ଭାରତୀୟ କ୍ରିକେଟ୍‌କୁ ଲଜ୍ଜିତ ହେବାରୁ ବଞ୍ଚାଇଥିଲେ ଲତା

ନୂଆଦିଲ୍ଲୀ,୬।୨: ୧୯୮୩ରେ ଲର୍ଡସରେ ଇତିହାସ ରଚିଥିଲା କପିଳ ଦେବଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ। ଏଥିରେ ଖୁସି ହେବା ବଦଳରେ ଚିନ୍ତିତ ଥିଲେ ବିସିସିଆଇ ସଭାପତି ତଥା ଇନ୍ଦିରା ଗାନ୍ଧୀଙ୍କ କ୍ୟାବିନେଟରେ ମନ୍ତ୍ରୀ ଥିବା ଏନ୍‌କେପି ସାଲଭେ। ସେତେବେଳେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ଆର୍ଥିକ ରୂପେ ସ୍ବଚ୍ଛଳ ନ ଥିଲା। ବିଶ୍ୱକପ୍‌ ଜିତିଥିବା ଖେଳାଳିଙ୍କୁ ସମ୍ବର୍ଦ୍ଧନା କରାଯିବାର ଆବଶ୍ୟକତା ଥିଲା। କିନ୍ତୁ ପ୍ରସାରଣ ଚୁକ୍ତି ବାବଦକୁ ୫ ବିଲିୟନ ଡଲାର (୩୭ ହଜାର କୋଟିରୁ ଊର୍ଦ୍ଧ୍ୱ) ରୋଜଗାର କରୁଥିବା ବିସିସିଆଇ ପାଖରେ ସେତେବେଳେ ଅର୍ଥ ନ ଥିଲା। ଏପରି କି ଖେଳାଳିଙ୍କୁ ଦୈନିକ ଭତ୍ତା ବାବଦକୁ ୨୦ ପାଉଣ୍ଡ (୨ ହଜାରରୁ ଊର୍ଦ୍ଧ୍ୱ ଟଙ୍କା) ଦେବାକୁ ସକ୍ଷମ ନ ଥିଲା ବୋର୍ଡ।

ସମସ୍ୟାର ସମାଧାନ ପାଇଁ ସାଲଭେ ପହଞ୍ଚିଥିଲେ ରାଜ ସିଂଙ୍କ ପାଖରେ। ଆଉ କୌଣସି ଉପାୟ ନ ପାଇଁ ରାଜ ସିଂ ତାଙ୍କ ଘନିଷ୍ଠ ବନ୍ଧୁ ତଥା କ୍ରିକେଟର ଅତ୍ୟତମ ପ୍ରଶଂସକ ଲତା ମଙ୍ଗେଶକରଙ୍କୁ ଯୋଗାଯୋଗ କରିଥିଲେ। ଜାତୀୟ ରାଜଧାନୀସ୍ଥିତ ଜଓ୍ବାହରଲାଲ ନେହରୁ ଷ୍ଟାଡିୟମରେ ଲତା ଜୀ ପାଖାପାଖି ୨ ଘଣ୍ଟାର ପ୍ରୋଗ୍ରାମ କରିଥିଲେ। ଏହି ଇଭେଣ୍ଟରୁ ଏତିକି ଆୟ ହୋଇଥିଲା, ଯେଉଁଥିରେ ବିସିସିଆଇ ୧୪ ଖେଳାଳିଙ୍କୁ ଏକ ଲକ୍ଷ ଲେଖାଏ ଟଙ୍କାର ପୁରସ୍କାର ରାଶି ଦେଇଥିଲା। ଏଥିଯୋଗୁ ଲଜ୍ଜିତ ହେବାରୁ ବର୍ତ୍ତି ଯାଇଥିଲା ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ।


Enter your email to get our daily news in your inbox.

All Right Reserved By Dharitri.Com

ଜାତୀୟ ଦଳକୁ ଫେରିବା ପାଇଁ ନେଲେ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୭।୨: ଆସନ୍ତା ୧୦ ତାରିଖରୁ ଆରମ୍ଭ ହେବାକୁ ଯାଉଥିବା ରଣ୍‌ଜୀ ଟ୍ରଫିରେ ଅଂଶ ଗ୍ରହଣ କରିବେ ନାହିଁ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା। ସେ ଏବେ କେବଳ...

ଭାରତର ଶ୍ରୀଲଙ୍କା ଗସ୍ତ, ଜୁନ୍‌-ଜୁଲାଇରେ ସିରିଜ ସମ୍ଭବ ନୁହେଁ: ଧୁମଲ

ନୂଆଦିଲ୍ଲୀ, ୧୨।୬(ପି.ଟି.)-ସୀମିତ ଓଭର କ୍ରିକେଟ ସିରିଜ ଖେଳିବା ପାଇଁ ଭାରତୀୟ କ୍ରିକେଟ ଦଳ ଶ୍ରୀଲଙ୍କା ଗସ୍ତରେ ଯିବାର ଥିଲା। ମାତ୍ର କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି...

