Posted inଖେଳ

ଓ୍ବେଷ୍ଟଇଣ୍ଡିଜକୁ ୧୭୬ରେ ରୋକି ଦେଲେ

ଅହମ୍ମଦାବାଦ୍‌,୬।୨: ସ୍ଥାନୀୟ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ରବିବାର ଖେଳାଯାଇଥିବା ଐତିହାସିକ ମ୍ୟାଚ୍‌ରେ ଭାରତୀୟ ବୋଲର ଓ୍ବେଷ୍ଟଇଣ୍ଡିଜକୁ ମାତ୍ର ୧୭୬ ରନ୍‌ରେ ଅଲଆଉଟ୍‌ କରି ଦେଇଛନ୍ତି। ମୁଖ୍ୟତଃ ୟୁଜବେନ୍ଦ୍ର ଚହଲ (୪ ଉଇକେଟ) ଓ ଓ୍ବାଶିଂଟନ ସୁନ୍ଦର (୩) ଭ୍ରମଣକାରୀ ଦଳ ପାଇଁ ଘାତକ ସାବ୍ୟସ୍ତ ହୋଇଥିଲେ। ଦୁହେଁ ୭ ଉଇକେଟ ନେଇଥିବା ବେଳେ ୨ ଉଇକେଟ ହାତେଇଥିଲେ ପ୍ରସିଦ୍ଧ କ୍ରିଷ୍ଣା।

ଅନ୍ୟପକ୍ଷରେ ଜାସନ ହୋଲ୍ଡର(୫୭ ରନ୍‌, ୪ ଛକା)ଙ୍କୁ ଛାଡ଼ି ଦେଲେ ଓ୍ବେଷ୍ଟଇଣ୍ଡିଜର ଅନ୍ୟ କୌଣସି ବ୍ୟାଟର ଆଖିଦୃଶିଆ ସ୍କୋର କରିପାରି ନ ଥିଲେ। ଏକଦା ଦଳ ୭୯ ରନ୍‌ ମଧ୍ୟରେ ୭ ଉଇକେଟ ହରାଇ ସାରିଥିଲା। ଏଭଳି ପରିସ୍ଥିତିରେ ହୋଲ୍ଡର ଓ ଫାବିଆନ ଆଲେନ (୨୯ ରନ୍‌, ୨ ଚୌକା) ଦଳକୁ ଆଗେଇ ନେଇଥିଲେ। ଦୁହେଁ ୮ମ ଉଇକେଟ ପାଇଁ ୭୮ ରନ୍‌ ଯୋଡ଼ିଥିଲେ। ଏହାସତ୍ତ୍ୱେ ଓ୍ବେଷ୍ଟଇଣ୍ଡିଜ ୪୩.୫ ଓଭରରେ ୧୭୬ ରନ୍‌ରେ ଅଲଆଉଟ୍‌ ହୋଇଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଦକ୍ଷିଣ ଆଫ୍ରିକାକୁ ବଡ଼ ଝଟକା

ଲଣ୍ଡନ,୧୪ା୮: ଇଂଲଣ୍ଡ ବିପକ୍ଷ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ୍‌ ପୂର୍ବରୁ ଦକ୍ଷିଣ ଆଫ୍ରିକାକୁ ଲାଗିଛି ବଡ଼ ଝଟକା। ହାର୍ମଷ୍ଟ୍ରିଙ୍ଗ୍‌ ଆଘାତ କାରଣରୁ ସିରିଜରୁ ବାଦ୍‌...

ଭାରତୀୟ ହାଇକମିଶନରଙ୍କୁ ଭେଟିଲେ ବିରାଟ ବାହିନୀ

ଓ୍ବେଲିଂଟନ, ୨୦।୨- ନ୍ୟୁଜିଲାଣ୍ଡ ଗସ୍ତରେ ଥିବା ଭାରତୀୟ କ୍ରିକେଟ୍‌ ଦଳ ଶୁକ୍ରବାରଠାରୁ ଘରୋଇ ଦଳ ବିପକ୍ଷରେ ୨ ମ୍ୟାଚ୍‌ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏଥିପୂର୍ବରୁ ବିରାଟ...

