ବିନା ପରିବର୍ତ୍ତନରେ ଓହ୍ଲାଇଲେ ଦୁଇ ଦଳ
ଦୁବାଇ,୧୧।୧୧: ଚଳିତ ଟି୨୦ ବିଶ୍ୱକପ୍ର ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଦଳର ଅଧିନାୟକ ଆରୋନ ଫିଞ୍ଚ ଟସ୍ ଜିତି ପ୍ରତିପକ୍ଷ ପାକିସ୍ତାନକୁ ବ୍ୟାଟିଂ ଆମନ୍ତ୍ରଣ ଦେଇଛନ୍ତି। ପୂରା ଆଇପିଏଲ ଓ ଟି୨୦ ବିଶ୍ୱକପ୍ର ଲିଗ୍ ମ୍ୟାଚ୍ରେ ଯାହା ଦେଖିବାକୁ ମିଳିଛି ଦ୍ୱିତୀୟ ଇନିଂସରେ…
ଟୁଇଟରେ ଟ୍ରେଣ୍ଡ କରୁଛି #ଜଷ୍ଟିସ୍ଫରସଞ୍ଜୁ
ନୂଆଦିଲ୍ଲୀ,୧୧।୧୧: ଆସନ୍ତା ୧୭ ତାରିଖରୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହେବାକୁ ଥିବା ୩ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍ ଲାଗି ନିକଟରେ ଘୋଷିତ ହୋଇଥିଲା ୧୬ ଜଣିଆ ଭାରତୀୟ ଦଳ। ବିରାଟ କୋହଲି, ରବୀନ୍ଦ୍ର ଜାଡେଜା, ହାର୍ଦ୍ଦିକ ପାଣ୍ଡ୍ୟା, ଶାର୍ଦ୍ଦୁଳ ଠାକୁର…
ଟେଷ୍ଟରେ ରାହାନେ ନେବେ ନେତୃତ୍ୱ
ନୂଆଦିଲ୍ଲୀ,୧୧।୧୧: ଚଳିତ ମାସର ପରବର୍ତ୍ତୀ ଭାଗରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଦୁଇ ମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳାଯିବ। ସିରିଜ୍ର ପ୍ରଥମ ମ୍ୟାଚ୍ରେ ନିୟମିତ ଅଧିନାୟକ ବିରାଟ କୋହଲିଙ୍କ ଅନୁପସ୍ଥିତିରେ ଅଜିଙ୍କ୍ୟ ରାହାନେ ଦଳର ନେତୃତ୍ୱ ନେବେ। ବରିଷ୍ଠ ଓପନର ରୋହିତ ଶର୍ମାଙ୍କୁ…
ଜୁନିୟର ହକି ବିଶ୍ୱକପ୍; ଭାରତୀୟ ଦଳରେ ୩ ଓଡ଼ିଆ ସାମିଲ
ଭୁବନେଶ୍ବର,୧୧।୧୧: ହକି ଇଣ୍ଡିଆ ପକ୍ଷରୁ ୨୧ବର୍ଷରୁ କମ ଜୁନିୟର ହକି ବିଶ୍ବକପ୍ ଲାଗି ଭାରତୀୟ ଦଳ ଘୋଷଣା କରାଯାଇଛି। ୧୮ ଜଣିଆ ଟିମରେ ଓଡିଶାରୁ ୩ଜଣଙ୍କୁ ସୁଯୋଗ ମିଳିଛି। ସେମାନେ ହେଲେ ଅଭିଷେକ ଲାକ୍ରା, ସୁନୀଲ ଜୋଜୋ ଓ ସୁଦୀପ ସାମିଲ।…
