‘ଗାନ୍ଧୀ ଟାଇଟଲ ନେଇ ଚଳାଯାଉଛି ଦୋକାନ’, ରାହୁଲ ଗାନ୍ଧୀଙ୍କୁ ନେଇ କପିଲ ମିଶ୍ରାଙ୍କ ବଡ ବୟାନ
ନୂଆଦିଲ୍ଲୀ,୨।୪: ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଦିଲ୍ଲୀର ପୂର୍ବତନ ବିଧାୟକ କପିଲ ମିଶ୍ରା କହିଛନ୍ତି ଏବେ ଆଗାମୀ ଦିନରେ ରାମନବମୀରେ ୩ ଦିନିଆ ଛୁଟି କରାଯିବ। କାରଣ ରାମ ନବମୀ ପାଳନ କରିବା ସମୟରେ ଯେଉଁଭଳି ହିଂସା ହେଉଛି ଏଥିରୁ…
ଗାଁ ମୁହାଁ ନାମିବ୍ୟା ଚିତା: ବନ ବିଭାଗ ନାକେଦମ
ଭୋପାଳ,୨।୪: କୁନୋ ଜାତୀୟ ଉଦ୍ୟାନକୁ ଆସିଥିବା ନାମିବ୍ୟା ଚିତା ଏବେ ଗାଁ ମୁହଁା ହୋଇଛନ୍ତି। ଓବାନ ନାମକ ଏକ ଚିତା ଉଦ୍ୟାନରୁ ବାହାରି ଏକ ଗାଁରେ ପହଞ୍ଚିଛି। ବାଘକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଛି। ସୂଚନା ପାଇବା ପରେ ବନ…
ଜେଲରେ ଝାଡୁ ମାରିବେ, ଚାଷକାମ କରିବେ, ମଇଁଷି ଧୋଇବେ ଅତିକ, ଦିନକୁ ମିଳିବ ୨୫ ଟଙ୍କା
ଲାକ୍ଷ୍ନୌ,୨।୪: ପ୍ରୟାଗରାଜର ଉମେଶ ପାଲ ଅପହରଣ ମାମଲାରେ ଅତିକ ଅହମଦଙ୍କୁ ଆଜିବନ କାରାଦଣ୍ଡ ଦିଆଯାଇଛି। ଏହାପରେ ପୁଣିଥରେ ତାଙ୍କୁ ସାବରମତି ଜେଲ ପଠାଇ ଦିଆଯାଇଛି। ସେଠାରେ ଅତିକ ଅହମଦ କଏଦି ନମ୍ବର ୧୭୦୫୨ ଭାବେ ରହିଛନ୍ତି। ଏବେ ଅତିକଙ୍କୁ ପ୍ରତିଦିନ ଜେଲରେ…
ମୋଦିଙ୍କୁ ରାହୁଲଙ୍କ ପ୍ରଶ୍ନ: ୨୦ ହଜାର କୋଟି ଟଙ୍କା କାହାର
ନୂଆଦିଲ୍ଲୀ,୨।୪: କଂଗ୍ରେସ ନେତା ରାହୁଲ ଗାନ୍ଧୀ ରବିବାର ଗୌତମ ଆଦାନୀ ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସୋସିଆଲ ମିଡିଆ ମାଧ୍ୟମରେ ଘେରିଛନ୍ତି। ଫେସବୁକ ମାଧ୍ୟମରେ ୫୯ ସେକେଣ୍ଡର ଭିଡିଓ ଶେୟାର କରି ରାହୁଲ ୨୦ ହଜାର କୋଟି ଟଙ୍କା କାହାର ବୋଲି…
ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ସୋମବାର ଡିଏମକେର ମହାସଭା, ଦିଲ୍ଲୀରେ ପୁଣିଥରେ ବିରୋଧୀ ଦେଖାଇବେ ଶକ୍ତି
ନୂଆଦିଲ୍ଲୀ,୨।୪: ଆଗାମୀ ୨୦୨୪ରେ ହେବାକୁ ଯାଉଥିବା ଲୋକ ସଭା ନିର୍ବାଚନକୁ ନେଇ ଭାରତୀୟ ଜନତା ପାର୍ଟି(ଭାଜପା)କୁ ଟକ୍କର ଦେବାକୁ ବିରୋଧୀ ପୁଣିଥରେ ଏକାଠି ହେବାକୁ ଯାଉଛନ୍ତି। ସୋମବାର ଦିଲ୍ଲୀରେ ଡିଏମକେ ମୁଖ୍ୟ ଏମକେ ଷ୍ଟାଲିନଙ୍କ ନେତୃତ୍ୱରେ ମହାସଭା ହେବାକୁ ଯାଉଛି। ଏଥିରେ…
ଶ୍ରୀନଗର-ଜମ୍ମୁ ରାଜପଥରେ ଭୂସ୍ଖଳନ
ଜମ୍ମୁକଶ୍ମୀର,୨।୪: ଜମ୍ମୁ-କଶ୍ମୀରର ରାମବାନ ଜିଲାରେ ରବିବାର ଭୂସ୍ଖଳନ ଘଟିଛି। ଏଥିଯୋଗୁ ଶ୍ରୀନଗର-ଜମ୍ମୁ ରାଜପଥ ବନ୍ଦ ରହିଛି। ଫଳରେ ରାଜପଥରେ ବହୁସଂଖ୍ୟକ ଗାଡ଼ି ଅଟକି ରହିଛି। ଆବର୍ଜନା ସଫା ହେବା ପରେ ରାଜପଥ ଖୋଲାଯିବ ବୋଲି ରାମବାନ ଏସ୍ଏସ୍ପି ମୋହିତା ଶର୍ମା କହିଛନ୍ତି।…
ନୀତୀଶଙ୍କ ପାଇଁ ଭାଜପା ଦ୍ୱାର ସବୁଦିନ ବନ୍ଦ: ଅମିତ ଶାହା
