ଖେଳ

ଲଜ୍ଜାଜନକ ରେକର୍ଡ ହାସଲ କଲେ ପୂଜାରା

ସେଞ୍ଚୁରିୟନ,୨୭।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ଏହି ମ୍ୟାଚରେ ଓପନର କେ.ଏଲ ରାହୁଲ ଏବଂ ମୟଙ୍କ ଅଗ୍ରୱାଲ ଚମତ୍କାର ଇନିଂସ ଖେଳିଛନ୍ତି। ଏଥି ସହିତ ଦଳର ଷ୍ଟାର ବ୍ୟାଟ୍ସମ୍ୟାନ…

ଦକ୍ଷିଣ ଆଫ୍ରିକା ଗଡ଼ରେ ରାହୁଲଙ୍କ ରାଜୁତି

ସେଞ୍ଚୁରିଆନ,୨୬।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନ ସମ୍ପୂର୍ଣ୍ଣ ରୂପେ ଭାରତୀୟ ଓପନର ଲୋକେଶ ରାହୁଲଙ୍କ ନାମରେ ରହିଛି। ଟସ୍‌ ଜିତି ବ୍ୟାଟିଂ କରିଥିବା ଭ୍ରମଣକାରୀ ଭାରତ ପ୍ରଥମ ଦିନ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୨୭୨…

ସେଞ୍ଚୁରିଆନରେ ସେଞ୍ଚୁରି

ସେଞ୍ଚୁରିଆନ,୨୬।୧୨: ଭାରତୀୟ ଓପନର ଲୋକେଶ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଦିନରେ ଶତକ ହାସଲ କରିଛନ୍ତି। ଏହା ତାଙ୍କ କ୍ୟାରିୟରର ୭ମ ଟେଷ୍ଟ ଶତକ। ଦକ୍ଷିଣ ଆଫ୍ରିକାରେ ଶତକ ହାସଲ କରିବାରେ ସେ ଭାରତର ଦ୍ୱିତୀୟ ଓପନର।…

ଇତିହାସ ରଚିଲା ହିମାଚଳ ପ୍ରଦେଶ

ଜୟପୁର,୨୬।୧୨: ତାମିଲନାଡୁ ଭଳି ଶକ୍ତିଶାଳୀ ଦଳକୁ ହରାଇ ଇତିହାସ ରଚିଛି ହିମାଚଳ ପ୍ରଦେଶ। ଶୁଭମ ଆରୋରାଙ୍କ ଅପରାଜିତ ଶତକ ବଳରେ ହିମାଚଳ ପ୍ରଦେଶ ହାତେଇଛି ବିଜୟ ହଜାରେ ଟ୍ରଫି। ଏହା ହିମାଚଳ ପ୍ରଦେଶ ପାଇଁ ପ୍ରଥମ ଘରୋଇ ଟାଇଟଲ। ଆଲୋକ ଅଭାବ…

ଏହି ଦୁଇ ଖେଳାଳି ଭବିଷ୍ୟତରେ ହୋଇପାରନ୍ତି ଭାରତର ଅଧିନାୟକ: ରବି ଶାସ୍ତ୍ରୀ

ନୂଆଦିଲ୍ଲୀ,୨୬।୧୨: ଗତ ଦୁଇ ମାସ ମଧ୍ୟରେ ଭାରତୀୟ କ୍ରିକେଟ ଟିମ୍‌ରେ ବହୁତ ପରିବର୍ତ୍ତନ ଦେଖିବାକୁ ମିଳିଛି। ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ୍‌ ଭାବେ ରବି ଶାସ୍ତ୍ରୀଙ୍କ ସ୍ଥାନରେ ରାହୁଲ ଦ୍ରାବିଡଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ବିରାଟ କୋହଲି ଟି-୨୦ ଫର୍ମାଟର ଅଧିନାୟକ…

ଡବଲ ଝଟ୍‌କା ପରେ ସ୍ଥିତି ସମ୍ଭାଳିଲେ ରାହୁଲ-କୋହଲି

ସେଞ୍ଚୁରିଆନ୍‌,୨୬।୧୨: ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଶନିବାରଠାରୁ ଆରମ୍ଭ ହୋଇଛି ପ୍ରଥମ ଟେଷ୍ଟ ମ୍ୟାଚ୍‌। ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଟିମ୍‌ ଇଣ୍ଡିଆକୁ ୧୧୭ ରନ୍‌ର ଶତକୀୟ ଆରମ୍ଭ ଦେଇଥିଲେ ଦୁଇ ଓପନର ଲୋକେଶ ରାହୁଲ ଓ ମୟଙ୍କ…

