ଖେଳ

ଦୁର୍ଘଟଣାର ସମ୍ମୁଖୀନ ହେଲେ ମହାନ କ୍ରିକେଟର୍‌

ସିଡନୀ,୨୯।୧୧: ଅଷ୍ଟ୍ରେଲିଆର ପୂର୍ବତନ ସ୍ପିନର ସେନ୍‌ ଓ୍ବାର୍ନ ଏକ ଦୁର୍ଘଟଣାରେ ଆହତ ହୋଇଛନ୍ତି। ତାଙ୍କ ପୁଅ ଜ୍ୟାକସନଙ୍କ ସହ ଯାଉଥିବାବେଳେ ବାଇକ୍‌ରୁ ଖସି ପଡିଥିଲେ। କେବଳ ଏତିକି ନୁହେଁ, ସେ ୧୫ ମିଟରରୁ ଅଧିକ ଟାଣି ହୋଇ ପଡିଥିଲେ। ଏହି ଦୁର୍ଘଟଣାରେ…

ରୋମାଣ୍ଟିକ୍‌ ହେଲେ କୋହଲି: କହିଲେ, ତୁମେ ମୋ ସହ ଥିଲେ…

ବିଶ୍ୱର ସର୍ବଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବିରାଟ କୋହଲି ଏବେ କ୍ରିକେଟ ପଡ଼ିଆରୁ ଦୂରରେ ଅଛନ୍ତି। ତାଙ୍କୁ ଟି -୨୦ ବିଶ୍ୱକପ -୨୦୨୧ ପରେ ବିଶ୍ରାମ ଦିଆଯାଇଥିଲା। ସେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜରେ ଖେଳି ନ ଥିଲେ। ଏହା ପରେ ସେ ନ୍ୟୁଜିଲାଣ୍ଡ…

ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ପାକିସ୍ତାନର ବିଦାୟ

ଭୁବନେଶ୍ୱର,୨୮।୧୧(କ୍ରୀଡ଼ା ପ୍ରତିନିଧି)- କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ଏଫ୍‌ଆଇଏଚ୍‌ ହକି ପୁରୁଷ ଜୁନିୟର ବିଶ୍ୱକପ୍‌ରୁ ବିଦାୟ ନେଇଛି ପାକିସ୍ତାନ। ରବିବାର ଅନୁଷ୍ଠିତ ପୁଲ୍‌ ‘ଡିି’ ମ୍ୟାଚରେ ଆର୍ଜେଣ୍ଟିନା ୪-୩ ଗୋଲରେ ପାକିସ୍ତାନକୁ ହରାଇ ଦେଇଛି। ବିଜୟ ସହ କ୍ବାର୍ଟର ଫାଇନାଲରେ ପ୍ରବେଶ କରିଛି…

‘ରାହାନେଙ୍କୁ ବସେଇ ଦିଅ’

କାନପୁର,୨୮।୧୧: ଭାରତୀୟ ଟେଷ୍ଟ ଦଳର ଉପଅଧିନାୟକ ଅଜିଙ୍କ୍ୟ ରାହାନେଙ୍କୁ ମୁମ୍ବାଇରେ ଆସନ୍ତା ୩ ତାରିଖରୁ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟରୁ ବସେଇ ଦେବା ଉଚିତ ହେବ ବୋଲି କହିଛନ୍ତି ନ୍ୟୁଜିଲାଣ୍ଡର ପୂର୍ବତନ ଅଧିନାୟକ ଡାନିଏଲ ଭିଟୋରି। କାନପୁରର ଗ୍ରୀନ ପାର୍କରେ ଚାଲିଥିବା…

ଟି୧୦ ଲିଗ୍‌ରେ ୨୩ ବଲରେ ଖେଳିଲେ ୭୭ ରନ୍‌ର ବିସ୍ଫୋରକ ପାଳି

ଆବୁଧାବି,୨୮।୧୧: ଚଳିତ ଆବୁଧାବି ଟି୧୦ ଲିଗ୍‌ରେ ଶନିବାର ଅନୁଷ୍ଠିତ ଏକ ମ୍ୟାଚ୍‌ରେ ନର୍ଦନ ଓ୍ବାରିଅର୍ସ ପାଇଁ ଖେଳୁଥିବା ମୋଇନ ଅଲି ମାତ୍ର ୨୩ ବଲରେ ଖେଳିଥିଲେ ୭୭ ରନ୍‌ର ବିସ୍ଫୋରକ ପାଳି। ତାଙ୍କ ଇନିଂସରେ ସାମିଲ ଥିଲା ୩ ଚୌକା ଓ…

