Posted inଖେଳ

ମୁଁ ଚାହେଁ ଜାଡେଜା ଉପରେ ବ୍ୟାଟିଂ କରନ୍ତୁ: ରୋହିତ

ଲକ୍ଷ୍ନୌ,୨୫।୨: ଶ୍ରୀଲଙ୍କା ବିପକ୍ଷରେ ଖେଳାଯାଇଥିବା ପ୍ରଥମ ଟି୨୦ ମ୍ୟାଚ୍‌ରେ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଉପର କ୍ରମରେ ବ୍ୟାଟିଂ କରିବାକୁ ଆସିଥିଲେ। ଦୀର୍ଘ ଦିନ ପରେ ଦଳକୁ ଫେରିଥିବା ଜାଡେଜାଙ୍କୁ ଚତୁର୍ଥ କ୍ରମରେ ବ୍ୟାଟିଂ କରିବାକୁ ପଠା ଯାଇଥିଲା। ତେବେ ତାଙ୍କୁ ଅଧିକ ବଲ ଖେଳିବାକୁ ସୁଯୋଗ ମିଳି ନ ଥିଲା। ସେ ୪ ବଲରେ ୩ ରନ୍‌ କରିବାକୁ ସକ୍ଷମ ହୋଇଥିଲେ। ଏହାର କାରଣ ମ୍ୟାଚ୍‌ ପରେ କହିଥିଲେ ଭାରତୀୟ ଦଳର ଅଧିନାୟକ ରୋହିତ ଶର୍ମା।

“ଜାଡେଜା ଫେରିବାରୁ ମୁଁ ଖୁବ୍‌ ଖୁସୀ। ଆମେ ତାଙ୍କଠାରୁ ଅଧିକ ଚାହୁଁ। ଏଥିଯୋଗୁ ତାଙ୍କୁ ଉପରେ କ୍ରମରେ ପଠାଇଥିଲୁ। ଆଗକୁ ହେବାକୁ ଥିବା ମ୍ୟାଚ୍‌ରେ ବାରମ୍ବାର ଏଭଳି ଦୃଷ୍ଟାନ୍ତ ଦେଖିବାକୁ ମିଳିବ। ମୁଁ ଚାହେଁ ସେ ଉପରେ ବ୍ୟାଟିଂ କରନ୍ତୁ। ତାଙ୍କ ବ୍ୟାଟିଂ ଏବେ ଉନ୍ନତର ହୋଇଯାଇଛି। ଏଣୁ ଆମେ ତାଙ୍କୁ ପ୍ରମୋଟ କରିବାକୁ ଚାହୁଁଛୁ। ଧଳା ବଲ କ୍ରିକେଟରେ ଆମେ ତାଙ୍କ ଠାରୁ କ’ଣ ଚାହୁଁଛୁ, ତାହା ଆମକୁ ଭଲ ଭାବେ ଜଣାଅଛି” ବୋଲି ଅଧିନାୟକ ରୋହିତ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କିଏ କରିବ ଓପନିଂ: ସ୍ପଷ୍ଟ କଲେ କୋହଲି

ଦୁବାଇ,୧୮।୧୦: ଚଳିତ ଟି୨୦ ବିଶ୍ୱକପ୍‌ରେ ଟିମ୍‌ ଇଣ୍ଡିଆ ପାଇଁ କିଏ ଓପନିଂ କରିବ? ଇଂଲଣ୍ଡ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ ପୂର୍ବରୁ ଏହି ପ୍ରଶ୍ନର ଉତ୍ତର ଦେଇଛନ୍ତି...

ଆଜି ଆଇପିଏଲ୍‌ର ମହା ମୁକାବିଲା: ରାଜସ୍ଥାନ ରୟାଲ୍ସକୁ ଭେଟିବ ଗୁଜରାଟ ଟାଇଟନ୍ସ

ନୂଆଦିଲ୍ଲୀ,୨୯।୫: ଆଜି ଫାଇନାଲ ମହା ମୁକାବିଲାରେ ମୁହାଁମୁହିଁ ହେବେ ରାଜସ୍ଥାନ ରୟାଲ୍ସ ଏବଂ ଗୁଜରାଟ ଟାଇଟନ୍ସ। ଦୁହିଁଙ୍କ ମଧ୍ୟରେ କଡା ଟକ୍କର ଚାଲିବ। ନରେନ୍ଦ୍ର ମୋଦି...

