ଖେଳ

ରାହୁଲଙ୍କ ଉପରେ ଟଙ୍କା ବର୍ଷା

ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗର ପରବର୍ତ୍ତୀ ସିଜିନ୍‌ ପାଇଁ ନୂତନ ଦଳ ସହିତ ମେଗା ନିଲାମ ପାଇଁ ପ୍ରସ୍ତୁତି ଚାଲିଛି। ଟୁର୍ନାମେଣ୍ଟର ଏକ ଅଂଶ ଭାବରେ ୮ଟି ଦଳକୁ ସେମାନଙ୍କ ଚାରି ଖେଳାଳିଙ୍କୁ ରଖିବା ପାଇଁ ବିକଳ୍ପ ଦିଆଯାଇଛି। ଏହା ବ୍ୟତୀତ…

ଚାଞ୍ଚଲ୍ୟକର ଖୁଲାସା କଲେ ମହାନ୍‌ ଅଲରାଉଣ୍ଡର

ସିଡନୀ,୩୦।୧୧: ଆସେଶ ସିରିଜ୍‌ ପୂର୍ବରୁ ଇଂଲଣ୍ଡର ଅଲରାଉଣ୍ଡର ବେନ ଷ୍ଟୋକ୍ସ ଏକ ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ଥରେ ଏକ ବଟିକା ତାଙ୍କ ଗଳାରେ ଫସିଯିବା ପରେ ସେ ଭୟଭୀତ ହୋଇପଡିଥିଲେ। କିନ୍ତୁ ଘଟଣା କେବେ ଏବଂ କେଉଁଠାରେ ଘଟିଥିଲା ତାହା ସ୍ପଷ୍ଟ…

ଅନୁଚ୍ଛେଦ ୩୭୦ ନାମରେ ସ୍ପୋର୍ଟସ୍‌ ଲିଗ୍‌ ଆରମ୍ଭ କରିବ ଭାଜପା…

ଗାନ୍ଧୀନଗର,୩୦।୧୧: ଭାଜପା ଅନୁଚ୍ଛେଦ ୩୭୦ ନାମ ଅନୁସାରେ ଏକ ସ୍ପୋର୍ଟସ୍‌ ଲିଗ୍‌ ଆରମ୍ଭ କରିବାକୁ ଯାଉଛି। ଗୁଜରାଟର ଗାନ୍ଧୀନଗରରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ ସଂସଦୀୟ ନିର୍ବାଚନମଣ୍ଡଳୀରେ ଏହି ଲିଗ ଆୟୋଜିତ ହେବ ଏବଂ ଏଥିରେ କ୍ରିକେଟ ଏବଂ କବାଡି ଭଳି ମ୍ୟାଚ…

ଗୋଟିଏ ଓଭରରେ ୫ ଛକା ମାରିଥିବା କ୍ରିକେଟର୍‌ କଲେ ବିବାହ

ଭାରତୀୟ ଏବଂ ରାଜସ୍ଥାନ ରୟାଲ୍ସର ଅଲରାଉଣ୍ଡର ରାହୁଲ ତେୱତିଆ ରିଦ୍ଧି ପନ୍ନୁଙ୍କୁ ବିବାହ କରିଛନ୍ତି। ବିବାହ ଉତ୍ସବରେ ୟୁଜବେନ୍ଦ୍ର ଚହଲ, ରିଷଭ ପନ୍ତ ଏବଂ ନୀତୀଶ ରାଣାଙ୍କ ସମେତ ଅନେକ ଖେଳାଳି ଯୋଗ ଦେଇଥିଲେ। ରାହୁଲ ଏବଂ ରିଦ୍ଧି ପନ୍ନୁ ଚଳିତ…

ଗ୍ରାଉଣ୍ଡ୍ସମ୍ୟାନଙ୍କୁ ୩୫ ହଜାର ଟଙ୍କା ଦେଲେ ଡ୍ରାଭିଡ୍‌

କାନପୁର,୨୯।୧୧: ଭାରତୀୟ ଦଳର ମୁଖ୍ୟକୋଚ୍‌ ରାହୁଲ ଡ୍ରାଭିଡ୍‌ ଏବେ ବି ବଦଳି ନ ଥିବା ପ୍ରମାଣ କରି ଦେଇଛନ୍ତି। ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ ପାଇଁ ସ୍ପୋର୍ଟିଂ ପିଚ୍‌ ପ୍ରସ୍ତୁତ କରିଥିବା ଗ୍ରୀନ ପାର୍କ ଗ୍ରାଉଣ୍ଡଷ୍ଟାଫଙ୍କୁ ୩୫…

ଅଶ୍ୱିନଙ୍କୁ ଭଜିଙ୍କ ଶୁଭେଚ୍ଛା

କାନପୁର,୨୯।୧୧: ଟେଷ୍ଟ କ୍ରିକେଟରେ ଭାରତ ପାଇଁ ସର୍ବାଧିକ ଉଇକେଟ ନେଇଥିବା ବୋଲରଙ୍କ ତାଲିକାରେ ପୂର୍ବତନ ଭାରତୀୟ ସ୍ପିନର ହରଭଜନ ସିଂଙ୍କୁ ପଛରେ ପକାଇ ତୃତୀୟ ସ୍ଥାନ ଅଧିକାର କରିଛନ୍ତି ରବିଚନ୍ଦ୍ରନ ଅଶ୍ୱିନ। କାନପୁର ଟେଷ୍ଟର ୫ମ ଦିନରେ ଟମ୍‌ ଲଥାମ (୫୨)ଙ୍କୁ…

