ଆହତ ସମସ୍ୟା ସତ୍ତ୍ୱେ ଦିଲ୍ଲୀରେ ଯୋଗଦେବେ ଅଷ୍ଟ୍ରେଲିଆ ଖେଳାଳି

ନୂଆଦିଲ୍ଲୀ,୩୦।୩: ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ମାର୍ଶ ଖୁବ୍‌ ଶୀଘ୍ର ଦିଲ୍ଲୀ କ୍ୟାପିଟାଲ୍ସ ଦଳରେ ଯୋଗ ଦେବେ। କିନ୍ତୁ ସେ ଆଗାମୀ ୩ରୁ ୪ ମ୍ୟାଚ୍‌ ଖେଳିପାରିବେ ନାହିଁ। ଆହତ ସମସ୍ୟା ଯୋଗୁ ପାକିସ୍ତାନ ବିପକ୍ଷ ଚଳିତ ସିରିଜରୁ ସେ ବାଦ୍‌ ପଡ଼ିଛନ୍ତି। ଷ୍ଟାର ଅଷ୍ଟ୍ରେଲିଆନ ଖେଳାଳିଙ୍କୁ କ୍ୟାପିଟାଲ୍ସ ୬.୫ କୋଟି ଟଙ୍କାରେ କିଣିଥିଲା। ରବିବାର ଫିଲ୍ଡିଂ ଅଭ୍ୟାସ ବେଳେ ତାଙ୍କ ଗୋଇଠିରେ ଆଘାତ ଲାଗିଥିଲା। ୩୦ ବର୍ଷୀୟ ମାର୍ଶ ଫିଜିଓଥେରାପିଷ୍ଟ ପାଟ୍ରିକ ଫରହାର୍ଟଙ୍କ ତତ୍ତ୍ୱାବଧାନରେ ଭାରତରେ ରହି ଫିଟ୍‌ନେସ ହାସଲ କରିବେ।

“ମାର୍ଶ ଦିଲ୍ଲୀ କ୍ୟାପିଟାଲ୍ସ ସହ ଯୋଡ଼ି ହେବା ପାଇଁ ଭାରତ ଗସ୍ତ କରିବେ। ଆଇସୋଲେଶନ ଶେଷ ହେବା ପରେ ସେ ପୂର୍ବତନ ଅଷ୍ଟ୍ରେଲିଆନ ଫିଜିଓଥେରାପିଷ୍ଟ ଫରହାର୍ଟଙ୍କ ତତ୍ତ୍ୱାବଧାନରେ ସମ୍ପୂର୍ଣ୍ଣ ଫିଟ୍‌ନେସ ହାସଲ କରିବେ” ବୋଲି କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସିଆ କପ୍‌ ଟି୨୦ରେ ଖେଳିବେ ନାହିଁ ବୁମ୍‌ରା

ନୂଆଦିଲ୍ଲୀ,୮ା୮: ଭାରତର ସିନିୟର ଫାଷ୍ଟ ବୋଲର ଯଶପ୍ରୀତ୍‌ ବୁମ୍‌ରା ଏସିଆ କପ୍‌ ଟି୨୦ ଟୁର୍ନାମେଣ୍ଟରେ ଖେଳିବେ ନାହିଁ। ତାଙ୍କ ପିଠିରେ ଆଘାତ ଲାଗିଥିବାରୁ ସୁସ୍ଥ ହେବା...

ନିଜ ରୁମ୍‌କୁ ଡାକି ଖେଳାଳିଙ୍କୁ ଏମିତି କହିଲେ ଦ୍ରାଭିଡ

ଜୟପୁର,୧୪।୧୧: ଭାରତୀୟ କ୍ରିକେଟ ଦଳର ନବନିଯୁକ୍ତ କୋଚ ରାହୁଲ ଦ୍ରାଭିଡ ନିଜ କାର୍ଯ୍ୟ ଆରମ୍ଭ କରିଛନ୍ତି। ନିୟମିତ କୋଚ ହେବା ପରେ ଦ୍ରାଭିଡ ନ୍ୟୁଜିଲାଣ୍ଡ ବିପକ୍ଷ...

‘ଆଫ୍ରିଦୀଙ୍କୁ ଅଫ୍‌ ଷ୍ଟମ୍ପ ବାହାରେ ପକାଇବାର ଥିଲା’

କରାଚୀ,୧୩।୧୧: ଚଳିତ ଟି୨୦ ବିଶ୍ୱକପ୍‌ରେ ପାକିସ୍ତାନ ଦ୍ୱିତୀୟ ସେମିଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହେବା ପରେ ଆଲୋଚନା ପର୍ଯ୍ୟାଲୋଚନା ଜାରି ରହିଛି। ପରାଜୟ ପାଇଁ ସାରା ପାକିସ୍ତାନରେ...

