ଆମେ ବେଶି କଥା କହୁନାହିଁ, ଶାନ୍ତ ଥାଉ: ଧୋନୀ
ଦୁବାଇ,୧୬।୧୦: ଏଠାରେ ଖେଳାଯାଇଥିବା ଆଇପିଏଲ୍ ୨୦୨୧ର ଫାଇନାଲ ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସକୁ ହରାଇ ଚତୁର୍ଥ ଥର ପାଇଁ ଚାମ୍ପିୟନ ହୋଇଛି ଚେନ୍ନାଇ ସୁପରକିଙ୍ଗ୍ସ। ଗତ ବର୍ଷ ପ୍ଲେଅଫ୍ରେ ସ୍ଥାନ ପାଇବାରେ ବିଫଳ ହୋଇଥିବା ଚେନ୍ନାଇ ଚଳିତ ଥର ଭଲ ପ୍ରଦର୍ଶନ…
ଆଇପିଏଲ୍ ୨୦୨୧: ଜାଣନ୍ତୁ ଫାଇନାଲ୍ ପରେ କାହାକୁ ମିଳିଲା କେଉଁ ପୁରସ୍କାର, କେତେ ରାଶି…
ଦୁବାଇ,୧୬।୧୦: ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ୍)ର ୧୪ ତମ ସଂସ୍କରଣ ଶୁକ୍ରବାର ଦୁବାଇରେ ଶେଷ ହୋଇଛି। ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) କୋଲକାତା ନାଇଟ ରାଇଡର୍ସ (କେକେଆର୍)କୁ ୨୭ ରନ୍ରେ ପରାସ୍ତ କରି ଚତୁର୍ଥ ଥର ପାଇଁ ଟାଇଟଲ ଜିତିଛି। ଫାଇନାଲ…
ଆଇପିଏଲ୍ର ‘ସିକ୍ସର କିଙ୍ଗ’ ପାଲଟିଲେ ଏହି କ୍ରିକେଟର; ବିଦେଶୀ ବ୍ୟାଟ୍ସମ୍ୟାନ୍ଙ୍କୁ ପଛରେ ପକାଇଲେ
ଦୁବାଇ,୧୬।୧୦: ଶେଷ ହୋଇଛି ଆଇପିଏଲ୍ ୨୦୨୧। ଦୁଇଟି ପର୍ଯ୍ୟାୟରେ ଖେଳାଯାଇଥିବା ଏହି ଲିଗ୍ରେ ଅନେକ କ୍ରିକେଟର ନୂଆ ନୂଆ ଉପଲବ୍ଧି ହାସଲ କରିଛନ୍ତି। ବିଶେଷଭାବେ ସବୁଠାରୁ ଅଧିକ ଛକା ମାରି ଦର୍ଶକଙ୍କ ମନୋରଞ୍ଜନ କରିଛନ୍ତି ପଞ୍ଜାବ କିଙ୍ଗ୍ସର ଅଧିନାୟକ କେ.ଏଲ୍. ରାହୁଲ।…
ହୃଦଘାତରେ ଆଖି ବୁଜିଲେ ଏହି ଯୁବ କ୍ରିକେଟର; ଏସ୍ସିଏ ସ୍ତବ୍ଧ
ନୂଆଦିଲ୍ଲୀ,୧୬।୧୦: ପୂର୍ବତନ ଭାରତ ଅଣ୍ଡର-୧୯ ଅଧିନାୟକ ତଥା ସୌରାଷ୍ଟ୍ର ପକ୍ଷରୁ ଘରୋଇ ଟୁର୍ନାମେଣ୍ଟ ଖେଳୁଥିବା ଅଭି ବାରୋତଙ୍କ ଅକାଳ ବିୟୋଗ ଘଟିଛି। ମାତ୍ର ୨୯ ବର୍ଷ ବୟସରେ ହୃଦଘାତ ଯୋଗୁ ଏହି କ୍ରିକେଟରଙ୍କ ଦେହାନ୍ତ ହୋଇଛି। ଶୁକ୍ରବାର ଘରେ ଥିବା ବେଳେ…
ଟିମ୍ ଇଣ୍ଡିଆର୍ ନୂଆ କୋଚ୍ ହେବେ ରାହୁଲ ଦ୍ରାବିଡ ! ବିସିସିଆଇର ପ୍ରଚେଷ୍ଟା ଯୋଗୁ….
