Posted inଖେଳ

କ୍ୟାପଟେନ୍‌ ସମେତ ୬ ଜଣଙ୍କୁ କୋଭିଡ୍‌

ତ୍ରିନିଦାଦ,୧୯।୧: ୧୯ ବର୍ଷରୁ କମ୍‌ ଭାରତୀୟ ଦଳର ଅଧିନାୟକ ୟଶ ଧୁଲ, ତାଙ୍କ ଡେପୁଟି ଶେଖ ରାଶିଦ ଓ ସେମାନଙ୍କ ୪ ଜଣ ସାଥି ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁ ସେମାନଙ୍କୁ ବୁଧବାର ଆୟର୍ଲାଣ୍ଡ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରୁ ବାଦ୍‌ ଦିଆଯାଇଛି। ଅଧିନାୟକ ଓ ଉପଅଧିନାୟକଙ୍କ ବ୍ୟତୀତ ବ୍ୟାଟର ଆରାଧ୍ୟ ଯାଦବ, ବାସୁ ଭାଟ୍ସ, ମାନବ ପାରଖ ଓ ସିଦ୍ଧାର୍ଥ ଯାଦବ କୋଭିଡ୍‌-୧୯ ଭାଇରସ ସଂସ୍ପର୍ଶରେ ଆସିଛନ୍ତି। ଏହି କାରଣରୁ ଆୟର୍ଲାଣ୍ଡ ବିପକ୍ଷ ମ୍ୟାଚ୍‌ ଲାଗି ୧୧ ଜଣ ଖେଳାଳିଙ୍କ ସହ ଓହ୍ଲାଇବା ଭାରତ ପାଇଁ କଷ୍ଟକର ହୋଇପଡ଼ିଥିଲା।

“ଗତକାଲି ପଜିଟିଭ ଚିହ୍ନଟ ହୋଇଥିବା ୪ ଖେଳାଳିଙ୍କୁ ଆଗରୁ ଆସୋଲେଟଡ୍‌ ରଖାଯାଇଛି। ସକାଳେ ମ୍ୟାଚ୍‌ ପୂର୍ବରୁ କରାଯାଇଥିବା ଆଣ୍ଟିଜେନ ଟେଷ୍ଟରେ ଆମ ଅଧିନାୟକ ଓ ଉପ ଅଧିନାୟକ ପଜିଟିଭ ଚିହ୍ନଟ ହୋଇଥିଲେ। କିନ୍ତୁ ଏହା ନିର୍ଣ୍ଣାତ୍ମକ ନ ଥିବାରୁ ସେମାନେ ମ୍ୟାଚ୍‌ରୁ ଓହରି ଯାଇଥିଲେ। ୬ ଖେଳାଳିଙ୍କୁ ଆଇସୋଲେଶନରେ ରଖାଯିବାରୁ ଉପଲବ୍ଧ ଥିବା ଖେଳାଳିଙ୍କ ସଂଖ୍ୟା ୧୧କୁ ଖସି ଆସିଥିଲା” ଅଧିକାରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମନୋରଞ୍ଜନ କଲେ ଅର୍ଚ୍ଚିତା-ସବ୍ୟସାଚୀ

ଭାରତ-ୱେଲ୍ସ ମ୍ୟାଚର ପ୍ରଥମାର୍ଦ୍ଧରେ ଦର୍ଶକଙ୍କ ମନୋରଞ୍ଜନ କରିଥିଲେ ଓଲିଉଡ୍‌ ଅଭିନେତା ସବ୍ୟସାଚୀ ମିଶ୍ର ଓ ଅଭିନେତ୍ରୀ ଅର୍ଚ୍ଚିତା ସାହୁ। ଦୁହେଁ ପଡ଼ିଆ ମଧ୍ୟକୁ ଆସି ଚିୟର...

ଫାଇନାଲରେ ଝାଡ଼ଖଣ୍ଡ-ଅରୁଣାଚଳପ୍ରଦେଶ

କଟକ ଅଫିସ,୧୯ା୬- ଅଲ୍‌ ଇଣ୍ଡିଆ ଫୁଟବଲ ଫେଡେରେଶେନ(ଏଆଇଏଫ୍‌ଏଫ) ଆନୁକୂଲ୍ୟରେ କଟକରେ ଚାଲିଥିବା ସବ୍‌ଜୁନିୟର ବାଳିକା ଜାତୀୟ ଫୁଟ୍‌ବଲ ଚାମ୍ପିୟନଶିପର ଫାଇନାଲ ଝାଡ଼ଖଣ୍ଡ ଓ ଅରୁଣାଚଳପ୍ରଦେଶ ମଧ୍ୟରେ...

