ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍ରେ ଭାରତୀୟ ଦଳର ନେତୃତ୍ୱ ନେବେ କୋହଲି; କିଛି ଏଭଳି ଅଛି ରେକର୍ଡ
ନୂଆଦିଲ୍ଲୀ,୯।୯: ଟି-୨୦ ବିଶ୍ୱକପ୍ ୨୦୨୧ ପାଇଁ ଭାରତୀୟ କ୍ରିକେଟ ଟିମ୍ ଘୋଷଣା କରାଯାଇଛି। ୧୫ ସଦସ୍ୟ ଥିବା ଟିମ୍ର ଅଧିନାୟକ ଦାୟିତ୍ୱ ସମ୍ଭାଳିବେ ବିରାଟ କୋହଲି। ବିରାଟ ପ୍ରଥମ ଥର ପାଇଁ ଟି-୨୦ ବିଶ୍ୱକପ୍ରେ ଭାରତୀୟ ଦଳର ନେତୃତ୍ୱ ନେବାକୁ ଯାଉଛନ୍ତି।…
ଏହି କାରଣରୁ ଦୀପିକାଙ୍କଠାରୁ ଦୂରେଇ ଯାଇଥିଲେ ଧୋନୀ
ବଲିଉଡ୍ ଏବଂ ଖେଳ ଜଗତ ମଧ୍ୟରେ ବହୁ ପୁରୁଣା ସମ୍ପର୍କ ରହିଛି। ଅନେକ କ୍ରିକେଟ୍ର୍ ବଲିଉଡ୍ ଅଭିନେତ୍ରୀଙ୍କ ପ୍ରେମରେ ପଡିଛନ୍ତି। କିଛି ପ୍ରେମ ସମ୍ପର୍କ ବିବାହରେ ପରିଣ ହୋଇଥିବାବେଳେ ଆଉ କିଛି ସମ୍ପର୍କ ଅଧାରୁ ଶେଷ ହୋଇଛି। ଭାରତୀୟ କ୍ରିକେଟ୍ ଦଳର…
ବିଶ୍ୱକପ୍ ଦଳରେ ସ୍ଥାନ ପାଇବା ପରେ ଏହି କ୍ରିକେଟର୍ଙ୍କୁ ହେଲାନି ବିଶ୍ୱାସ: କଲେ ଏମିତି କାମ, ଦେଖନ୍ତୁ ଭିଡିଓ
ୟୁଏଇ,୯।୯: ୟୁଏଇ ଏବଂ ଓମାନରେ ଆସନ୍ତା ମାସର ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆ ଘୋଷଣା କରାଯାଇଛି। ଏହି ଟୁର୍ନାମେଣ୍ଟ ପାଇଁ ମନୋନୀତ ୧୫ ଜଣିଆ ଦଳରେ ମୁମ୍ବାଇ ଇଣ୍ଡିଆନ୍ସର ୬ ଖେଳାଳିଙ୍କୁ ସାମିଲ କରାଯାଇଛି। ଏଥିରେ ଲେଗ ସ୍ପିନର…
ଭାରତରେ ହେଉଥିଲେ ଅଣଦେଖା; ଏବେ ଅନ୍ୟ ଦେଶରେ ୧୦ ଛକା, ୩୦ ଚୌକା ସହ ୩୦୪ ରନ୍ କଲେ ଏହି କ୍ରିକେଟର୍
ଓ୍ବାଶିଂଟନ୍,୯।୯ ଆମେରିକାର ମାଇନୋର କ୍ରିକେଟ ଲିଗରେ ସିଲିକନ ଭ୍ୟାଲି ଷ୍ଟ୍ରାଇକର୍ସ ପାଇଁ ଖେଳୁଥିବା ଉନ୍ମୁକ୍ତ ଚାନ୍ଦଙ୍କ ଚମତ୍କାର ବ୍ୟାଟିଂ କରୁଛନ୍ତି। ଉନ୍ମୁକ୍ଟ ଏବେ ଚମତ୍କାର ଫର୍ମରେ ଅଛନ୍ତି ଏବଂ ତାଙ୍କ ଦଳକୁ ଚିକାଗୋ ବ୍ଲାଷ୍ଟର୍ସ ବିପକ୍ଷରେ ୯ ଉଇକେଟ୍ ବିଜୟ ପ୍ରଦାନ…
