ଫେସବୁକ୍ରୁ ପ୍ରେମ ବିବାହ, ଇନ୍ଷ୍ଟାଗ୍ରାମରେ ଶେଷ: ଏମିତି ଥିଲା ଶିଖର ଧାଓ୍ବନଙ୍କ ପ୍ରେମ କାହାଣୀ
ଭାରତୀୟ ଓପନର୍ ଶିଖର ଧାୱନ ଏବଂ ଆୟେଶା ମୁଖାର୍ଜୀଙ୍କ ଛାଡପତ୍ର ଖବର ଏକ ଚର୍ଚ୍ଚାର ବିଷୟବସ୍ତୁ ପାଲଟିଛି। ଏହି ଦମ୍ପତି ପ୍ରାୟ ୯ ବର୍ଷ ପରେ ଅଲଗା ହୋଇଯାଇଛନ୍ତି। ଛାଡପତ୍ର ଖବର ଉପରେ ଧୱନଙ୍କ ପକ୍ଷରୁ କୌଣସି ବିବୃତ୍ତି ଦିଆଯାଇ ନ…
ଠାକୁରଙ୍କ ଜୀବନ ବଦଳାଇ ଦେଇଥିଲେ ଧୋନୀ
ଓଭାଲ୍,୮।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ବିଜୟ ପରେ ଶାର୍ଦ୍ଦୁଳ ଠାକୁରଙ୍କ ନାମ ସବୁଆଡେ ଚର୍ଚ୍ଚା ହେଉଛି। ଓଭାଲ ଟେଷ୍ଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ ଶାର୍ଦ୍ଦୁଳ ଠାକୁର ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଏହି ମ୍ୟାଚରେ ଠାକୁର ଇଂଲଣ୍ଡ ଦଳକୁ…
ଛାଡ଼ପତ୍ର ନେଲେ ଧାଓ୍ବନ
ନୂଆଦିଲ୍ଲୀ, ୮।୯: ଭାରତୀୟ ଓପନର ଶୀଖର ଧାଓ୍ବନ ତାଙ୍କ ପତ୍ନୀ ଆୟେଶା ମୁଖାର୍ଜୀଙ୍କୁ ଛାଡ଼ପତ୍ର ଦେଇଛନ୍ତି। ୮ ବର୍ଷର ବିବାହ ସମ୍ପର୍କ ଶେଷ ହୋଇଥିବା ସୂଚନା ଦେଇଛନ୍ତି ଆୟେଶା। ଏକ ଫଟୋ ଶେୟାର କରି ଆୟେଶା କ୍ୟାପଶନରେ ଲେଖିଛନ୍ତି, ‘ଦୁଇ ଥର…
ଟି୨୦ ବିଶ୍ୱକପ୍ରେ ନ ଖେଳିପାରନ୍ତି ଇଂଲଣ୍ଡର ଷ୍ଟାର ଖେଳାଳି
ଲଣ୍ଡନ,୭।୯: ଇଂଲଣ୍ଡର ଷ୍ଟାର ଅଲରାଉଣ୍ଡର ବେନ ଷ୍ଟୋକ୍ସ ସମ୍ଭବତଃ ଟି୨୦ ବିଶ୍ୱକପ୍ ଅଭିଯାନର ଅଂଶବିଶେଷ ହୋଇପାରିବେ ନାହିଁ। କାରଣ ଅଲରାଉଣ୍ଡରଙ୍କ ବ୍ୟକ୍ତିଗତ ନିଷ୍ପତ୍ତିକୁ ଆଗ୍ରାଧ୍ୟକାର ଦେଉଥିବା କହିଛନ୍ତି ଦଳର ମୁଖ୍ୟ କୋଚ୍ କ୍ରିସ ସିଲଭରଉଡ୍। ୩୦ ବର୍ଷୀୟ ଷ୍ଟୋକ୍ସ ମାନସିକ ସ୍ବାସ୍ଥ୍ୟକୁ…
