‘ମୋ ହୃଦୟ ଓ ଆତ୍ମା ଆରସିବି ସହ ଅଛି’
ନୂଆଦିଲ୍ଲୀ,୧।୧୨: ମୁଁ ମୋ ହୃଦୟ ଓ ଆତ୍ମ ସହ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ପାଇଁ ଖେଳିବି। ଏହି ଅଭିଯାନ ଜାରି ରହିଛି। ମୋତେ ଯେତେବେଳେ ଯୋଗାଯୋଗ କରାଗଲା, ମୁଁ ଦ୍ୱିତୀୟ କିଛି ଚିନ୍ତା କରି ନ ଥିଲି। ବର୍ଷ ବର୍ଷ…
ରଶିଦଙ୍କୁ କାହିଁକି ରଖିଲା ନାହିଁ ସନରାଇଜର୍ସ
ନୂଆଦିଲ୍ଲୀ,୧।୧୨: ଆଗାମୀ ସିଜନ ଲାଗି ହେବାକୁ ଥିବା ମେଗା ଅକଶନ ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆର୍ଏଚ୍) ତା’ର ସୁବଠୁ ମୁଖ୍ୟ ଖେଳାଳି ରଶିଦ ଖାନଙ୍କୁ ରିଟେନ କରିନାହିଁ। ଏହା ଆଇପିଏଲ ରିଟେନଶନ ଇଭେଣ୍ଟର ସବୁଠୁ ଚର୍ଚ୍ଚିତ ବିଷୟ ଥିଲା। ତେବେ ଅଧିକ…
‘ଯଦି ରାହୁଲଙ୍କୁ ନୂଆ ଟିମ୍ ଯୋଗାଯୋଗ କରିଛି, ତେବେ ଏହା ନିୟମ ବିରୋଧରେ’
ନୂଆଦିଲ୍ଲୀ,୧।୧୨: ପଞ୍ଜାବ କିଙ୍ଗ୍ସ ଦଳର ଅଧିନାୟକ ଲୋକେଶ ରାହୁଲ ନୂଆ ଫ୍ରାଞ୍ଚାଇଜ ଯୋଗାଯୋଗରେ ଥିବା ରିପୋର୍ଟ ପ୍ରକାଶ ପାଇବା ପରେ ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି ପଞ୍ଜାବ ଫ୍ରାଞ୍ଚାଇଜର ସହମାଲିକ ନେସ ଓ୍ବାଡିଆ। ଯଦି ରାହୁଲଙ୍କୁ ନୂଆ ଫ୍ରାଞ୍ଚାଇଜ ପକ୍ଷରୁ…
କୋହଲି, ଧୋନୀଙ୍କ ବେତନ କମିଲା: ଜାଣନ୍ତୁ ଆଇପିଏଲ୍ କାହାକୁ ମିଳିବ କେତେ ଟଙ୍କା
ନୂଆଦିଲ୍ଲୀ,୧।୧୨: ସମସ୍ତ ୮ଟି ଫ୍ରାଞ୍ଚାଇଜ ଦ୍ୱାରା ରଖାଯାଇଥିବା ଖେଳାଳିଙ୍କ ନାମ ପ୍ରକାଶ ପାଇଛି। ଏବେ ଖେଳାଳିଙ୍କ ବେତନକୁ ନେଇ ଆଲୋଚନା ଆରମ୍ଭ ହୋଇଛି। ଯେଉଁ ଖେଳାଳିମାନଙ୍କ ଉପରେ ଫ୍ରାଞ୍ଚାଇଜ ସେମାନଙ୍କ ବିଶ୍ୱାସକୁ ପୁନଃ ପ୍ରକାଶ କରିଛନ୍ତି, ସେମାନଙ୍କ ମଧ୍ୟରେ ଅନେକ ନାମ…
ଏହି କ୍ରିକେଟର୍ଙ୍କ ବଦଳିଗଲା ଭାଗ୍ୟ, ବେତନ ୪୦୦୦ ପ୍ରତିଶତ ବୃଦ୍ଧି
ନୂଆଦିଲ୍ଲୀ,୧।୧୨: ଆଇପିଏଲ୍ ୨୦୨୨ ପାଇଁ ରିଟେସନ୍ ତାଲିକା ବାହାରିଛି। ପଞ୍ଜାବ ବ୍ୟତୀତ ପ୍ରାୟ ସମସ୍ତ ଫ୍ରାଞ୍ଚାଇଜ ସେମାନଙ୍କର ମୂଳ ଖେଳାଳିଙ୍କୁ ବଜାୟ ରଖିଛନ୍ତି। ଅନେକ ଦଳ ମଧ୍ୟ କିଛି ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଥିଲେ। ଏଥି ସହିତ ଅନେକ ଖେଳାଳିଙ୍କ ଦରମା ଯଥେଷ୍ଟ…
ଚେନ୍ନାଇ ପାଇଁ ବଳିଦାନ ଦେଲେ ଧୋନୀ, ଜାଣିଲେ କହିବେ ବାଃ ବାଃ
ନୂଆଦିଲ୍ଲୀ,୧।୧୨:ଚେନ୍ନାଇ ସୁପର କିଙ୍ଗ୍ସ ଦ୍ୱାରା ଆଇପିଏଲ ୨୦୨୨ ପାଇଁ ପ୍ରକାଶିତ ଆଇପିଏଲ ୨୦୨୨ ରିଟେସନ୍ ତାଲିକା ପରେ ସ୍ପଷ୍ଟ ହୋଇଛି ଯେ ମହେନ୍ଦ୍ର ସିଂ ଧୋନୀ ଲିଗର ପରବର୍ତ୍ତୀ ସିଜନରେ ଖେଳିବେ। ଏହା ପୂର୍ବରୁ ସ୍ଥିର ହୋଇସାରିଛି ଯେ ସିଏସକେ ନିଶ୍ଚିତ…
ଏହି କ୍ରିକେଟର୍ଙ୍କ ଯୋଗୁ ସର୍ବସାଧାରଣରେ ଶର୍ଟ ଖୋଲିଦେଇଥିଲେ ଗାଙ୍ଗୁଲି
