ହାତଯୋଡ଼ିଲେ ୟୁକ୍ରେନ ଫୁଟବଲର୍‌

ନୂଆଦିଲ୍ଲୀ,୨୬।୨: ରୁଷିଆ ଓ ୟୁକ୍ରେନ ମଧ୍ୟରେ ତିନିଦିନ ଧରି ଯୁଦ୍ଧ ଜାରି ରହିଛି। ରୁଷିଆ ସେନାର ଘନଘନ କ୍ଷେପଣାସ୍ତ୍ର ଏବଂ ରକେଟ ମାଡ଼ରେ ଏହି ପୂର୍ବ ୟୁରୋପୀୟ ରାଷ୍ଟ୍ର ଧ୍ୱସ୍ତବିଧ୍ୱସ୍ତ ହୋଇଯାଇଛି। ସମଗ୍ର ବିଶ୍ୱରେ ରୁଷିଆର ଏଭଳି ଆକ୍ରମଣକୁ ନିନ୍ଦା କରାଯାଉଥିବା ବେଳେ ଖେଳାଳିମାନେ ମଧ୍ୟ ଆଗକୁ ଆସି ଯୁଦ୍ଧକୁ ଶେଷ କରିବାକୁ ଅପିଲ କରୁଛନ୍ତି। ଏହି କ୍ରମରେ ୟୁରୋପା ଲିଗ୍‌ରେ ଖେଳୁଥିବା ୟୁକ୍ରେନ ଫୁଟବଲର୍‌ ହାତ ଯୋଡ଼ି ଯୁଦ୍ଧ ଟାଳିବାକୁ ଅନୁରୋଧ କରିଛନ୍ତି। ଏହା ଅନେକଙ୍କୁ ଭାବବିହ୍ବଳ କରୁଛି।

ଇଟାଲୀୟ ଫୁଟବଲ ଟିମ୍‌ ଆଟଲାଣ୍ଟା ବିସି ପକ୍ଷରୁ ଖେଳୁଥିବା ୟୁକ୍ରେନର ମିଡ୍‌ଫିଲ୍ଡର ରୁସଲାନ ମାଲିନୋଭସ୍କି ଅଲିମ୍ପିୟାକୋସ୍‌ ବିପକ୍ଷରେ ଗୋଲ କରିବା ପରେ ନିଜ ଟି-ଶାର୍ଟ ଉପରକୁ ଟେକିଥିଲେ। ସେଥିରେ ‘ନୋ ଓ୍ବାର ଇନ୍‌ ୟୁକ୍ରେନ୍‌’ ବୋଲି ଲେଖାଯାଇଥିଲା। ସୋସିଆଲ ମିଡିଆରେ ଏହି ଫଟୋ ଖୁବ ଭାଇରାଲ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନାସା ସହିତ ସମ୍ପର୍କ ଭାଙ୍ଗିଲା ରୁଷିଆ…

ମସ୍କୋ, ୨।୪ : ରୁଷିଆର କ୍ଷେପଣାସ୍ତ୍ର ମାଡ଼ରେ ୟୁକ୍ରେନକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇ ଯାଇଛି। ଏଥି ସହିତ ପାଶ୍ଚାତ୍ୟ ଦେଶଗୁଡିକର ପ୍ରତିବନ୍ଧକ ଯୋଗୁ ରୁଷିଆ...

ରୁଷିଆ ସେନାଙ୍କ ସହ ଲଢୁଛନ୍ତି ୟୁକ୍ରେନ୍ ଫିଲ୍ମ ନିର୍ମାତା

କ୍ୱିଭ୍‌,୨୩ ।୩: ୟୁକ୍ରେନ୍‌-ରୁଷିଆ ମଧ୍ୟରେ ଯୁଦ୍ଧ ମାସେ ପୁରଣ ହେବାକୁ ଯାଉଛି । ଏହାରି ଭିତରେ ରୁଷିଆ ସେନା ୟୁକ୍ରେନର ବଡ ବଡ ସହରକୁ ଧ୍ୱଂସ...

