ସ ଶେଷ ହେବାରୁ ଗୋଟିଏ ଦିନ ପୂର୍ବରୁ ସ୍ବର୍ଣ୍ଣିମ ସଫଳତା ପାଇ ନିଜ କ୍ୟାରିୟରକୁ…

ନୀରଜଙ୍କ ଆଗରେ ସମସ୍ୟା ଛୋଟ ନ ଥିଲା

ନୂଆଦିଲ୍ଲୀ, ୮।୮: ଟୋକିଓ ଅଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କରିଛନ୍ତି ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା। ତେବେ ଏହି ସଫଳତା ପାଇଁ ତାଙ୍କୁ ଖୁବ୍‌ ସଂଘର୍ଷ କରିବାକୁ ପଡ଼ିଥିଲା। ୨୦୧୮ ନଭେମ୍ବରରେ ଡାହାଣ କହୁଣିରେ ଯନ୍ତ୍ରଣା ଅନୁଭବ କରିଥିଲେ।…

୧୫୭ ରନ୍‌ ଦୂରରେ ଟିମ୍‌ ଇଣ୍ଡିଆ

ଟ୍ରେଣ୍ଟ ବ୍ରିଜ୍‌, ୭।୮: ଇଂଲଣ୍ଡ ବିପକ୍ଷ ପ୍ରଥମ ତଥା ଟ୍ରେଣ୍ଟ ବ୍ରିଜ୍‌ ଟେଷ୍ଟ ଜିତିବା ପାଇଁ ଭାରତକୁ ଦରକାର ଆଉ ୧୫୭ ରନ୍‌। ୨୦୯ ରନ୍‌ର ସାଧାରଣ ବିଜୟ ଲକ୍ଷ୍ୟର ପିଛା କରୁଥିବା ଟିମ୍‌ ଇଣ୍ଡିଆ ଚତୁର୍ଥ ଦିନର ଷ୍ଟମ୍ପ ଅପସାରଣ…

ଟିମ୍‌ ଇଣ୍ଡିଆକୁ ହକିରେ ଶ୍ରେଷ୍ଠ ର଼୍ୟାଙ୍କିଙ୍ଗ୍‌

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଥିବା ଭାରତୀୟ ପୁରୁଷ ହକି ଦଳ ଶନିବାର ପୂର୍ବପେକ୍ଷା ଗୋଟିଏ ସ୍ଥାନ ଉପରକୁ ଉଠିଛି। ଫଳରେ ଦଳଗତ ର଼୍ୟାଙ୍କିଙ୍ଗ୍‌ରେ ତୃତୀୟ ସ୍ଥାନ ହାସଲ କରିଛି ଭାରତୀୟ ଦଳ। ଏହା ଦର୍ଶାଇଛି ଏଫ୍‌ଆଇଏଚ୍‌ (ବିଶ୍ୱ…

ଭାରତ ଆଗରେ ୨୦୯ ରନ୍‌ର ବିଜୟ ଲକ୍ଷ୍ୟ

ଟ୍ରେଣ୍ଟ ବ୍ରିଜ,୭।୮: ଏଠାରେ ଚାଲିଥିବା ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଭାରତୀୟ ଦଳ ଆଗରେ ଧାର୍ଯ୍ୟ ହୋଇଛି ୨୦୯ ରନ୍‌ର ବିଜୟ ଲକ୍ଷ୍ୟ। ପ୍ରଥମ ଇନିଂସରେ ୯୫ ରନ୍‌ରେ ପଛୁଆ ଥିବା ଘରୋଇ ଦଳ ଦ୍ୱିତୀୟ ଇନିଂସରେ ୩୦୩ ରନ୍‌ରେ ଅଲଆଉଟ୍‌…

‘ନାତି ମୁଣ୍ଡ ଉଚ୍ଚା କରିଦେଲା’

ନୂଆଦିଲ୍ଲୀ,୭।୮: ଟୋକିଓ ଅଲିମ୍ପିକ୍ସରେ ପ୍ରଥମଥର ଅଂଶଗ୍ରହଣ କରି ଜାଭେଲିନରେ ସ୍ବର୍ଣ୍ଣ ପଦକ ହାସଲ କରି ନୀରଜ ଇତିହାସ ସୃଷ୍ଟି କରିଛନ୍ତି। ଏହାପରେ ନୀରଜଙ୍କ ଜେଜେ ଧର୍ମ ସିଂ କହିଛନ୍ତି, ନାତି କଠିନ ପରିଶ୍ରମ କରିଥିଲା। ଅଲିମ୍ପିକ୍ସ ଖେଳିବାକୁ ଯାଇ ସ୍ବର୍ଣ୍ଣ ପଦକ…