ଭାରତୀୟ କ୍ରିକେଟ ଦଳର ଚମତ୍କାର ଫିଲ୍ଡର ମହମ୍ମଦ କୈଫ ଆଜି ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ପ୍ରୟାଗରାଜ (ତତ୍କାଳୀନ ଆହ୍ଲାବାଦ) ରେ ଜନ୍ମଗ୍ରହଣ କରିଥିବା କୈଫ ମେୱାଲାଲ ଅଯୋଧ୍ୟା ପ୍ରସାଦ ଇଣ୍ଡରମିଡିୟଡ କଲେଜ ଦ୍ୱାଦଶ ପର୍ଯ୍ୟନ୍ତ ଅଧ୍ୟୟନ କରିଥିଲେ। ଏହା ପରେ…
କେଉଁ ଫ୍ରାଞ୍ଚାଇଜ କାହାକୁ ରଖିଲା
ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ)ର ସମସ୍ତ ୮ ଫ୍ରାଞ୍ଚାଇଜ ସେମାନଙ୍କ ରିଟେନ ଖେଳାଳିଙ୍କ ତାଲିକା ବିସିସିଆଇ ନିକଟରେ ଦାଖଲ କରିଛନ୍ତି। କ୍ରିକବଜରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁଯାୟୀ, ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ବିରାଟ କୋହଲି, ଗ୍ଲେନ ମ୍ୟାକ୍ସଓ୍ବେଲ ଓ…
ଆଇପିଏଲରୁ ବ୍ୟାନ ହୋଇପାରନ୍ତି ଦୁଇ ଷ୍ଟାର ଖେଳାଳି
ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ) ୨୦୨୨ ସଂସ୍କରଣରୁ ବ୍ୟାନ ହୋଇପାରନ୍ତି ଷ୍ଟାର ଭାରତୀୟ ଖେଳାଳି ଲୋକେଶ ରାହୁଲ ଓ ଆଫଗାନିସ୍ତାନର ପ୍ରସିଦ୍ଧ ସ୍ପିନର ରଶିଦ ଖାନ। ଦୁଇ ଖେଳାଳିଙ୍କ ବିରୋଧରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ୍) ଓ ସନରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆର୍ଏଚ୍)…
ଓ୍ବାର୍ନର, ବେଆରଷ୍ଟୋଙ୍କୁ ଛାଡ଼ିଲା ସନରାଇଜର୍ସ
ନୂଆଦିଲ୍ଲୀ,୩୦।୧୧: ଇଣ୍ଡିଆନ ପ୍ରିମିୟର ଲିଗ୍ (ଆଇପିଏଲ୍) ଫ୍ରାଞ୍ଚାଇଜ ସନରାଇଜର୍ସ ହାଇଦ୍ରାବାଦ୍ (ଏସ୍ଆରଏଚ୍) ପୂର୍ବତନ ଅଧିନାୟକ ତଥା ଷ୍ଟାର ଓପନର ଡେଭିଡ୍ ଓ୍ବାର୍ନର ଓ ଜନ୍ନି ବେଆରଷ୍ଟୋଙ୍କୁ ରିଟେନ କରିନାହିଁ। ଆଇପିଏଲରେ ଦୁଇଟି ନୂଆ ଫ୍ରାଞ୍ଚାଇଜ ସାମିଲ ହୋଇଥିବାରୁ ଆଗାମୀ ସିଜନ ପୂର୍ବରୁ…
ଓମିକ୍ରନ ସତ୍ତ୍ୱେ ଦକ୍ଷିଣ ଆଫ୍ରିକା ଗସ୍ତ କରିବ ଭାରତ
ନୂଆଦିଲ୍ଲୀ,୩୦।୧୧: ଦକ୍ଷିଣ ଆଫ୍ରିକାରେ ଚିହ୍ନଟ ହୋଇଥିବା କରୋନା ଭୂତାଣୁର ନୂଆ ଭାରିଆଣ୍ଟ ଓମିକ୍ରନ ପୂରା ବିଶ୍ୱକୁ ଚିନ୍ତାରେ ପକାଇ ଦେଇଛି। କିନ୍ତୁ ଏହା ଆସନ୍ତା ମାସରୁ ଆରମ୍ଭ ହେବାକୁ ଥିବା ଭାରତୀୟ ଦଳର ଦକ୍ଷିଣ ଆଫ୍ରିକା ଗସ୍ତକୁ ପ୍ରଭାବିତ କରିବ ନାହିଁ।…
ଭାରତକୁ ପଛରେ ପକାଇଲା ପାକିସ୍ତାନ
ନୂଆଦିଲ୍ଲୀ,୩୦।୧୧: ବିଶ୍ୱ ଟେଷ୍ଟ ଚାମ୍ପିଅନସିପରେ ପାକିସ୍ତାନ ଭାରତକୁ ପଛରେ ପକାଇ ଦେଇଛି। ପାକିସ୍ତାନ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି। ଶ୍ରୀଲଙ୍କା ଦଳ ଶୀର୍ଷ ସ୍ଥାନ ବଜାୟ ରଖିଛି। ପାକିସ୍ତାନ ପ୍ରଥମ ଟେଷ୍ଟ ମ୍ୟାଚରେ ବାଂଲାଦେଶ ଉପରେ ୮ ଉଇକେଟରେ ଜିତିଥିଲା। ବିଶ୍ୱ ଟେଷ୍ଟ…

