ଅଲିମ୍ପିକ୍ସରେ ପ୍ରଥମଥର ପାଇଁ ସର୍ବାଧିକ ମହିଳା ଶୁଟର
ନୂଆଦିଲ୍ଲୀ, ୧୧।୭(ପି.ଟି.): ଟୋକିଓ ଅଲିମ୍ପିକ୍ସର ବ୍ୟକ୍ତିଗତ ଶୁଟିଂ ଇଭେଣ୍ଟରେ ପ୍ରଥମଥର ପାଇଁ ପୁରୁଷ ପ୍ରତିଯୋଗୀଙ୍କ ଅପେକ୍ଷା ସର୍ବାଧିକ ମହିଳା ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। ମହିଳା ପ୍ରତିଯୋଗୀଙ୍କ ସଂଖ୍ୟା ୨୩୯ ଆଶା କରାଯାଉଥିବାବେଳେ ୨୦୮ ପୁରୁଷ ପ୍ରତିଯୋଗୀ ଭାଗନେବେ। ଶୁଟିଂ...
ଓ୍ବିମ୍ବେଲଡନ ପୁରୁଷ ଫାଇନାଲରେ ପ୍ରଥମ ମହିଳା ଚେୟାର ଅମ୍ପାୟର
ଓି୍ବମ୍ବେଲଡନ, ୧୦ା୭ (ଏପି)-୧୮୭୭ରୁ ଖେଳାଯାଇ ଆସୁଥିବା ଓ୍ବିମ୍ବେଲଡନ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାର ପୁରୁଷ ସିଙ୍ଗଲ୍ସ ଫାଇନାଲକୁ ପ୍ରଥମଥର ଜଣେ ମହିଳା ଚେୟାର ଅମ୍ପାୟର ମ୍ୟାଚ ପରିଚାଳନା କରିବେ। ସେ ହେଉଛନ୍ତି କ୍ରୋଏସିଆର ୪୩ବର୍ଷୀୟା ମାରିଜା ସିସାକ୍। ରବିବାର ଅଲ୍...
ଓ୍ବିମ୍ବେଲଡନ ଟେନିସ: ବାର୍ଟି ନୂଆ ଚାମ୍ପିୟନ
ଲଣ୍ଡନ, ୧୧।୭: ଅଷ୍ଟ୍ରେଲିଆର ଆଶ୍ଲେ ବାର୍ଟି ଚଳିତ ଓ୍ବିମ୍ବେଲଡନ ଗ୍ରାଣ୍ଡସ୍ଲାମ ଟେନିସ ମହିଳା ସିଙ୍ଗଲ୍ସରେ ନୂଆ ଚାମ୍ପିୟନ ହୋଇଛନ୍ତି। ଶନିବାର ଅନୁଷ୍ଠିତ ଫାଇନାଲରେ ବାର୍ଟି ଚେକ୍ ରିପବ୍ଲିକର କାରୋଲିନା ପ୍ଲିସ୍କୋଭାଙ୍କୁ ୬-୩, ୬-୭(୪/୭), ୬-୩ ସେଟ୍ରେ ପରାସ୍ତ କରିଛନ୍ତି। ବାର୍ଟି...
ସଚିନଙ୍କ ଲାଗି ବର୍ଷର ଶ୍ରେଷ୍ଠ କ୍ୟାଚ୍
ନର୍ଥହାମ୍ପଟନ,୧୦।୭: ଇଂଲଣ୍ଡ ବିପକ୍ଷ ପ୍ରଥମ ଟି୨୦ ମ୍ୟାଚ୍ରେ ଭାରତୀୟ ମହିଳା ଦଳକୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିଲା। କିନ୍ତୁ ହରଲିନ ଦେଓଲଙ୍କ ସୁପରମ୍ୟାନ କ୍ୟାଚ୍ ପ୍ରଶଂସକଙ୍କ ମନ ଜିତି ନେଇଛି। ଏପରି କି କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକରଙ୍କୁ...
ବ୍ଲ୍ୟୁ ଜର୍ସିରେ ଅନ୍ତିମ ମ୍ୟାଚ୍
ନୂଆଦିଲ୍ଲୀ,୧୦।୭: ଠିକ୍ ଦୁଇ ବର୍ଷ ତଳେ ୨୦୧୯ ଜୁଲାଇ ୧୦ରେ ନ୍ୟୁଜିଲାଣ୍ଡ ଠାରୁ ସେମିଫାଇନାଲରେ ପରାସ୍ତ ହୋଇ ଆଇସିସି ଦିନିକିଆ ବିଶ୍ୱକପ୍ରୁ ବିଦାୟ ନେଇଥିଲା ଟିମ୍ ଇଣ୍ଡିଆ। ଏହି ମ୍ୟାଚ୍ରେ ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ଶେଷ...
ଘୁଞ୍ଚିଲା ଭାରତ-ଶ୍ରୀଲଙ୍କା ସିରିଜ୍
ନୂଆଦିଲ୍ଲୀ,୧୦।୭: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯିବାକୁ ଥିବା ଦିନିକିଆ ଓ ଟି୨୦ ସିରିଜ୍ ୫ ଦିନ ବିଳମ୍ବରେ ଅର୍ଥାତ୍ ୧୮ ତାରିଖରୁ ଆରମ୍ଭ ହେବ। ପୂର୍ବ କାର୍ଯ୍ୟସୂଚୀ ଅନୁଯାୟୀ, ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଆସନ୍ତା ୧୩ରୁ...
