ଖେଳ

ନ୍ୟୁଜିଲାଣ୍ଡ ପାଖରେ ପ୍ରତିଶୋଧ ନେବାର ସୁଯୋଗ

ଦୁବାଇ,୧୩।୧୧: ୟୁନାଇଟେଡ ଆରବ ଏମିରେଟ୍ସ (ୟୁଏଇ)ରେ ଚାଲିଥିବା ଟି୨୦ ବିଶ୍ୱକପ୍‌ର ସପ୍ତମ ସଂସ୍କରଣ ଏବେ ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି। ପାଖାପାଖି ମାସେଧରି ଚାଲି ଆସିଥିବା ଏହି ହାଇପ୍ରୋଫାଇଲ ଟୁର୍ନାମେଣ୍ଟର ଫାଇନାଲ ମୁକାବିଲା ରବିବାର ଖେଳାଯିବ। ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଦୁଇ…

ଜୟପୁରରେ ପହଞ୍ଚିଲେ

ଜୟପୁର,୧୩।୧୧: ଭାରତୀୟ କ୍ରିକେଟରେ ଏକ ନୂଆ ଯୁଗର ଆରମ୍ଭ ହେବାକୁ ଯାଉଛି। ଟି-୨୦ ବିଶ୍ୱକପ ୨୦୨୧ ପରେ ବିରାଟ କୋହଲି ଏହି ଫର୍ମାଟରୁ ଅଧିନାୟକତ୍ୱ ଛାଡିବା ପରେ ରୋହିତ ଶର୍ମା ଦାୟିତ୍ୱ ଗ୍ରହଣ କରିଛନ୍ତି। ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡ଼…

ଓଡ଼ିଶାର ସୁନା ପୁଅ ପ୍ରମୋଦଙ୍କୁ ମିଳିଲା ଖେଳରତ୍ନ ପୁରସ୍କାର

ନୂଆଦିଲ୍ଲୀ,୧୩।୧୧: ଓଡ଼ିଶାର ସୁନା ପୁଅ ପ୍ରମୋଦ ଭଗତଙ୍କୁ ମିଳିଛି ମେଜର ଧ୍ୟାନଚାନ୍ଦ ଖେଳରତ୍ନ ସମ୍ମାନ। ଶନିବାର ରାଷ୍ଟ୍ରପତି ଭବନରେ ସ୍ବତନ୍ତ୍ର ଉତ୍ସବରେ ରାଷ୍ଟ୍ରପତି ପ୍ରମୋଦଙ୍କୁ ଏହି ପୁରସ୍କାର ପ୍ରଦାନ କରିଛନ୍ତି। ତେବେ ଟୋକିଓ ପାରାଲିମ୍ପିକ୍ସରେ ସ୍ବର୍ଣ୍ଣ ପଦକ ପାଇଁ ତାଙ୍କୁ ଏହି…

ଟୁର୍ନାମେଣ୍ଟ ଖେଳିବିନି ପଛେ କରୋନା ଟିକା ନେବିନି

ନୂଆଦିଲ୍ଲୀ,୧୩।୧୧: ଭାରତୀୟ ଦଳର ପୂର୍ବତନ ଓପନର୍‌ ମୁରଲୀ ବିଜୟ ଆଗାମୀ ସୟଦ ମୁସ୍ତାକ ଅଲି ଟ୍ରଫିରେ ଅଂଶଗ୍ରହଣ କରିବେ ନାହିଁ। ତାମିଲନାଡୁ କ୍ରିକେଟର କୋଭିଡ -୧୯ ଟିକା ନେବାକୁ ମନା କରିଦେଇଛନ୍ତି। ସେ ବୋୟୋ ବବଲ୍‌ ଜୀବନ ଦେଇ ଯିବାକୁ ଚାହୁଁ…