କିଏ ସେହି ଡାରିଲ ମିଚେଲ? ଇଂଲଣ୍ଡ ବିପକ୍ଷରେ ଚୌକା-ଛକା ବର୍ଷା କରି…
ଆବୁଧାବି,୧୧।୧୧: ଇଂଲଣ୍ଡଠାରୁ ୨୦୧୯ ଦିନିକିଆ ବିଶ୍ୱକପ ଫାଇନାଲ ହାରିବାର ପ୍ରତିଶୋଧ ନେଇଛି ନ୍ୟୁଜିଲ୍ୟାଣ୍ଡ। ବୁଧବାର ଏଠାକାର ଶେଖ ଜାଏଦ ଷ୍ଟାଡିୟମରେ ଖେଳାଯାଇଥିବା ମୁକାବିଲାକୁ କେନ ୱିଲିୟମସନଙ୍କ ନେତୃତ୍ୱାଧୀନ ନ୍ୟୁଜିଲ୍ୟାଣ୍ଡ ୬ ବଲ୍ ବାକି ଥାଇ ଜିତିଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରିତ…
ଅଷ୍ଟ୍ରେଲିଆଠାରୁ ଭାରତ ହାରିଯିବା ଦେଖି ହୋଇଯାଇଥିଲା ଜ୍ୱର, ଏବେ ପିତା ବଖାଣିଲେ…
ନୂଆଦିଲ୍ଲୀ,୧୧।୧୧: ଆଇପିଏଲ୍ରେ ଚମକିବା ପରେ ଭାରତୀୟ ଟି-୨୦ ଟିମ୍ରେ ସାମିଲ ହୋଇଛନ୍ତି ଭେଙ୍କଟେଶ ଆୟାର। ପିଲାଦିନୁ ପାଠପଢ଼ା ସହ କ୍ରିକେଟରେ ତାଙ୍କର ରୁଚି ରହିଥିଲା। ସେ ପୂର୍ବତନ କ୍ରିକେଟର ସୌରଭ ଗାଙ୍ଗୁଲିଙ୍କ ବ୍ୟାଟିଂକୁ ବେଶ ପସନ୍ଦ କରୁଥିଲେ। ଅଷ୍ଟ୍ରେଲିଆ ବିପକ୍ଷ ଏକ…
ନ୍ୟୁଜିଲାଣ୍ଡକୁ କାହିଁକି କୁହାଯାଉଛି ‘ସାଇଲେଣ୍ଟ କିଲର୍’
ଆବୁଧାବି,୧୧।୧୧: ଟି-୨୦ ବିଶ୍ୱକପ୍ ୨୦୨୧ ଫାଇନାଲରେ ପହଞ୍ଚିଛି ନ୍ୟୁଜିଲାଣ୍ଡ। ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଦଳ ପ୍ରଥମ ଥର ଫାଇନାଲ ଖେଳିବାକୁ ଯାଉଛି। ଟି-୨୦ ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ କେହି ଭାବି ନ ଥିଲେ ନ୍ୟୁଜିଲାଣ୍ଡ ଫାଇନାଲରେ ପହଞ୍ଚିବାରେ ପ୍ରଥମ…
ପୁଅ ପାଇଁ ପୋଲିସ ଚାକିରି ଛାଡିଥିଲେ ଏହି କ୍ରିକେଟର୍ଙ୍କ ବାପା
ଯୁବ ଉଇକେଟ କିପର ବ୍ୟାଟ୍ସମ୍ୟାନ ସଞ୍ଜୁ ସାମସନ ଆଜି ତାଙ୍କର ୨୭ ତମ ଜନ୍ମଦିନ ପାଳନ କରୁଛନ୍ତି। କେରଳର ଥିରୁଭାନନ୍ତପୁରମ୍ରୁ ଆସିଥିବା ସଞ୍ଜୁ ସାମସନ ହୁଏତ ଅନ୍ତର୍ଜାତୀୟ କ୍ରିକେଟରେ ଅଧିକ ଭଲ ପ୍ରଦର୍ଶନ କରିନାହାଁନ୍ତି, କିନ୍ତୁ ତାଙ୍କ ବ୍ୟାଟ ଆଇପିଏଲ ଏବଂ…