ଧୋନୀ ଦଳରେ ଥିଲେ ହେବ ୫ ଫାଇଦା
ନୂଆଦିଲ୍ଲୀ,୯।୯: ଅକ୍ଟୋବର ୧୭ରୁ ଟି -୨୦ ବିଶ୍ୱକପ ପାଇଁ ଟିମ ଇଣ୍ଡିଆର ୧୫ ଜଣିଆ ଦଳ ଘୋଷଣା ହୋଇଛି। ବିରାଟ କୋହଲିଙ୍କ ନେତୃତ୍ୱରେ ଭାରତୀୟ ଚୟନକର୍ତ୍ତାମାନେ ଏକ ସନ୍ତୁଳିତ ଦଳ ବାଛିଛନ୍ତି। ଦଳରେ ଯୁବ ଏବଂ ଅଭିଜ୍ଞ ଖେଳାଳିଙ୍କ ମିଶ୍ରଣ ରହିଛି…
ଡିପ୍ରେସନ୍ରେ ଥିଲେ ରହସ୍ୟମୟୀ ସ୍ପିନର୍: ଗୋଟିଏ ଫୋନ୍ କଲ୍ ବଦଳାଇ ଦେଲା ଭାଗ୍ୟ
ନୂଆଦିଲ୍ଲୀ,୯।୯:୨୦୧୫ରେ କିଙ୍ଗସ ଏକାଦଶ ପଞ୍ଜାବ ପକ୍ଷରୁ ୨.୪୦ କୋଟି ଟଙ୍କାରେ କିଣାଯାଇଥିବା ବେଳେ ରହସ୍ୟ ସ୍ପିନର କେସି କାରିଆପ୍ପା କେହି ଜାଣି ନ ଥିଲେ। କାରିଆପ୍ପାଙ୍କୁ ଏକ ରହସ୍ୟମୟୀ ସ୍ପିନର କୁହାଯାଉଥିଲା କିନ୍ତୁ ସେ ତାଙ୍କ ଦକ୍ଷତା ଅନୁଯାୟୀ ପ୍ରଦର୍ଶନ କରିପାରି…
ଶିଖର-ଆୟେଶାଙ୍କ ପୂର୍ବରୁ ଏହିସବୁ ଭାରତୀୟ କ୍ରିକେଟର୍ଙ୍କ ଛାଡପତ୍ର ଥିଲା ଚର୍ଚ୍ଚାରେ
ଭାରତୀୟ କ୍ରିକେଟ ଦଳର ଓପନର୍ ଶିଖର ଧାୱନ ଏବଂ ସ୍ତ୍ରୀ ଆୟେଶା ମୁଖାର୍ଜୀ ବିବାହର ଆଠ ବର୍ଷ ପରେ ଅଲଗା ହୋଇଯାଇଛନ୍ତି। ଶିଖର-ଆୟେଶାଙ୍କର ଏକ ପୁଅ ଅଛି, ଯାହାର ନାମ ଜୋରଭର୍। ଏକ ଇନଷ୍ଟାଗ୍ରାମ ପୋଷ୍ଟ ମାଧ୍ୟମରେ ଆୟେଶା ତାଙ୍କ ଛାଡପତ୍ର…
ରୋହିତଙ୍କ ଓପନିଂ ପାର୍ଟନର କୋହଲି ନୁହନ୍ତି
ନୂଆଦିଲ୍ଲୀ,୯।୯: ଗତ ମାର୍ଚ୍ଚରେ ବିରାଟ କୋହଲି ସଫଳତାର ସହ ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ରେ ଓପନିଂ କରିଥିଲେ। ଆଉ ଟି୨୦ ବିଶ୍ୱକପ୍ରେ ରୋହିତ ଶର୍ମାଙ୍କ ଓପନିଂ ପାର୍ଟନର ହେବାକୁ ଚାହୁଁଥିବା ସ୍ବୀକାର କରିଥିଲେ ଅଧିନାୟକ କୋହଲି। କିନ୍ତୁ…
