Posted inଖେଳ

ଏବେ ବି ଯଥେଷ୍ଟ ପଠାନ ବ୍ରଦର୍ସ

ଅଲ ଆମେରାତ(ଓମାନ),୨୧।୧: ପେଶାଦାର କ୍ରିକେଟରୁ ଅବସର ନେଇସାରିଥିଲେ ମଧ୍ୟ ପଠାନ ବ୍ରଦର୍ସ ଏବେ ବି କ୍ରିକେଟ ପଡ଼ିଆରେ ମ୍ୟାଚ୍‌ ଜିତାଇବା ପାଇଁ ଯଥେଷ୍ଟ। ୟୁସୁଫ ପଠାନଙ୍କ ୪୦ରୁ ୮୦ ରନ୍‌ର ବିସ୍ଫୋରକ ଇନିଂସ ଏବଂ ଇର୍ଫାନ (୨୫* ଓ ୨/୨୧)ଙ୍କ ଅଲରାଉଣ୍ଡିଂ ପ୍ରଦର୍ଶନ ଯୋଗୁ ଇଣ୍ଡିଆ ମହାରାଜାସ ୬ ଉଇକେରେ ଏସିୟା ଲାୟନ୍ସକୁ ହରାଇ ଦେଇଛି।

ପ୍ରଥମେ ବ୍ୟାଟିଂ କରିଥିବା ଏସିୟା ଲାୟନ୍ସ ୨୦ ଓଭରରେ ୭ ଉଇକେଟ ହରାଇ ୧୭୫ ରନ୍‌ କରିଥିଲା। ଦଳ ପାଇଁ ଉପୁଲ ଥରାଙ୍ଗା ୬୬ (୭ ଚୌକା ଓ ୨ ଛକା) ଓ ଅଧିନାୟକ ମିଶବା ଉଲ ହକ୍‌ ୪୪ (୧ ଚୌକା ଓ ୪ ଛକା) ରନ୍‌ କରିଥିଲେ। ମନପ୍ରୀତ ଗୋନି ୩ ଏବଂ ଇର୍ଫାନ ୨ ଉଇକେଟ ହାତେଇଥିଲେ। ଜବାବରେ ଇଣ୍ଡିଆ ମହାରାଜର ଆରମ୍ଭ ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ଥିଲା। ଦଳ ମାତ୍ର ୬.୧ ଓଭରରେ ୩୪ ରନ୍‌ ମଧ୍ୟରେ ୩ ବ୍ୟାଟରଙ୍କୁ ହରାଇ ସାରିଥିଲା। ତା’ ପରେ ଆରମ୍ଭ ହୋଇଥିଲା ୟୁସୁଫଙ୍କ ଓ୍ବାନ ମ୍ୟାନ୍‌ ଶୋ’। ୪୦ ବଲରେ ୯ ଚୌକା ଓ ୫ ଛକା ସହାୟତାରେ ୮୦ ରନ୍‌ କରିଥିଲେ। ତାଙ୍କୁ ଅଧିନାୟକ ମହମ୍ମଦ କୈଫ ୪୨ (୫ ଚୌକା) ଓ ଇର୍ଫାନ ୨୧ (୨ ଚୌକା ଓ ୧ ଛକା) ରନ୍‌ର ଉପଯୁକ୍ତ ସହାୟତା ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଭାରତଠାରୁ ଓ୍ବାକ ଓଭର ଚାହୁଁଛି ଇଂଲଣ୍ଡ

ମାଞ୍ଚେଷ୍ଟର,୯।୯: ଭାରତ ଓ ଇଂଲଣ୍ଡ ମଧ୍ୟରେ ଶୁକ୍ରବାରଠାରୁ ସ୍ଥାନୀୟ ଓଲ୍ଡ ଟ୍ରାଫର୍ଡ ଗ୍ରାଉଣ୍ଡରେ ଆରମ୍ଭ ହେବାକୁ ଯାଉଛି ୫ମ ତଥା ଅନ୍ତିମ ଟେଷ୍ଟ। କିନ୍ତୁ ଭାରତୀୟ...

ମହାମୁକାବିଲା ପୂର୍ବରୁ ଭାରତ-ପାକିସ୍ତାନ ଭିତରେ ବିଜ୍ଞାପନ ଯୁଦ୍ଧ: ଭାରତ ନେଲା ଅଭିନନ୍ଦନଙ୍କ ପ୍ରତିଶୋଧ

ନୂଆଦିଲ୍ଲୀ,୧୫।୬: ଭାରତ-ପାକିସ୍ତାନ ମଧ୍ୟରେ ବହୁ ପ୍ରତିକ୍ଷୀତ ଆଇସିସି ଓ୍ବାଲ୍ଡ କପ୍‌ ମ୍ୟାଚ ରବିବାର ମେଞ୍ଚଷ୍ଟାରରେ ଅନୁଷ୍ଠିତ ହେବାକୁ ଯାଉଛି। ହେଲେ ଗ୍ରାଉଣ୍ଡ ଫ୍ଲୋରରେ ମୁହାଁମୁହିଁ ହେବା...