ପାକିସ୍ତାନକୁ ଝଟ୍କା
ଆବୁଧାବି,୧୧।୧୧: ଅଷ୍ଟ୍ରେଲିଆ ବିପକ୍ଷରେ ଟି -୨୦ ବିଶ୍ୱକପ ୨୦୨୧ର ସେମିଫାଇନାଲ ମ୍ୟାଚ ଖେଳିବାକୁ ଗୁରୁବାର ପାକିସ୍ତାନ ପଡ଼ିଆକୁ ଓହ୍ଲାଇବ। କିନ୍ତୁ ଏହା ପୂର୍ବରୁ ପାକିସ୍ତାନକୁ ବଡ଼ ଝଟ୍କା ଲାଗିଛି। ଏହି ଗୁରୁତ୍ୱପୂର୍ଣ୍ଣ ମ୍ୟାଚ ପୂର୍ବରୁ ଦଳର ମୁଖ୍ୟ ଖେଳାଳି ମହମ୍ମଦ ରିଜୱାନ…
ମାତ୍ର ୧୩ ଟି-୨୦ ମ୍ୟାଚ୍ ଖେଳି ଭାରତକୁ ଚାମ୍ପିଅନ୍ କରିଥିଲେ ଏହି କ୍ରିକେଟର୍
ଭାରତୀୟ କ୍ରିକେଟର୍ ରବିନ ଉଥାପ୍ପା ଆଜି ତାଙ୍କର ୩୬ ତମ ଜନ୍ମଦିନ ପାଳନ କରୁଛନ୍ତି। ଯଦିଓ ସେ ଏବେ ଟିମ ଇଣ୍ଡିଆରେ ସ୍ଥାନ ପାଉନାହାନ୍ତି, କିନ୍ତୁ ୨୦୦୭ ଟି-୨୦ ବିଶ୍ୱକପରେ ଦଳ ଜିତିବାରେ ସେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି।…
ଦଳର ବିଜୟରେ ଖୁସି ନ ଥିଲେ ବଡ଼ ‘ମ୍ୟାଚ୍ ଓ୍ବିନର୍’
ଆବୁଧାବି,୧୧।୧୧: ଆବୁଧାବି ଷ୍ଟାଡିୟମରେ ଖେଳାଯାଇଥିବା ଟି -୨୦ ବିଶ୍ୱକପର ପ୍ରଥମ ସେମିଫାଇନାଲ ମ୍ୟାଚରେ କେନ ୱିଲିୟମସନଙ୍କ ନେତୃତ୍ୱରେ ନ୍ୟୁଜିଲାଣ୍ଡ ଇଂଲଣ୍ଡକୁ ୫ ଉଇକେଟରେ ପରାସ୍ତ କରିଛି। କିୱି ଦଳ ସେମିଫାଇନାଲରେ ଇଂଲଣ୍ଡକୁ ପରାସ୍ତ କରି ଆଇସିସି ଟି -୨୦ ବିଶ୍ୱକପ ୨୦୨୧ର…
ଏଥର ନ୍ୟୁଜିଲାଣ୍ଡକୁ ରୋକି ପାରିଲାନି ଇଂଲଣ୍ଡ
ଆବୁଧାବି,୧୦।୧୧: ଗତ ଦୁଇ ଥର ଭଳି ଏଥର ଇଂଲଣ୍ଡ ପାଖରେ ହାରିନାହିଁ ନ୍ୟୁଜିଲାଣ୍ଡ। ଚଳିତ ଟି୨୦ ବିଶ୍ୱକପ୍ରେ ପ୍ରଥମ ସେମିଫାଇନାଲରେ ନ୍ୟୁଜିଲାଣ୍ଡ ୫ ଉଇକେଟରେ ଇଂଲଣ୍ଡକୁ ହରାଇ ଫାଇନାଲରେ ପ୍ରବେଶ କରିଛି। ଗତ ଥର ୨୦୧୯ରେ କେନ ଓ୍ବିଲିୟମସନଙ୍କ ଦଳକୁ ବିଶ୍ୱକପ୍…

