Posted inଜାତୀୟ

ଏହି ରାଜ୍ୟରେ ବଢ଼ିଲା ବିଜୁଳି ଦର

ରାଞ୍ଚି,୧ା୬: ଝାଡ଼ଖଣ୍ଡରେ ନୂତନ ବିଦ୍ୟୁତ ଶୁଳ୍କ ଆଂଶିକ ବୃଦ୍ଧି କରାଯାଇଛି। ତେବେ ନୂତନ ଶୁଳ୍କରେ ବିଦ୍ୟୁତ ଦର ବର୍ତ୍ତମାନ ୪ ଦିନରେ ୨୫ରୁ ୩୦ ଟଙ୍କାକୁ ବୃଦ୍ଧି କରାଯାଇଛି। ଘରୋଇ ଗ୍ରାମୀଣ ବିଦ୍ୟୁତର ସ୍ଥିର ହାର ୨୬ ଟଙ୍କାରୁ ୫୦ ଟଙ୍କାକୁ ବୃଦ୍ଧି ପାଇଥିବା ବେଳେ ଘରୋଇ ସହରାଞ୍ଚଳର ଫିକ୍ସ ହାର ୭୫ ଟଙ୍କାରୁ ୧୦୦ ଟଙ୍କାକୁ ବୃଦ୍ଧି କରାଯାଇଛି।

ଝାଡ଼ଖଣ୍ଡ ରାଜ୍ୟ ବିଦ୍ୟୁତ ନିୟାମକ ଆୟୋଗର ଅଧ୍ୟକ୍ଷ ଜଷ୍ଟିସ ଅମିତାଭ କୁମାର ଗୁପ୍ତା ଏ ସମ୍ପର୍କରେ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଯଦି ଆମେ ବିଦ୍ୟୁତ ହାର ବୃଦ୍ଧି ବିଷୟରେ ଆଲୋଚନା କରିବା ତେବେ ଘରୋଇ ଗ୍ରାମାଞ୍ଚଳ ଏବଂ ସହରୀ ବିଦ୍ୟୁତ ହାର ୟୁନିଟ୍‌ ପିଛା ୫ ପଇସା ବୃଦ୍ଧି କରାଯାଇଛି। ଘରୋଇ ଗ୍ରାମୀଣ ହାର ୟୁନିଟ୍‌ ପିଛା ୫ଟଙ୍କା ୭୫ରୁ ୫ଟଙ୍କା ୮୦ ପଇସାକୁ ବୃଦ୍ଧି କରାଯାଇଛି। ଘରୋଇ ସହରାଞ୍ଚଳର ହାର ୟୁନିଟ୍‌ ପିଛା ୬ଟଙ୍କା୨୫ ପଇସାରୁ ୬ଟଙ୍କା ୩୦ ପଇସାକୁ ବୃଦ୍ଧି କରାଯାଇଛି। ଏହି ଦର ଜୁନ୍‌ ୧ ଅର୍ଥାତ୍‌ ଆଜିଠାରୁ ଲାଗୁ ହୋଇଛି।

ବାଣିଜି୍ୟକ ବିଦ୍ୟୁତ୍‌ ଗ୍ରାମାଞ୍ଚଳରେ ୫ କିଲୋଓ୍ବାଟ୍‌ରୁ ଅଧିକ ୟୁନିଟ୍‌ ପିଛା ୫ଟଙ୍କା ୭୫ ପଇସାରୁ ୟୁନିଟ୍‌ ପିଛା ୫ଟଙ୍କା ୮୦ ପଇସାକୁ ବୃଦ୍ଧି କରାଯାଇଛି। ସହରାଞ୍ଚଳର ଏହି ହାର ୬ ଟଙ୍କାରୁ ୬ଟଙ୍କା ୧୫ ପଇସାକୁ ବୃଦ୍ଧି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନରେ ଟିକେଟ୍‌ ବୁକିଂ ଟଙ୍କା ଖୁବ୍‌ଶୀଘ୍ର ହେବ ଫେରସ୍ତ

ନୂଆଦିଲ୍ଲୀ,୮।୪: ଗତ ବର୍ଷ ଲାଗୁ ହୋଇଥିବା ଦେଶବ୍ୟାପୀ ଲକ୍‌ଡାଉନ ସମୟରେ ବୁକ ହୋଇଥିବା ବିମାନ ଟିକେଟ ଫେରସ୍ତରେ ବିଳମ୍ବ ହୋଇଥିବାରୁ ନାଗରିକ ବିମାନ ଚଳାଚଳ ମନ୍ତ୍ରଣାଳୟ...