ଅନ୍ତିମ ମୁକାବିଲାରେ ଟସ୍ ହାରିଲେ ବି ଇତିହାସ ରଚିପାରେ ଟିମ୍ ଇଣ୍ଡିଆ ! ପ୍ରଶଂସକ ଏଭଳି କରୁଛନ୍ତି ଆକଳନ
ଲଣ୍ଡନ,୭।୯: ଇଂଲଣ୍ଡ ବିପକ୍ଷରେ ଖେଳୁଥିବା ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ର ଚତୁର୍ଥ ମୁକାବିଲା ଜିତି ୨-୧ରେ ଅଗ୍ରଣୀ ହାସଲ କରିଛି ଭାରତ। ସିରିଜର ପଞ୍ଚମ ତଥା ଅନ୍ତିମ ଟେଷ୍ଟ ମ୍ୟାଚ୍ ସେପ୍ଟେମ୍ବର ୧୦ରୁ ମଞ୍ଚେଷ୍ଟରରେ ଖେଳାଯିବ। ଏହି ଟେଷ୍ଟ ପୂର୍ବରୁ…
‘ଲର୍ଡ ଶାର୍ଦ୍ଦୁଲ’ ନାମରେ ସୁପରହିଟ୍ ହେଲେ ଏହି ଭାରତୀୟ ଅଲରାଉଣ୍ଡର; କିଛି ଏଭଳି ପ୍ରତିକ୍ରିୟା ରଖିଲେ ସେ
ନୂଆଦିଲ୍ଲୀ,୭।୯: ଟିମ୍ ଇଣ୍ଡିଆର ଦ୍ରୁତ ବୋଲର ଅଲରାଉଣ୍ଡର ଶାର୍ଦ୍ଦୁଲ ଠାକୁରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନକୁ ନେଇ ପ୍ରଶଂସିତ ହେଉଛନ୍ତି। ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ଉଭୟ ଇନିଂସରେ ସେ ୫୭ ଏବଂ ୬୦ ରନ୍ କରିବା ସହ ୩ ଉଇକେଟ ନେଇଥିଲେ। ଏହି…
ପରାଜୟ ପରେ ଇଂଲଣ୍ଡ ଦଳରେ ବଡ଼ ପରିବର୍ତ୍ତନ
ମାଞ୍ଚେଷ୍ଟର,୭।୯: ଓଭାଲ ଟେଷ୍ଟରେ ପରାଜୟ ପରେ ଓଲ୍ଡ ଟ୍ରାଫର୍ଡଠାରେ ଖେଳାଯିବାକୁ ଥିବା ୫ମ ତଥା ଅନ୍ତିମ ଟେଷ୍ଟ ଲାଗି ଇଂଲଣ୍ଡ ଦଳ ଦଳରେ ବଡ଼ ପରିବର୍ତ୍ତନ କରିଛି। ୧୬ ଜଣିଆ ଦଳକୁ ଫେରିଛନ୍ତି ଜୋସ ବଟଲର ଓ ଜ୍ୟାକ ଲିଚ୍। ଦ୍ୱିତୀୟ…
ରୋହିତଙ୍କ ଆଣ୍ଠୁରେ ଲାଗିଛି ଆଘାତ? କେତେ ଗମ୍ଭୀର ସେ ନେଇ ହିଟ୍ମ୍ୟାନ୍ କହିଲେ…
ନୂଆଦିଲ୍ଲୀ,୭।୯: ଇଂଲଣ୍ଡ ବିପକ୍ଷ ଚତୁର୍ଥ ଟେଷ୍ଟର ପଞ୍ଚମ ଦିନରେ ଟିମ୍ ଇଣ୍ଡିଆ ଓପନର୍ ରୋହିତ ଶର୍ମା ଫିଲ୍ଡିଂ କରି ନ ଥିଲେ। କାରଣ ବ୍ୟାଟିଂ କରୁଥିବା ସମୟରେ ତାଙ୍କ ଆଣ୍ଠୁରେ ଆଘାତ ଲାଗିଥିଲା। ବାମ ଆଣ୍ଠୁରେ ଯନ୍ତ୍ରଣା ଯୋଗୁ ସେ ଠିକ୍…
