କୋହଲିଙ୍କୁ ଡ୍ୟାନ୍ସ ଶିଖାଇଲେ ଏହି କ୍ରିକେଟର୍ଙ୍କ ସ୍ତ୍ରୀ
ଟିମ ଇଣ୍ଡିଆର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲଙ୍କ ସ୍ତ୍ରୀ ଧନଶ୍ରୀ ବର୍ମା ସୋସିଆଲ ମିଡିଆରେ ବେଶ୍ ସକ୍ରିୟ। ତାଙ୍କ ନୃତ୍ୟ ସହିତ ସୋସିଆଲ ମିଡିଆରେ ଭାଇରାଲ ହୁଏ। ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସହ ଏବେ ଧନଶ୍ରୀଙ୍କ ଏକ ଭିଡିଓ…
ଟି୨୦ରେ ଇତିହାସ ରଚିଥିବା ମ୍ୟାଚ୍
ଦୁବାଇ, ୨୫ା୧୧ (ପି.ଟି.)- ଇଣ୍ଟରନ୍ୟାଶନାଲ କ୍ରିକେଟ କାଉନ୍ସିଲ (ଆଇସିସି) ପୁରୁଷ ଟି୨୦ କ୍ରିକେଟ ବିଶ୍ୱକପ୍କୁ ବିଶ୍ୱବ୍ୟାପୀ ରେକର୍ଡ ସଂଖ୍ୟକ ଦର୍ଶକ ଦେଖିଛନ୍ତି। ଟେଲିଭିଜନ ଜରିଆରେ ଏହି ଇଭେଣ୍ଟକୁ ୧୬୭ ନିୟୁତ ଦର୍ଶକ ଦେଖିଥିବା ଖେଳର ପରିଚାଳନା ପରିଷଦ ଗୁରୁବାର ସୂଚନା ଦେଇଛି।…
କ୍ରିକେଟ ଛାଡ଼ି ଦିଅନ୍ତୁ ଦୁଇ ଟେଷ୍ଟ ସ୍ପେଶାଲିଷ୍ଟ
କାନୁପର, ୨୫।୧୧: ଗୁରୁବାର ଏଠାରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଆରମ୍ଭ ହୋଇଥିବା ପ୍ରଥମ ଟେଷ୍ଟରେ ପ୍ରଥମ ଦିନ ସୁଦ୍ଧା ଭାରତ ୪ ଉଇକେଟ ହରାଇ ୨୫୮ ରନ୍ କରିଛି। କାଇଲ ଜେମିସନଙ୍କ ବୋଲିଂ ଯୋଗୁ ଭାରତ ଏକଦା ୧୪୫ ରନ୍ରେ ୪ ଉଇକେଟ…
କଳିଙ୍ଗରେ ଗୋଲ ବର୍ଷା: କାନାଡ଼ାକୁ ୧୩-୧ରେ ହରାଇଲା ଭାରତ
ଭୁବନେଶ୍ୱର,୨୫।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ଜୁନିୟର ବିଶ୍ୱକପର ଗୁରୁବାର ଗୋଲ ବର୍ଷା ହୋଇଛି। ଗୋଟିଏ ଦିନରେ ୭୦ଟି ଗୋଲ ହୋଇଥିବାବେଳେ ଭାରତ ୧୩-୧ ଗୋଲରେ କାନାଡ଼ାକୁ ପରାସ୍ତ କରିଛି। ଭାରତ ପକ୍ଷରୁ ସଞ୍ଜୟ ଓ…
ଡବ୍ଲ୍ୟୁଟିସିରେ ଭାରତକୁ ପଛରେ ପକାଇଲା ଶ୍ରୀଲଙ୍କା
ଗାଲେ,୨୫।୧୧: ଏଠାରେ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟେଷ୍ଟକୁ ୧୮୭ ରନ୍ରେ ଜିତି ନେଇଛି ଶ୍ରୀଲଙ୍କା। ଏହି ବିଜୟ ସହ ଘରୋଇ ଶ୍ରୀଲଙ୍କା ଦଳ ସିରିଜ୍ରେ ୧-୦ ଅଗ୍ରଣୀ ହାସଲ କରିଛି। ଆଇସିସି ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍ (ଡବ୍ଲ୍ୟୁଟିସି)ର ଦ୍ୱିତୀୟ ସାଇକେଲରେ…
କୋହଲିଙ୍କ ସହ ଏହି ଖେଳାଳିଙ୍କୁ ରଖିପାରେ ଆରସିବି
ବାଙ୍ଗାଲୋର,୨୫।୧୧: ଆଇପିଏଲର ମେଗା ଅକଶନ ପୂର୍ବରୁ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ତା’ର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କୁ ରିଟେନ କରିବା ନିଶ୍ଚିତ। କିନ୍ତୁ କୋହଲିଙ୍କ ସହ କେଉଁ କେଉଁ ଖେଳାଳିଙ୍କୁ ଆରସିବି ରଖିବ ସେ ନେଇ ସସ୍ପେନ୍ସ ଜାରି ରହିଛି।…
