ଧୋନୀଙ୍କ କଥା ମାନି ପ୍ରପୋଜ ସମୟ ବଦଳାଇଥିଲେ ଚହର
ଦୁବାଇ,୮।୧୦: ଆଇପିଏଲ ୨୦୨୧ର ୫୩ତମ ମ୍ୟାଚ ପରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ତାରକା ବୋଲର ଦୀପକ ଚହର ଷ୍ଟାଡିୟମରେ ତାଙ୍କ ଗର୍ଲଫ୍ରେଣ୍ଡ ଜୟା ଭରଦ୍ୱାଜଙ୍କୁ ପ୍ରପୋଜ ଦେଇଥିଲେ। ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ ପରେ ଲାଜକୁଳା ଚହର ସମସ୍ତଙ୍କ ଆଗରେ…
ବାପା ମ୍ୟାଚ୍ ହାରିବା ପରେ ବି ଖୁସିରେ ନାଚିଲେ ଜିଭା: ଜାଣନ୍ତୁ କାହିଁକି
ଦୁବାଇ,୮।୧୦: ଆଇପିଏଲରେ ଚେନ୍ନାଇ ଏବଂ ପଞ୍ଜାବ ମଧ୍ୟରେ ହୋଇଥିବା ମ୍ୟାଚ ଅତ୍ୟନ୍ତ ଉତ୍ସାହଜନକ ଥିଲା। ଚେନ୍ନାଇ ହୁଏତ ମ୍ୟାଚ ହାରିଥାଇପାରେ କିନ୍ତୁ ଚେନ୍ନାଇର ପ୍ରଶଂସକମାନେ ଏହା ସତ୍ତ୍ୱେ ନିରାଶ ହୋଇ ନ ଥିଲେ। ଗୋଟିଏ ପଟେ ଦୀପକ ଚହର ମ୍ୟାଚ ପରେ…
ଇତିହାସ ରଚିଲେ ଭାରତର ଜ୍ୱାଇଁ
ଲାହୋର,୮।୧୦: ପାକିସ୍ତାନର ବରିଷ୍ଠ ଖେଳାଳି ଶୋଏବ ମଲିକ ଦିନ ଟି -୨୦ କ୍ରିକେଟରେ ଏକ ନୂଆ ରେକର୍ଡ ସୃଷ୍ଟି କରିଛନ୍ତି। ସେ ଦୁନିଆର ତୃତୀୟ ଏବଂ ପାକିସ୍ତାନ ପ୍ରଥମ କ୍ରିକେଟର୍ ଭାବେ ଟି-୨୦ରେ ୧୧,୦୦୦ ରନ ସ୍କୋର କରିବାରେ ହୋଇଥିଲେ। ସବୁଠୁ…
ବିଶ୍ୱକପ୍ରେ ଭାରତକୁ ହରାଇଲେ ପାକିସ୍ତାନ ଖେଳାଳିଙ୍କୁ ମିଳିବ ଏମିତି ଉପହାର: ପିସିବି କଲା ଘୋଷଣା
ଇସଲାମାବାଦ୍,୮।୧୦: ଖେଳ ଯାହା ହେଉନା କାହିଁକି, କିନ୍ତୁ ଯେତେବେଳେ ଭାରତ ଏବଂ ପାକିସ୍ତାନର ଦଳ ମୁହାଁମୁହିଁ ହୁଅନ୍ତି ସେତେବେଳେ ଭାବପ୍ରବଣତାର ଜୁଆର ଶିଖରରେ ପହଞ୍ଚେ। ଯଦି କ୍ରିକେଟ ଗ୍ରାଉଣ୍ଡ ମୁକାବିଲା ଅଛି ତେବେ ପ୍ରଶଂସକମାନେ ଉତ୍ସାହର ସହିତ ଏହି ଦିନକୁ ଅପେକ୍ଷା…
କିଏ ସେହି ଯୁବତୀ, ଯାହାଙ୍କୁ ସାରା ବିଶ୍ୱ ଆଗରେ ପ୍ରପୋଜ କଲେ ଦୀପକ
ଦୁବାଇ,୮।୧୦: ଆଇପିଏଲ-୨୦୨୧ର ଲିଗ ମ୍ୟାଚରେ ତିନିଥର ଚାମ୍ପିୟନ ଦଳ ଚେନ୍ନାଇ ସୁପର କିଙ୍ଗ୍ସ ପଞ୍ଜାବ କିଙ୍ଗସକୁ ୬ ଉଇକେଟରେ ପରାସ୍ତ କରିଛି। ତେବେ ଚେନ୍ନାଇ ପେସର୍ ଦୀପକ ଚହରଙ୍କ ପାଇଁ ଏହି ମ୍ୟାଚ ଏବଂ ଦିନ ସ୍ମରଣୀୟ ହୋଇପାରିଛି। ସେ ମ୍ୟାଚ…
ଏତିକି ଟଙ୍କାରେ ବିକ୍ରି ହେଲା ନୀରଜଙ୍କ ଜାଭେଲିନ୍
ନୂଆଦିଲ୍ଲୀ,୮।୧୦: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ କରିଥିବା ଉପହାରର ଇ-ନିଲାମର ଗୁରୁବାର ଶେଷ ଦିନ ଥିଲା। ମୋଦି ଗ୍ରହଣ କରିଥିବା ଉପହାରର ଇ-ନିଲାମରେ ଧାର୍ମିକ କଳାକୃତି ଅନେକ ଲୋକଙ୍କୁ ନିଜ ଆଡକୁ ଆକର୍ଷିତ କରିଥିଲା। ଧାର୍ମିକ କଳାକୃତି ବ୍ୟତୀତ ଅଲିମ୍ପିଆନ୍ଙ୍କର କ୍ରୀଡା…