ବିଳମ୍ବ ପାଇଁ ଚାଲିଗଲା ଉଇକେଟ

କାନପୁର,୨୮।୧୧: ସ୍ଥାନୀୟ ଗ୍ରୀନ ପାର୍କଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଅନ୍ତିମ ଦିନରେ ଭାରତକୁ ୯ ଉଇକେଟ ଦରକାର। ମ୍ୟାଚ୍‌ର ଚତୁର୍ଥ ଦିନରେ ଅନ୍ତିମ ୪ ଓଭର ମଧ୍ୟରେ ନ୍ୟୁଜିଲାଣ୍ଡକୁ ଓ୍ବିଲ ୟଙ୍ଗ ରୂପେ ପ୍ରଥମ ଝଟକା…

୫ ଉଇକେଟ୍‌ ନେବା ପରେ ବି ଏମିତି ଭୁଲ୍‌ କରିଦେଲେ ଅକ୍ଷର

କାନପୁର,୨୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳାଯାଉଥିବା କାନପୁର ଟେଷ୍ଟର ତୃତୀୟ ଦିନରେ ଭାରତୀୟ ସ୍ପିନର୍‌ ଅକ୍ଷର ପଟେଲ ୫ଟି ଉଇକେଟ ନେଇଥିଲେ। ଚତୁର୍ଥ ଟେଷ୍ଟ ଖେଳୁଥିବା ଅକ୍ଷର ପଞ୍ଚମ ଥର ପାଇଁ ଗୋଟିଏ ଇନିଂସରେ ୫ ଉଇକେଟ ନେଇଥିଲେ। ସେ ୬୨ ରନ…

ଭାରତ ନିୟନ୍ତ୍ରଣରେ କାନପୁର ଟେଷ୍ଟ

କାନପୁର,୨୮।୧୧: ସ୍ଥାନୀୟ ଗ୍ରୀନ ପାର୍କଠାରେ ଚାଲିଥିବା ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟେଷ୍ଟ ଚତୁର୍ଥ ଦିନ ଶେଷ ସୁଦ୍ଧା ଭାରତୀୟ ଦଳର ନିୟନ୍ତ୍ରଣରେ ରହିଛି। ପ୍ରଥମ ଇନିଂସରେ ୪୯ ରନ୍‌ର ଇନିଂସ ଅଗ୍ରଣୀ ହାସଲ କରିଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସ ଆରମ୍ଭରୁ…

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ ଶ୍ରେୟାସ

କାନପୁର,୨୮।୧୧: କାନପୁରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରେୟାସ ଆୟର ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଇନିଂସରେ ଆୟାର ଅର୍ଦ୍ଧଶତକ ହାସଲ କରିଥିଲେ। ଏହା ସହ ସେ ପ୍ରଥମ ଭାରତୀୟ ଭାବେ ଡେବ୍ୟୁ…

ଲଜ୍ଜାଜନକ ରେକର୍ଡ ହାସଲ କଲେ ପୂଜାରା

କାନପୁର,୨୮।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ କାନପୁରରେ ଖେଳାଯାଉଛି। ଏହି ସିରିଜରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ ଦିଆଯାଇଛି। ଏଭଳି ପରିସ୍ଥିତିରେ ଟିମ ଇଣ୍ଡିଆର ବ୍ୟାଟ୍ସମ୍ୟାନଚେତେଶ୍ୱର ପୂଜାରାଙ୍କ ଉପରେ ରନ ସ୍କୋର କରିବା…

ପୁଣି ଚମକିଲେ ଶ୍ରେୟାସ

କାନପୁର,୨୮।୧୧:କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଦୁଇ ଦଳ ମଧ୍ୟରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଡେବ୍ୟୁ କରୁଥିବା ଶ୍ରେୟସ ଆୟାର ଚମତ୍କାର ପ୍ରଦର୍ଶନ କରିଛନ୍ତି। ସେ କ୍ୟାରିୟର୍‌ର ପ୍ରଥମ ଟେଷ୍ଟର ପ୍ରଥମ ପାଳିରେ…

ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ମିଳିଲା ଧମକ, କହିଲେ ବଞ୍ଚାଇ ପାରିବେନି ଆଇପିଏସ୍ ଶ୍ୱେତା

ନୂଆଦିଲ୍ଲୀ, ପୂର୍ବତନ କ୍ରିକେଟର ତଥା ଭାରତୀୟ ଜତନା ପାର୍ଟି ଏମ୍‌ପି ଗୌତମ ଗମ୍ଭୀରଙ୍କୁ ଆଇଏସ୍ କଶ୍ମୀର ପକ୍ଷରୁ ପୁଣିଥରେ ଜୀବନରୁ ମାରିଦେବାକୁ ଧମ ଦିଆଯାଇଛି । ଶନିବାର-ରବିବାର ରାତିରେ ଇମେଲ ଜରିଆରେ ଏହି ଧମକ ଦିଆଯାଇଛି ।ଏଥର ମେଲରେ ଦିଲ୍ଲୀ ପୋଲିସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?