ଖେଳ

ମହାକାଶକୁ ବ୍ୟାଟ୍‌ ପଠାଇଲେ ଯୁବରାଜ

ନୂଆଦିଲ୍ଲୀ,୨୬।୧୨: ପୂର୍ବତନ ଟିମ ଇଣ୍ଡିଆର ଅଲରାଉଣ୍ଡର ଯୁବରାଜ ସିଂଙ୍କ ଏକ ବ୍ୟାଟ ମହାକାଶକୁ ପଠାଯାଇଛି। ଶନିବାର ଏକ ଭିଡିଓ ଶେୟାର କରି ସେ ଏ ବିଷୟରେ ସୂଚନା ଦେଇଛନ୍ତି। ଯୁବରାଜ ସିଂଙ୍କ ଏହା ଏକ ଐତିହାସିକ ବ୍ୟାଟ୍‌। କାରଣ ଏହା ମହାକାଶକୁ…

ଅସମ୍ଭବ ରେକର୍ଡ ହାସଲ କଲେ ଏହି କ୍ରିକେଟର୍‌

ମେଲବୋର୍ନ,୨୬।୧୨: ଅଷ୍ଟ୍ରେଲିଆ ଏବଂ ଇଂଲଣ୍ଡ ମଧ୍ୟରେ ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି। ପ୍ରଥମ ଦିନରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ ଏକ ଅର୍ଦ୍ଧଶତକ ହାସଲ କରିଥିଲେ। ଅଷ୍ଟ୍ରେଲିଆ ଗସ୍ତରେ ଲଗାତାର ତୃତୀୟ ଟେଷ୍ଟ ମ୍ୟାଚରେ…

ଆଜିଠାରୁ ଦକ୍ଷିଣ ଆଫ୍ରିକା-ଭାରତ ଲଢ଼େଇ; ଜାଣନ୍ତୁ କେବେ ଏବଂ କେଉଁଠି ଦେଖିବେ ଲାଇଭ୍‌…

ନୂଆଦିଲ୍ଲୀ,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ସିରିଜର ପ୍ରଥମ ଟେଷ୍ଟ ରବିବାରଠାରୁ ଆରମ୍ଭ ହେବ। ଭାରତ ବିରାଟ କୋହିଙ୍କ ନେତୃତ୍ୱରେ ପଡ଼ିଆକୁ ଓହ୍ଲାଇବାକୁ ଥିବା ବେଳେ ଦକ୍ଷିଣ ଆଫ୍ରିକାର…

ଟେଷ୍ଟରେ ଡେବ୍ୟୁ କରିବେ ଏହି ଦ୍ରୁତ ବୋଲର

ମେଲବୋର୍ନ,୨୫।୧୨: ହାଇପ୍ରୋଫାଇଲ ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚ୍‌ ରବିବାରଠାରୁ ଆରମ୍ଭ ହେବ। ସ୍ଥାନୀୟ ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ଏହି ବକ୍ସିଂ ଡେ ଟେଷ୍ଟ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ ପାଇଁ ନିର୍ଣ୍ଣାୟକ ସାବ୍ୟସ୍ତ ହେବ। ପ୍ରଥମ ଦୁଇଟି…

କୋହଲିଙ୍କୁ ନେଇ ଏପରିି ବଡ଼ କଥା କହିଦେଲେ ଦ୍ରାବିଡ

ନୂଆଦିଲ୍ଲୀ,୨୫।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ ରବିବାରଠାରୁ ଖେଳାଯିବ। ଏହି ବକ୍ସିଂ ଡେ ଟେଷ୍ଟ ସେଞ୍ଚୁରିଆନର ସୁପରପୋର୍ଟ ପାର୍କ ଷ୍ଟାଡିୟମରେ ଖେଲାଯିବ। ଏହି ସିରିଜ ଆରମ୍ଭ ପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ…

ବାମଣ୍ଡା କପ୍‌ କ୍ରିକେଟ: ରାଇଜିଂ ଷ୍ଟୁଡେଣ୍ଟ ବିଜୟୀ

ଦେବଗଡ଼,୨୫।୧୨(ଡି.ଏନ୍‌.ଏ.): ଦେବଗଡ଼ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମଠାରେ ଚାଲିଥିବା ୩୧ତମ ବାମଣ୍ଡା କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଶନିବାର ମ୍ୟାଚରେ କଟକର ରାଇଜିଂ ଷ୍ଟୁଡେଣ୍ଟ ଦଳ ବାଲେଶ୍ବର ଏକାଦଶକୁ ୫୭ ରନ୍‌ରେ ପରାସ୍ତ କରିଛି। ବାଲେଶ୍ୱର ଦଳ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ…

ଏକଦା ପଡ଼ିଆରେ ମାରିଥିଲେ ଚାପୁଡ଼ା… ଏବେ ସନ୍ୟାସ ଘୋଷଣା ପରେ ଶ୍ରୀସନ୍ତ କହିଲେ…

ନୂଆଦିଲ୍ଲୀ,୨୫।୧୨: ଭାରତୀୟ କ୍ରିକେଟର ହରଭଜନ ସିଂହ ନିଜ କ୍ୟାରିୟରରେ ଅନେକ ବିବାଦରେ ଫସିଥିଲେ। ସେଥିରୁ ଗୋଟିଏ ଥିଲା ଶ୍ରୀସନ୍ତଙ୍କୁ ଚାପୁଡ଼ା ମାରିବା। ଆଇପିଏଲ୍‌ର ପ୍ରଥମ ସିଜିନ୍‌ର ଏକ ମ୍ୟାଚ୍‌ ପରେ ହରଭଜନ ଚାପୁଡ଼ା ମାରିଥିବା ଶ୍ରୀସନ୍ତ ଅଭିଯୋଗ କରିଥିଲେ। ଏହାକୁ ନେଇ…

