Advertisement
Posted inଖେଳ

ଦିଗହରା ହୋଇଗଲା ଟିମ୍‌ ଇଣ୍ଡିଆ

ପାର୍ଲା,୧୯।୧: ଏଠାରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଚାଲିଥିବା ପ୍ରଥମ ଦିନିକିଆରେ ବର୍ତ୍ତମାନ ଭାରତୀୟ ଦଳ ଖୁବ୍‌ ସଙ୍କଟରେ ପଡ଼ିଛି। ୨୯୭ ରନ୍‌ର ବିଜୟ ଲକ୍ଷ୍ୟ ପିଛା କରୁଥିବା ଟିମ୍‌ ଇଣ୍ଡିଆକୁ ଭଲ ଆରମ୍ଭ ଦେଇଥିଲେ ଶିଖର ଧାଓ୍ବନ ଓ ବିରାଟ କୋହଲି। କିନ୍ତୁ କ୍ରମାଗତ ୪ ଉଇକେଟ୍‌ ପଡ଼ିବାରୁ ଭାରତୀୟ ଦଳର ବିଜୟ ଆଶା ଦିଗହରା ହୋଇଯାଇଛି। ବର୍ତ୍ତମାନ ୩୫ ଓଭର ସୁଦ୍ଧା ୫ ଉଇକେଟ ହରାଇ ୧୮୫ ରନ୍‌ କରିଛି। ଦଳକୁ ଏବେ ଜିତିବା ପାଇଁ ୧୫ ଓଭରରେ ଆହୁରି ୧୧୨ ରନ୍‌ ଦରକାର।

ଏକଦା ୨୫ ଓଭରରେ ଭାରତ ୧ ଉଇକେଟ କ୍ଷତିରେ ୧୩୮ ରନ୍‌ କରିଥିଲା। ଦଳ ସହଜ ବିଜୟ ଆଡ଼େ ବଢ଼ୁଥିଲା। କିନ୍ତୁ କ୍ରମାଗତ ବ୍ୟବଧାନରେ ୪ ଉଇକେଟ ହରାଇ ଟିମ୍‌ ଇଣ୍ଡିଆ ବର୍ତ୍ତମାନ ଦିଗହରା ହୋଇଯାଇଛି। ଶିଖର ଧାଓ୍ବନ (୭୯) ଓ ବିରାଟ କୋହଲି (୫୧), ଶ୍ରେୟାସ ଆୟାର (୧୭)ଙ୍କ ପରେ ରିଷଭ ପନ୍ତ (୧୬) ଆଉଟ୍‌ ହୋଇ ସାରିଛନ୍ତି। ଏବେ ରବିଚନ୍ଦ୍ରନ ଅଶ୍ୱିନ ଓ ଭେଙ୍କଟଶ ଆୟାର କ୍ରିଜ୍‌ରେ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଲାଙ୍କାଶାୟାର ଦଳରୁ ଖେଳିବେ ଶ୍ରେୟାସ ଆୟାର

ମାଞ୍ଚେଷ୍ଟର, ୨୩ା୩ (ପି.ଟି.)- ରୟାଲ ଲଣ୍ଡନ କପ୍‌ ୨୦୨୧ ପାଇଁ ଭାରତୀୟ ବ୍ୟାଟ୍ସମ୍ୟାନ ଶେୟାସ ଆୟାର ଲାଙ୍କାଶାୟାର କ୍ରିକେଟ ଦଳରେ ଯୋଗ ଦେଇଛନ୍ତି। କାଉଣ୍ଟି କ୍ଲବ...

ରାଜସ୍ଥାନ ରୟାଲ୍ସକୁ ଫେରିଲେ ଓ୍ବର୍ନ

ଦୁବାଇ, ୧୫।୯: ଅଷ୍ଟ୍ରେଲିଆର ପୂର୍ବତନ ମହାନ ଲେଗ୍‌-ସ୍ପିନର ଶେନ୍‌ ଓ୍ବର୍ନ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଟିମ୍‌ ରାଜସ୍ଥାନ ରୟାଲ୍ସକୁ ପୁଣିଥରେ ଫେରିଛନ୍ତି। ଓ୍ବର୍ନଙ୍କୁ ରାଜସ୍ଥାନ...

