ଖେଳ

କ୍ୱାର୍ଟର ଫାଇନାଲରେ ଭାରତ

ଭୁବନେଶ୍ୱର,୨୭।୧୧(କ୍ରୀଡ଼ା ପ୍ରତିନିଧି): କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ଭାରତ ପ୍ରବେଶ କରିଛି। ପୁଲ୍‌ ‘ବି’ର ଶନିବାର ଅନୁଷ୍ଠିତ ଶେଷ ଲିଗ୍‌ ମ୍ୟାଚରେ ଭାରତ ୮-୨ ଗୋଲରେ ପୋଲାଣ୍ଡକୁ ହରାଇ ଦେଇଛି। ପୁଲ୍‌ ‘ବି’ରେ…

ଭାରତର ଦମ୍‌ଦାର ପ୍ରତ୍ୟାବର୍ତ୍ତନ

କାନପୁର,୨୭।୧୧: କାନପୁର ଗ୍ରୀନ୍‌ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ପ୍ରଥମ ଟେଷ୍ଟର ତୃତୀୟ ଦିନରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସରେ ୨୯୬ ରନ୍‌ କରି ଅଲ୍‌ଆଉଟ ହୋଇଯାଇଛି। ଫଳରେ ଭାରତ ପ୍ରଥମ ଇନିଂସରେ ୪୯ରନ୍‌ରେ ଆଗୁଆ ରହିଛି। ଭ୍ରମଣକାରୀ ନ୍ୟୁଜିଲାଣ୍ଡ ଲଡୁଆ ବ୍ୟାଟିଂ କରି…

ବିଶ୍ୱକପ୍‌କୁ ପ୍ରଭାବିତ କଲା ନୂଆ ଭାରିଆଣ୍ଟ

ଲୌସାନ୍ନେ, ୨୭।୧୧: ଦକ୍ଷିଣ ଆଫ୍ରିକାରେ ହେବାକୁ ଥିବା ଆଗାମୀ ଏଫ୍‌ଆଇଏଚ୍‌ ଜୁନିୟର ମହିଳା ହକି ବିଶ୍ୱକପ୍‌କୁ ଶନିବାର ସ୍ଥଗିତ ରଖି ଦିଆଯାଇଛି। କାରଣ ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟା ପୂରା ବିଶ୍ୱକୁ ଡରାଇ ଦେଲାଣି। ଏହି…

କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ

ଭୁବନେଶ୍ୱର,୨୬।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପ୍‌ର କ୍ବାର୍ଟର ଫାଇନାଲରେ ନେଦରଲାଣ୍ଡ୍ସ ପ୍ରବେଶ କରିଛି। ଶୁକ୍ରବାର ଅନୁଷ୍ଠିତ ପୁଲ୍‌ ‘ସି’ର ଏକ ମ୍ୟାଚରେ ଏହି ଦଳ ସ୍ପେନ୍‌କୁ ୩-୨ ଗୋଲରେ ପରାସ୍ତ କରିଛି। ଓଡ଼ିଶା…

ପାକିସ୍ତାନଠୁ ହାରିବା ପଛର କାରଣ କହିଲେ କିମ୍ବଦନ୍ତୀ ଖେଳାଳି

ନୂଆଦିଲ୍ଲୀ,୨୬।୧୧: ନିକଟରେ ଶେଷ ହୋଇଥିବା ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ୧୦ ଉଇକେଟରେ ଭାରତକୁ ହରାଇ ଦେଇଥିଲା। ଏଥିସହ କ୍ରିକେଟ ବିଶ୍ୱକପ୍‌ ଇତିହାସରେ ଭାରତ ବିପକ୍ଷରେ ଜାରି ରହିଥିବା ପରାଜୟ ଧାରା ଭାଙ୍ଗିଥିଲା ପାକିସ୍ତାନ। ଟିମ୍‌ ଇଣ୍ଡିଆର ଏହି ପରାଜୟ ପଛରେ ଅତ୍ୟଧିକ…

ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ କଳା ବାଦଲ

ମୁମ୍ବାଇ,୨୬।୧୧: କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଯୋଗୁ ଭାରତୀୟ କ୍ରିକେଟ ଦଳର ଆଗାମୀ ଦକ୍ଷିଣ ଆଫ୍ରିକା ଗସ୍ତ ଉପରେ ଛାୟୀ ହୋଇଯାଇଛି କଳା ବାଦଳ। ଏହି ଗସ୍ତ ଆସନ୍ତା ଡିସେମ୍ବର ୧୭ ତାରିଖରୁ ଆରମ୍ଭ ହେବାର ଅଛି। ଏହି ସିରିଜ୍‌ ପୂର୍ବରୁ…