ଜଣେ ବ୍ୟକ୍ତିଙ୍କୁ ଚାପୁଡା ମାରିଲେ କେନ୍ଦ୍ର ମନ୍ତ୍ରୀ

କୋଲକାତା,୩୦।୩: ପଶ୍ଚିମବଙ୍ଗର ଟୋଲିଗଞ୍ଜ ଆସନରୁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରୁଥିବା କେନ୍ଦ୍ର ମନ୍ତ୍ରୀ ବାବୁଲ ସୁପ୍ରିୟୋ ଏବେ ଚର୍ଚ୍ଚାରେ ଅଚନ୍ତି। କୋଲକାତାରେ ଥିବା ପାର୍ଟି କାର୍ଯ୍ୟାଳୟରେ...

ବିଦେଶରେ ବିଳାପ କରୁଛନ୍ତି ରାହୁଲ, ପ୍ରେମ ନୁହେଁ ଘୃଣା ଦୋକାନ ଖୋଲିବା ତାଙ୍କ ଉଦ୍ଦେଶ୍ୟ: ଭାଜପା…

ନୂଆଦିଲ୍ଲୀ,୧।୬ : ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ଭାଜପା ଏମପି ରବି ଶଙ୍କର ପ୍ରସାଦ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ବିବୃତ୍ତିକୁ ଟାର୍ଗେଟ କରିଛନ୍ତି। ସେ...

ଏଥର ବି ଦୀପାବଳିରେ ଫୁଟିବ ନାହିଁ ବାଣ, ଗ୍ରୀନ କ୍ରାକର୍ସକୁ ନେଇ କରାଯାଇଥିବା ଆବେଦନକୁ ଖାରଜ କଲେ ସୁପ୍ରିମ କୋର୍ଟ

ନୂଆଦିଲ୍ଲୀ,୨୨।୯: ସୁପ୍ରିମକୋର୍ଟ ଶୁକ୍ରବାର ଦେଶରେ ବାରିୟମ ଧାରଣ କରିଥିବା ସବୁଜ କ୍ରାକର ତିଆରି କରିବାକୁ ଅନୁମତି ଦେବାକୁ ମନା କରି ଦେଇଛନ୍ତି। କେନ୍ଦ୍ର ସରକାର ଏବଂ...

୪ ବର୍ଷ ପରେ ହତ୍ୟା ମାମଲାର ପର୍ଦ୍ଦାଫାଶ୍‌: ପ୍ରେମିକଙ୍କ ସହ ମିଶି ସ୍ବାମୀଙ୍କୁ ପୋତିଦେଇଥିଲେ

ଗାଜିଆବାଦ,୧୪।୧୧: ଗାଜିଆବାଦ ପୋଲିସ ୪ ବର୍ଷ ପରେ ଏକ ହତ୍ୟାକାଣ୍ଡର ମାମଲାର ପର୍ଦ୍ଦାଫାଶ୍‌ କରିଛି। ଏଥିସହ ଏକ ମୃତଦେହ ଠାବ କରିଛି। ଏହି ଘଟଣାରେ ପୋଲିସ...

ଦେଶକୁ ମିଳିବ ନୂଆ ସେନାଧ୍ୟକ୍ଷ: ଦୌଡ଼ରେ ନରାଓ୍ବନେ-ରଣବୀର-ସୈନି

ନୂଆଦିଲ୍ଲୀ,୨୬।୯: ଆଉ ୩ ମାସ ମଧ୍ୟରେ ଦେଶରେ ନୂଆ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ୍‌ ରାଓ୍ବତ୍‌ ଡିସେମ୍ବର ୩୧ରେ ଅବସର ଗ୍ରହଣ...

ସରକାରଙ୍କୁ ଚେତାବନୀ ଦେଲେ ରଘୁରାମ ରାଜନ

ନୂଆଦିଲ୍ଲୀ,୭।୯: ଭାରତୀୟ ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ନର ରଘୁରାମ ରାଜନ ଚଳିତ ଆର୍ଥିକ ବର୍ଷର ପ୍ରଥମ(ଏପ୍ରିଲ-ଜୁନ)ରେ ମୋଟ ଘରୋଇ ଉତ୍ପାଦନ(ଜିଡିପି)ରେ ୨୩.୯ ପ୍ରତିଶତ କମ୍‌କୁ ଚିନ୍ତାଜନକ...

ଚଳନ୍ତା ଟ୍ରେନ୍‌ରୁ ଖସିପଡିଲେ ୩ ଯାତ୍ରୀ

ମୁମ୍ବାଇ, ୩।୭: ମୁମ୍ବାଇ ଲୋକାଲ୍‌ ଟ୍ରେନରେ ଏକ ଦୁର୍ଘଟଣା ଘଟିଛି। ଚଳନ୍ତା ଟେନରୁ ଖସି ପଡି ୩ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ...

Advertisement
Archives

Model This Week