ମୋ ଅଧୁରା ସ୍ବପ୍ନ ପୂରା ହେଲା- ପିଟି ଉଷା

ନୂଆଦିଲ୍ଲୀ,୭।୮: ଅଲିମ୍ପିକ୍ସ ସଫଳତା ପରେ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଥିବା କୋଟି କୋଟି ଲୋକଙ୍କ ମଧ୍ୟରେ ରହିଛନ୍ତି କିମ୍ବଦନ୍ତୀ ଧାବିକା ପି ଟି ଉଷା। ସେ ୧୯୮୪ ଅଲିମ୍ପିକ୍ସରେ ୦.୦୧ ସେକେଣ୍ଡରେ ବ୍ରୋଞ୍ଜ ପଦକ ହାତଛଡ଼ା କରିଥିଲେ। ”୩୭ ବର୍ଷ ପରେ…

ଜୁନିୟର ବିଶ୍ୱ ରେକର୍ଡ ପରେ ମିଳିଥିଲା ସେନାରେ ଚାକିରି

ଟୋକିଓ,୭।୮: ନୀରଜ ୨୦୧୬ରେ ଜାଭେଲିନ ଥ୍ରୋରେ ଜୁନିୟର ବିଶ୍ୱ ରେକର୍ଡ ହାସଲ କରିଥିଲେ। ଏଥିଯୋଗୁ ସେନାବାହିନୀ ତାଙ୍କୁ ଜୁନିୟର କମିସଣ୍ଡ ଅଫିସର ପଦରେ ନିଯୁକ୍ତି ଦେଇଥିଲା। ପରେ ସେ ନାଏକ ସୁବେଦାର ପଦରେ ନିଯୁକ୍ତ ହୋଇଥିଲେ। ଏହାପରେ ସେ ୨୦୧୮ ଏସିଆନ…

ଗୋଲ୍ଡେନ ବୟଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୭।୮: ଭାରତ ପାଇଁ ଅଲିମ୍ପିକ୍ସରେ ପ୍ରଥମ ଟ୍ରାକ ଓ ଫିଲ୍ଡ ଆଥ୍‌ଲେଟ ଭାବେ ସ୍ବର୍ଣ୍ଣ ପଦକ ଜିତିଛନ୍ତି ନୀରଜ ଚୋପ୍ରା। ଏଭଳି ସଫଳତା ପରେ ଗୋଲ୍ଡେନ ବୟଙ୍କ ଉପରେ ଟଙ୍କା ବର୍ଷା ହେଉଛି। ହରିୟାଣା ସରକାର ସ୍ବର୍ଣ୍ଣ ପଦକଧାରୀ ନୀରଜଙ୍କୁ ୬…

ଏତିକି ଦିନ ହେଲା ଫୋନଠୁ ଦୂରରେ ଅଛନ୍ତି ନୀରଜ

ଟୋକିଓ,୭।୮: ଅଲମ୍ପିକ୍ସ ପଦକ ହାସଲ କରିବାକୁ ନୀରଜ ପ୍ରଣାପଣେ ଚେଷ୍ଟା କରିବା ସହ କଠିନ ପରିଶ୍ରମ କରିଥିଲେ। ଦୀର୍ଘ ଗୋଟିଏ ବର୍ଷ ହେବ ନୀରଜର ଫୋନ ବନ୍ଦ ରହିଥିଲା ବୋଲି ଦାଦା ଭୀମ ଚୋପ୍ରା କହିଛନ୍ତି। ୧୫ ଦିନ ତଳେ ନୀରଜଙ୍କ…

୨୦୧୬ରେ ସଙ୍କେତ ଦେଇଥିଲେ ଗୋଲ୍ଡେନ ବୟ

ଟୋକିଓ,୭।୮: ଟୋକିଓ ଅଲିମ୍ପିକ୍ସରେ ଭାରତ ପାଇଁ ଏକମାତ୍ର ସ୍ବର୍ଣ୍ଣ ପଦକ ଜିତିଛନ୍ତି ଗୋଲ୍ଡେନ ବୟ ନୀରଜ ଚୋପ୍ରା। ଟ୍ରାକ ଓ ଫିଲ୍ଡ ଇଭେଣ୍ଟରେ ଅଲିମ୍ପିକ୍ସ ପଦକ ଜିତିବାରେ ୨୩ ବର୍ଷୀୟ ନୀରଜ ପ୍ରଥମ ଭାରତୀୟ। ଏହି ବୃହତ୍‌ ସଫଳତା ହାତେବାର ୫…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?