ଚର୍ଚ୍ଚାରେ ଫିଲ୍ମ ‘ବାଲା’ର ଶିଶୁ କଳାକାର ସଚିନ

ବଲିଉଡ୍‌ ଅଭିନେତା ଆୟୁଷ୍ମାନ୍‌ ଖୁରାନାଙ୍କ ଫିଲ୍ମ ‘ବାଲା’ ବକ୍ସ ଅଫିସରେ ଭଲ ବ୍ୟବସାୟ କରିବାରେ ଲାଗିଛି। ଏହାର କାହାଣୀ ମୁଣ୍ଡରେ କେଶ ନ ଥିବା ଜଣେ...

ଏହି ମାମଲାରେ ସୁପରମଡେଲ ଗିଗି-ଜୈନଙ୍କୁ କାଟିଲେ ବିରୁଷ୍କା: ରଚିଲେ ନୂଆ ରେକର୍ଡ

ବମ୍ବେ: ଭାରତୀୟ କ୍ରିକେଟର ବିରାଟ କୋହଲୀ ପିତା ହେବାକୁ ଯାଉଛନ୍ତି। ସୋସିଆଲ ମିଡିଆରେ ପତ୍ନୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ଏକ ଫଟୋ ଶେୟାର...

ଜାତୀୟ ସିନିୟର ଭଲିବଲ: ଓଡ଼ିଶା ପୁରୁଷ ଦଳର ଚତୁର୍ଥ ବିଜୟ

ଭୁବନେଶ୍ୱର, ୩୦।୧୨(କ୍ରୀଡ଼ା ପ୍ରତିନିଧି)- ଓଡ଼ିଶା ଭଲିବଲ ଆସୋସିଏଶନ ଆନୁକୂଲ୍ୟରେ କିଟ୍‌ ଇନ୍‌ଡୋର ହଲ୍‌ରେ ଚାଲିଥିବା ଜାତୀୟ ସିନିୟର ଭଲିବଲ ଚାମ୍ପିୟନଶିପ୍‌ର ପୁରୁଷ ବିଭାଗରେ ଓଡ଼ିଶା ଚତୁର୍ଥ...

ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହେଲେ ହ୍ରିତିକ୍‌ଙ୍କ ପୂର୍ବପତ୍ନୀ ସୁଜୈନ

ବମ୍ବେ: ପ୍ରେମିକଙ୍କ ଜନ୍ମଦିନରେ ରୋମାଣ୍ଟିକ୍‌ ହୋଇଛନ୍ତି ଅଭିନେତା ହ୍ରିତିକ ରୋଶନଙ୍କ ପୂର୍ବପତ୍ନୀ ସୁଜୈନ ଖାଁ। ସୋମବାର ଅର୍ସଲାନ ଗୋନିଙ୍କ ଜନ୍ମଦିନରେ ସେ ଖାସ୍‌ ପୋଷ୍ଟ କରିଛନ୍ତି।...

ଓପନିଂ ସ୍ଲଟ ପାଇଁ ଦୁଇ ସାଙ୍ଗଙ୍କ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା

କୋଲକାତା,୩।୭: ଇଂଲଣ୍ଡ ବିପକ୍ଷ ୫ ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ୍‌ ଆରମ୍ଭ ହେବା ପୂର୍ବରୁ ଶୁବମାନ ଗିଲ ଆହତ ହୋଇ ପ୍ରଥମ ଟେଷ୍ଟରୁ ବାଦ୍‌ ପଡ଼ିଛନ୍ତି।...

ମାର୍ଥା ଷ୍ଟିଓ୍ବାର୍ଟ ସବୁଠାରୁ ବୟସ୍କ ମଡେଲ, ସ୍ପୋର୍ଟସ ଇଲୁଷ୍ଟ୍ରେଟେଡର କଭର ପେଜରେ ଆସିଲେ ନଜର

ନ୍ୟୁୟର୍କ,୧୬।୫: ଆମେରିକାର ୮୧ ବର୍ଷୀୟା ମାର୍ଥା ଷ୍ଟିଓ୍ବର୍ଟ ସୋମାବାର ସ୍ପୋର୍ଟସ ଇଲୁଷ୍ଟ୍ରେଟେଡ ସ୍ବିମସୁଟ ଇତିହାସରେ ସବୁଠାରୁ ବୟସ୍କ କଭର ମଡେଲ ପାଲଟି ଯାଇଛନ୍ତି। ମାର୍ଥା ଷ୍ଟିଓ୍ବାର୍ଟଙ୍କ...

Advertisement
Archives

Model This Week