Posted inଖେଳ

ଅହମ୍ମଦାବାଦ ଫ୍ରାଞ୍ଚାଇଜର ନେତୃତ୍ୱ ନେବେ ହାର୍ଦ୍ଦିକ

ନୂଆଦିଲ୍ଲୀ,୨୧।୧: ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଆଇପିଏଲରେ ନୂଆ ଭାବେ ସାମିଲ ହୋଇଥିବା ଅହମ୍ମଦାବାଦ ଦଳର ନେତୃତ୍ୱ ସମ୍ଭାଳିବେ। ଏ ନେଇ ଖୁବ୍‌ ଶୀଘ୍ର ଫ୍ରାଞ୍ଚାଇଜ ପକ୍ଷରୁ ଘୋଷଣା କରାଯିବ। ଏହା ପଛର ଉଦ୍ଦେଶ୍ୟ ଦଳକୁ ଗୁଜରାଟୀ ପରିଚୟ ଦେବା। ଗୁଜରାଟରେ ଜନ୍ମିତ ହର୍ଦ୍ଦିକଙ୍କ ବ୍ୟତୀତ ସିଭିସି କ୍ୟାପିଟାଲ ଗ୍ରୁପ୍‌ ମାଲିକାନାରେ ଥିବା ଅହମ୍ମଦାବାଦ ଫ୍ରାଞ୍ଚାଇଜ ଆଫଗାନିସ୍ତାନ ଲେଗସ୍ପିନର ରଶିଦ ଖାନ ଓ ଶୁବମାନ ଗିଲଙ୍କୁ ଦଳରେ ରଖିଛି। ଦଳର ସାଇନିଂ, ଡିଲ ଆମାଉଣ୍ଟ ଏବଂ ଦଳର ଅଧିନାୟକଙ୍କ ନାମ ଶନିବାର ଘୋଷଣା କରାଯିବ। ନୂଆ ଫ୍ରାଞ୍ଚାଇଜକୁ ଖେଳାଳିଙ୍କ ନାମ ସ୍ପଷ୍ଟ କରିବା ପାଇଁ ଜାନୁୟାରୀ ୨୨ ପର୍ଯ୍ୟନ୍ତ ସମୟ ଦିଆଯାଇଥିଲା।

ତେବେ ଦଳର ନାମ ଏପର୍ଯ୍ୟନ୍ତ ଧାର୍ଯ୍ୟ ହୋଇନାହିଁ। ଗୁଜରାଟୀ ଐତିହ୍ୟ ଓ ଯୁବବର୍ଗଙ୍କୁ ଧ୍ୟାନରେ ରଖି ଦଳର ନାମ ସୁପାରିସ କରିବା ପାଇଁ କିଛି ଏଜେନ୍ସିଂକୁ ଫ୍ରାଞ୍ଚାଇଜ ଦାୟିତ୍ୱ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋଲକାତାର ବୃହତ ବିଜୟ

କୋଲକାତା,୬।୪: କୋଲକାତାର ଇଡେନ୍‌ ଗାର୍ଡେନ୍ସରେ ଅନୁଷ୍ଠିତ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ)ର ନବମ ମ୍ୟାଚରେ ଉଭୟ ବ୍ୟାଟିଂ ଏବଂ ବୋଲିଂରେ କୋଲକାତା ନାଇଟ ରାଇଡର୍ସ(କେକେଆର) ଚମତ୍କାର...

ଚେନ୍ନାଇ ସହ ମୋ ଚୁକ୍ତି ଶେଷ

ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ ୨୦୨୧ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଫେବୃଆରୀରେ ହେବାକୁ ଥିବା ମିନି ଅକ୍ସନ ପୂର୍ବରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସ ସହ ସ୍ପିନର୍‌...