ଡେବ୍ୟୁ ମ୍ୟାଚ୍ରେ କମାଲ୍ କଲେ ଶ୍ରେୟସ
କାନପୁର,୨୫।୧୧: ଆଜିଠାରୁ କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍ରେ ଡେବ୍ୟୁ କରୁଥିବା ଶ୍ରେୟସ ଆୟାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କ୍ୟାରିୟର୍ର ପ୍ରଥମ ଟେଷ୍ଟ୍ର…
ଦ୍ରାଭିଡ ଆସିବା ପରେ ଫେରିଲା ପୁରୁଣା ପରମ୍ପରା
କାନପୁର,୨୫।୧୧: କାନପୁରରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଶ୍ରେୟାସ ଆୟର ନିଜର ଟେଷ୍ଟ ଡେବ୍ୟୁ କରିଥିଲେ। ଟସ ପୂର୍ବରୁ କିମ୍ବଦନ୍ତୀ ଖେଳାଳି ସୁନୀଲ ଗାଭାସ୍କର ତାଙ୍କୁ ଟେଷ୍ଟ କ୍ୟାପ ଦେଇଥିଲେ। ମୁଖ୍ୟ କୋଚ ଭାବରେ…
ଲଞ୍ଚ୍ ପର୍ଯ୍ୟନ୍ତ ଭାରତର ସ୍କୋର ୧/୮୨
କାନପୁର,୨୫।୧୧: ଶୁଭମନ ଗିଲଙ୍କ ଅର୍ଦ୍ଧଶତକୀୟ ଇନିଂସ ଆଧାରରେ ଭାରତ ପ୍ରଥମ ଟେଷ୍ଟ ମ୍ୟାଚର ପ୍ରଥମ ଦିନରେ ମଧ୍ୟାହ୍ନ ଭୋଜନ ବିରତି ପର୍ଯ୍ୟନ୍ତ ଗୋଟିଏ ଉଇକେଟ ହରାଇ ୮୨ ରନ ସଂଗ୍ରହ କରିଛି। ଶୁଭମନ ୫୨ ରନରେ ବ୍ୟାଟିଂ କରୁଛନ୍ତି ଏବଂ ଚେତେଶ୍ୱର…
ପାକିସ୍ତାନରୁ ଆସିଥିଲା ଗମ୍ଭୀରଙ୍କୁ ହତ୍ୟା ଧମକ ଇ-ମେଲ୍
ନୂଆଦିଲ୍ଲୀ,୨୫।୧୧:ପୂର୍ବ ଦିଲ୍ଲୀ ନିର୍ବାଚନମଣ୍ଡଳୀର ଭାଜପା ଏମ୍ପି ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀରଙ୍କୁ ହତ୍ୟା ଧମକ ଦିଆଯାଇଛି। ଥରେ ନୁହେଁ, ଦୁଇ ଥର ଇମେଲ୍ ଯୋଗେ ଏହି ହତ୍ୟା ଧମକ ଦିଆଯାଇଛି। ଯେଉଁ ମେଲ୍ରୁ ଗମ୍ଭୀରକୁ ହତ୍ୟା ଧମକ ଆସିଥିଲା, ସେହି…
ହଠାତ୍ ଟେଷ୍ଟ କ୍ରିକେଟ୍କୁ ଅଲବିଦା କହିଲେ ଏହି କ୍ରିକେଟର୍
ଢାକା,୨୫।୧୧: ନଭେମ୍ବର ୨୬ରୁ ପାକିସ୍ତାନ ଏବଂ ବାଂଲାଦେଶ ମଧ୍ୟରେ ୨ଟି ଟେଷ୍ଟ ମ୍ୟାଚ ଖେଳାଯିବ। ଏହାପୂର୍ବରୁ ବାଂଲାଦେଶର ତାରକା ଖେଳାଳି ତଥା ଟି-୨୦ ଅଧିନାୟକ ମହମୁଦୁଲ୍ଲା ଟେଷ୍ଟ କ୍ରିକେଟରୁ ଅବସର ନେଇଛନ୍ତି। ବାଂଲାଦେଶ କ୍ରିକେଟ ବୋର୍ଡ ଏହା ନିଶ୍ଚିତ କରିଛି। ମହମୁଦୁଲ୍ଲା…
ଭାରତୀୟ କ୍ରିକେଟ୍ର ‘ବାବୁଲ୍’ କିଏ ଜାଣନ୍ତି
ବିଶ୍ୱର ପ୍ରସିଦ୍ଧ ମହିଳା କ୍ରିକେଟ୍ରଙ୍କ ମଧ୍ୟରୁ ଭାରତର ଝୁଲନ ଗୋସ୍ବାମୀ ଅନ୍ୟତମ। ସେ ଆଜି ନିଜର ୩୯ତମ ଜନ୍ମଦିନ ପାଳନ କରୁଛନ୍ତି। ଝୁଲନ ୨୦୦୩ରେ ଭାରତ ପକ୍ଷରୁ ଡେବ୍ୟୁ କରିଥିଲେ। ଏପର୍ଯ୍ୟନ୍ତ ସେ ଅନେକ ରେକର୍ଡ ନିଜ ନଁାରେ କରିଛନ୍ତି। ଦିନିକିଆ…