ପାକିସ୍ତାନ ହାରିବା ପରେ ଉତ୍ସବ ପାଳିଲେ ବେଲୁଚିସ୍ତାନ ବାସିନ୍ଦା ! ଦେଖନ୍ତୁ ଭିଡିଓ

ଇସଲାମାବାଦ,୧୩।୧୧: ଟି -୨୦ ବିଶ୍ୱକପ୍‌ର ସେମିଫାଇନାଲରେ ପାକିସ୍ତାନର ପରାଜୟ ପରେ ଲୋକମାନେ ସୋସିଆଲ ମିଡିଆରେ ପ୍ରତିକ୍ରିୟା ପ୍ରକାଶ କରୁଛନ୍ତି। ଏହି ପରାଜୟରେ ପାକିସ୍ତାନୀ କ୍ରିକେଟ ପ୍ରଶଂସକମାନେ ଗଭୀର ନିରାଶ ହୋଇଥିବାବେଳେ ପାକିସ୍ତାନୀ ନେତୃତ୍ୱ ଦ୍ୱାରା ଅସୁବିଧାରେ ପଡ଼ିଥିବା ଲୋକମାନେ ଏହାକୁ ଉତ୍ସବ…

‘ମୁଁ ଖୁସି ନୁହେଁ’

କରାଚି,୧୩।୧୧: ସୁପର-୧୨ ରାଉଣ୍ଡରେ କ୍ରମାଗତ ବିଜୟ ସତ୍ତ୍ୱେ ସେମିଫାଇନାଲରେ ହାରି ଟି-୨୦ ବିଶ୍ୱକପ୍‌ ଟୁର୍ନାମେଣ୍ଟରୁ ବାହାର ହୋଇଛି ପାକିସ୍ତାନ କ୍ରିକେଟ ଟିମ୍‌। ମାଥ୍ୟୁ ଓ୍ବେଡ ୧୯ତମ ଓଭରରେ ଶାହିନ ଆଫ୍ରିଦିଙ୍କ ବଲ୍‌ରେ ବିସ୍ଫୋରକ ବ୍ୟାଟିଂ କରି ଅଷ୍ଟ୍ରେଲିଆକୁ ବିଜେତା କରାଇଥିଲେ। ଶାହିଦଙ୍କ…

ପଦରୁ ହଟିବା ପରେ କୋହଲିଙ୍କୁ ନେଇ ରବି ଶାସ୍ତ୍ରୀଙ୍କ ବଡ଼ ବୟାନ

ନୂଆଦିଲ୍ଲୀ,୧୩।୧୧: ଭାରତର ପୂର୍ବ ମୁଖ୍ୟ କୋଚ୍‌ ରବି ଶାସ୍ତ୍ରୀ ଅଧିନାୟକ ବିରାଟ କୋହଲିଙ୍କୁ ନେଇ ବଡ଼ ମନ୍ତବ୍ୟ ଦେଇଛନ୍ତି। ଏକ ଜାତୀୟ ଗଣମାଧ୍ୟମକୁ ସାକ୍ଷାତକାର ଦେଇ ଶାସ୍ତ୍ରୀ କହିଛନ୍ତି, କୋଭିଡ-୧୯ ସହ ଜଡ଼ିତ ଚାପର ମୁକାବିଲା ପାଇଁ କୋହଲି ଟି-୨୦ ପରେ…

‘ଆଫ୍ରିଦୀଙ୍କୁ ଅଫ୍‌ ଷ୍ଟମ୍ପ ବାହାରେ ପକାଇବାର ଥିଲା’

କରାଚୀ,୧୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ପରାଜୟ ପାଇଁ ସାରା ପାକିସ୍ତାନରେ ଦେଖା ଦେଇଛି ନୈରାଶ୍ୟ। ପରାଜୟ ପାଇଁ କିଏ ଦାୟୀ ସେ ନେଇ ତର୍ଜମା ମଧ୍ୟ…