୪ ବର୍ଷ ହେଲା ଟି୨୦ ଖେଳି ନାହାନ୍ତି ଅଶ୍ୱିନ, ତଥାପି ମିଳିଲା ବିଶ୍ୱକପ୍ ଦଳରେ ସ୍ଥାନ
ନୂଆଦିଲ୍ଲୀ,୯।୯: ଆଗାମୀ ଟି୨୦ ବିଶ୍ୱକପ୍ ଲାଗି ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଏହି ଦଳରେ ସ୍ଥାନ ପାଇଛନ୍ତି ଅଭିଜ୍ଞ ଅଫ୍ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ସେ ଅନ୍ତିମ ଥର ୨୦୧୭ରେ କ୍ରିକେଟର ଛୋଟିଆ ଫର୍ମାଟରେ ଭାରତ ପାଇଁ…
ଭାରତୀୟ ଦଳକୁ ଫେରିଲେ ଧୋନୀ
ନୂଆଦିଲ୍ଲୀ,୮।୯: ଭାରତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଅନ୍ତର୍ଜାତୀୟ କ୍ରିକେଟର ସବୁଠୁ ସଫଳ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ। ତେବେ ଏଥର ଖେଳାଳି ଭାବେ ନୁହେଁ। ସପୋର୍ଟ ଷ୍ଟାଫର ସଦସ୍ୟ ଭାବେ ଧୋନୀ ଟିମ୍ ଇଣ୍ଡିଆର ଡ୍ରେସିଂ ରୁମ୍ରେ ଉପସ୍ଥିତ ରହିବେ। ଆସନ୍ତା…
ଭାରତୀୟ ଟି୨୦ ବିଶ୍ୱକପ୍ ଦଳ ଘୋଷିତ: ବାଦ୍ ପଡ଼ିଲେ ସିନିୟର ଖେଳାଳି
ମୁମ୍ବାଇ,୮।୯: ଆସନ୍ତା ଅକ୍ଟୋବରରେ ୟୁନାଇଟେଡ୍ ଆରବ ଏମିରେଟ୍ସ (ୟୁଏଇ) ଏବଂ ଓମାନରେ ହେବାକୁ ଯାଉଥିବା ଟି୨୦ ବିଶ୍ୱକପ୍ ଲାଗି ବୁଧବାର ୧୫ ଜଣିଆ ଭାରତୀୟ ଦଳ ଘୋଷିତ ହୋଇଛି। ଦଳରୁ ୟୁଜବେନ୍ଦ୍ର ଚହଲ ଓ ଶିଖର ଧାଓ୍ବନଙ୍କ ଭଳି ବରିଷ୍ଠ ଖେଳାଳି…
ମାଞ୍ଚେଷ୍ଟର ଟେଷ୍ଟ ଲାଗି ଟିମ୍ ଇଣ୍ଡିଆରେ ହୋଇପାରେ ଅନେକ ପରିବର୍ତ୍ତନ
ନୂଆଦିଲ୍ଲୀ,୮।୯: ଇଂଲଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍ରେ ଅପରାଜେୟ ସ୍ଥିତିରେ ଥିବା ଭାରତୀୟ ଦଳ ଅନେକ ପରିବର୍ତ୍ତନ ସହ ମାଞ୍ଚେଷ୍ଟର ଟେଷ୍ଟରେ ଓହ୍ଲାଇପାରେ। ଭେଟେରାନ ଭାରତୀୟ ପେସର ମହମ୍ମଦ ଶାମି ଏବେ ସମ୍ପୂର୍ଣ୍ଣ ଫିଟ୍। ଗୋଇଠି ଜନିତ ଆହତ ସମସ୍ୟାରୁ ମୁକୁଳି ସାରିଥିବାରୁ…

