ଖେଳ

କ୍ରିକେଟ୍‌ରେ ଏମିତ ରୋଚକ ଘଟଣା ମାତ୍ର ଥରେ ଘଟିଛି

ନୂଆଦିଲ୍ଲୀ,୭।୧୨: ଇଂଲଣ୍ଡକୁ କ୍ରିକେଟର ପିତା କୁହାଯାଏ। ଇଂଲଣ୍ଡ କ୍ରିକେଟର ପ୍ରଥମ ଅନ୍ତର୍ଜାତୀୟ ମ୍ୟାଚ ମଧ୍ୟ ଖେଳିଥିଲେ। ଏହି ମ୍ୟାଚ୍‌ ଟେଷ୍ଟ କ୍ରିକେଟ ସହିତ ଆରମ୍ଭ ହୋଇଥିଲା। କିନ୍ତୁ ଆଜିକୁ ପ୍ରାୟ ୯୧ ବର୍ଷ ପୂର୍ବେ, ଇଂଲଣ୍ଡ ଦଳ ଏକାସାଙ୍ଗରେ ୨ଟି ଦେଶରେ…

ବକ୍ସିଂ ଡେ’ ଟେଷ୍ଟରୁ ଆରମ୍ଭ ହେବ ଟିମ୍‌ ଇଣ୍ଡିଆର ଦକ୍ଷିଣ ଆଫ୍ରିକା ଟୁର୍‌

ଜୋହାନ୍ସବର୍ଗ, ୬ା୧୨- ଭାରତୀୟ କ୍ରିକେଟ ଦଳର ଦକ୍ଷିଣ ଆଫ୍ରିକା ଟୁର୍‌ର ସଂଶୋଧିତ କାର୍ଯ୍ୟସୂଚୀ ସୋମବାର ପ୍ରକାଶ ପାଇଛି। ତଦନୁସାରେ ୩ ମ୍ୟାଚ ବିଶିଷ୍ଟ ଟେଷ୍ଟ ଡିସେମ୍ବର ୨୬ରୁ ସିରିଜ ବକ୍ସିଂ ଡେ’ ଟେଷ୍ଟ ସହ ଆରମ୍ଭ ହେବ। ପ୍ରଥମ ଟେଷ୍ଟ ସେଞ୍ଚୁରିଅନଠାରେ…

ଏଜାଜଙ୍କୁ ସ୍ବତନ୍ତ୍ର ଉପହାର ଦେଲେ ଅଶ୍ୱିନ

ମୁମ୍ବାଇ,୬।୧୨: ମୁମ୍ବାଇ ଟେଷ୍ଟରେ ଫରଫେକ୍ଟ ୧୦ ଉଇକେଟ ହାସଲ କରିଥିବା ନ୍ୟୁଜିଲାଣ୍ଡର ସ୍ପିନର ଏଜାଜ ପଟେଲଙ୍କୁ ମ୍ୟାଚ୍‌ ପରେ ଏକ ସ୍ବତନ୍ତ୍ର ଉପହାର ଦେଇଛନ୍ତି ଭାରତୀୟ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ। ଉପହାର ଭାବେ ଭାରତୀୟ ଖେଳାଳିଙ୍କ ହସ୍ତାକ୍ଷର ଥିବା ଟିମ୍‌…

ବିଶ୍ୱର ପ୍ରଥମ ଅଧିନାୟକ ଭାବେ କୋହଲିଙ୍କ ରେକର୍ଡ

ମୁମ୍ବାଇ,୬।୧୨: ବିଶ୍ୱ କ୍ରିକେଟ ଇତିହାସର ପ୍ରଥମ କ୍ୟାପଟେନ ଭାବେ ପ୍ରତ୍ୟେକ ଫର୍ମାଟରେ ୫୦ ମ୍ୟାଚ୍‌ ଜିତିଛନ୍ତି ବିରାଟ କୋହଲି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଭାରତୀୟ ଦଳର ୩୭୨ ରନ୍‌ର ବିଜୟ ସହ ଏହି ସଫଳତା ପାଇଛନ୍ତି ଭାରତୀୟ ଅଧିନାୟକ। ଏହି…

ଜିତିଲା ଭାରତ, ସେଲିବ୍ରେଶନ କଲେ ଦୁଇ ଦଳର ଖେଳାଳି

ମୁମ୍ବାଇ,୬।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ଟିମ ଇଣ୍ଡିଆ ଚମତ୍କାର ପ୍ରଦର୍ଶନ କରିଛି। ସୋମବାର ଦଳ ଦ୍ୱିତୀୟ ଟେଷ୍ଟର ଚତୁର୍ଥ ଦିନରେ ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି। ଏହା ସହ ଦଳ ୨ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୦ରେ ଜିତିଛି।…

ନମ୍ବର ୧ ହେଲା ଭାରତ

ନୂଆଦିଲ୍ଲୀ,୬।୧୨: ଭାରତୀୟ ଦଳ ପୁଣି ଥରେ ଟେଷ୍ଟ ର଼୍ୟାଙ୍କିଙ୍ଗର ଶୀର୍ଷ ସ୍ଥାନ ଅଧିକାର କରିଛି। ମୁମ୍ବାଇ ଟେଷ୍ଟ ଜିତିବା ସହିତ ଟିମ ଇଣ୍ଡିଆ ମଧ୍ୟ ସର୍ବଶେଷ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ପ୍ରଥମ ସ୍ଥାନକୁ ଉନ୍ନୀତ ହୋଇଛି। ଭାରତୀୟ ଦଳ ବର୍ତ୍ତମାନ ୧୨୪…