ହରେନ୍ଦ୍ର ଆମେରିକା ହକି ଦଳର କୋଚ୍‌ ନିଯୁକ୍ତ

କଲରାଡୋ ସ୍ପ୍ରିଙ୍ଗ୍ସ (ୟୁଏସ୍‌ଏ), ୯ା୪ (ପି.ଟି.)-ଭାରତର ପୂର୍ବତନ ହକି କୋଚ୍‌ ହରେନ୍ଦ୍ର ସିଂ ଯୁକ୍ତରାଷ୍ଟ୍ର ଆମେରିକା(ୟୁଏସ୍‌ଏ) ପୁରୁଷ ହକି ଦଳର ମୁଖ୍ୟ କୋଚ୍‌ ଭାବେ ନିଯୁକ୍ତି...

କିଏ କଙ୍କଡା ତ, କିଏ ଆଚାର..ଜାଣନ୍ତୁ କ’ଣ ଖାଇବାକୁ ପସନ୍ଦ କରନ୍ତି ଏହିସବୁ ପ୍ରସିଦ୍ଧ ଭାରତୀୟ କ୍ରିକେଟର୍‌

ଭାରତରେ କ୍ରିକେଟ ଖେଳାଳିଙ୍କ ଚାହିଦା ଆକାଶଛୁଆଁ। ଖେଳାଳିଙ୍କ ପ୍ରେମ ସମ୍ପର୍କ ହେଉ କି ଫ୍ୟାଶନ୍‌ ଷ୍ଟାଇଲ୍‌ ସବୁବେଳେ ଚର୍ଚ୍ଚାରେ ଥାଏ। ପଡିଆରେ କଠିନ ପରିଶ୍ରମ କରି...

ଟସ୍‌ ଜିତି ବୋଲିଂ ନିଷ୍ପତ୍ତି ନେଲା ମୁମ୍ବାଇ

ମୁମ୍ବାଇ,୯।୫: ଚଳିତ ଆଇପିଏଲର ପ୍ଲେଅଫ ରେସ୍‌ରୁ ବାଦ ପଡି ମୁମ୍ବାଇ ଇଣ୍ଡିଆନ୍ସ ନିଜର ୧୧ତମ ମ୍ୟାଚ୍‌ ଖେଳିବ। ମୁମ୍ବାଇ ଏବଂ କୋଲକାତା ନାଇଟ୍‌ ରାଇଡର୍ସ ମଧ୍ୟରେ...

ହୋଟେଲ୍‌ରେ ଧୋନୀ ତ ବୋଟ୍‌ରେ ପାଣ୍ଡ୍ୟା; ପ୍ରେମିକାଙ୍କୁ ପ୍ରପୋଜ କରିବା ଲାଗି ଫିଲ୍ମ ଷ୍ଟାଇଲ୍‌ ଆପଣାଇଥିଲେ ଏସବୁ କ୍ରିକେଟର

ନୂଆଦିଲ୍ଲୀ,୬।୮: ବଲିଉଡ୍‌ ସେଲିବ୍ରିଟିମାନଙ୍କ ଭଳି ବ୍ୟକ୍ତିଗତ ଜୀବନକୁ ନେଇ ସର୍ବଦା ଚର୍ଚ୍ଚାରେ ରହିଥାନ୍ତି ଭାରତୀୟ ଟିମ୍‌ର କ୍ରିକେଟର। ବିଶେଷକରି ସେମାନଙ୍କ ଲଭ୍‌ ଲାଇଫ୍‌ ଖବର ଶିରୋନାମା...

ଛକା ମାରିବାରେ ବେନ୍‌ ଷ୍ଟୋକ୍ସଙ୍କ ରେକର୍ଡ

ମାଞ୍ଚେଷ୍ଟର, ୨୦।୭- ଭ୍ରମଣକାରୀ ଓ୍ବେଷ୍ଟଇଣ୍ଡିଜ ବିପକ୍ଷରେ ସ୍ଥାନୀୟ ଓଲ୍ଡ ଟ୍ରାଫୋର୍ଡ ଷ୍ଟାଡିୟମରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ଅନ୍ତିମ ତଥା ୫ମ ଦିବସରେ ସୋମବାର ଇଂଲଣ୍ଡର ବେନ୍‌...

Advertisement
Archives

Model This Week