କୋହଲିଙ୍କ ଉପରେ ରାଗିଲା ବିସିସିଆଇ
ଓଭାଲ,୭।୯: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏବଂ ରବି ଶାସ୍ତ୍ରୀଙ୍କ ଉପରେ ବିସିସିଆଇ ରାଗିଛି। ନିକଟରେ କୋହଲି ଶାସ୍ତ୍ରୀଙ୍କ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମକୁ ମଧ୍ୟ ଯାଇଥିଲେ। ଏଥିପାଇଁ ଇଂଲଣ୍ଡ ଏବଂ ୱେଲ୍ସ କ୍ରିକେଟ ବୋର୍ଡ (ଇସିବି)ରୁ ଅନୁମତି ନିଆଯାଇ ନ…
ହକିକୁ ଜାତୀୟ ଖେଳ ଘୋଷଣା ପ୍ରସଙ୍ଗରେ ଶୁଣାଣି କରିବାକୁ ମନା କଲେ ଏସ୍ସି…
ନୂଆଦିଲ୍ଲୀ,୭।୯: ହକିକୁ ଜାତୀୟ ଖେଳର ମାନ୍ୟତା ଦେବା ପ୍ରସଙ୍ଗରେ ସୁପ୍ରିମ୍କୋର୍ଟ(ଏସ୍ସି) ଶୁଣାଣି କରିବାକୁ ମନା କରିଛନ୍ତି। ବର୍ତ୍ତମାନ ସୁଦ୍ଧା ହକିକୁ ଅଧିକାରିକ ଭାବେ ଜାତୀୟ ଖେଳର ମାନ୍ୟତା ମିଳି ନାହିଁ। ଦେଶର ଲୋକଙ୍କ ମଧ୍ୟରେ ପ୍ରଚଳିତ ଧାରଣା ରହିଛି ଯେ, ହକି…
ପୂଜାରାଙ୍କୁ ଆଖି ଦେଖାଉଥିବା ବୋଲର୍ଙ୍କୁ କନ୍ଦାଇଲେ ଯାଦବ
ଓଭାଲ୍,୭।୯: ଓଭାଲ ଟେଷ୍ଟରେ ଭାରତ ଇଂଲଣ୍ଡକୁ ୧୫୭ ରନ୍ରେ ପରାସ୍ତ କରିଛି। ଖେଳର ପଞ୍ଚମ ଦିନରେ ଭାରତୀୟ ବୋଲରମାନେ ଓଭାଲ ପିଚରେ ଚମତ୍କାର ବୋଲିଂ କରି ଜୋ ରୁଟଙ୍କ ଦଳକୁ ମାତ୍ର ୨୧୦ ରନରେ ରୋକିବାରେ ସମର୍ଥ ହୋଇଥିଲା। ଏକ ବଡ଼…
କୋହଲିଙ୍କ ନୂଆ ସେଲିବ୍ରେସନ୍ ଷ୍ଟାଇଲ୍: ପ୍ରଶଂସକଙ୍କୁ ଆସୁଛି ପସନ୍ଦ
ଓଭାଲ୍,୭।୯:ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ଇଂଲଣ୍ଡକୁ ୧୫୭ ରନ୍ରେ ପରାସ୍ତ କରି ୫ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍କୁ ୨-୧ରେ ଆଗୁଆ ରହିଛି। ଏହି ବିଜୟ ଅଧିନାୟକ ବିରାଟ କୋହଲି ସେଲିବ୍ରେସନ କରୁଥିବାର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି।…