ହାତେ ଦୂରରେ ରହିଗଲେ ଅଂଶୁ
ନୂଆଦିଲ୍ଲୀ, ୮।୧୦: ମହିଳା ରେସଲିଂରେ ପ୍ରଥମ ଭାରତୀୟ ଭାବେ ବିଶ୍ୱ ଚାମ୍ପିୟନ ହେବାର ସଫଳତାଠାରୁ ହାତେ ଦୂରରେ ରହିଯାଇଛନ୍ତି ଅଂଶୁ ମଲିକ। ଗୁରୁବାର ନରଓ୍ବେର ଓସଲୋଠାରେ ଖେଳାଯାଇଥିବା ଫାଇନାଲରେ ତାଙ୍କୁ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଛି। ୫୭ କେଜି ବର୍ଗର ଫାଇନାଲରେ…
ଏବେ ବି କ୍ୱାଲିଫାଏ କରିପାରେ ମୁମ୍ବାଇ
ଶାରଜା, ୮।୧୦: ଚଳିତ ଆଇପିଏଲ୍ ସିଜନରେ ଡିଫେଣ୍ଡିଂ ଚାମ୍ପିୟନ ତଥା ୫ ଥର ବିଜେତା ମୁମ୍ବାଇ ଇଣ୍ଡିଆନ୍ସ ଦଳର ପ୍ଲେ-ଅପ୍ ଆଶା ପ୍ରାୟତଃ ଶେଷ ହୋଇଯାଇଛି। କିନ୍ତୁ ଦଳ ଏବେ ବି ପ୍ଲେ-ଅପ୍କୁ କ୍ୱାଲିଫାଏ କରିପାରେ। ଗୁରୁବାର ରାଜସ୍ଥାନ ରୟାଲ୍ସକୁ ୮୬…
ଡିଫେଣ୍ଡିଂ ଚାମ୍ପିୟନର ବାଟ ବନ୍ଦ କରିଦେଲା କେକେଆର୍
ଶାରଜା, ୭।୧୦: ରାଜସ୍ଥାନ ରୟାଲ୍ସ ଦଳର ବୃହତ୍ ପରାଜୟ ସହ ବନ୍ଦ ହୋଇଯାଇଛି ଡିଫେଣ୍ଡିଂ ଚାମ୍ପିୟନ ମୁମ୍ବାଇ ଇଣ୍ଡିଆନ୍ସର ପ୍ଲେ-ଅପ୍ରେ ପ୍ରବେଶ କରିବାର ବାଟ। କୋଲକାତା ନାଇଟ୍ ରାଇଡର୍ସ (କେକେଆର) ୮୬ ରନ୍ରେ ରାଜସ୍ଥାନକୁ ହରାଇ ଦେଇଛି। ଏହି ବିଜୟ ସହ…
ଟିମ୍ ଇଣ୍ଡିଆର ପୂର୍ବତନ ସଦସ୍ୟଙ୍କ ଅବସର
ମୁମ୍ବାଇ,୭।୧୦: ଭାରତୀୟ ଦଳର ପୂର୍ବତନ ସଦସ୍ୟ ଅଭିମନ୍ୟୁ ମିଥୁନ ଗୁରୁବାର କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। କର୍ନାଟକର ପେସର ଭାରତ ପାଇଁ ୪ ଟେଷ୍ଟ (୯ ଉଇକେଟ) ଓ ୫ ଦିନିକିଆ (୩ ଉଇକେଟ) ଖେଳିଥିଲେ। ୨୦୧୦ରେ ତାଙ୍କୁ…
ସିଏସ୍କେ ହାରିଲା, ହେଲେ ଜିତିଲେ ଦୀପକ
ଦୁବାଇ,୭।୧୦: ହ୍ୟାଟ୍ରିକ ପରାଜୟ ସହ ଲିଗ୍ ପର୍ଯ୍ୟାୟ ଶେଷ କରିଛି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)। ଅନ୍ତିମ ମ୍ୟାଚ୍ରେ ମହେନ୍ଦ୍ର ସିଂ ଧୋନୀଙ୍କ ନେତୃତ୍ୱାଧୀନ ଦଳକୁ ବୃହତ୍ ପରାଜୟର ସମ୍ମୁଖୀନ ହେବାକୁ ପଡ଼ିଥିବା ବେଳେ ନୂଆ ଇନିଂସ ଆରମ୍ଭ କରିଛନ୍ତି ଦଳୀୟ…
ସିଏସ୍କେ ବୋଲରଙ୍କୁ କ୍ଷମା ଦେଲେନି ରାହୁଲ
ଦୁବାଇ,୭।୧୦: ବୋଲରଙ୍କୁ ସୁହାଉଥିବା ପିଚ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍କେ)ର କୌଣସି ବୋଲରଙ୍କ କ୍ଷମା ଦେଲେ ନାହିଁ ଲୋକେଶ ରାହୁଲ। ମାତ୍ର ୪୨ ବଲରେ ୯୮ ରନ୍ର ବିସ୍ଫୋରକ ଅପରାଜିତ ପାଳି ଖେଳି ଦଳକୁ ୧୩ ଓଭରରେ ଜିତାଇ ଦେଇଛନ୍ତି। ତାଙ୍କ…
Archives