ଅବସର ପରେ ଟମାଟୋ-ଦୁଗ୍ଧ ବିକ୍ରି କରୁଛନ୍ତି ଧୋନୀ

ରାଞ୍ଚି,୨୪।୧୧: ବଡ଼ ବଡ଼ ସେଲିବ୍ରିଟି ନିଜ ଜୀବନରେ କ’ଣ କରୁଛନ୍ତି କେମିତି ଜୀବନ ବିତାଉଛନ୍ତି ସେ ବିଷୟରେ ଜାଣିବା ପାଇଁ ସମସ୍ତଙ୍କ ଭିତରେ ଉତ୍କଣ୍ଠା ଭରି...

ରାଇନାଙ୍କୁ କେହି କିଣିଲେନି !

ବେଙ୍ଗାଲୁରୁ,୧୨।୨: ଆଇପିଏଲ୍‌-୨୦୨୨ ନିଲାମରେ କ୍ରିକେଟର ସୁରେଶ ରାଇନାଙ୍କୁ କୌଣସି ବିଡ୍‌ ମିଳିନାହିଁ। ଏହି ବାମହାତୀ ବ୍ୟାଟ୍ସମ୍ୟାନଙ୍କୁ କିଣିବା ଲାଗି କେହି ଆଗ୍ରହ ଦେଖାଇ ନ ଥିବାରୁ...

ସିଏସ୍‌କେକୁ ବଡ଼ ଝଟ୍‌କା; ଅଲରାଉଣ୍ଡର ମୋଇନ ଅଲି…

ମୁମ୍ବାଇ,୨୬।୪: ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ର ଚଳିତ ସିଜନରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଲାଗିଛି ବଡ଼ ଝଟ୍‌କା। ଦଳର ଅଲରାଉଣ୍ଡର ମୋଇନ ଅଲି ଆହତ ହେବା...

ରୋମାଞ୍ଚକ ହେବ ଭାରତ-ବେଲଜିୟମ ମୁକାବିଲା

ଭୁବନେଶ୍ୱର, ୮।୨(କ୍ରୀଡ଼ା ପ୍ରତିନିଧି)- ଭାରତ ଓ ବିଶ୍ୱ ଚାମ୍ପିୟନ ବେଲଜିୟମ ମଧ୍ୟରେ ଏଫଆଇଏଚ୍‌ ହକି ପ୍ରୋ ଲିଗ୍‌ର ହାଇ ପ୍ରୋଫାଇଲ ମ୍ୟାଚ ଶନିବାର ଓ ରବିବାର...

ଧୋନୀଙ୍କ ପାଇଁ ପାଗଳ ପ୍ରଶଂସକ: ପ୍ରସ୍ତୁତ କଲେ ରାପ୍‌ ସଙ୍ଗ୍‌, ୟୁଟ୍ୟୁବରେ ମଚାଇଲା ଧୁମ୍‌

ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ପୁଣି କେବେ କ୍ରିକେଟକୁ ଫେରିବେ ତାକୁ ନେଇ ସବୁଠି ଚର୍ଚ୍ଚା। ପ୍ରଶଂସକମାନେ ମଧ୍ୟ ତାଙ୍କ...

ଏସିଆ କପ୍‌ ଫାଇନାଲ୍‌: ପାକିସ୍ତାନକୁ ୧୭୧ ରନ୍‌ର ଟାର୍ଗେଟ୍‌

ଦୁବାଇ,୧୧।୯: ଏସିଆ କପ ୨୦୨୨ର ଫାଇନାଲରେ ପ୍ରଥମେ ବ୍ୟାଟିଂ କରି ଶ୍ରୀଲଙ୍କା ୨୦ ଓଭରରେ ୬ ଉଇକେଟ ହରାଇ ୧୭୦ ରନ ସଂଗ୍ରହ କରିଛି। ଫଳରେ...

Advertisement
Archives

Model This Week