ଖେଳ

ରବି ଶାସ୍ତ୍ରୀଙ୍କ ଦୁଃଖ

ନୂଆଦିଲ୍ଲୀ,୧୫।୧୧: ସମସ୍ତ ଫର୍ମାଟରେ ପ୍ରାଧାନ୍ୟ ବିସ୍ତାର କରିବା ଏବଂ ନିର୍ଭୟରେ କ୍ରିକେଟ ଖେଳିବା ସତ୍ତ୍ୱେ ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ସମ୍ମାନଜନକ କାର୍ଯ୍ୟକାଳ ମଧ୍ୟରେ ଆଇସିସି ଇଭେଣ୍ଟରେ ଟ୍ରଫି ଜିତିବାରେ ସକ୍ଷମ ହୋଇନାହିଁ ଭାରତ। କୋଚିଂ କାର୍ଯ୍ୟକାଳ ଶେଷ ହେବାର…

ବିଶ୍ୱ କ୍ରିକେଟର ଏହି ତାଲିକାରେ ୩ ଖେଳାଳି

ଦୁବାଇ,୧୫।୧୧: ଟି୨୦ ବିଶ୍ୱକପ୍‌ର ୭ମ ସଂସ୍କରଣ ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଚାମ୍ପିୟନ ହୋଇଛି ଅଷ୍ଟ୍ରେଲିଆ। ଏହି ଫାଇନାଲରେ ଚାମ୍ପିୟନ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ପ୍ରଦର୍ଶନ କରିଥିବା ଜୋଶ ହାଜେଲଉଡ୍‌ ଓ ମିଚେଲ ମାର୍ଶ କିମ୍ବଦନ୍ତୀ ଭାରତୀୟ ଅଲରାଉଣ୍ଡର ଯୁବରାଜ…

ଫାଇନାଲରେ ଦୁଇ ଥର ଭାଙ୍ଗିଲା ଗୋଟିଏ ରେକର୍ଡ

ଦୁବାଇ,୧୪।୧୧: ଟି୨୦ ବିଶ୍ୱକପ୍‌ ଫାଇନାଲରେ ଗୋଟିଏ ରେକର୍ଡ ଦୁଇ ଥର ଭାଙ୍ଗିଛି। ଅଷ୍ଟ୍ରେଲିଆକୁ ପ୍ରଥମ ଟି୨୦ ବିଶ୍ୱକପ୍‌ ଆଣି ଦେଇଥିବା ମିଚେଲ ମାର୍ଶ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚ୍‌ରେ ୩୧ ବଲରେ ପୂରଣ କରିଥିଲେ ଅର୍ଦ୍ଧଶତକ। ଏଥିସହ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଦ୍ରୁତତମ…

୧୫ ବର୍ଷର ସ୍ବପ୍ନ ପୂରା କଲେ ଓ୍ବାର୍ନର-ମାର୍ଶ

ଦୁବାଇ,୧୪।୧୧: ପୁଣି ଥରେ ଆଇସିସି ବିଶ୍ୱକପ୍‌ ଫାଇନାଲରେ କେନ ଓ୍ବିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲାଣ୍ଡ ହାତରେ ଲାଗିଛି ପରାଜୟ। ଏଥର ଫାଇନାଲରେ ନ୍ୟୁଜିଲାଣ୍ଡକୁ ୮ ଉଇକେଟରେ ହରାଇ ଦେଇ ଅଷ୍ଟ୍ରେଲିଆ ହାସଲ କରିଛି ଟି୨୦ ବିଶ୍ୱକପ୍‌। ଏଥିସହ ପୂରଣ ହୋଇଛି ଅଷ୍ଟ୍ରେଲିଆର ୧୫…

ଅନ୍ତିମ ୧୦ ଓଭରରେ ନିର୍ଦ୍ଧୁମ ଛେଚିଲେ ଓ୍ବିଲିୟମସନ

ଦୁବାଇ,୧୪।୧୧: ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲାଣ୍ଡ ପ୍ରଥମ ୧୦ ଓଭରରେ ୫୭/୧ ଥିଲା। ପରବର୍ତ୍ତୀ ୧୦ ଓଭରରେ ସବୁ କିଛି ବଦଳି ରଖି ଦେଇଥିଲେ ଅଧିନାୟକ କେନ ଓ୍ବିଲିୟମସନ। ମାତ୍ର ୪୮ ବଲରେ ସେ ଖେଳିଥିଲେ ୮୫ ରନ୍‌ର…

ଟସ୍‌ ଜିତିଲା ଅଷ୍ଟ୍ରେଲିଆ; ଲଢ଼ିବା ପାଇଁ ନ୍ୟୁଜିଲାଣ୍ଡକୁ ଅତିକମ୍‌ରେ ୧୮୦ ରନ୍‌ ଦରକାର

ଦୁବାଇ,୧୪।୧୧: ଚଳିତ ଟି୨୦ ବିଶ୍ୱକପ୍‌ ଫାଇନାଲରେ ଟସ୍‌ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଆରୋନ ଫିଞ୍ଚ। ପିଚ୍‌ରେ ଟାର୍ଗେଟର ପିଛା କରିବା ସହଜ ଓ କାକର ସମ୍ଭାବନାକୁ ଦୃଷ୍ଟିରେ ରଖି ଫିଞ୍ଚ ଏଭଳି ନିଷ୍ପତ୍ତି ନେଇଛନ୍ତି।…