ନୋଭାକ ଜୋକୋଭିଚ୍‌ଙ୍କୁ କରୋନା

ନୂଆଦିଲ୍ଲୀ, ୨୩।୬- ବିଶ୍ୱର ଏକ ନମ୍ବର ପୁରୁଷ ଟେନିସ ଖେଳାଳି ନୋଭାକ କୋଜୋଭିଚ୍‌ ଓ ତାଙ୍କ ସ୍ତ୍ରୀ ଜେଲେନା ମହାମାରୀ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ...

ଭାରତ ଏକାଦଶରେ ବଡ଼ ପରିବର୍ତ୍ତନ: ଫେରିଲେ ହାର୍ଦ୍ଦିକ-ଶାର୍ଦ୍ଦୁଳ; ସୂର୍ଯ୍ୟକୁମାର-ଇଶାନଙ୍କୁ ମଧ୍ୟ ସୁଯୋଗ

ହାଇଦ୍ରାବାଦ,୧୮।୧: ନ୍ୟୁଜିଲାଣ୍ଡ ବିପକ୍ଷରେ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ସିରିଜ ଖେଳିବ ଭାରତ। ଏହାର ପ୍ରଥର ମୁକାବିଲା ହାଇଦ୍ରାବାଦରେ ବୁଧବାର ଖେଳାଯାଉଛି। ମ୍ୟାଚ୍‌ରେ ଅଧିନାୟକ ରୋହିତ...

ଦୁର୍ଘଟଣାରେ ଚାମ୍ପିୟନ ଇଥାନ ବୟେଜଙ୍କ ପରଲୋକ

ସାନ୍‌ ଫାନ୍‌ସିସ୍‌କୋ, ୯ା୪: ସାନ୍‌ ଫ୍ରାନ୍‌ସିସ୍କୋ ନ୍ୟାଶନାଲ ପାର୍କ ନିକଟରେ ଏକ କାର୍‌ ଧକ୍କାରେ ସାଇକ୍ଲିଷ୍ଟ ଇଥାନ ବୟେଜଙ୍କ ପରଲୋକ ହୋଇଯାଇଛି। ତାଙ୍କୁ ୪୪ବର୍ଷ ବୟସ...

ଜୁନିୟର ମହିଳା ହକି: ଆୟର୍ଲାଣ୍ଡଙ୍କୁ ହରାଇଲା ଭାରତ

ଡବ୍‌ଲିନ୍‌ (ଆୟର୍ଲାଣ୍ଡ), ୮ା୬ (ପି.ଟି.)-ଭାରତୀୟ ଜୁନିୟର ମହିଳା ହକି ଦଳ ଏଠାରେ ଏକ ମ୍ୟାଚ୍‌ରେ ଆୟର୍ଲାଣ୍ଡକୁ ୩-୧ ଗୋଲରେ ପରାସ୍ତ କରିଛି। ଲାଲରିଣ୍ଡିକି, ଇଶିକା ଚୌଧାରୀ...

ଇସିବି ହରାଇପାରେ ୩୮୦ ନିୟୁତ ପାଉଣ୍ଡ

ଲଣ୍ଡନ, ୬ା୫ (ପି.ଟି.)-କୋଭିଡ୍‌-୧୯ ମହାମାରୀ ଯୋଗୁ ଯଦି ସମଗ୍ର ସିଜନ ଖେଳ ନ ହୁଏ ତେବେ ଇଂଲଣ୍ଡ କ୍ରିକେଟ ପାଖାପାଖି ୩୮୦ ନିୟୁତ ପାଉଣ୍ଡ ରାଜସ୍ବ...

ଫାଇନାଲ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍‌କୁ ଖାସ୍‌ ମନ୍ତ୍ର ଦେଲେ ସଚିନ ତେନ୍ଦୁଲକର

ରୋହିତ ଶର୍ମାଙ୍କ ଅଧିନାୟିକତ୍ୱରେ ମୁମ୍ବାଇ ଇଣ୍ଡିଆନ୍ସ ପଞ୍ଚମ ଥର ପାଇଁ ଆଇପିଏଲ ଟାଇଟଲ ଜିତିବାଠାରୁ ମାତ୍ର ଗୋଟିଏ ପାଦ ଦୂରରେ। ମଙ୍ଗଳବାର ଦଳ ଫାଇନାଲରେ ଦିଲ୍ଲୀ...

Advertisement
Archives

Model This Week