ଫିଟ୍‌ ହେଲା ପରେ ମଧ୍ୟ ଧାଓ୍ବନଙ୍କ ସମସ୍ୟା ବଢ଼ିବ

ନୂଆଦିଲ୍ଲୀ,୧୪।୬: ଅଷ୍ଟ୍ରେଲିଆ ବିପକ୍ଷ ବିଶ୍ୱକପ୍‌ ମ୍ୟାଚ୍‌ରେ ଶତକୀୟ ଇନିଂସବେଳେ ଶିଖର ଧାଓ୍ବନଙ୍କ ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ଲାଗିଥିଲା। ଏହି ସମସ୍ୟା ଦୂର ହେଲା ପରେ...

କରୋନା ଭାଇରସ ସଂକ୍ରମଣ: ବ୍ରିଟିଶ ଅଲିମ୍ପିକ୍‌ ଆସୋସିଏଶନ ଚିନ୍ତିତ

ଲଣ୍ଡନ,୨୦।୩ (ଏଏଫ୍‌ପି)- କରୋନା ଭାଇରସ ସଂକ୍ରମଣ ନେଇ ବ୍ରିଟିଶ ଅଲିମ୍ପିକ୍ସ ମୁଖ୍ୟ ଚିନ୍ତା ପ୍ରକଟ କରିଛନ୍ତି। ଯଦି ଏହି ଭାଇରସ ସଂକ୍ରମଣକୁ ଠିକ୍‌ ସମୟରେ ନିୟନ୍ତ୍ରଣ...

ଫେଡ୍‌ କପ୍‌: ଉଜବେକିସ୍ତାନକୁ ହରାଇଲା ଭାରତ

ଦୁବାଇ, ୫।୩ (ପି.ଟି.)- ଫେଡ୍‌ କପ୍‌ ଟେନିସ ପ୍ରତିଯୋଗିତାରେ ବୁଧବାର ଖେଳାଯାଇଥିବା ଏକ ମ୍ୟାଚ୍‌ରେ ଭାରତ ୨-୦ରେ ଉଜବେକିସ୍ତାନକୁ ପରାସ୍ତ କରିଛି। ଉଭୟ ମହିଳା ସିଙ୍ଗଲ୍ସ...

ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌: ବ୍ରୋଞ୍ଜ ସହ ଭାରତର ଅଭିଯାନ ଆରମ୍ଭ

କାଇରୋ,୧୩ା୧୦: ଆଇଏସ୍‌ଏସ୍‌ଏଫ୍‌ ବିଶ୍ୱ ଚାମ୍ପିୟନଶିପ୍‌ରେ ବ୍ରୋଞ୍ଜ ସହ ଭାରତ ଅଭିଯାନ ଆରମ୍ଭ କରିଛି। ମହିଳା ୨୫ ମିଟର ପିସ୍ତଲ ଜୁନିୟର ଟିମ୍‌ ଇଭେଣ୍ଟରେ ଏହି ପଦକ...

ମେଘନା ମହିଳା, ମିକ୍ସଡ ଡବଲ୍ସ ସେମିଫାଇନାଲରେ

ଭ୍ଲାଡିଭୋସ୍ତକ (ରୁଷିଆ), ୨୦ା୭ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ମେଘନା ଜାକାମପୁଡିଙ୍କ ପାଇଁ ଶୁକ୍ରବାର ଥିଲା ଏକ ଭଲ ଦିନ। ଏଠାରେ ଚାଲିଥିବା ୭୫,୦୦୦ ଆମେରିକୀୟ...

ଭାରତ ଅନୁରୋଧକୁ ପ୍ରତ୍ୟାଖ୍ୟାନ କରିପାରେ ଅଷ୍ଟ୍ରେଲିଆ

ସିଡ୍‌ନୀ, ୧୧ା୧୦ (ପି.ଟି.)- ଅଷ୍ଟ୍ରେଲିଆ ଟୁର୍‌ ପୂର୍ବରୁ ବ୍ରିସ୍‌ବେନ୍‌ରେ ଭାରତୀୟ କ୍ରିକେଟ ଦଳର କ୍ୱାରାଣ୍ଟାଇନ୍‌ ପରିୟଡ୍‌କୁ ହ୍ରାସ କରିବା ଲାଗି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ...

Advertisement
Archives

Model This Week