ରାହାନେ-ଶ୍ରେୟାସଙ୍କ ମଧ୍ୟରୁ ଜଣେ ହିଁ ଖେଳିବେ

ସେଞ୍ଚୁରିଅନ, ୨୪ା୧୨: ପୂର୍ବତନ ଉପଅଧିନାୟକ ଅଜିଙ୍କ୍ୟ ରାହାନେ ଓ ପଦାର୍ପଣରେ ଶତକ ଲଗାଇଥିବା ଶ୍ରେୟାସ ଆୟାରଙ୍କ ମଧ୍ୟରୁ ଜଣଙ୍କୁ ହିଁ ଖେଳିବାକୁ ସୁଯୋଗ ମିଳିବ। ୫ମ ସ୍ଥାନ ଲାଗି ତାଙ୍କ ମଧ୍ୟରୁ ଜଣକୁ ବାଛିବା କଷ୍ଟକର ହୋଇପଡ଼ିଛି। ଏ ଭଳି କହିଛନ୍ତି…

‘କିଛି ପଶ୍ଚାତାପ ନାହିଁ’

ନୂଆଦିଲ୍ଲୀ,୨୪।୧୨: ୨୦୧୬ ପରଠୁ ଜାତୀୟ ଦଳରେ ସୁଯୋଗ ମିଳିବା ବନ୍ଦ ହୋଇଯାଇ ଥିଲା। ତଥାପି ୬ ବର୍ଷ ଧରି ଫିଲ୍ଡରେ ସକ୍ରିୟ ଥିଲେ ପୂର୍ବତନ ସ୍ପିନର ହରଭଜନ ସିଂ। ଭାରତକୁ ଅନେକ ମ୍ୟାଚ୍‌ ଜିତାଇଥିବା ଭଜି ଶୁକ୍ରବାର ୨୩ ବର୍ଷର କ୍ୟାରିୟରର…

କ୍ରିକେଟରୁ ଦୂରେଇ ଗଲେ ଐତିହାସିକ କୋଲକାତା ଟେଷ୍ଟର ଅନ୍ତିମ ଷ୍ଟାର

ମୁମ୍ବାଇ,୨୪।୧୨: ଭେଟେରାନ ଭାରତୀୟ ସ୍ପିନର ହରଭଜନ ସିଂ ଶୁକ୍ରବାର ସମସ୍ତ ପ୍ରକାର କ୍ରିକେଟରୁ ସନ୍ନ୍ୟାସ ଘୋଷଣା କରିଛନ୍ତି। ଏଥିସହିତ ଐତିହାସିକ କୋଲକାତା ଟେଷ୍ଟରେ ଭାରତୀୟ ଦଳକୁ ପ୍ରତିନିଧିତ୍ୱ କରିଥିବା ସମସ୍ତ ଖେଳାଳି ଦୂରେଇ ଯାଇଛନ୍ତି କ୍ରିକେଟରୁ। ୨୦୦୧ରେ କୋଲକାତାର ଇଡେନ ଗାର୍ଡେନରେ…

କ୍ରିକେଟ୍‌କୁ ଅଲବିଦା କହିଲେ ହରଭଜନ

ଚଣ୍ଡିଗଡ,୨୪।୧୨: ଭାରତର ତାରକା ସ୍ପିନର ହରଭଜନ ସିଂ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ୪୧ ବର୍ଷୀୟ ହରଭଜନ ସିଂ ଭାରତ ପାଇଁ ୭୧୧ ଉଇକେଟ ନେଇଛନ୍ତି। ଟର୍ବାନେଟର ଭାବରେ ଜଣାଶୁଣା ହରଭଜନ ରାଜନୀତି କ୍ଷେତ୍ରରେ ନିଜର ନୂଆ ଇନିଂସ ଖେଳିପାରନ୍ତି। ନିକଟରେ…

ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଲେ ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୧୨: ପୂର୍ବତନ କୋଚ ରବି ଶାସ୍ତ୍ରୀ ସମସ୍ତ କଳ୍ପନାଜଳ୍ପନାର ଅନ୍ତ ଘଟାଇ କୌଣସି ଆଇପିଏଲ ଦଳକୁ କୋଚିଂ ଦେବେ ନାହିଁ ବୋଲି ଘୋଷଣା କରିଛନ୍ତି। ଶାସ୍ତ୍ରୀଙ୍କୁ ଏବେ ତାଙ୍କୁ କମେଣ୍ଟେଟର୍‌ ଭୂମିକାରେ ଦେଖିବାକୁ ମିଳିବ। ଶାସ୍ତ୍ରୀ ଶ୍ରେଷ୍ଠ କମେଣ୍ଟେଟର୍‌ ଭାବରେ ଜଣାଶୁଣା।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?