ଖେଳ

ଖେଳାଳି ପଜିଟିଭ ଚିହ୍ନଟ ହେଲେ ବି ଚାଲୁରହିବ ସିରିଜ୍‌

ନୂଆଦିଲ୍ଲୀ,୨୨।୧୨: ଆସନ୍ତା ସପ୍ତାହରୁ ଆରମ୍ଭ ହେବାକୁ ଯାଉଛି ଭାରତ ଓ ଘରୋଇ ଦକ୍ଷିଣ ଆଫ୍ରିକା ମଧ୍ୟରେ ଟେଷ୍ଟ ଓ ଦିନିକିଆ ସିରିଜ୍‌। ଯଦି ସିରିଜ୍‌ ବେଳେ କୌଣସି ଖେଳାଳି କିମ୍ବା ସପୋର୍ଟ ଷ୍ଟାଫ ପଜିଟିଭ ଚିହ୍ନଟ ହୁଅନ୍ତି, ତେବେ ମଧ୍ୟ ସିରିଜ୍‌…

କେବଳ ସଚିନ ନୁହନ୍ତି, ଏମାନେ ମଧ୍ୟ…

ନୂଆଦିଲ୍ଲୀ, ୨୨।୧୨: ପ୍ରେମ ନା ମାନେ ବୟସ ନା ଆଉକିଛି। କ୍ରିକେଟର ଭଗବାନ ସଚିନ ତେନ୍ଦୁଲକରଙ୍କ ସହ ଟିମ୍‌ ଇଣ୍ଡିଆର ଅନ୍ୟ କେତେକ କ୍ରିକେଟରଙ୍କ ନାମ ଏଥିରେ ସାମିଲ ଅଛି। ବିରାଟ କୋହଲି, ସୁରେଶ ରାଇନା, ଜସପ୍ରିତ ବୁମ୍‌ରା, ନୀତିଶ ରାଣା…

ଫେବୃୟାରୀ ୭ରେ ହୋଇପାରେ ମେଗା ଆଇପିଏଲ୍‌ ଅକ୍‌ଶନ

ନୂଆଦିଲ୍ଲୀ,୨୨।୧୨: ଆସନ୍ତା ଫେବୃୟାରୀ ୭ ଓ ୮ ତାରିଖ ବେଙ୍ଗାଲୁରୁଠାରେ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ମେଗା ଅକ୍‌ଶନ ହୋଇପାରେ। ଏ ନେଇ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଯୋଜନା କରୁଥିବା ଜଣେ ଅଧିକାରୀ ବୁଧବାର କହିଛନ୍ତି। “ଆଇପିଏଲର ମୂଳ…

ଟପ୍‌ ୧୦କୁ ଫେରିଲେ

ନୂଆଦିଲ୍ଲୀ,୨୨।୧୨: ବିଶ୍ୱ ଚାମ୍ପିୟନଶିପ୍‌ରେ ଐତିହାସିକ ରୌପ୍ୟ ପଦକ ଜିତିବା ପରେ ଟପ୍‌-୧୦କୁ ଫେରିଛନ୍ତି ଭାରତୀୟ ପୁରୁଷ ସିଙ୍ଗଲ୍ସ ବର୍ଗର ଶଟଲର କିଡାମ୍ବି ଶ୍ରୀକାନ୍ତ। ପୂର୍ବ ଅପେକ୍ଷା ୪ଟି ସ୍ଥାନ ଉପରକୁ ଉଠି ୨୮ ବର୍ଷୀୟ ଶଟଲର ୧୦ମ ର଼୍ୟାଙ୍କ ହାସଲ କରିଛନ୍ତି।…