ସବୁ କିଛି ପରେ ବି ଜିତିପାରିଲା ନାହିଁ ଭାରତ

କାନପୁର,୨୯।୧୧: ସବୁ କିଛି ପରେ ମଧ୍ୟ ଟିମ୍‌ ଇଣ୍ଡିଆ ସପକ୍ଷରେ ଯାଇ ନାହିଁ କାନପୁର ଟେଷ୍ଟର ଫଳାଫଳ। ଶେଷରେ ଡ୍ର’ ସହ ଶେଷ ହୋଇଛି ନ୍ୟୁଜିଲାଣ୍ଡ ଓ ଭାରତ ମଧ୍ୟରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ମ୍ୟାଚ୍‌। ୨୦୧୮ ପରେ ପ୍ରଥମ ଥର…

‘ଯାଦୁ’ ଦେଖାଇଲେ ଜାଡେଜା

କାନପୁର,୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନରେ ରବିନ୍ଦ୍ର ଜାଡେଜା ଚମତ୍କାର ପ୍ରଦର୍ଶନ କରିଛନ୍ତି। ପଞ୍ଚମ ଦିନର ପ୍ରଥମ ଅଧିବେଶନ ନ୍ୟୁଜିଲାଣ୍ଡ ସପକ୍ଷରେ ଯାଇଥିବାବେଳେ…

ପ୍ରେମିକାଙ୍କୁ ମୁଦି ପିନ୍ଧାଇଲେ ଏହି କ୍ରିକେଟର୍‌

ଭାରତୀୟ କ୍ରିକେଟ ଦଳର ଦ୍ରୁତ ବୋଲର ଶାର୍ଦ୍ଦୁଲ ଠାକୁର ଏବଂ ତାଙ୍କ ଗର୍ଲଫ୍ରେଣ୍ଡ ମିତାଲି ପାରୁଲକରଙ୍କ ନିର୍ବନ୍ଧ ସମ୍ପନ୍ନ ହୋଇଛି। ମୁମ୍ବାଇ କ୍ରିକେଟ ଆସୋସିଏସନରେ ଶାର୍ଦ୍ଦୁଲ ଏବଂ ପାରୁଲକରଙ୍କ ନିର୍ବନ୍ଧ ଉତ୍ସବ ଆୟୋଜିତ ହୋଇଥିଲା। ଉଭୟ ଆସନ୍ତା ବର୍ଷ ବିବାହ କରିବେ।…

ସ୍ବତନ୍ତ୍ର ରେକର୍ଡ ହାସଲ କଲେ ଅଶ୍ୱିନ

କାନପୁର,୨୯।୧୧: ନ୍ୟୁଜିଲାଣ୍ଡ ବିପକ୍ଷ କାନପୁର ଟେଷ୍ଟର ଶେଷ ଦିନରେ ଟମ ଲାଥାମଙ୍କ ଉଇକେଟ ନେବା ପରେ ଆର ଅଶ୍ୱିନ ଏକ ସ୍ବତନ୍ତ୍ର ରେକର୍ଡ ସୃଷ୍ଟି କରିଥିଲେ। ସେ ହରଭଜନ ସିଂଙ୍କୁ ପଛରେ ପକାଇ ଟେଷ୍ଟରେ ଭାରତ ପାଇଁ ତୃତୀୟ ସର୍ବାଧିକ ଉଇକେଟ…

ନ୍ୟୁଜିଲାଣ୍ଡ ସ୍ଥିତି ମଜଭୁତ୍‌

କାନପୁର,୨୯।୧୧: କାନପୁରର ଗ୍ରୀନ ପାର୍କ ଷ୍ଟାଡିୟମରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚର ଆଜି ପଞ୍ଚମ ତଥା ଶେଷ ଦିନ। ଶେଷ ଦିନରେ ଏହା ମଧ୍ୟାହ୍ନ ଭୋଜନ ସମୟ ପର୍ଯ୍ୟନ୍ତ ଚତୁର୍ଥ ଦିନର ସ୍କୋରରେ ନ୍ୟୁଜିଲାଣ୍ଡ ୭୫…

ଟେନ୍‌ସନ୍‌ ବଢାଇଲା ନ୍ୟୁଜିଲାଣ୍ଡ

କାନପୁର,୨୯।୧୧: କାନପୁରରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଜିତିବା ପାଇଁ ନ୍ୟୁଜିଲାଣ୍ଡକୁ ଭାରତ ୨୮୪ ରନ ଟାର୍ଗେଟ ଦେଇଛି। ଏବେ ବୋଲରଙ୍କ ଉପରେ ଭାରତର ବିଜୟ ସମ୍ପୂର୍ଣ୍ଣ ନିର୍ଭର କରେ। ନ୍ୟୁଜିଲାଣ୍ଡ ଭାରତର ଟେନ୍‌ସନ୍‌କୁ ବଢାଇ ଦେଇଛି। ପଞ୍ଚମ ଦିନ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?