ଓ୍ବାର୍ନରଙ୍କ ପାଖରେ ୧୪ ବର୍ଷ ତଳର ରେକର୍ଡ ଭାଙ୍ଗିବାର ସୁଯୋଗ

ଦୁବାଇ,୧୪।୧୧: ଟି୨୦ ବିଶ୍ୱକପ୍‌ର ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ ପାଇଁ ସର୍ବାଧିକ ରନ୍‌ କରିଥିବା ଓପନର ଡେଭିଡ୍‌ ଓ୍ବାର୍ନର ନ୍ୟୁଜିଲାଣ୍ଡ ବିପକ୍ଷ ଫାଇନାଲରେ ଏକ ସ୍ବତନ୍ତ୍ର ରେକର୍ଡର ଅଧିକାରୀ ହୋଇପାରନ୍ତି। ବର୍ତ୍ତମାନ ୨୩୬ ରନ୍‌ ସହ ଓ୍ବାର୍ନର ଚଳିତ ସଂସ୍କରଣରେ ଅଷ୍ଟ୍ରେଲିଆ ପାଇଁ…

କ୍ଷମା ମାଗିଲେ ହାସନ ଅଲି

କରାଚୀ,୧୪।୧୧: ଅଷ୍ଟ୍ରେଲିଆ ବିପକ୍ଷ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରେ ପାକିସ୍ତାନ ପେସର ହାସନ ଅଲି ମ୍ୟାଚ୍‌ର ଗୁରୁତ୍ୱପୂର୍ଣ୍ଣ ସମୟରେ ଛାଡ଼ିଥିଲେ ମାଥ୍ୟୁ ଓ୍ବେଡ୍‌ଙ୍କ କ୍ୟାଚ୍‌। ଏହା ତାଙ୍କ ଦଳକୁ ଖୁବ୍‌ ମହଙ୍ଗା ପଡ଼ିଥିଲା। ଏଥିଲାଗି ସେ କ୍ଷମାପ୍ରାର୍ଥନା କରିଛନ୍ତି। ମ୍ୟାଚ୍‌ର ୧୯ତମ ଓଭରରେ…

ନିଜ ରୁମ୍‌କୁ ଡାକି ଖେଳାଳିଙ୍କୁ ଏମିତି କହିଲେ ଦ୍ରାଭିଡ

ଜୟପୁର,୧୪।୧୧: ଭାରତୀୟ କ୍ରିକେଟ ଦଳର ନବନିଯୁକ୍ତ କୋଚ ରାହୁଲ ଦ୍ରାଭିଡ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିୟମିତ କୋଚ ହେବା ପରେ ଦ୍ରାଭିଡ ନ୍ୟୁଜିଲାଣ୍ଡ ବିପକ୍ଷ ଖେଳାଯିବାକୁ ଥିବା ଆଗାମୀ ସିରିଜ୍‌ରୁ ନିଜ ଅଭିଯାନ ଆରମ୍ଭ କରିବେ। ଏବେ ସେ ଏହି…

ଦ୍ରାଭିଡଙ୍କ ସ୍ଥାନ ନେବେ ଲକ୍ଷ୍ମଣ!

ନୂଆଦିଲ୍ଲୀ,୧୪।୧୧: ଭାରତର ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ ଲକ୍ଷ୍ମଣ ଜାତୀୟ କ୍ରିକେଟ ଏକାଡେମୀ (ଏନସିଏ) ର ପରବର୍ତ୍ତୀ ମୁଖ୍ୟ ହେବେ ବୋଲି ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ ରବିବାର ନିଶ୍ଚିତ କରିଛନ୍ତି। ତାଙ୍କର ପୂର୍ବତନ ବ୍ୟାଟିଂ ସହକର୍ମୀ ରାହୁଲ ଦ୍ରାବିଡ ଏହି ପଦ…

ବିସିସିଆଇ ରୋଜଗାର ଉପରେ ଲାଗିବନି ଆୟକର…

ନୂଆଦିଲ୍ଲୀ,୧୪।୧୧: ବିଶ୍ୱ କ୍ରିକେଟରେ ବିସିସିଆଇ ହେଉଛି ସବୁଠାରୁ ଧନୀ କ୍ରିକେଟ ବୋର୍ଡ । ବିସିସିଆଇ ଆଇସିସିକୁ ମଧ୍ୟ ସର୍ବାଧିକ ଟଙ୍କା ଦେଇଥାଏ। ଯେବେଠାରୁ ଆଇପିଏଲ ଆରମ୍ଭ ହୋଇଛି, ବୋର୍ଡର ଏକ ଭିନ୍ନ ଆଭିମୁଖ୍ୟ ଦେଖିବାକୁ ମିଳୁଛି। ଏହା ସ୍ପଷ୍ଟ ଯେ ଯେତେବେଳେ…

ଅମିତ, ବୀରେନ୍ଦ୍ରଙ୍କୁ ଅର୍ଜୁନ ପୁରସ୍କାର

ଭୁବନେଶ୍ୱର,୧୩।୧୧: ରାଜ୍ୟର ପ୍ରଥମ ଖେଳାଳି ଭାବେ ପାରା ଆଥ୍‌ଲେଟ ପ୍ରମୋଦ ଭଗତ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ମେଜର ଧ୍ୟାନଚାନ୍ଦ ଖେଳରତ୍ନ ପୁରସ୍କାର ପାଇଛନ୍ତି। ପୁରସ୍କାର ବାବଦରେ ପ୍ରମୋଦଙ୍କୁ ନଗଦ ୨୫ ଲକ୍ଷ ଟଙ୍କା ଓ ଏକ ପଦକ ସମେତ ମାନପତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?