ଅଗଷ୍ଟ ପହିଲାରେ ବେଲଜିଆନ୍‌ କପ୍‌ ଫାଇନାଲ

ବ୍ରସେଲ୍ସ,୨୮। ୫(ଏପି): କୋଭିଡ-୧୯ କାରଣରୁ ସ୍ଥଗିତ ରହିଥିବା ବେଲଜିଆନ୍‌ କପ୍‌ ଫାଇନାଲ ଅଗଷଟ ୧ ତାରିଖରେ ଆୟୋଜନ ହେବ। ଲିଗ୍‌ର ନୂଆ ସେସନ ଆରମ୍ଭ ହେବାର...

ଲଜ୍ଜାଜନକ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌: ୧୩୭ ବର୍ଷରେ କୌଣସି ଖେଳାଳି ଏମିତି କରି ନ ଥିଲେ

ଇଂଲଣ୍ଡ,୧୭।୮:ପ୍ରତ୍ୟେକ ଖେଳାଳି ଲର୍ଡସର ଐତିହାସିକ ଗ୍ରାଉଣ୍ଡରେ ନିଜର ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚାହଁାନ୍ତି। ବ୍ୟାଟ୍ସମ୍ୟାନ ଏକ ଶତକ ଏବଂ ବୋଲର ଗୋଟିଏ ଇନିଂସରେ ପାଞ୍ଚ କିମ୍ବା...

ବୋଲରଙ୍କୁ ଚ୍ୟାଲେଞ୍ଜ୍‌ ଦେଲେ ଶେୟାସ

ଶାରଜା,୧।୧୦: ଆଇପିଏଲ ୨୦୨୧ରେ ଶ୍ରେୟସ ଆୟାର ବ୍ୟାଟିଂରେ କମାଲ୍‌ କରିଛନ୍ତି। ତିନି ନମ୍ବରରେ ବ୍ୟାଟିଂ କରି ତିନୋଟି ମ୍ୟାଚରେ ୯୧ ରନ ସଂଗ୍ରହ କରି ଦିଲ୍ଲୀକୁ...

ମହିଳା ଫିଫା ବିଶ୍ୱକପ୍‌:ସ୍କଟଲାଣ୍ଡକୁ ବିଦା କଲା ଆର୍ଜେଣ୍ଟିନା

ପାରିସ,୨୦।୬(ଏଏଫ୍‌ପି)- ଚଳିତ ମହିଳା ଫିଫା ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ଓ ସ୍କଟଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଗ୍ରୁପ୍‌ ଡି’ର ଏକ ରୋମାଞ୍ଚକ ମ୍ୟାଚ୍‌ ଡ୍ର’ ସହ ଶେଷ ହୋଇଛି।...

ଯୁବ ତ୍ରିରାଷ୍ଟ୍ରୀୟ ସିରିଜ୍‌: ଭାରତୀୟ ଦଳର କ୍ରମାଗତ ଦ୍ୱିତୀୟ ପରାଜୟ

ବିଲେରିକା(ଇଂଲଣ୍ଡ),୩୧।୭(ପିଟି)- ଏଠାରେ ଚାଲିଥିବା ତ୍ରିରାଷ୍ଟ୍ରୀୟ ଯୁବ ସିରିଜ୍‌ରେ ୧୯ ବର୍ଷରୁ କମ୍‌ ଭାରତୀୟ ଦଳକୁ ବାଂଲାଦେଶ ୨ ଉଇକେଟରେ ହରାଇ ଦେଇଛି। ଏହା ଚଳିତ ସିରିଜ୍‌ରେ...

ଓ୍ବେଷ୍ଟଇଣ୍ଡିଜକୁ ହରାଇ ଓ୍ବିଜଡେନ ଟ୍ରଫି ବଜାୟ ରଖିଲା ଇଂଲଣ୍ଡ

ମାଞ୍ଚେଷ୍ଟର, ୨୮।୭- କରୋନା ଭାଇରସ ସଂକ୍ରମଣ ଜନିତ ବ୍ରେକ୍‌ ପରେ ଅନୁଷ୍ଠିତ ପ୍ରଥମ ଟେଷ୍ଟ କ୍ରିକେଟ ସିରିଜରେ ବିଜୟୀ ହୋଇଛି ଇଂଲଣ୍ଡ। ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ...

Advertisement
Archives

Model This Week