ଗୋଟିଏ ହେଲେ ଉଇକେଟ ନେଇପାରିଲେ ନାହିଁ

କାନପୁର,୨୬।୧୧: ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନରେ ୫୭ ଓଭର ବୋଲିଂ କରିବା ପରେ ମଧ୍ୟ ନ୍ୟୁଜିଲାଣ୍ଡର ଗୋଟିଏ ହେଲେ ଉଇକେଟ ନେଇପାରିନାହାନ୍ତି ଭାରତୀୟ ବୋଲର। ତାହା ପୁଣି ରବିଚନ୍ଦ୍ରନ ଅଶ୍ୱିନ, ରବୀନ୍ଦ୍ର ଜାଡେଜା ଓ ଇଶାନ୍ତ ଶର୍ମାଙ୍କ ଭଳି ଅଭିଜ୍ଞ ବୋଲରଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଚମତ୍କାର ଶତକ ହାସଲ କଲେ ଶ୍ରେୟାସ

କାନପୁର,୨୬ା୧୧: ଆଜିଠାରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରୁଥିବା ଶ୍ରେୟସ ଆୟାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କ୍ୟାରିୟର୍‌ର ପ୍ରଥମ ଟେଷ୍ଟରେ…

୬୫ ବର୍ଷ ପରେ ଅଷ୍ଟ୍ରେଲିଆ କ୍ରିକେଟ୍‌ରେ ଘଟିଲା ଏମିତି

ସିଡନୀ,୨୬।୧୧: ଅଷ୍ଟ୍ରେଲିଆର ଟେଷ୍ଟ କ୍ରିକେଟ ଦଳର ନୂତନ ଅଧିନାୟକ ଭାବରେ ବିଶ୍ୱର ଏକ ନମ୍ବର ଟେଷ୍ଟ ବୋଲର ପ୍ୟାଟ କମିନ୍ସଙ୍କୁ ମନୋନୀତ କରାଯାଇଛି। କମିନ୍ସ ଅଷ୍ଟ୍ରେଲିଆର ୪୭ ତମ ଟେଷ୍ଟ ଅଧିନାୟକ ହୋଇଛନ୍ତି। ଭେଟେରାନ ଖେଳାଳି ଷ୍ଟିଭ ସ୍ମିଥଙ୍କୁ ଦଳର ଉପ-ଅଧିନାୟକ…

ଯୁବତୀଙ୍କୁ ନିଜର ଅଶ୍ଲୀଳ ଫଟୋ ପଠାଇ ଚିନ୍ତାରେ ଏହି କ୍ରିକେଟର୍‌: କ୍ରିକେଟ୍‌ରୁ ନେଲେ ବ୍ରେକ୍‌

ସିଡନୀ,୨୬।୧୧: ମାନସିକ ସ୍ବାସ୍ଥ୍ୟକୁ ଦର୍ଶାଇ ଅଷ୍ଟ୍ରେଲିଆ ଟେଷ୍ଟ ଦଳର ପୂର୍ବତନ ଅଧିନାୟକ ଟିମ ପେନ କ୍ରିକେଟରୁ ଅର୍ନିଦ୍ଦିଷ୍ଟ କାଳ ପାଇଁ ବିରତି ନେଇଛନ୍ତି। ସମ୍ପ୍ରତି, ଜଣେ ଯୁବତୀଙ୍କୁ ତାଙ୍କ ଅଶ୍ଳୀଳ ଫଟୋ ଏବଂ ବାର୍ତ୍ତା ପଠାଇଥିବାରୁ ଦୁଃଖ ପ୍ରକାଶ କରି ପେନ୍‌…

ଦୀର୍ଘ ଦିନର ପ୍ରେମିକାଙ୍କ ହାତ ଧରିଲେ ଅଲରାଉଣ୍ଡର

ଭାରତୀୟ ଅଲରାଉଣ୍ଡର ତଥା ଆଇପିଏଲରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳିଥିବା ଶ୍ରେୟାସ ଗୋପାଳ ତାଙ୍କର ଦୀର୍ଘ ସମୟର ଗର୍ଲଫ୍ରେଣ୍ଡ ନିକିତା ଶିବଙ୍କୁ ବିବାହ କରିଛନ୍ତି। ଶ୍ରେୟାସ ଏବଂ ନିକିତା ପରସ୍ପର ସହିତ ଦୀର୍ଘ ସମୟ ଧରି ସମ୍ପର୍କ ରଖିଥିଲେ। ନିକିତାଙ୍କୁ ୧୧…

ଅର୍ଦ୍ଧଶତକ ହାସଲ ପରେ ଗିଲ୍‌ କହିଲେ-ମୁଁ ବଡ଼ ଭୁଲ କରିଦେଲି

କାନପୁର,୨୬।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ଭାରତୀୟ ଓପନର ଶୁବମନ ଗିଲ ଅର୍ଦ୍ଧଶତକ ହାସଲ କରିଛନ୍ତି। ଏହାସତ୍ତ୍ୱେ ସେ ଏକ ଭୁଲ୍‌ କରିଥିବା କହିଛନ୍ତି। ୫୨ ରନ ସ୍କୋର କରିବା ପରେ ଗିଲଙ୍କୁ ଜେମିସନ ବୋଲ୍ଡ ଥିତ୍ଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?