ପାଟନା,୨।୪: ବିହାର ମୁଖ୍ୟମନ୍ତ୍ରୀ ତଥା ଜେଡିୟୁ ନେତା ନୀତୀଶ କୁମାରଙ୍କ ପାଇଁ ଭାଜପା ଦ୍ୱାର ସବୁଦିନ ବନ୍ଦ ହୋଇଯାଇଛି ବୋଲି କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବିହାର ଗସ୍ତ ସମୟରେ କହିଛନ୍ତି। ନୱାଡାଠାରେ ଏକ ସାଧାରଣ ସଭାରେ ବିହାର ମୁଖ୍ୟମନ୍ତ୍ରୀ…
ପୁଣି ଥରେ ଜେଜେ ହେବେ ମୁକେଶ ଅମ୍ବାନୀ
ମୁମ୍ବାଇ,୨।୪: ପୁଣି ଥରେ ଦେଶର ସବୁଠୁ ଧନୀ ବ୍ୟକ୍ତି ମୁକେଶ ଅମ୍ବାନୀ ଏବଂ ନୀତା ଅମ୍ବାନୀଙ୍କ ଘରକୁ ଏକ କୁନି ଅତିଥି ଆସିବାକୁ ଯାଉଛି। ଦ୍ୱିତୀୟଥର ମା’ ହେବାକୁ ଯାଉଛନ୍ତି ମୁକେଶଙ୍କ ବଡ଼ ବୋହୂ ଶ୍ଲୋକା ମେହେଟ୍ଟା। ଯଦିଓ ଅମ୍ବାନୀ ପରିବାର…
କେତେ ପାଠ ପଢ଼ିଛନ୍ତି ପ୍ରଧାନମନ୍ତ୍ରୀ, କାହିଁ ଡିଗ୍ରୀ ପ୍ରମାଣ ପତ୍ର: ଏଏପିର ପ୍ରଶ୍ନ…
ନୂଆଦିଲ୍ଲୀ,୨।୪ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଠ ପଢ଼ା ଡିଗ୍ରୀକୁ ନେଇ ଆମ ଆଦମୀ ପାର୍ଟି ଏବଂ ଭାଜପା ମଧ୍ୟରେ ବିବାଦ ଲାଗି ରହିଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀଙ୍କ ଡିଗ୍ରୀ ପ୍ରସଙ୍ଗ ଉଠାଇ ଏଏପି ନେତା ସଞ୍ଜୟ ସିଂ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ…
ଗଧ କ୍ଷୀରରୁ ପ୍ରସ୍ତୁତ ସାବୁନ ମହିଳାଙ୍କ ତ୍ୱଚାକୁ ରଖେ ସୁନ୍ଦର: ମେନକା ଗାନ୍ଧୀଙ୍କ ଭିଡ଼ିଓ ଭାଇରାଲ…
ନୂଆଦିଲ୍ଲୀ,୨।୪ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଏମ୍ପି ମେନକା ଗାନ୍ଧୀଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ସେ କହୁଛନ୍ତି, ଗଧର କ୍ଷୀରରୁ ପ୍ରସ୍ତୁତ ସାବୁନ ଜଣେ ମହିଳାଙ୍କ ଶରୀରକୁ ସବୁବେଳେ ସୁନ୍ଦର ରଖେ। ଜଣେ…
ଭାଜପା ଜାରି କଲା କଂଗ୍ରେସ ଫାଇଲ୍ସ: ୪.୮୨ ଲକ୍ଷ କୋଟିର ଦୁର୍ନୀତି, ୨ଜିଠାରୁ କମନଓ୍ବେଲଥ ପର୍ଯ୍ୟନ୍ତ…
ନୂଆଦିଲ୍ଲୀ,୨।୪ : ଭାରତୀୟ ଜନତା ପାର୍ଟି ରବିବାର କଂଗ୍ରେସ ଫାଇଲ୍ସ ଶୀର୍ଷକ ଏକ ସିରିଜ ଆରମ୍ଭ କରି କଂଗ୍ରେସ ବିରୋଧରେ ଦୁର୍ନୀତି ଅଭିଯୋଗ କରିଛି। ଏହି ଭିଡିଓ ସିରିଜରେ କଂଗ୍ରେସ ବିରୋଧରେ ଅନେକ ଗୁରୁତର ଅଭିଯୋଗ ଅଣାଯାଇଛି। ପ୍ରଥମ ସିରିଜରେ ଭାଜପା…
କାରଗିଲ ଯୁଦ୍ଧର ହିରୋ ସୁବେଦାର ମେଜର ତ୍ସଓ୍ବୋଙ୍ଗ ମୁରୋପ ସଡ଼କ ଦୁର୍ଘଟଣାରେ ଶହୀଦ
ଶ୍ରୀନଗର,୨।୪: କାରଗିଲ ଯୁଦ୍ଧର ହିରୋ ବୀର ଚକ୍ରରେ ସମ୍ମାନିତ ସୁବେଦାର ମେଜର ତ୍ସଓ୍ବୋଙ୍ଗ ମୁରୋପ ଲେହ ନିକଟରେ ଗତ ରାତିରେ ଅର୍ଥାତ ଶନିବାର ରାତିରେ ଏକ ସଡ଼କ ଦୁର୍ଘଟଣାରେ ଶହୀଦ ହୋଇଛନ୍ତି। ରବିବାର ଅଧିକାରୀମାନେ ଏହି ସୂଚନା ଦେଇଛନ୍ତି। ଫାୟର ଆଣ୍ଡ…
Archives