ମୋ ବିସ୍ଫୋରକ ସଟ୍‌ ଦେଖି ଡରିଯାଉଥିଲେ ଏହି ଖେଳାଳି, କହୁଥିଲେ ଧିମା ଖେଳ:ସେହଓ୍ବାଗ୍‌

ଭାରତୀୟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ବିରେନ୍ଦ୍ର ସେହଓ୍ବାଗ୍‌ ଯଦିଓ ଅନ୍ତର୍ଜାତୀୟ କ୍ରିକେଟକୁ ଅଲବିଦା କରିସାରିଛନ୍ତି କିନ୍ତୁ ଆଜି ବି ତାଙ୍କ ବ୍ୟାଟିଂକୁ ଦର୍ଶକ ଭୁଲି...

ପଦକ ପକ୍କା କଲେ ଭବିନା

ବର୍ମିଂହାମ,୫ା୮: ରାଜ୍ୟଗୋଷ୍ଠୀ କ୍ରୀଡା ୨୦୨୨ରେ ଶୁକ୍ରବାର କ୍ଲାସ୍‌ ୩-୫ ପାରା ଟେବଲ ଟେନିସର ଫାଇନାଲରେ ପହଞ୍ଚିବା ସହିତ ଭାରତ ପାଇଁ ପଦକ ପକ୍କା କରିଛନ୍ତି ଭବିନା...

ଭାରତ ହାରିବା ପରେ ଲାଇଭ୍‌ ଶୋ’ରେ ନାଚିଲେ ପାକିସ୍ତାନ ଖେଳାଳି

ଇସଲାମାବାଦ,୧।୧୧:ଟି -୨୦ ବିଶ୍ୱକପରେ ଭାରତକୁ କ୍ରମାଗତ ଦ୍ୱିତୀୟ ପରାଜୟର ସମ୍ମୁଖୀନ ହେବାକୁ ପଡିଛି। ରବିବାର ନ୍ୟୁଜିଲାଣ୍ଡ ଭାରତକୁ ୮ ଉଇକେଟରେ ପରାସ୍ତ କରିଛି। ଏହାପୂର୍ବରୁ ପାକିସ୍ତାନ...

ଅନ୍ତିମ ଓଭରରେ ନେଲେ ଲଗାତାର ୪ ଉଇକେଟ

ନୂଆଦିଲ୍ଲୀ,୨୦।୧୧: କର୍ନାଟକ ବିପକ୍ଷରେ ଶନିବାର ଖେଳାଯାଇଥିବା ସୟଦ ମୁସ୍ତାକ ଅଲି ଟି୨୦ ଟୁର୍ନାମେଣ୍ଟର ଦ୍ୱିତୀୟ ସେମିଫାଇନାଲରେ ବିଦର୍ଭ ପେସର ଦର୍ଶନ ନାଲକାଣ୍ଡେ ଅନ୍ତିମ ଓଭରରେ ଲଗାତାର...

ମାର୍ଚ୍ଚ ୨୫ରୁ ଅଲିମ୍ପିକ ମଶାଲ ରିଲେ

ଟୋକିଓ, ୧୬ ।୧୨ (ଏପି): କରୋନା ମହାମାରୀ ବେଳେ ସଫଳତାର ସହ ଅଲିମ୍ପିକ୍ସ ଆୟୋଜନ ହୋଇ ପାରିବ କି ନା ତାହା ଏବେିବି ଅସ୍ପଷ୍ଟ। ଏହାସତ୍ତ୍ୱେ...

ଖରାରେ କଠିନ ଅଭ୍ୟାସ ପରେ ଆଇସ୍‌ ବାଥ୍‌ର ମଜା ନେଲେ କୋହଲି

ଦୁବାଇ, ୩।୯: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ୧୩ତମ ସଂସ୍କରଣ ଆସନ୍ତା ୧୯ରୁ ଆରମ୍ଭ ହେବ। ଚଳିତ ବର୍ଷ କରୋନା ମହାମାରୀ ଯୋଗୁ ଆଇପିଏଲ୍‌କୁ ଭାରତ...

Advertisement
Archives

Model This Week