କ୍ୟାରିୟରର ଅନଲକି ଓଭର
କାନବେରା,୨୮।୧୨: ଅଷ୍ଟ୍ରେଲିଆନ ପେସର ଆଣ୍ଡ୍ର୍ୟୁ ଟାଏ ଚଳିତ ବିଗ୍ ବାଶ ଲିଗ୍ (ବିବିଏଲ)ରେ କ୍ୟାରିୟରର ଅନଲକି ଓଭର ପକାଇଛନ୍ତି। ପର୍ଥ ସ୍କଚର୍ସ ପାଇଁ ଖେଳୁଥିବା ଟାଏ ମଙ୍ଗଳବାର ସିଡ୍ନୀ ଥଣ୍ଡର ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍ରେ ୧୫ତମ ଓଭରରେ ବୋଲିଂ କରିବାକୁ ଆସିଥିଲେ।…
ବଡ଼ ବିପର୍ଯ୍ୟୟ ଦେଖିଲା ଟିମ୍ ଇଣ୍ଡିଆ
ସେଞ୍ଚୁରିଆନ,୨୮।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ତଥା ସେଞ୍ଚୁରିଆନ ଟେଷ୍ଟରେ ଟିମ୍ ଇଣ୍ଡିଆକୁ ପ୍ରଥମ ଇନିଂସରେ ବଡ଼ ବ୍ୟାଟିଂ ବିପର୍ଯ୍ୟୟର ସମ୍ମୁଖୀନ ହେବାକୁ ପଡ଼ିଛି। ପ୍ରଥମ ଦିନ ଶେଷ ସୁଦ୍ଧା ୩ ଉଇକେଟ ହରାଇ ୨୭୨ ରନ୍ କରିଥିବା ଭାରତୀୟ ଦଳ…
ଦିନେ ଭାରତର ମଜା ଉଡାଇଥିଲେ, ଏବେ ପାଇଲେ ମୁହଁତୋଡ ଜବାବ
ନୂଆଦିଲ୍ଲୀ,୨୮।୧୨: ମେଲବୋର୍ନରେ ଖେଳାଯାଇଥିବା ତୃତୀୟ ଟେଷ୍ଟରେ ଇଂଲଣ୍ଡକୁ ଏକ ଇନିଂସ ଏବଂ ୧୪ ରନ୍ରେ ପରାସ୍ତ କରି ଅଷ୍ଟ୍ରେଲିଆ ଆଶେସ ସିରିଜ ଜିତିଛି। ଦ୍ୱିତୀୟ ଇନିଂସରେ ଇଂଲଣ୍ଡର ପୁରା ଦଳ ମାତ୍ର ୬୮ ରନ୍ରେ ଅଲଆଉଟ୍ ହୋଇଥିଲା। ଏହି ବିଜୟ ସହିତ…
ଦ୍ୱିତୀୟଥର ବାପା ହେଲେ ଏହି କ୍ରିକେଟର୍
ନୂଆଦିଲ୍ଲୀ,୨୮।୧୨: ପୂର୍ବତନ ଟିମ ଇଣ୍ଡିଆର ଅଲରାଉଣ୍ଡର ଇରଫାନ ପଠାନ ଦ୍ୱିତୀୟ ଥର ବାପା ହୋଇଛନ୍ତି। ଶିଶୁର ଏକ ଫଟୋ ଶେୟାର କରି ସେ ତାଙ୍କ ପ୍ରଶଂସକଙ୍କୁ ଏହି ଖୁସି ଖବର ଦେଇଛନ୍ତି। ସେ କହିଛନ୍ତି, ସଫା ଏବଂ ମୁଁ ଆମର ପୁତ୍ର…
ଲଜ୍ଜାଜନକ ରେକର୍ଡ ହାସଲ କଲା ଇଂଲଣ୍ଡ: ୧୪୪ ବର୍ଷ ଟେଷ୍ଟ ଇତିହାସରେ ଦ୍ୱିତୀୟଥର ଘଟିଲା ଏମିତି
ମେଲବୋର୍ନ,୨୮।୧୨: ଆଶେସ ସିରିଜର ତୃତୀୟ ଟେଷ୍ଟ ମ୍ୟାଚରେ ଅଷ୍ଟ୍ରେଲିଆ ଭ୍ରମଣକାରୀ ଦଳ ଇଂଲଣ୍ଡକୁ ଏକ ଇନିଂସ ଏବଂ ୧୪ ରନ୍ରେ ପରାସ୍ତ କରିଛି । ଜୋ ରୁଟଙ୍କ ଅଧିନାୟକତ୍ୱରେ ଥିବା ଇଂଲଣ୍ଡ ଦଳ ମେଲବୋର୍ନ ଟେଷ୍ଟରେ ଅଷ୍ଟ୍ରେଲିଆଠାରୁ ଲଜ୍ଜାଜନକ ପରାଜୟ ଭୋଗିଛି।…
୭ ରନ୍ରେ ୬ ଉଇକେଟ୍ ନେଇ ଐତିହାସିକ ମୁଲାଗ ପଦକ ଜିତିଲେ ଏହି କ୍ରିକେଟର୍
ମେଲବୋର୍ନ,୨୮।୧୨: ଅଷ୍ଟ୍ରେଲିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ ଖେଳାଯାଉଛି। ପ୍ରଥମ ଟେଷ୍ଟ ଖେଳୁଥିବା ଫାଷ୍ଟ ବୋଲର ସ୍କଟ ବୋଲାଣ୍ଡ ମାତ୍ର ସାତ ରନ ଦେଇ ୬ଟି ଉଇକେଟ ନେଇଥିଲେ। ତୃତୀୟ ଆଶେସ ଟେଷ୍ଟର ତୃତୀୟ ଦିନରେ ମଧ୍ୟାହ୍ନ ଭୋଜନ ପୂର୍ବରୁ ଅଷ୍ଟ୍ରେଲିଆ ଇଂଲଣ୍ଡକୁ ପରାସ୍ତ…
