କେରଳର ବନ୍ଦେ ଭାରତ ଏକ୍ସପ୍ରେସ ଉପରେ ପଥରମାଡ଼
ଥିରୁଭାନନ୍ତପୁରମ୍,୨।୫: କେରଳରେ ନିକଟରେ ଆରମ୍ଭ ହୋଇଥିବା ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ ଉପରେ ସୋମବାର ପଥରମାଡ଼ ହୋଇଥିବା ରେଳ ଅଧିକାରୀମାନେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଉତ୍ତର କେରଳରେ ଅବସ୍ଥିତ ଏହି ଜିଲାର ଥିରୁନବାୟା ଏବଂ ତିରୁର ମଧ୍ୟରେ ଟ୍ରେନ ଯାଉଥିବା…
ଅଯୋଗ୍ୟ ପୁଅ ମନ୍ତବ୍ୟକୁ ନେଇ ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କଲା ଭାଜପା
ବେଙ୍ଗାଲୁରୁ,୨।୫: କର୍ନାଟକ ନିର୍ବାଚନ ପାଇଁ ଜାତୀୟ ରାଜନୀତି ସରଗରମ ରହିଛି। ଭାଜପା ଓ କଂଗ୍ରେସ ମଧ୍ୟରେ ବୟାନବାଜି ଜାରି ରହିଛି। କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖାର୍ଗେଙ୍କ ପୁଅ ପ୍ରିୟଙ୍କା ଖାର୍ଗେଙ୍କ ବିରୋଧରେ ଭାଜପା ନିର୍ବାଚନ ଆୟୋଗଙ୍କ ନିକଟରେ ଅଭିଯୋଗ କରିଛିି। ଭାଜପା…
ରାହୁଲ ଗାନ୍ଧୀଙ୍କ ଆବେଦନର ଆଜି ଶୁଣାଣି କରିବେ ଗୁଜରାଟ ହାଇକୋର୍ଟ
ନୂଆଦିଲ୍ଲୀ,୨।୫: ସୁରଟ କୋର୍ଟ ଦ୍ୱାରା ଅପରାଧିକ ମାନହାନି ମାମଲାରେ ଦୁଇ ବର୍ଷ ଦୋଷୀ ସାବ୍ୟସ୍ତ ହୋଇଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆବେଦନ ଉପରେ ମଙ୍ଗଳବାର ଗୁଜରାଟ ହାଇକୋର୍ଟ ଶୁଣାଣି କରିବେ। ସୂଚନାଯୋଗ୍ୟ, ମୋଦି ସରନେମ ଉପରେ ଦେଇଥିବା ବିବାଦୀୟ ମନ୍ତବ୍ୟକୁ…
ବଦ୍ରିନାଥ ଓ କେଦାରନାଥରେ ବର୍ଷା ଓ ତୁଷାରପାତ: ଅଟକିଲା ଯାତ୍ରା
ଡେରାଡୁନ,୧।୫: ବଦ୍ରିନାଥ ଓ କେଦାରନାଥ ଧାମରେ ଲଗାଣ ବର୍ଷା ଓ ତୁଷାରପାତ ଯୋଗୁ ଚାରିଧାମ ଯାତ୍ରାକୁ ବନ୍ଦ କରି ଦିଆଯାଇଛି। ଏନେଇ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସମସ୍ତ ଯାତ୍ରୀମାନଙ୍କୁ ଶ୍ରୀନଗରରେ ଅଟକାଯାଇଥିବା ଜଣାପଡିଛି। ତେବେ ପାଗ ଭଲ ନ ହେବା…
ମୁସଲମାନଙ୍କ ଶକ୍ତି ନାହିଁ ତେଣୁ ଗୁଳି କରାଯାଉଛି: ଓଓ୍ବାଇସି
ଲକ୍ଷ୍ନୌ,୧।୫: ଉତ୍ତରପ୍ରଦେଶରେ ମେ ୪ ଏବଂ ୧୧ରେ ନଗରନିଗମ ନିର୍ବାଚନ ହେବାକୁ ଯାଉଛି। ତେବେ ଏଥିପାଇଁ ସୋମବାର ଅଲ୍ ଇଣ୍ଡିଆ ମଜଲିସ-ଏ-ମୁସଲିମିନର ମୁଖ୍ୟ ଅସଦୁଦ୍ଦିନ୍ ଓଓ୍ବାଇସି ମୋରାଦାବାଦର ଉମରି କଲା ନଗର ପଞ୍ଚାୟତରେ ପ୍ରଚାର କରିଛନ୍ତି। ଜେଲରୁ ମୁକ୍ତ ହୋଇଥିବା ଆନନ୍ଦ…
ମଦୁଆ ପୋଲିସ କର୍ମରୀଙ୍କୁ ମହଙ୍ଗା ପଡ଼ିଲା ଆସାମ ସରକାରଙ୍କ ନୂଆ ନିର୍ଦ୍ଦେଶ
ନୂଆଦିଲ୍ଲୀ: ଆସାମ ପୋଲିସ ବିଭାଗରେ ମଦୁଆ କର୍ମଚାରୀଙ୍କ ପାଇଁ ସରକାରଙ୍କ ନୂଆ ନିର୍ଦ୍ଦେଶ ମହଙ୍ଗା ପଡ଼ିଛି । ଆସାମ ସରକାର ମଦ ପିଇବା ଅଭ୍ୟାସ ଥିବା ୩୦୦ ପୋଲିସ କର୍ମଚାରୀଙ୍କୁ ଭିଆରଏସ୍ ଦେବେ । ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ୱ ଶର୍ମା ଏହି…
ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ
