ଖେଳ

୨୮ ବର୍ଷ ପରେ ବି ଭାଙ୍ଗିନି କପିଳ ଦେବଙ୍କ ଏହି ରେକର୍ଡ

ନୂଆଦିଲ୍ଲୀ,୨୪।୧୨: ୧୮ ଜୁନ ୧୯୮୩ରେ କପିଳ ଦେବ ଟୁନବ୍ରିଜ ୱେଲ୍ସରେ ଜିମ୍ବାୱେ ବିପକ୍ଷ ବିଶ୍ୱକପ ଗ୍ରୁପ ମ୍ୟାଚରେ ଐତିହାସିକ ୧୭୫ ସ୍କୋର କରିଥିଲେ। ତାଙ୍କର ଏହି ଇନିଂସ ବାକି ଦଳ ଉପରେ ଆତ୍ମବିଶ୍ୱାସ ସୃଷ୍ଟି କରିଥିଲା ଯେ ସେ ଯେକୌଣସି ପରିସ୍ଥିତିରେ…

କୋହଲି-ଗାଙ୍ଗୁଲି କଳିକୁ ନେଇ ଏମିତି କହିଲେ ଶାସ୍ତ୍ରୀ

ନୂଆଦିଲ୍ଲୀ,୨୪।୧୨: ଇଣ୍ଡିଆର ପୂର୍ବତନ କୋଚ ରବି ଶାସ୍ତ୍ରୀ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କୁ ଟାର୍ଗେଟ କରିଛନ୍ତି। ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କୁ ଦିନିକିଆ ଅଧିନାୟକତ୍ୱରୁ ହଟାଇଯିବାକୁ ନେଇ ଶାସ୍ତ୍ରୀ ଗାଙ୍ଗୁଲିଙ୍କ ଉପରେ ବର୍ଷିଛନ୍ତି। ଗାଙ୍ଗୁଲି କହିଥିଲେ ଯେ, ବିରାଟ କୋହଲି ଟି…

ସଫଳତା ପାଇବା ପାଇଁ ବ୍ୟାଗ୍‌ରେ ଗୋବର ରଖୁଥିଲେ ଏହି ପ୍ରସିଦ୍ଧ କ୍ରିକେଟର୍‌

କ୍ରିକେଟ ପଡ଼ିଆରେ ଅନେକ ସମୟରେ ଖେଳାଳିମାନେ ଚମତ୍କାର ପ୍ରଦର୍ଶନ କରୁଥିବା ଦେଖାଯାଏ। ଅନେକ ଖେଳାଳି ଅଛନ୍ତି, ଯେଉଁମାନେ ଅନ୍ଧବିଶ୍ୱାସରେ ବିଶ୍ୱାସ କରନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ କ୍ରିକେଟର ମାଖାୟା ଏଣ୍ଟିନି ସବୁଠୁ ନିଆରା। ସେ ଅନ୍ଧବିଶ୍ୱାସରେ ବହୁତ ବିଶ୍ୱାସ କରୁଥିେ। ଏଣ୍ଟିନ…

ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ କ’ଣ, କାହିଁକି କରାଯାଇଛି ଏପରି ନାମକରଣ

ସେଞ୍ଚରିଆନ୍‌, ୨୪।୧୨: ଦକ୍ଷିଣ ଆଫ୍ରିକା-ଭାରତ ଏବଂ ଇଂଲଣ୍ଡ-ଅଷ୍ଟ୍ରେଲିଆ ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ଡିସେମ୍ବର ୨୬ରୁ ଆରମ୍ଭ ହେବାକୁ ଯାଉଛି। ତେବେ ଏହି ବକ୍ସିଂ ଡେ’ ଟେଷ୍ଟ ମ୍ୟାଚ୍‌ ପଛରେ କ’ଣ ଇତିହାସ ରହିଛି ଜାଣନ୍ତୁ। ଡିସେମ୍ବର ୨୬, ଅର୍ଥାତ୍‌…

ଶାସ୍ତ୍ରୀଙ୍କୁ ନେଇ ଅଶ୍ୱିନଙ୍କ ବିସ୍ଫୋରକ ବୟାନ; ସବା କରିମ କହିଲେ ଏଭଳି ଘଟଣା ଯୋଗୁ…

ନୂଆଦିଲ୍ଲୀ,୨୩।୧୨: ଗୋଟିଏ ପଟେ ବିରାଟ-ବିସିସିଆଇ ମଧ୍ୟରେ ବିବାଦ ଥମି ନ ଥିବା ବେଳେ ପୁଣି ଏକ ନୂଆ ବିବାଦ ମୁଣ୍ଡ ଟେକିଲାଣି। ସେଇଟି ଭାରତୀୟ କ୍ରିକେଟର କିମ୍ବଦନ୍ତୀ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବିବୃତ୍ତିକୁ ନେଇ। ପୂର୍ବତନ ଭାରତୀୟ ପ୍ରଶିକ୍ଷକ ରବି ଶାସ୍ତ୍ରୀଙ୍କ…

ରେକର୍ଡ ବ୍ରେକିଂ ପ୍ରଦର୍ଶନ ସତ୍ତ୍ୱେ ଦଳରୁ ବାଦ୍‌ ପଡିଲେ ଏହି ଖେଳାଳି

ଖ୍ରୀଷ୍ଟଚର୍ଚ୍ଚ,୨୩।୧୨: ବାଂଲାଦେଶ ବିପକ୍ଷ ଘରୋଇ ଟେଷ୍ଟ ସିରିଜ ପାଇଁ ନ୍ୟୁଜିଲାଣ୍ଡ ୧୩ ଜଣିଆ ଦଳ ଘୋଷଣା କରିଛି। ହେଲେ ଆଶ୍ଚର୍ଯ୍ୟନକ ଭାବେ ସ୍ପିନର ଏଜାଜ ପଟେଲ ଏହି ଦଳରେ ସ୍ଥାନ ପାଇ ନାହାନ୍ତି। ଭାରତ ଗସ୍ତରେ ଏକ ଟେଷ୍ଟର ଗୋଟିଏ ଇନିଂସରେ…