ଅଦିତି, ସାର୍ଥକ, ଅଙ୍କିତ, ଅର୍ଣ୍ଣବ ଚାମ୍ପିୟନ୍‌

ଭୁବନେଶ୍ୱର,୨୬ା୧୨(ସ୍ପୋଟର୍‌ସ ବ୍ୟୁରୋ): ପ୍ରଥମ ପ୍ରସନ୍ନ କୁମାର ମଲ୍ଲିକ ଶିଶୁ ସ୍ମୃତି ଚେସ୍‌ ଚାମ୍ପିୟନଶିପ୍‌ରେ ବିଭିନ୍ନ ବୟସ ବର୍ଗରେ ଅଦିତି, ସାର୍ଥକ, ଅଙ୍କିତ, ଅର୍ଣ୍ଣବ ଚାମ୍ପିୟନ୍‌ ଆଖ୍ୟା...

ଶ୍ରୀଲଙ୍କା-ପାକିସ୍ତାନ ଫାଇନାଲ ଆଜି

ଦୁବାଇ,୧୧ା୯(ପି.ଟି): ରବିବାର ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟର ଫାଇନାଲରେ ପରସ୍ପରକୁ ଭେଟିବେ ପାକିସ୍ତାନ ଓ ଶ୍ରୀଲଙ୍କା। ପ୍ରାରମ୍ଭରୁ ଶ୍ରୀଲଙ୍କା ଆୟୋଜକ ଦେଶ ରହିଥିଲା। ତେବେ ଅର୍ଥନୈତିକ...

ଟସ୍‌ ଜିତି ବୋଲିଂ କରିବ ଇଣ୍ଡିଆ

ରାଞ୍ଚି,୧୯।୧୧: ସ୍ଥାନୀୟ ଜେଏସ୍‌ସିଏ ଆନ୍ତର୍ଜାତୀୟ ଷ୍ଟାଡିୟମରେ ଶୁକ୍ରବାର ଖେଳାଯାଉଛି ଭାରତ-ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟି୨୦ ମ୍ୟାଚ। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚରେ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି...

ଚଳିତ ବର୍ଷ ଦିଆଯିବନି ବାଲନ ଡି’ଅର ପୁରସ୍କାର

ପ୍ୟାରିସ, ୨୦ା୭ (ଏପି)- କରୋନାଭାଇରସ୍‌ ମହାମାରୀ ଯୋଗୁ ଚଳିତ ବର୍ଷର ଫୁଟ୍‌ବଲ ସିଜନ ପ୍ରଭାବିତ ହୋଇଛି। ତେଣୁ ଏଥର ସମ୍ମାନଜନ ବାଲା ଡି’ଅର୍‌ ପୁରସ୍କାର ଦିଆଯିବ...

ନାଗପୁର ଟେଷ୍ଟ: ୨୨୩ ରନ୍‌ରେ ଭାରତ ଆଗୁଆ

ନାଗପୁର,୧୧।୨: ଅଧିନାୟକ ରୋହିତ ଶର୍ମାଙ୍କ ଶତକୀୟ ଇନିଂସ ସହ ରବୀନ୍ଦ୍ର ଜାଡେଜା ଏବଂ ଅକ୍ଷର ପଟେଲଙ୍କ ଅଲ୍‌ରାଉଣ୍ଡର ପ୍ରଦର୍ଶନ ବଳରେ ଭାରତ ନାଗପୁର ଟେଷ୍ଟର ପ୍ରଥମ...

ଠାକୁରଙ୍କ ଜୀବନ ବଦଳାଇ ଦେଇଥିଲେ ଧୋନୀ

ଓଭାଲ୍‌,୮।୯: ଇଂଲଣ୍ଡ ବିପକ୍ଷ ଓଭାଲ ଟେଷ୍ଟରେ ବିଜୟ ପରେ ଶାର୍ଦ୍ଦୁଳ ଠାକୁରଙ୍କ ନାମ ସବୁଆଡେ ଚର୍ଚ୍ଚା ହେଉଛି। ଓଭାଲ ଟେଷ୍ଟରେ ଟିମ ଇଣ୍ଡିଆର ଐତିହାସିକ ବିଜୟରେ...

Advertisement
Archives

Model This Week