Posted inଖେଳ

ଏହି ସୁନ୍ଦରୀଙ୍କ ପ୍ରେମରେ ଉବୁଟୁବୁ ହେଉଛନ୍ତି ଇଶାନ

ନୂଆଦିଲ୍ଲୀ,୨୬।୨: ବିଗତ କିଛି ବର୍ଷରେ ନିଜ ଖେଳ ଜରିଆରେ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବାରେ ସଫଳ ହୋଇଛନ୍ତି ସୁପରଷ୍ଟାର ଉଇକେଟ କିପର ବ୍ୟାଟ୍ସମ୍ୟାନ୍‌ ଇଶାନ କିଶନ। ସେ ନିଜର ଆକ୍ରାମଣାତ୍ମକ ବ୍ୟାଟିଂକୁ ନେଇ ଜଣାଶୁଣା। ପ୍ରେମ ଜୀବନ ଦେଖିଲେ ଇଶାନଙ୍କ ଗର୍ଲଫ୍ରେଣ୍ଡ ଅଦିତି ହୁଣ୍ଡିଆ ଜଣେ ମଡେଲ। ଫ୍ୟାଶନ ତଥା ଗ୍ଲାମରଜଗତର ସେ ଲୋକପ୍ରିୟ ଚେହେରା। ସେ ସୋସିଆଲ ମିଡିଆରେ ମଧ୍ୟ ବେଶ ସକ୍ରିୟ। ନିକଟରେ ପୋଲାଣ୍ଡରେ ଆୟୋଜିତ ମିସ୍‌ ସୁପରନ୍ୟାଶନାଲ ପ୍ରତିଯୋଗିତାରେ ଭାରତକୁ ରିପ୍ରେଜେଣ୍ଟ କରିଥିଲେ ଅଦିତି। ୨୦୧୬ରେ ଏଲିଟ୍‌ ମିସ୍‌ ରାଜସ୍ଥାନର ସେ ରନର୍ସ ଅପ୍‌ ଥିଲେ। ପରେ ୨୦୧୭ରେ ଫେମିନା ମିସ୍‌ ଇଣ୍ଡିଆରେ ସେ ଫାଇନାଲିଷ୍ଟ ଥିଲେ। ଏପରିକି ୨୦୧୮ରେ ମିସ୍‌ ସୁପରନ୍ୟାଶନାଲ ଇଣ୍ଡିଆକୁ ସେ ଜିତିଛନ୍ତି ମଧ୍ୟ। ମୋଟାମୋଟି ଭାବେ ଦେଖିବାକୁ ଗଲେ ମଡେଲିଂରେ ସେ ନିଜର କ୍ୟାରିୟର କରିବାକୁ ବେଶ ଆଗ୍ରହୀ। ଯାହା ତାଙ୍କର ସୋସିଆଲ ମିଡିଆ ପୋଷ୍ଟରୁ ବାରି ହୋଇପଡେ। ପ୍ରଶଂସକଙ୍କ ସହ ସମସ୍ତ ଅପ୍‌ଡେଟ୍‌ ସେ ଶେୟାର କରୁଥିବା ବେଳେ ଫଟୋଗୁଡ଼ିକୁ ବେଶ ପସନ୍ଦ କରିଥାନ୍ତି ଅନେକ। ତେବେ ଇଶାନଙ୍କ ସହ ତାଙ୍କ ସମ୍ପର୍କ କାହାକୁ ଅଛପା ନ ଥିଲେ ହେଁ ଏଯାବତ ଉଭୟ ଏହାକୁ ଆଧିକାରିକ ଭାବେ ମାନି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି ହସ୍ତକ୍ଷେପ ପରେ ରାଜି ହେଲା ବାଂଲାଦେଶ

ଦୁବାଇ,୧୫।୧- ପାକିସ୍ତାନରେ ପୂର୍ଣ୍ଣ ସିରିଜ୍‌ ଖେଳିବାକୁ ରାଜି ହୋଇଛି ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି)। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ମୁଖ୍ୟ ଶଶାଙ୍କ ମନୋହରଙ୍କ ହସ୍ତକ୍ଷେପ...