ଲୋକେଶ ରାହୁଲ ଫିଟ୍‌

ମୁମ୍ବାଇ,୩।୨: ଆହତ ସମସ୍ୟା ପାଇଁ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଖେଳିପାରି ନ ଥିବା ଲୋକେଶ ରାହୁଲ ଏବେ ଫିଟ୍‌। ରିହାବିଲିଟେଶନ ଶେଷ ହୋଇଥିବାରୁ ସେ ଆଗାମୀ...

୪୬୫ ବର୍ଷ ପୂର୍ବରୁ ନୋତ୍ରାଦମସ କରିଥିଲେ କରୋନାଭାଇରସର ଭବିଷ୍ୟବାଣୀ!

ନୂଆଦିଲ୍ଲୀ,୧୧।୨: କରୋନାଭାଇରସ ଏବେ ବିଶ୍ୱବାସୀଙ୍କ ଚିନ୍ତା ବଢାଇ ଦେଇଛି। ଚାଇନାରୁ ଆରମ୍ଭ ହୋଇଥିବା ଏହି କରୋନାଭାଇରସର ସଂକ୍ରମଣ ଏବେ ସାରା ବିଶ୍ୱକୁ ବ୍ୟାପିବାରେ ଲାଗିଛି। ଏହାର...

କରୋନା ସଂକ୍ରମଣରେ ସୌଦି ଆରବ ରାଜ ପରିବାରର ୧୫୦ ସଦସ୍ୟ !

ରିୟାଦ,୧୧।୪: ସୌଦି ଆରବର ରାଜ ପରିବାର ଏବେ କରୋନା କବଳରେ। ମିଳିଥିବା ଏକ ସୂଚନା ଅନୁଯାୟୀ, ଏବେ ସୌଦି ଆରବ ରାଜ ପରିବାରର ପାଖାପାଖି ୧୫୦...

୧୧ବର୍ଷ ପରେ ପାକିସ୍ତାନ ଦଳକୁ ଫେରିଲେ ଆଲାମ

କରାଚୀ, ୨୯ା୭ (ପି.ଟି.)-ବ୍ୟାଟ୍ସମ୍ୟାନ ଫଓ୍ବାଦ ଆଲାମ ୧୧ ବର୍ଷ ବ୍ୟବଧାନରେ ପାକିସ୍ତାନ ଟେଷ୍ଟ ଦଳକୁ ଫେରିଛନ୍ତି। ଇଂଲଣ୍ଡ ବିପକ୍ଷ ଆସନ୍ତା ଟେଷ୍ଟ ସିରିଜ ପାଇଁ ପାକିସ୍ତାନର...

ରୋହିଙ୍ଗ୍ୟାଙ୍କ ଉପରେ ଅତ୍ୟାଚାର, ତଥ୍ୟ ପାଇଁ ଫେସବୁକକୁ ନିର୍ଦ୍ଦେଶ…

ଓ୍ବାଶିଂଟନ,୨୩।୯: ରୋହିଙ୍ଗ୍ୟାଙ୍କ ବିରୋଧରେ ହିଂସା ସହ ଜଡିତ ତଥ୍ୟ ପ୍ରକାଶ କରିବାକୁ ଆମେରିକା କୋର୍ଟ ଫେସବୁକକୁ ନିର୍ଦ୍ଦେଶ ଦେଇଛନ୍ତି। ଆମେରିକାର ନିୟମକୁ ଦର୍ଶାଇ ଫେସବୁକ ରୋହିଙ୍ଗ୍ୟାଙ୍କ...

ଧୋନୀଙ୍କ ଫଟୋ ଛାଡି ଏମିତି କହିଲେ କୋହଲି

ଭାରତର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଏବେ କ୍ରିକେଟରୁ ଦୂରେଇ ରହିଛନ୍ତି। ଏବେ ସେ ନିଜ ପରିବାର ସହ ସମୟ ବିତାଉଛନ୍ତି। କିନ୍ତୁ ତାଙ୍କ...

Advertisement
Archives

Model This Week