ଏଇଠୁ ଆରମ୍ଭ, ଏଇଠି ଶେଷ

ନୂଆଦିଲ୍ଲୀ,୨୬।୧୨: କ୍ରିକେଟର ସମସ୍ତ ଫର୍ମାଟରୁ ଶୁକ୍ରବାର ସନ୍ୟାସ ଘୋଷଣା କରିଥିଲେ ହରଭଜନ ସିଂହ। ସେ ଶେଷଥର ପାଇଁ ୫ ବର୍ଷ ପୂର୍ବେ ଭାରତୀୟ ଜର୍ସି ପିନ୍ଧି ମଇଦାନକୁ ଓହ୍ଲାଇଥିଲେ। ତେବେ ଅବସର ନେଇ ଘୋଷଣା କରିବା ପରେ ହରଭଜନ ଶନିବାର ଜଳନ୍ଧରର…

ବଡ଼ ରେକର୍ଡ ହାସଲ କଲେ ବିରାଟ କୋହଲି

ସେଞ୍ଚୁରିଅନ,୨୬।୧୨: ସେଞ୍ଚୁରିଅନ ଟେଷ୍ଟରେ ପ୍ରବେଶ କରିବା ମାତ୍ରେ ଟିମ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏକ ବଡ଼ ରେକର୍ଡ କରିଛନ୍ତି। ସେ କୌଣସି ବଲ ନ ଖେଳି ଟେଷ୍ଟ ମ୍ୟାଚରେ ଏହି ରେକର୍ଡ ହାସଲ କରିଥିଲେ। ତିନି ଟେଷ୍ଟ ସିରିଜର ପ୍ରଥମ…

କଳା ଫିତା ପିନ୍ଧି ପଡିଆକୁ ଓହ୍ଳାଇଲେ ଦକ୍ଷିଣ ଆଫ୍ରିକା ଖେଳାଳି

ସେଞ୍ଚୁରିଆନ୍‌,୨୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ୩ ମ୍ୟାଚ ବିଶିଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନର ସୁପରସପୋର୍ଟ ପାର୍କରେ ଖେଳାଯାଉଛି। ଭାରତ ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ମ୍ୟାଚର ପ୍ରଥମ ଦିନରେ ଦକ୍ଷିଣ ଆଫ୍ରିକାର ଖେଳାଳିମାନେ…

ଖରାପ ରେକର୍ଡ ହାସଲ କଲା ଇଂଲଣ୍ଡ

ମେଲବୋର୍ନ,୨୬।୧୨: ଇଂଲଣ୍ଡ ଦଳ ଏବେ ଅଷ୍ଟ୍ରେଲିଆ ଗସ୍ତରେ ଅଛି। ସେଠାରେ ୫ ମ୍ୟାଚ ଆଶେସ ସିରିଜ ଖେଳାଯାଉଛି। ତୃତୀୟ ଟେଷ୍ଟ ରବିବାର ଠାରୁ ଆରମ୍ଭ ହୋଇଛି। ଆୟୋଜକ ଅଷ୍ଟ୍ରେଲିଆ ଦଳ ଏବେ ସିରିଜରେ ୨-୦ ଆଗରେ ଅଛି। ତୃତୀୟ ଟେଷ୍ଟର ପ୍ରଥମ…

ଟସ୍‌ ଜିତିଲା ଭାରତ

ସେଞ୍ଚୁରିଆନ୍‌,୨୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନ ଗ୍ରାଉଣ୍ଡରେ ଖେଳାଯାଉଛି। ଭାରତ ଅଧିନାୟକ ବିରାଟ କୋହଲି ଟସ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଫଳରେ ଦକ୍ଷିଣ ଆଫ୍ରିକା ଦଳ ବୋଲିଂ…

ପୁଣି ବାପା ହେବେ କି ପାଣ୍ଡ୍ୟା!

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ତାରକା ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ପୁଣି ବାପା ହେବା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ହେଉଛି। ଖ୍ରୀଷ୍ଟମାସ ଅବସରରେ ପାଣ୍ଡ୍ୟାଙ୍କ ସ୍ତ୍ରୀ ତଥା ସର୍ବିଆ ମଡେଲ ନତାଶା ଷ୍ଟାନକୋଭିକ ଏବଂ ହାର୍ଦ୍ଦିକ ପାଣ୍ଡ୍ୟା ସୋସିଆଲ ମିଡିଆରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?