ଆର୍‌ଆର୍‌ ୮ ଓଭରରେ ୭୫…

ପୁଣେ, ୨୯।୩ : ଆଇପିଏଲ୨୦୨୨ର ପଞ୍ଚମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦ (ଏସଆର୍‌ଏଚ୍‌) ରାଜସ୍ଥାନ ରୟାଲ୍ସ (ଆର୍‌ଆର୍‌) ମଧ୍ୟରେ ମୁକାବିଲ ମହାରାଷ୍ଟ୍ରର ପୁଣେ ସ୍ଥିତ କ୍ରିକେଟ ଆସୋସିଏଶନ ଷ୍ଟାଡିୟମରେ ହେଉଛି।
ଆର୍‌ଆର୍‌ ଯୁବ ଅଧିନାୟକ ସଞ୍ଜୁ ସାମସନ ଏସଆର୍‌ଏଚ୍‌ର ଅଭିଜ୍ଞ ଅଧିନାୟକ କେନ ୱିଲିୟମ୍ସନଙ୍କ
ମୁହାଁମୁହିଁ ହୋଇଛନ୍ତି।

ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ କେନ ୱିଲିୟମସନ ଟସ ଜିତି ପ୍ରଥମେ ବୋଲିଂ କରି ଥିବାବେଳେ ଆର୍‌ଆର୍‌ ଦଳ ୮ ଓଭର ଶେଷ ସୁଦ୍ଧା ଏକ ଓ୍ବିାକେଟ ହରାଇ ୭୫ ରନ୍‌ ସଂଗ୍ରହ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଟି୨୦ ଫର୍ମାଟ୍‌ରେ ସକ୍ରିୟ ରହିବେ ମାଲିଙ୍ଗା

କଲମ୍ବୋ, ୨୪।୭(ଏ.ଏଫ୍‌.ପି.)- ଶ୍ରୀଲଙ୍କା ଅଭିଜ୍ଞ ଦ୍ରୁତ ବୋଲର ତଥା ଉଇକେଟଟେକର ଲସିଥ୍‌ ମାଲିଙ୍ଗା ଏବେ ଅବସର ନେବାକୁ ଯାଉଛନ୍ତି। ବାଂଲାଦେଶ ବିପକ୍ଷ ୩ ମ୍ୟାଚ୍‌ ବିଶିଷ୍ଟ...

ସଚିନ୍‌, ୟୁସୁଫ୍‌ଙ୍କ ପରେ ଏହି କ୍ରିକେଟର ହେଲେ କରୋନା ପଜିଟିଭ

ନୂଆଦିଲ୍ଲି, ୨୯।୩: ଭାରତର ମହାନ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ଅଲରାଉଣ୍ଡର ୟୁସୁଫ୍‌ ପଠାନଙ୍କ ପରେ ଆଉ ଜଣେ କ୍ରିକେଟର କରୋନା ସଂକ୍ରମିତ ହୋଇଛନ୍ତି। ସେ...

କୁରୁଭିଲ୍ଲାଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ

ମୁମ୍ବାଇ, ୨୭ା୧୨ (ପି.ଟି.)- ନବ ନିଯୁକ୍ତ ଜାତୀୟ ଚୟନକର୍ତ୍ତା ଆବେ କୁରୁଭିଲ୍ଲାଙ୍କ ବିରୋଧରେ ସ୍ବାର୍ଥ ନିହିତ ଦ୍ୱନ୍ଦ୍ୱ ଅଭିଯୋଗ ଆଣିଛନ୍ତି ମଧ୍ୟପ୍ରଦେଶ କ୍ରିକେଟ ଆସୋସିଏଶନର ପୂର୍ବତନ...

ଓଡ଼ିଶା ଏଫ୍‌ସି ସହିତ ଡାନିଏଲଙ୍କ ଚୁକ୍ତି ମିଆଦ ବୃଦ୍ଧି

ଭୁବନେଶ୍ୱର, ୭।୩(କ୍ରୀଡ଼ା ପ୍ରତିନିଧି)- ଭୁବନେଶ୍ୱର ଭିତ୍ତିକ ଇଣ୍ଡିଆନ ସୁପର ଲିଗ୍‌(ଆଇଏସଏଲ) କ୍ଲବ ଓଡ଼ିଶା ଏଫସି ସେଣ୍ଟର ଫରଓ୍ବାର୍ଡ ଡାନିଏଲ ଲାଲହିଲିମପୁଇଆଙ୍କ ଚୁକ୍ତି ମିଆଦ ୨୦୨୨ ପର୍ଯ୍ୟନ୍ତ...

ଫ୍ୟାନ୍ସଙ୍କୁ ଆଶ୍ୱସ୍ତି ଦେଲେ କୋହଲି

ଡର୍ହାମ,୨୧।୭: ଭାରତୀୟ ଅଧିନାୟକ ବିରାଟ କୋହଲି ପିଠି ଜନିତ ସମସ୍ୟା ଲାଗି ଏଠାରେ ଚାଲିଥିବା କାଉଣ୍ଟି ସିଲେକ୍ଟ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚ୍‌ରେ ଖେଳୁ ନାହାନ୍ତି।...

ଫସିଲେ ପାକିସ୍ତାନ ଅଧିନାୟକ: ଯୁବତୀଙ୍କ ସହ ବ୍ୟକ୍ତିଗତ ଫଟୋ, ଭିଡିଓ ଭାଇରାଲ

ଇସଲାମାବାଦ୍‌,୧୭।୧: ପାକିସ୍ତାନୀ ଅଧିନାୟକ ବାବର ଆଜମ ପୁଣି ଥରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସୋସିଆଲ ମିଡିଆରେ ତାଙ୍କର ଏକ ଭିଡିଓ ଏବଂ...

ଭାରତୀୟ ମହିଳା କ୍ରିକେଟ ଦଳ: ମୁଖ୍ୟ କୋଚ୍‌ ଦୌଡ଼ରେ ୫ ମହିଳା

ନୂଆଦିଲ୍ଲୀ, ୩୦।୪(ପି.ଟି.)-ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ କୋଚ୍‌ ଦୌଡ଼ରେ ୫ ଜଣ ମହିଳା ସାମିଲ ହୋଇଛନ୍ତି। ୨୦୧୭ରୁ ଏହି ପଦରେ ପୁରୁଷ କୋଚ୍‌ ରହି...

ଶାହାରୁଖଙ୍କୁ ଛାଡ଼ି ସବୁ ଫେଲ୍‌

ମୁମ୍ବାଇ, ୧୬ା୪- ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ବୋଲର ଓ ରବୀନ୍ଦ୍ର ଜାଡେଜାଙ୍କ ଫିଲ୍ଡିଂ ଯୋଗୁ ଧରାଶାୟୀ ହୋଇପଡ଼ିଲା ପଞ୍ଜାବ କିଙ୍ଗ୍ସ। ଶାହାରୁଖ ଖାନଙ୍କୁ ଛାଡ଼ି...

Advertisement
Archives

Model This Week