ପାକିସ୍ତାନକୁ ହରାଇ ବ୍ରୋଞ୍ଜ ଜିତିଲା ଭାରତ

ଢାକା,୨୨।୧୨: ଅଲିମ୍ପିକ୍‌ ବ୍ରୋଞ୍ଜ ପଦକ ହାତେଇଥିବା ଭାରତ ଚଳିତ ଏସିଆ ଚାମ୍ପିୟନଶିପ୍‌ ଟ୍ରଫି ହକି ଟୁର୍ନାମେଣ୍ଟରେ ବ୍ରୋଞ୍ଜ ପଦକ ଜିତିଛି। ତାହା ପୁଣି ଚିରପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ହରାଇ। ବୁଧବାର ଖେଳାଯାଇଥିବା ପ୍ଲେଅପ୍‌ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିୟନ ଭାରତ ୪-୩ ଗୋଲରେ ପାକିସ୍ତାନକୁ…

ପାକିସ୍ତାନରେ ମନ୍ଦିର ଭଙ୍ଗାରୁଜା ଭିଡିଓ ଶେୟାର କଲେ ଏହି କ୍ରିକେଟର୍‌: ପ୍ରଧାନମନ୍ତ୍ରୀଙ୍କୁ କଲେ ଅନୁରୋଧ

ଇସଲାମାବାଦ୍‌,୨୨।୧୨: ପାକିସ୍ତାନରେ ସଂଖ୍ୟାଲଘୁମାନଙ୍କ ଉପରେ ଅତ୍ୟାଚାର ମାମଲା ପୁଣି ସାମ୍ନାକୁ ଆସିଛି। ପାକିସ୍ତାନୀ କ୍ରିକେଟର ଦାନିଶ କାନେରିଆ ଏହା ସହ ଜଡିତ ଏକ ଭିଡିଓ ଶେୟାର କରିଛନ୍ତି। ଧାର୍ମିକ ସ୍ବାଧୀନତା ରକ୍ଷା କରିବାକୁ କାନେରିଆ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କୁ ନିବେଦନ କରିଛନ୍ତି।…

ଗୋଆରେ ଛୁଟି କାଟୁଛନ୍ତି ତେନ୍ଦୁଲକରଙ୍କ ଝିଅ

ମୁମ୍ବାଇ: ପୂର୍ବତନ କ୍ରିକେଟର ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ସୋସିଆଲ ମିଡିଆରେ ସୁପରହିଟ୍‌। ସାରାଙ୍କ ପ୍ରତ୍ୟେକ ଫଟୋ ତୀବ୍ର ବେଗରେ ଭାଇରାଲ ହୋଇଥାଏ। ଏବେ ସାରାଙ୍କର ଏକ ଫଟୋ ଭାଇରାଲ ହେଉଛି। ସାରା ବର୍ତ୍ତମାନ ଗୋଆରେ ଛୁଟି କାଟୁଛନ୍ତି। ସାରା…

କ୍ଷତି ସହିଲେ କୋହଲି

ନୂଆଦିଲ୍ଲୀ,୨୨।୧୨: ଇଂଲଣ୍ଡ ଅଧିନାୟକ ଜୋ ରୁଟଙ୍କୁ ଦୁଇଟି ଝଟକା ଲାଗିଛି। ତାଙ୍କ ନେତୃତ୍ୱରେ ଇଂଲଣ୍ଡ ପ୍ରଥମେ ସେ ଆଡିଲେଡରେ ଆଶେସ ସିରିଜର କ୍ରମାଗତ ଦ୍ୱିତୀୟ ଟେଷ୍ଟରେ ହାରିଛି। ଏବେ ଆଇସିସି ଟେଷ୍ଟ ର଼୍ୟାଙ୍କିଙ୍ଗରେ ସେ ପ୍ରଥମ ସ୍ଥାନରୁ ତଳକୁ ଖସିଛନ୍ତି। ତାଙ୍କ…