ସାନିଆ ମିର୍ଜାଙ୍କ ସ୍ବାମୀଙ୍କୁ ‘ସାଇଲେଣ୍ଟ କିଲର୍’ କହିଲେ ଏହି ପାକିସ୍ତାନୀ ଅଲରାଉଣ୍ଡର; ଅଖତରଙ୍କୁ କହିଲେ ‘ଆକ୍ଟର’
ନୂଆଦିଲ୍ଲୀ,୧୦।୭: ଟେନିସ ତାରକା ସାନିଆ ମିର୍ଜାଙ୍କ ସ୍ବାମୀ ତଥା କ୍ରିକେଟର ସୋଏବ ମଲିକଙ୍କୁ ‘ସାଇଲେଣ୍ଟ କିଲର୍’ କହିଛନ୍ତି ପାକିସ୍ତାନର ଅଲରାଉଣ୍ଡର ଅଜହର ମହମୁଦ। କେବଳ ଏତିକି ନୁହେଁ ସେ ଶୋଏବ ଅଖ୍ତରଙ୍କୁ ପାକିସ୍ତାନ କ୍ରିକେଟ ଟିମ୍ର ସବୁଠାରୁ ବଡ଼ କଳାକାର...
ଦୁଇ ଦିନ ତଳେ ୧୫୦ ରନ୍ର ଇନିଂସ ଖେଳି ରେକର୍ଡ କରିଥିଲେ ଏହି କ୍ରିକେଟର; ହଠାତ୍ ସନ୍ୟାସ ଘୋଷଣା କରି ଚମକାଇଲେ
ନୂଆଦିଲ୍ଲୀ,୧୦।୭: ବାଂଲାଦେଶ ଅଲରାଉଣ୍ଡର ମହମୁଦୁଲ୍ଲାଙ୍କ ଗୋଟିଏ ନିଷ୍ପତ୍ତି କ୍ରିକେଟଜଗତକୁ ସ୍ତବ୍ଧ କରିଦେଇଛି। ସେ ହଠାତ୍ ଟେଷ୍ଟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ବାଂଲାଦେଶ ଏବଂ ଜିମ୍ବାଓ୍ବେ ମଧ୍ୟରେ ଚାଲିଥିବା ଗୋଟିଏ ମାତ୍ର ଟେଷ୍ଟ ଶେଷ ହେବା ପରେ ଏହି କ୍ରିକେଟର...
ଜନ୍ମ ପରେ ମତ୍ସଜୀବୀଙ୍କ ପିଲା ସହ ଅଦଳବଦଳ ହୋଇଯାଇଥିଲେ ଏହି କିମ୍ବଦନ୍ତୀ କ୍ରିକେଟର; ଏପରି ପଡ଼ିଥିଲା ଜଣା
ନୂଆଦିଲ୍ଲୀ,୧୦।୭: ଭାରତୀୟ କ୍ରିକେଟ ଇତିହାସରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କର ସ୍ବତନ୍ତ୍ରତାକୁ ନେଇ ଜଣାଶୁଣା। ସେମାନଙ୍କ ମଧ୍ୟରୁ ଅଳ୍ପ କେତେଜଣଙ୍କୁ କିମ୍ବଦନ୍ତୀ ବା ମହାନ ଖେଳାଳି ଆଖ୍ୟା ମିଳିଛି। ଏଥିମଧ୍ୟରୁ ପୂର୍ବତନ ଭାରତୀୟ ଓପନର ତଥା ଅଧୀନାୟକ ସୁନୀଲ...
ପୁତ୍ର ସନ୍ତାନର ଜନନୀ ହେଲେ ଏହି କ୍ରିକେଟରଙ୍କ ପତ୍ନୀ
ନୂଆଦିଲ୍ଲୀ,୧୦।୭: ଅଭିନେତ୍ରୀ ଗୀତା ବସରା ଓ ଭାରତୀୟ କ୍ରିକେଟର ସ୍ପିନର ହରଭଜନ ସିଂଙ୍କ ଘରକୁ ଏକ ନୂଆ ଅତିଥି ଆସିଛି। ହରଭଜନଙ୍କ ପତ୍ନୀ ଗୀତା ବସରା ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ଦ୍ୱିତୀୟ ଥର ପାଇଁ ମା’ ହୋଇଛନ୍ତି।...
୭୨ ବର୍ଷରେ ଲିଟିଲ୍ ମାଷ୍ଟର…
ନୂଆଦିଲ୍ଲୀ,୧୦।୭: ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ କ୍ରିକେଟର ସୁନୀଲ ଗାଭାସ୍କରଙ୍କୁ ଶନିବାର ୭୨ ବର୍ଷ ପୂରଣ ହୋଇଛି। ସେ ୧୯୪୯ ଜୁଲାଇ ୧୦ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ଲିଟିଲ୍ ମାଷ୍ଟରଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକମାନଙ୍କ ପକ୍ଷରୁ ଶୁଭେଚ୍ଛାର ସୁଅ...
ଭାରତ-ଶ୍ରୀଲଙ୍କା ସିରିଜ କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ
ନୂଆଦିଲ୍ଲୀ, ୧୦ା୭ (ପି.ଟି.)- ଶ୍ରୀଲଙ୍କା କ୍ରିକେଟ ଦଳର ଶିବିରରେ କରୋନା ପଜିଟିଭ ମାମଲା ଦେଖା ଦେବାରୁ ଭାରତ ବିପକ୍ଷରେ ଖେଳାଯିବାକୁ ଥିବା ୬ ମ୍ୟାଚ ବିଶିଷ୍ଟ ସୀମିତ ଓଭର ସିରିଜର କାର୍ଯ୍ୟସୂଚୀ ପୁନଃନିର୍ଦ୍ଧାରିତ ହୋଇଛି। ଫଳରେ ଦୁଇ ଦଳ ମଧ୍ୟରେ...
Archives