ଚଳିତ ବର୍ଷ ବିରାଟ କୋହଲିଙ୍କ ପ୍ରତି ରନ୍ର ମୂଲ୍ୟ ଏତିକି ଟଙ୍କା
ନୂଆଦିଲ୍ଲୀ,୨୮।୧୨:୨୦୨୧ ବର୍ଷ ଶେଷ ହେବାକୁ ଯାଉଛି। ଟିମ ଇଣ୍ଡିଆ ପାଇଁ ଚଳିତବର୍ଷ ଯାଇନାହିଁ । ଦଳ ୨ ଟି ଆଇସିସି ଟ୍ରଫି ଜିତିବାରେ ବଞ୍ଚିତ ହୋଇଛି। ପ୍ରଥମ ଦଳ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ (ଡବ୍ଲ୍ୟୁଟିସି) ର ଫାଇନାଲରେ ନ୍ୟୁଜିଲାଣ୍ଡଠାରୁ ପରାସ୍ତ ହୋଇଥିଲା।…
ସୌରଭ ଗାଙ୍ଗୁଲି କରୋନା ପଜିଟିଭ୍…
କୋଲକାତା, ୨୮।୧୨: ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲିଙ୍କ ନମୁନା ରିପୋର୍ଟ କରୋନା ପଜିଟିଭ୍ ଆସିଛି। ତାଙ୍କୁ ଚିକିତ୍ସା ଲାଗି କୋଲକାତାର ଉଡ୍ ଲାଣ୍ଡସ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ତାଙ୍କର ନମୁନା ପରୀକ୍ଷା ସୋମବାର କରାଯାଇଥିଲା। ଏହା ପଜିଟିଭ୍ ଆସିଥିଲା। ପୂର୍ବରୁ ତାଙ୍କ…
ଖେଳାଇ ଦେଲାନି ବର୍ଷା
ସେଞ୍ଚୁରିଆନ,୨୭।୧୨: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟର ଦ୍ୱିତୀୟ ଦିନ ବର୍ଷାରେ ସମ୍ପୂର୍ଣ୍ଣ ଧୋଇ ହୋଇଯାଇଛି। ସୋମବାର ଦିନ ତମାମ ବର୍ଷା ଜାରି ରହିଥିଲା। ତେବେ ଦୁଇ ଥର ବର୍ଷା ବନ୍ଦ ହୋଇଥିଲା। ଉଭୟ ଥର ଅମ୍ପାୟର…
ସେହ୍ବାଗଙ୍କୁ ପଛରେ ପକାଇଲେ ରାହୁଲ
ସେଞ୍ଚୁରିଆନ,୨୭।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ସେଞ୍ଚୁରିଆନ ଟେଷ୍ଟର ପ୍ରଥମ ଦିନରେ ୧୨୨ ରନ୍ର ଅପରାଜିତ ପାଳି ଖେଳିଛନ୍ତି। ଦକ୍ଷିଣ ଆଫ୍ରିକା ମାଟିରେ ପ୍ରଥମ ଶତକ ସହ ରାହୁଲ ପୂର୍ବତନ ଭାରତୀୟ ଓପନର ବୀରେନ୍ଦ୍ର ସେହ୍ବାଗଙ୍କୁ ପଛରେ ପକାଇ ଦେଇଛନ୍ତି। ଏହା ଟେଷ୍ଟ…
ଦ୍ୱିତୀୟ ଦିନ ଖେଳରେ ବାଧା ସାଜିଛି ବର୍ଷା
ସେଞ୍ଚୁରିୟନ,୨୭।୧୨:ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟେଷ୍ଟ ମ୍ୟାଚ ସେଞ୍ଚୁରିୟନରେ ଖେଳାଯାଉଛି। ସୋମବାର ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ, କିନ୍ତୁ ଏଠାରେ ପାଗ ଖରାପ ହେବାରୁ ଖେଳ ଆରମ୍ଭ ମଧ୍ୟ ବିଳମ୍ବ ହେଉଛି। ଆଜି ସକାଳୁ ସେଞ୍ଚୁରିୟନରେ ପ୍ରବଳ ବର୍ଷା…
ଗାଙ୍ଗୁଲିଙ୍କୁ ପଛରେ ପକାଇଲେ କୋହଲି
ସେଞ୍ଚୁରିୟନ,୨୭।୧୨: ଦକ୍ଷିଣ ଆଫ୍ରିକା ବିପକ୍ଷ ତିନି ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଖେଳୁଛି ଭାରତୀୟ ଦଳ। ଏହି ମ୍ୟାଚରେ ଭାରତୀୟ ଓପନରମାନେ ଚମତ୍କାର ଇନିଂସ ଖେଲିଛନ୍ତି। ଏଥି ସହିତ ଭାରତୀୟ ଅଧିନାୟକ ବିରାଟ କୋହଲି କୌଣସି ବଡ଼ ଇନିଂସ ଖେଳି…