ଗୋଟିଏ ମ୍ୟାଚ୍‌ରେ ଏକାଧିକ ରେକର୍ଡ ଭାଙ୍ଗିଲେ ଅଶ୍ୱିନ୍‌

ମୁମ୍ବାଇ,୬।୧୨: ଟିମ ଇଣ୍ଡିଆର ବରିଷ୍ଠ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ତାଙ୍କ ପ୍ରଦର୍ଶନ ସହିତ ପ୍ରମାଣ କରିଛନ୍ତି ଯେ, ସିଂହ କେବେ ପୁରୁଣା ହୁଏ ନାହିଁ। ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ରେ ସେ ନିଜ ପ୍ରଦର୍ଶନ ସହିତ ପ୍ରତ୍ୟେକ ଭାରତୀୟ ପ୍ରଶଂସକଙ୍କ ହୃଦୟ…

କୋହଲିଙ୍କ ଏମିତି ଅନ୍ଦାଜ ଦେଖି ହସି ହସି ଗଡିଲେ ଦ୍ରାଭିଡ

ମୁମ୍ବାଇ,୬।୧୨: ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ନିଜର ଆକ୍ରମଣାତ୍ମକ ଶୈଳୀ ପାଇଁ ପ୍ରସିଦ୍ଧ, କିନ୍ତୁ ବେଳେବେଳେ ତାଙ୍କର ମଜାଳିଆ ଶୈଳୀକୁ ନେଇ ସେ ଚର୍ଚ୍ଚାରେ ଥାନ୍ତି। ମୁମ୍ବାଇ ଟେଷ୍ଟ ସମୟରେ କୋହଲିଙ୍କ ଏମିତି କିଛି ଘଟଣା ଦେଖିବାକୁ ମିଳିଥିଲା। ମୁମ୍ବାଇ…

ଇତିହାସ ରଚିଲା ଭାରତ

ମୁମ୍ବାଇ,୬।୧୨: ମୁମ୍ବାଇ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୩୭୨ ରନରେ ପରାସ୍ତ କରିବା ପରେ ଭାରତ ମ୍ୟାଚ ଏବଂ ସିରିଜ ଜିତିଥିଲା। ଟେଷ୍ଟ କ୍ରିକେଟରେ ଏହା ଭାରତର ସବୁଠୁ ବଡ ବିଜୟ। ମ୍ୟାଚ ଜିତିବା ପାଇଁ ଟିମ ଇଣ୍ଡିଆ ନ୍ୟୁଜିଲାଣ୍ଡକୁ ୫୪୦ ରନ ଟାର୍ଗେଟ…

ଜୟନ୍ତଙ୍କ ମ୍ୟାଜିକ୍‌: ନ୍ୟୁଜିଲାଣ୍ଡକୁ ଧୂଳି ଚଟେଇଲା ଭାରତ

ମୁମ୍ବାଇ,୬।୧୨: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ସିରିଜର ଦ୍ୱିତୀୟ ତଥା ଅନ୍ତିମ ଟେଷ୍ଟ ମ୍ୟାଚରେ ଭାରତ ବୃହତ୍‌ ବିଜୟ ହାସଲ କରିଛି। ମୁମ୍ବାଇର ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ନ୍ୟୁଜିଲାଣ୍ଡକୁ ୩୭୨ ରନ୍‌ରେ ପରାସ୍ତ କରିଛି। ଫଳରେ…

ପଡ଼ିଆରେ ଅମ୍ପାୟାର୍‌ଙ୍କ ଏଭଳି ଶୈଳୀ ଦେଖି ସମସ୍ତେ ଆଶ୍ଚର୍ଯ୍ୟ: ଦେଖନ୍ତୁ ଭିଡିଓ

ମୁମ୍ବାଇ,୬।୧୨: ମ୍ୟାଚ୍‌ରେ ଅମ୍ପାୟାରିଂ କରିବା ପ୍ରକୃତରେ ଏକ କଷ୍ଟକର କାର୍ଯ୍ୟ। ଅନ-ଫିଲ୍ଡ କିଛି ସେକେଣ୍ଡ ମଧ୍ୟରେ ଅମ୍ପାୟାରଙ୍କୁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିଥାଏ। ଏହି ନିଷ୍ପତ୍ତି ସମ୍ପୂର୍ଣ୍ଣ ସଠିକତା ସହିତ ନିଆଯିବା ଆବଶ୍ୟକ, କାରଣ ଗୋଟିଏ ଭୁଲ କଲ ସମଗ୍ର…

ଶୁଭମନ ଗିଲ୍‌ ମାରିଲେ ଚୌକା, ସଚିନ-ସଚିନ ନାରା ଲଗାଇଲେ ଦର୍ଶକ: ପଛରେ ରହିଛି ଏହି କାରଣ

ମୁମ୍ବାଇ,୬।୧୨: ମୁମ୍ବାଇରେ ଖେଳାଯାଉଥିବା ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟରେ ଶୁଭମନ ଗିଲ ଭଲ ଖେଳ ପ୍ରଦର୍ଶନ କରିଛନ୍ତି। ଯଦିଓ ସେ ଉଭୟ ଇନିଂସରେ ଅର୍ଦ୍ଧଶତକରୁ ଅଳ୍ପକେ ବଞ୍ଚିତ ହୋଇଥିଲେ। କିନ୍ତୁ ଏହି ଯୁବ କ୍ରିକେଟର ୱାଙ୍ଖଡେ ଷ୍ଟାଡିୟମରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?