ନୂଆଦିଲ୍ଲୀ,୧।୫: ମାଫିଆ ମୁଖତାର ଆନସାରୀଙ୍କ ବଡ ଭାଇ ତଥା ବିଏସ୍ପି ଏମ୍ପି ଅଫଜଲ ଆନସାରୀଙ୍କ ଲୋକ ସଭା ସଦସ୍ୟତା ରଦ୍ଦ କରି ଦିଆଯାଇଛି। ସୋମବାର ଲୋକ ସଭା ସଚିବାଳୟ ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି। ଅଫଜଲ ଆନସାରୀ ୬ ଥର…
ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ପୁଷ୍କର ସିଂ ଧାମି, ଚାରିଧାମ ଯାତ୍ରା ବିଷୟରେ କଲେ ଆଲୋଚନା
ନୂଆଦିଲ୍ଲୀ,୧।୫: ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ସୋମବାର ନୂଆଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିଛନ୍ତି। ଏହି ସମୟରେ ଉତ୍ତରାଖଣ୍ଡରବିକାଶରେ ତାଙ୍କ ମାର୍ଗଦର୍ଶନ ତଥା ସହଯୋଗ ପାଇଁ କୃତଜ୍ଞତା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ କେଦାରନାଥ ଏବଂ ବଦ୍ରିନାଥ ଧାମ, ଗଙ୍ଗା ତୁଲସୀ, ଗଙ୍ଗୋଟ୍ରି…
‘ମୋତେ ଫାଶୀ ଦେଇଦିଅନ୍ତୁ’
ନୂଆଦିଲ୍ଲୀ,୧।୫: ରେସଲିଂ ଫେଡେରେଶନ ଅଫ ଇଣ୍ଡିଆ (ଡବ୍ଲୁଏଫ୍ଆଇ)ର ସଭାପତି ବ୍ରିଜ ଭୂଷଣ ଶରଣ ସିଂଙ୍କ ବିରୋଧରେ ମହିଳା କୁସ୍ତିଯୋଦ୍ଧାମାନେ ନିର୍ଯ୍ୟାତନା ଅଭିଯୋଗ ଆଣିଛନ୍ତି। ଏହି ସମୟରେ ବ୍ରିଜ ଭୂଷଣ ସୋମବାର କହିଛନ୍ତି, ଦେଶର ସର୍ବୋଚ୍ଚ କୁସ୍ତିଯୋଦ୍ଧାଙ୍କ ବିରୋଧ ପ୍ରଦର୍ଶନ ଯୋଗୁ ଗତ…
ପୋଷ୍ଟର ଲଗାଇଲେ ମୁଖ୍ୟମନ୍ତ୍ରୀ ହୁଅନ୍ତି ନାହିଁ: ଏକନାଥ ସିନ୍ଦେ
ମୁମ୍ବାଇ, ୧।୫: ମହାରାଷ୍ଟ୍ରରେ ରାଜନୈତିକ ହଟଚମଟ ଲାଗିରହିଥିବା ବେଳେ ସୋମବାର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେ ଏନସିପି ନେତା ଜୟନ୍ତ ପାଟିଲଙ୍କ ବୟାନରେ ତାଙ୍କୁ ଟାର୍ଗେଟ କରି କହିଛନ୍ତି, ଆମେ ଜନତାଙ୍କ ପାଇଁ କାମ କରୁଛୁ। ଯେଉଁମାନେ ରାଜନୀତି କରିବାକୁ ଚାହୁଁଛନ୍ତି ସେମାନେ…
କର୍ନାଟକ ନିର୍ବାଚନ: ମେ’୬ ରେ ନିର୍ବାଚନୀ ପ୍ରଚାର କରିବେ ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ,୧।୫: କର୍ନାଟକ ବିଧାନସଭା ନିର୍ବାଚନ ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଦକ୍ଷିଣ କନ୍ନଡ ଏବଂ ଉଦୁପି ଜିଲାରେ ପ୍ରଚାର କରିବେ। ମାଙ୍ଗାଲୁରୁ ଡିଭିଜନର ଦାୟିତ୍ୱରେ ଥିବା ଭାରତୀୟ ଜନତା ପାର୍ଟି ଉଦୟ କୁମାର ଶେଟ୍ଟୀ…
ନ୍ୟାୟ ପାଇବାରେ ବିଳମ୍ବ ହେଲେ ଜୀବନ ବାଜିରେ ଲଗାଇ ଦେବି: ନବଜୋତ ସିଦ୍ଧୁ
ନୂଆଦିଲ୍ଲୀ,୧।୫: ଭାରତୀୟ କୁସ୍ତି ମହାସଂଘରର ସଭାପତି ବ୍ରିଜ୍ ଭୂଷଣ ଶରଣ ସିଂଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରେସଲରମାନେ ଦୀର୍ଘ ଏକ ସପ୍ତାହ ଧରି ଧାରଣାରେ ବସିଛନ୍ତି। ତେବେ ସେମାନଙ୍କୁ ସମର୍ଥନ ଦେବା ପାଇଁ ବହୁ ବଡ ବଡ ନେତା ଧାରଣାସ୍ଥଳରେ ପହଞ୍ଚିଛନ୍ତି।…
Archives