ବ୍ୟାଟିଂ ପାଇଁ ଅନେକ ମହାନ ଖେଳାଳି ନେତୃତ୍ୱ ଛାଡ଼ିଛନ୍ତି

ନୂଆଦିଲ୍ଲୀ,୧୨।୧୧: ଟି୨୦ ଦଳର ନେତୃତ୍ୱ ଛାଡ଼ି ସାରିଥିବା ବିରାଟ କୋହଲି ଅନ୍ୟ ଫର୍ମାଟରେ ମଧ୍ୟ ଅଧିନାୟକ ପଦ ଛାଡ଼ି ପାରନ୍ତି। ସେ ବ୍ୟାଟିଂ ଉପରେ ଧ୍ୟାନ ଦେବା ପାଇଁ ଅଧିନାୟକ ପଦ ଛାଡ଼ି ପାରନ୍ତି। ଏଭଳି କରିବାରେ ପ୍ରଥମ ଖେଳାଳି ନୁହେଁ।…

ଫାଇନାଲ ପୂର୍ବରୁ ଆଇସିସିର ବଡ଼ ଘୋଷଣା

ଦୁବାଇ,୧୨।୧୧: ଦକ୍ଷିଣ ଆଫ୍ରିକାର ମାରାଇସ ଇରାସମସ ଓ ଇଂଲଣ୍ଡର ରିଚାର୍ଡ କେଟଲବର୍ଗ ଆସନ୍ତା ରବିବାର ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ଫାଇନାଲରେ ଅମ୍ପାୟାରିଂ କରିବେ। ଭାରତୀୟ ଅମ୍ପାୟର ନୀତିନ ମେନନ ଟିଭି ଅମ୍ପାୟର ଦାୟିତ୍ୱରେ ରହିବେ। ଏ ନେଇ ଅନ୍ତର୍ଜାତୀୟ କ୍ରିକେଟ…

ଟିମ୍‌ ପାକିସ୍ତାନ ପାଇଁ ଏମିତି ଲେଖିଲେ ପ୍ରଧାନମନ୍ତ୍ରୀ ଇମ୍ରାନ

ଦୁବାଇ,୧୨।୧୧: ଚଳିତ ଟି୨୦ ବିଶ୍ୱକପ୍‌ ସେମିଫାଇନାଲରୁ ବିଦାୟ ପରେ ବାବର ଆଜାମଙ୍କ ନେତୃତ୍ୱାଧୀନ ପାକିସ୍ତାନ ଦଳକୁ ସାନ୍ତ୍ୱନା ଦେଇଛନ୍ତି ୧୯୯୨ ବିଶ୍ୱକପ୍‌ ଚାମ୍ପିୟନ ଦଳର ଅଧିନାୟକ ତଥା ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ। ସୁପର-୧୨ ପର୍ଯ୍ୟାୟରେ ଅପରାଜେୟ ରହିଥିବା ପାକିସ୍ତାନ ଦଳର ଖେଳାଳିମାନେ…

ଓ୍ବାର୍ନରଙ୍କ ଶଟ୍‌ ପାଇଁ ଦୁଇ ଭାଗ ହେଲା କ୍ରିକେଟ ଜଗତ

ନୂଆଦିଲ୍ଲୀ,୧୨।୧୧: ଟି୨୦ ବିଶ୍ୱକପ୍‌ର ଦ୍ୱିତୀୟ ସେମିଫାଇନାଲରେ ପାକିସ୍ତାନ ଅଲରାଉଣ୍ଡର ମହମ୍ମଦ ହାଫିଜଙ୍କ ଦୁଇ ଥର ବାଉନ୍ସ ହୋଇଥିବା ବଲକୁ ଛକା ଲଗାଇଥିଲେ ଅଷ୍ଟ୍ରେଲିଆନ ଓପନର ଡେଭିଡ୍‌ ଓ୍ବାର୍ନର। ଏହି ଘଟଣାକୁ ଖେଳୁଆଡ଼ ମନୋଭାବ ବିରୋଧରେ କିଛି ପୂର୍ବତନ କ୍ରିକେଟର ଦର୍ଶାଇଥିଲା ବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?