ଯେବେ ରିଲ୍‌-ରିୟଲ୍‌ କପିଳ ଦେବ ହେଲେ ଭେଟ: ଘଟିଲା ଏମିତି

ଡିସେମ୍ବର ୨୪ରେ ରଣବୀର ସିଂ ଏବଂ ଦୀପିକା ପାଦୁକୋନଙ୍କ ଅଭିନୀତ ଫିଲ୍ମ ‘୮୩’ ମୁକ୍ତିଲାଭ କରିବାକୁ ଯାଉଛି। ଏହା ପୂର୍ବରୁ ସେଲିବ୍ରିଟି ଏବଂ ମିଡିଆ ପାଇଁ ଫିଲ୍ମର ସ୍କ୍ରିନିଂ କରାଯାଇଥିଲା। ୧୯୮୩ ବିଶ୍ୱକପ ବିଜେତା ଅଧିନାୟକ କପିଲ ଦେବଙ୍କୁ ମଧ୍ୟ ଏହି…

ନୂଆ ଅବତାରରେ ରବି ଶାସ୍ତ୍ରୀ

ନୂଆଦିଲ୍ଳୀ,୨୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ – ଟେଷ୍ଟ ସିରିଜ ଡିସେମ୍ବର ୨୬ରେ ସେଞ୍ଚୁରିଅନରେ ଆରମ୍ଭ ହେବାକୁ ଯାଉଛି। ଏହାପୂର୍ବରୁ ଟିମ ଇଣ୍ଡିଆର ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କ ନୂଆ ଅବତାର ଭାଇରାଲ ହେବାରେ ଲାଗିଛି। ଷ୍ଟାର ସ୍ପୋର୍ଟସରେ…

ଆଇପିଏଲ୍‌ରେ ବ୍ରାଏନ ଲାରାଙ୍କ ଏଣ୍ଟ୍ରି: ଏହି ଦଳର ହେଲେ ବ୍ୟାଟିଂ କୋଚ

ନୂଆଦିଲ୍ଲୀ,୨୩।୧୨: କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ବ୍ରାଏନ ଲାରା ଏବଂ ଦକ୍ଷିଣ ଆଫ୍ରିକାର ମାରାତ୍ମକ ବୋଲର ଡେଲ ଷ୍ଟେନ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ରେ ଯୋଗ ଦେଇଛନ୍ତି। ସନରାଇଜର୍ସ ହାଇଦ୍ରାବାଦ ଲାରାଙ୍କୁ ବ୍ୟାଟିଂ କୋଚ ଏବଂ ଷ୍ଟେନଙ୍କୁ ବୋଲିଂ କୋଚ ଭାବରେ ନିଯୁକ୍ତ…

ପ୍ରାଇଭେଟ୍‌ ଜେଟ୍‌ ଅଛି କି: ଉତ୍ତରରେ କୋହଲି କହିଲେ…

ନୂଆଦିଲ୍ଲୀ,୨୩।୧୨: ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି ଦାମୀ କ୍ରିକେଟର୍‌। ପ୍ରାୟତଃ ତାଙ୍କ ଯାନ ବିଷୟରେ ଆଲୋଚନା କରାଯାଏ। କେବଳ ଏତିକି ନୁହେଁ, ତାଙ୍କର ଏକ ପ୍ରାଇଭେଟ୍‌ ଜେଟ ମଧ୍ୟ ଅଛି ବୋଲି କୁହାଯାଏ। ଏବେ ସେ ନିଜେ ଏ ବିଷୟରେ…

ଲାଇଭ୍‌ ମ୍ୟାଚ୍‌ ଚାଲିଥିବାବେଳେ ଏମିତି କାମ କଲେ ଦୁଇ କ୍ରିକେଟର୍‌: ଦେଖନ୍ତୁ ଭିଡିଓ

ସିଡନୀ,୨୩।୧୨: ବିଗ ବ୍ୟାସ ଲିଗ (ବିବିଏଲ୍‌ ୨୦୨୧)ର ଏହି ସିଜିନ୍‌ ଏବେ ଚାଲିଛି। ସିଡନୀ ସିକ୍ସର୍ସ ଏବଂ ଆଡିଲେଡ ଷ୍ଟ୍ରାଇକର୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ପ୍ରଶଂସକମାନେ ପଡ଼ିଆରେ ଏକ ଭିନ୍ନ ଦୃଶ୍ୟ ପାଇଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ସିଡନୀ ବ୍ୟାଟିଂ…

‘ଗାଙ୍ଗୁଲିଙ୍କୁ ମୁଣ୍ଡ ଖେଳାଇବାର ଆବଶ୍ୟକତା ନ ଥିଲା’

ମୁମ୍ବାଇ,୨୩।୧୨: “ବିରାଟ କୋହଲିଙ୍କ ନେତୃତ୍ୱ ଉପରେ ଚୟନକର୍ତ୍ତାଙ୍କ ପାଇଁ ମନ୍ତବ୍ୟ ଦେବା ଲାଗି ସୌରଭ ଗାଙ୍ଗୁଲି କେହି ନୁହଁନ୍ତି। ସେ ବିସିସିଆଇ ସଭାପତି। ଦଳ ଚୟନ ଏବଂ ଅଧିନାୟକଙ୍କ ଉପରେ ଚୟନ କମିଟି ମୁଖ୍ୟ ଚେତନ ଶର୍ମା କହିବା ଉଚିତ। କାରଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?