‘୮୩’ ଫିଲ୍ମ ପାଇଁ କପିଳ ଦେବ କେତେ ଟଙ୍କା ନେଇଛନ୍ତି ଜାଣନ୍ତି

ଅଭିନେତା ରଣଭୀର ସିଂଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘୮୩’ ଡିସେମ୍ବର ୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବାକୁ ଯାଉଛି। ଏହି ଫିଲ୍ମରେ ରଣଭୀର ଭାରତୀୟ ପୂର୍ବତନ ଅଧିନାୟକ କପିଳ ଦେବଙ୍କ ଭୂମିକାରେ ଅଭିନୟ କରୁଛନ୍ତି। ୧୯୮୩ ମସିହାରେ କପିଲ ଦେବଙ୍କ ଅଧିନାୟକତ୍ୱରେ ଲର୍ଡସରେ…

ରବି ଶାସ୍ତ୍ରୀଙ୍କୁ ନେଇ ସାଂଘାତିକ କଥା କହିଲେ ଅଶ୍ୱିନ୍‌

କେପଟାଉନ୍‌,୨୨।୧୨: ପୂର୍ବତନ ମୁଖ୍ୟ କୋଚ ରବି ଶାସ୍ତ୍ରୀଙ୍କୁ ନେଇ ବଡ ଖୁଲାସା କରିଛନ୍ତି ଭାରତୀୟ ସ୍ପିନ୍‌ ବୋଲର୍‌ ଆର୍‌.ଅଶ୍ୱିନ୍‌। ରବି ଶାସ୍ତ୍ରୀଙ୍କ ଗୋଟିଏ ମନ୍ତବ୍ୟ ତାଙ୍କୁ ସମ୍ପୂର୍ଣ୍ଣ ଭାଙ୍ଗିଦେଇଥିଲା। ଅଶ୍ୱିନ କହିଛନ୍ତି ଯେ, ୨୦୧୮-୧୯ ଅଷ୍ଟ୍ରେଲିଆ ଗସ୍ତ ସମୟରେ ତାଙ୍କୁ ଅଣଦେଖା…

ଏବେ ଦେଶ ପାଇଁ ଖେଳିବେ ତେଜରାତି ଦୋକାନୀଙ୍କ ପୁଅ; ଅର୍ଥାଭାବ ସତ୍ତ୍ୱେ ବାପାଙ୍କ ସ୍ବପ୍ନକୁ ପୂରଣ କଲେ…

ଲକ୍ଷ୍ନୌ,୨୧।୧୨: ଉତ୍ତରପ୍ରଦେଶର ଗାଜିଆବାଦ ସ୍ଥିତ କୋଟଗାଓଁର ଏକ ଛୋଟ ତେଜରାତି ଦେକାନ ରବିବାରଠାରୁ ଚର୍ଚ୍ଚାରେ ରହିଛି। ଏହା ପଛରେ କାରଣଟି ହେଲା ଉକ୍ତ ଦୋକାନର ମାଲିକ ଶ୍ରବଣ ଯାଦବଙ୍କ ପୁଅ ସିର୍ଦ୍ଧାର୍ଥଙ୍କୁ ଦେଶ ପକ୍ଷରୁ ପ୍ରତିନିଧିତ୍ୱ କରିବାକୁ ଚୟନ କରାଯାଇଛି। ଶୀର୍ଷକ୍ରମର…

ଭାରତକୁ ଚେତାବନୀ ଦେଲେ ଏହି କ୍ରିକେଟର୍‌

କେପଟାଉନ୍‌,୨୨।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ବକ୍ସିଂ ଡେ’ ଟେଷ୍ଟ ଡିସେମ୍ବର ୨୬ରେ ସେଞ୍ଚୁରିଅନର ସୁପରପୋର୍ଟ ପାର୍କରେ ଆରମ୍ଭ ହେବ। ଏହାପୂର୍ବରୁ ଦକ୍ଷିଣ ଆଫ୍ରିକା ଡିନ ଏଲଗାର ଭାରତକୁ ଚେତାବନୀ ଦେଇଛନ୍ତି। ଭର୍ଚୁଆଲ ଖବରଦାତା ସମ୍ମିଳନୀରେ ଡିନ ଏଲଗାର କହିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?