ନୂଆଦିଲ୍ଲୀ,୧୬।୧୦: ରବି ଶାସ୍ତ୍ରୀଙ୍କ ପରେ ରାହୁଲ ଦ୍ରାବିଡ୍ ଟିମ୍ ଇଣ୍ଡିଆର୍ ନୂତନ ମୁଖ୍ୟ ପ୍ରଶିକ୍ଷକ ହେବା ପ୍ରାୟ ନିଶ୍ଚିତ। ଦ୍ରାବିଡ ଏହା ପୂର୍ବରୁ ଅନେକ ଥର ହେଡ୍ କୋଚ୍ ହେବାର ଅଫର୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ହେଲେ କ୍ରିକେଟ ବୋର୍ଡ ଅଫ୍ ଇଣ୍ଡିଆ(ବିସିସିଆଇ)ର…
୨୦୨୦ରେ କହିଥିଲେ ‘ଆମେ ଫେରିବୁ’
ଦୁବାଇ,୧୬।୧୦: ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ଚତୁର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି। ଗତ ବର୍ଷ ଆଇପିଏଲ ଇତିହାସରେ ପ୍ରଥମ ଥର ପାଇଁ ସିଏସ୍କେ ପ୍ଲେ-ଅପ୍କୁ ଯୋଗ୍ୟତା ହାସଲ କରିପାରି ନ ଥିଲା।…
ଗୋଟିଏ ଓଭରରେ ୧୧ ବଲ ପକାଇଲେ ଶାର୍ଦ୍ଦୁଳ
ଦୁବାଇ,୧୬।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ) ୨୦ ରନ୍ରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ହରାଇ ଦେଇ ଚତୁର୍ଥ ଆଇପିଏଲ ଟ୍ରଫି ହାତେଇଛି। ଫାଇନାଲରେ ଏକଦା କୋଲକାତା ଆଗରେ ଚାଲିଥିବା ବେଳେ ଶାର୍ଦ୍ଦୁଳ ଠାକୁର ଡବଲ ଝଟ୍କା ଦେଇ ମ୍ୟାଚ୍ ବଦଳି…
ପାକିସ୍ତାନରେ ଖେଳାଯିବ ଏସିଆ କପ୍
ଦୁବାଇ,୧୫।୧୦: ୨୦୨୩ରେ ହେବାକୁ ଥିବା ଏସିଆ କପ୍କୁ ପାକିସ୍ତାନ ଆୟୋଜନ କରିବ। ଏହି ଇଭେଣ୍ଟ ଦିନିକିଆ ଭିତ୍ତିରେ ଖେଳାଯିବ। ଏହାର ପରବର୍ତ୍ତୀ ବର୍ଷ ଶ୍ରୀଲଙ୍କା ଟି୨୦ ଫର୍ମାଟରେ ଏସିଆ କପ୍ ଆୟୋଜନ କରିବ। ଏ ନେଇ ଦୁବାଇରେ ଅନୁଷ୍ଠିତ ଏସିଆନ୍ କ୍ରିକେଟ…
ମାଇଲଷ୍ଟୋନ ସହ ହାତେଇଲେ ଆଇପିଏଲ ଟ୍ରଫି
ଦୁବାଇ,୧୫।୧୦: ୨୦୧୦, ୨୦୧୧ ଓ ୨୦୧୮ ପରେ ୪ର୍ଥ ଥର ପାଇଁ ଆଇପିଏଲ ଟ୍ରଫି ହାତେଇଛି ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ଶୁକ୍ରବାର ଖେଳାଯାଇଥିବା ଫାଇନାଲରେ କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ୨୭ ରନ୍ରେ ହରାଇ…
କେକେଆରକୁ ହୃଦଘାତ୍ ଦେଲା ଶାର୍ଦ୍ଦୁଳଙ୍କ ଓଭର
ଦୁବାଇ,୧୫।୧୦: ଚଳିତ ଆଇପିଏଲ ଫାଇନାଲ ମ୍ୟାଚ୍ରେ ୯୧୩ ରନ୍ର ବିଶାଳ ଟାର୍ଗେଟ ପିଛା କରୁଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର)କୁ ଗୋଟିଏ ଓଭରରେ ଡବଲ ଝଟକା ଦେଇଛନ୍ତି ଶାର୍ଦ୍ଦୁଳ ଠାକୁର। ଶୁବମାନ ଗିଲ ଓ ଭେଙ୍କଟେଶ ଆୟର(୫୦ ରନ୍, ୫ ଚୌକା…
ଫାଇନାଲରେ ୧୯୦ରୁ ଅଧିକ ରନ୍ର ଟାର୍ଗେଟ ବଡ଼ ନୁହେଁ
ଦୁବାଇ,୧୫।୧୦: ଟି୨୦ କ୍ରିକେଟରେ ୧୯୦ରୁ ଅଧିକ ରନ୍ର ବିଜୟ ଲକ୍ଷ୍ୟକୁ ଅପେକ୍ଷାକୃତ ସୁରକ୍ଷିତ ଭାବେ ବିଚାର କରାଯାଏ। କିନ୍ତୁ ଆଇପିଏଲ ଫାଇନାଲରେ ଦୁଇ ଦୁଇ ଥର ୧୯୦ରୁ ଅଧିକ ରନ୍ର ଟାର୍ଗେଟ ଛିଡ଼ା କରିବା ପରେ ମଧ୍ୟ ଦଳକୁ ପରାଜୟର ସମ୍ମୁଖୀନ…
ଫାଇନାଲରେ ମୁକୁଟ ପିନ୍ଧିଲେ ରୁତୁରାଜ
ଦୁବାଇ,୧୫।୧୦: ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର ବ୍ୟାଟିଂ ସେନସେଶନ ରୁତୁରାଜ ଗାଏକ୍ୱାଡ ଶେଷରେ ଅରେଞ୍ଜ କ୍ୟାପର ଅଧିକାରୀ ହୋଇଛନ୍ତି। ଶୁକ୍ରବାର ଦୁବାଇରେ ଖେଳାଯାଇଥିବା କୋଲକାତା ନାଇଟ୍ ରାଇଡର୍ସ (କେକେଆର) ବିପକ୍ଷ ଫାଇନାଲରେ ସେ ୩୨ (୩ ଚୌକା ଓ ୧ ଛକା)ରନ୍ର…