ସୁଲତାନ ଜୋହର କପ୍‌ ହକି: ବିଜୟରୁ ଭାରତର ଅଭିଯାନ

ଜୋହର ବାହରୁ, ୧୩।୧୦(ପି.ଟି.) – ଏଠାରେ ଶନିବାରଠାରୁ ଆରମ୍ଭ ହୋଇଥିବା ନବମ ସୁଲତାନ ଜୋହର ବାହରୁ କପ୍‌ରେ ଭାରତୀୟ ଜୁନିୟର ଦଳ ବିଜୟରୁ ଅଭିଯାନ ଆରମ୍ଭ...

ହାଜଲେଉଡ୍‌ ଓହରିଲେ

ମେଲବୋର୍ନ, ୨।୪(ପି.ଟି.)-ଚେନ୍ନାଇ ସୁପରକିଙ୍ଗ୍ସର ଅଷ୍ଟ୍ରେଲୀୟ ଫାଷ୍ଟ ବୋଲର ଜୋଶ ହାଜଲେଉଡ୍‌ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ)ରୁ ଓହରି ଯାଇଛନ୍ତି। ଆଗାମୀ ଦିନରେ ଖେଳାଯିବାକୁ ଥିବାଆଶେସ...

ପ୍ରଥମ ଭାରତୀୟ ଭାବେ ଏଭଳି କାରନାମା କଲେ ଶ୍ରେୟାସ

କାନପୁର,୨୮।୧୧: କାନପୁରରେ ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟର ଦ୍ୱିତୀୟ ଇନିଂସରେ ଶ୍ରେୟାସ ଆୟର ଭାରତ ପାଇଁ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଦ୍ୱିତୀୟ ଇନିଂସରେ...

ମହିଳା ଚ୍ୟାଲେଞ୍ଜର ଟ୍ରଫି: ଇଣ୍ଡିଆ ‘ବି’କୁ ଜିତାଇଲେ ଓଡ଼ିଶାର ସୁଶ୍ରୀ

କଟକ ଅଫିସ, ୬ା୧-  ଓଡ଼ିଶାର ସୁଶ୍ରୀ ଦିବ୍ୟଦର୍ଶିନୀଙ୍କ ୩ ଉଇକେଟ ସଫଳତା ବଳରେ ଇଣ୍ଡିଆ ‘ବି’ ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଚ୍ୟାଲେଞ୍ଜର ଟ୍ରଫିରେ ପ୍ରଥମ...

ଇତିହାସ ଲକ୍ଷ୍ୟରେ ୧୪୦ କେଜି ଓଜନର ବୋଲରଙ୍କୁ ଖେଳାଇଲା ଓ୍ବେଷ୍ଟଇଣ୍ଡିଜ

ମାଞ୍ଚେଷ୍ଟର, ୨୪।୭: ଘରୋଇ ଇଂଲଣ୍ଡ ଓ ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଗ୍ରାଉଣ୍ଡରେ ଶୁକ୍ରବାରଠାରୁ ନିର୍ଣ୍ଣାୟକ ୩ୟ ଟେଷ୍ଟ ମ୍ୟାଚ୍‌ ଆରମ୍ଭ ହୋଇଛି। ଏହି...

ଆଇସିସି ବଦଲାଇଲା ଇନ୍ଦୋର ପିଚ୍‌ ରେଟିଂ

ଦୁବାଇ,୨୭ା୩: ଇନ୍ଦୋର ହୋଲ୍‌କାର ଷ୍ଟାଡିୟମ କ୍ରିକେଟ ପିଚ୍‌ ରେଟିଂ ବଦଳିଛି। ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ)ପକ୍ଷରୁ ଆବେଦନ ପରେ ଆଇସିସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି।...

ଭାରତକୁ ହରାଇଥିବାରୁ ଗର୍ବିତ: ଆଫ୍ରିଦୀ

ଦୁବାଇ,୨୫।୧୦: ବିଶ୍ୱକପ୍‌ରେ ପ୍ରଥମଥର ପାଇଁ ଭାରତକୁ ହରାଇଥିବାରୁ ଗର୍ବ ଅନୁଭବ କରୁଛି ବୋଲି ମ୍ୟାନ୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ ହୋଇଥିବା ପାକିସ୍ତାନ ଦ୍ରୁତ ବୋଲର...

Advertisement
Archives

Model This Week